Home Middle

ଆମେ ଗାନ୍ଧିଜୀଙ୍କ ସୈନିକ

ନୂଆଦିଲ୍ଲୀ,୨୭ା୧୦: ଆମେ ମହାମତ୍ା ଗାନ୍ଧୀଙ୍କ ସୈନିକ। ଆମେ କାହାକୁ ଭୟ କରୁନାହୁଁ ବୋଲି କଂଗ୍ରେସର ନବ ନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦାୟିତ୍ୱ ନେବା ପରେ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ ବୁଧବାର ୮୦ ବର୍ଷୀୟ…

କଶ୍ମୀର ସମସ୍ୟାର ସମାଧାନ କରିବେ ଋଷି

ଗୁଜରନଓ୍ବାଲା,୨୭ା୧୦(ପି.ଟି.): ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ ଯେତିକି ଭାରତୀୟ ସେତିକି ପାକିସ୍ତାନୀ। ସ୍ବାଧୀନତା ପୂର୍ବରୁ ତାଙ୍କ ପୂର୍ବପୁରୁଷ ପାକିସ୍ତାନର ଗୁଜରନଓ୍ବାଲାରେ ରହୁଥିଲେ। ଋଷିଙ୍କ ଜେଜେବାପା ରାମଦାସ ସୁନକ ଓ ଜେଜେମା’ ସୁହାଗ ରାଣୀ ୧୯୩୫ ପର୍ଯ୍ୟନ୍ତ ଗୁଜରନଓ୍ବାଲରେ ବସବାସ କରୁଥିଲେ।…

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରାଜନାଥଙ୍କ ପରାମର୍ଶ : ଅଣୁ ଅସ୍ତ୍ର ବ୍ୟବହାର କରନାହିଁ

ନୂଆଦିଲ୍ଲୀ, ୨୭ା୧୦: ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସେରେଗି ଶୋଇଗୁ ବୁଧବାର ଭାରତ ପ୍ରତିପକ୍ଷ ରାଜନାଥ ସିଂଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ୟୁକ୍ରେନ୍‌ ‘ଡାର୍ଟି ବମ୍‌’ ପ୍ରୟୋଗ କରି ରୁଷିଆକୁ ଉସୁକାଇବାକୁ ଉଦ୍ୟମ କରୁଥିବା ଶୋଇଗୁ କହିଛନ୍ତି। ଏହା ପୂର୍ବରୁ ଶୋଇଗୁ…

୨୦୫୦ ସୁଦ୍ଧା ସବୁ ଶିଶୁଙ୍କୁ ପ୍ରଭାବିତ କରିବ ଗ୍ରୀଷ୍ମପ୍ରବାହ

ଜାତିସଂଘ, ୨୭।୧୦: ୟୁରୋପରେ ଗ୍ରୀଷ୍ମପ୍ରବାହର ନାଟକୀୟ ପରିବର୍ତ୍ତନ ଉକ୍ତ ମହାଦେଶକୁ ଗଭୀର ପ୍ରଭାବିତ କରିବା ଆଶଙ୍କା ଉପୁଜିଥିବାବେଳେ ଏସିଆ ଓ ଆଫ୍ରିକା ଅତି ଉଚ୍ଚ ତାପମାତ୍ରାରେ କବଳିତ ହେବେ। ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୫୦ ମସିହା ସୁଦ୍ଧା…

ରୁଷିଆକୁ ‘ଡାର୍ଟି ବମ୍‌’ଭୟ

ମସ୍କୋ/କିଭ୍‌, ୨୭ା୧୦: ୟୁକ୍ରେନ୍‌ ଉପରେ ରୁଷିଆ ୮ ମାସ ଧରି ଆକ୍ରମଣ ଜାରି ରଖିଥିବାବେଳେ କିଭ୍‌ ରେଡିଓଆକ୍ଟିଭ୍‌ ବିକିରଣ ପାଇଁ ‘ଡାର୍ଟି ବମ୍‌’ ବ୍ୟବହାର କରିପାରେ ବୋଲି ମସ୍କୋ ଅଭିଯୋଗ ଆଣିଛି। ଏହି ପ୍ରସଙ୍ଗକୁ ରୁଷିଆ ମଙ୍ଗଳବାର ଜାତିସଂଘ ସୁରକ୍ଷା ପରିଷଦ…

ୟୁନିଲିଭର ଶାମ୍ପୁରେ କ୍ୟାନ୍‌ସର ଭୟ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୨୭ା୧୦ : କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ଲୋକେ ବ୍ୟବହାର କରୁଥିବା ସାମଗ୍ରୀଗୁଡ଼ିକୁ ନେଇ ସଚେତନ ହୋଇଥିବାବେଳେ ସେସବୁର ଉପକାର ଓ ଅପକାର ସମ୍ପର୍କିତ ସୂଚନା ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ଗ୍ରାହକମାନଙ୍କୁ ସହଜରେ ଠକି ହେବନାହିଁ ବୋଲି…

୪୭ ଜଣିଆ ଷ୍ଟିୟରିଂ କମିଟି ଗଢ଼ିଲେ ଖାର୍ଗେ

ନୂଆଦିଲ୍ଲୀ,୨୭ା୧୦: ନୂଆ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ଦାୟିତ୍ୱ ନେବା ପରେ ଏକ ୪୭ ଜଣିଆ ଷ୍ଟିୟରିଂ କମିଟି ଗଠନ କରିଛନ୍ତି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ଦୁଇ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ…

ଘନ କୁହୁଡ଼ି ନେଲା ୩ ଛାତ୍ରଙ୍କ ଜୀବନ

ହାଇଦ୍ରାବାଦ/ଓ୍ବାଶିଂଟନ,୨୬ା୧୦: ଆମେରିକାରେ ଘନ କୁହୁଡ଼ି ଯୋଗୁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ୩ ଛାତ୍ର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏନେଇ ସେମାନଙ୍କ ପରିବାର ପକ୍ଷରୁ ଆମେରିକାର କନେକ୍ଟିକଟ୍‌ ରାଜ୍ୟରେ ଏକ ଟ୍ରକ୍‌ ଏବଂ ଭ୍ୟାନ୍‌ ମଧ୍ୟରେ ଧକ୍କା ହୋଇଥିଲା। ମୃତକଙ୍କ ସମ୍ପର୍କୀୟଙ୍କ…

ଏବେ ମାଓବାଦୀଙ୍କ ରାଜ୍‌ ଚଳିବ ନାହିଁ, ସ୍ବାଭିମାନ ଅଞ୍ଚଳରେ ପୋଲିସ-ଗୁଇନ୍ଦା ବିଭାଗ ମାରିଲା ପୋଷ୍ଟର

ଚିତ୍ରକୋଣ୍ଡା,୨୬ା୧୦(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ତଥା ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସୀମାନ୍ତ ଅଞ୍ଚଳରୁ ମାଓବାଦୀ ମୂଳପୋଛ ପାଇଁ ପ୍ରୟାସ ଜାରି ରହିଛି। ଦିନ ଥିଲା ଉକ୍ତ ଅଞ୍ଚଳରେ ମାଓବାଦୀ ରାଜ୍‌ କରୁଥିଲେ ତାଙ୍କ ବିନା ଇସାରାରେ ପତ୍ରଟିଏ…

ସମୟ ଆସିଲେ ସବୁ ସତ କହିବି: ଅର୍ଚ୍ଚନା ନାଗ

ଭୁବନେଶ୍ୱର,୨୬ା୧୦(ବ୍ୟୁରୋ): ମାସକ ପରେ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କୁ କ୍ୟାମେରା ସାମ୍ନାରେ ଦେଖିବାକୁ ମିଳିଛି। ବୁଧବାର କଡ଼ା ସୁରକ୍ଷା ବଳୟ ଭିତରେ ଝାରପଡ଼ା ଜେଲ୍‌ରୁ ଭୁବନେଶ୍ୱର ଏସ୍‌ଡିଜିଏମ୍‌ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ସେଠାରେ ଅର୍ଚ୍ଚନା ହାଜିରା ପକାଇବା ପରେ ଜାମିନ…

ରଶ୍ମୀ ଶୁକ୍ଲା ହେବେ ଡିଜିପି, ଶିନ୍ଦେଙ୍କ ନୂଆ ପଦକ୍ଷେପ, କେନ୍ଦ୍ର ସରକାରଙ୍କ ପାଖକୁ ଯିବ ଭିଜିଲାନ୍ସ କ୍ଲିୟରାନ୍ସ ରିପୋର୍ଟ…

ମୁମ୍ବାଇ,୨୬।୧୦ : ଉଦ୍ଧବ ଠାକରେଙ୍କ ଶାସନ କାଳରେ ଫୋନ ଟ୍ୟାପିଂ ମାମଲାରେ ମହାରାଷ୍ଟ୍ର ଆଇପିଏସ ଅଧିକାରୀ ରଶ୍ମି ଶୁକ୍ଲାଙ୍କ ବିରୋଧରେ ଏଫଆଇଆର୍‌ ପଞ୍ଜିକୃତ ହୋଇଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଭାଜପା ନେତୃତ୍ୱାଧୀନ ସରକାର ତାଙ୍କୁ ରାଜ୍ୟର ଡିଜିପି କିମ୍ବା…

ଆସନ୍ତା ସପ୍ତାହରେ ଚାଇନା ଯିବେ ଶେହବାଜ

ଇସଲାମାବାଦ,୨୬ା୧୦: ଆସନ୍ତା ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଦୁଇ ଦିନିଆ ଚାଇନା ଗସ୍ତରେ ଯାଇ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୁଧବାର କହିଛି ଯେ, ଏହି ସମୟ ମଧ୍ୟରେ ସେ ରଣନୈତିକ ସହଯୋଗ ଏବଂ ସହଭାଗିତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri