Home Middle

ଗ୍ଲୋବାଲ ଲିଡରଶିପ ସମ୍ମାନରେ ସମ୍ମାନୀତ ହେବେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୭।୧ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କୁ ଗ୍ଲୋବାଲ ଲିଡରଶିପ ସମ୍ମାନରେ ସମ୍ମାନିତ କରାଯିବ। ଦେଶବ୍ୟାପୀ ତଥା ବିଶ୍ୱସ୍ତରରେ ଆଇନ ବୃତ୍ତିରେ ଆଜୀବନ ସେବା ପାଇଁ ତାଙ୍କୁ ହାର୍ଭାର୍ଡ ଆଇନ ବିଦ୍ୟାଳୟ କେନ୍ଦ୍ର ଦ୍ୱାରା ଏହି ସମ୍ମାନ ପ୍ରଦାନ ଲାଗି…

ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ନେଇ ସୁପ୍ରିମ୍‌କୋର୍ଟଙ୍କ ସ୍ପଷ୍ଟୀକରଣ…

ନୂଆଦିଲ୍ଲୀ,୭।୧ : ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତିଙ୍କ ପଦବୀ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଗୋଟିଏ କୋର୍ଟରୁ ଅନ୍ୟ କୋର୍ଟକୁ ଯାଉଥିବା ଜଣେ ବିଚାରପତି ବାର କିମ୍ବା ସର୍ଭିସ ବିଚାରପତିଙ୍କ ଲେବଲ ନେଇ ଯାଇ…

ପିଏଏଫଏଫ ଆତଙ୍କବାଦୀ ସଂଗଠନ ଘୋଷିତ…

ନୂଆଦିଲ୍ଲୀ,୭।୧ : କେନ୍ଦ୍ର ସରକାର ଜୈଶ-ଇ-ମହମ୍ମଦ ସହ ଜଡିତ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଏଫଏଫ) ଏବଂ ଏହାର ସମସ୍ତ ଅନୁବନ୍ଧିତ ଗୋଷ୍ଠୀକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ ୧୯୬୭ ଅନୁଯାୟୀ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

ଭାରତ-ଜାପାନ ବାୟୁସେନା ସମରାଭ୍ୟାସ: ରବିବାର ବାୟୁସେନାର ଯାତ୍ରା…

ନୂଆଦିଲ୍ଲୀ,୭।୧ : ଭାରତୀୟ ବାୟୁସେନାର ଏକ ଦଳ ରବିବାର ୧୨ ରୁ ୨୬ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଜାପାନର ଏୟାର ସେଲ୍ଫ ଡିଫେନ୍ସ ଫୋର୍ସ ସହିତ ପ୍ରଥମ ବାୟୁସେନା ସମରାଭ୍ୟାସ ବୀର ଗାର୍ଡିଆନ ୨୦୨୩ ପାଇଁ ଜାପାନର ହୟାକୁରି ଏୟାର ବେସ…

ବିସିସିଆଇର ନୂତନ କମିଟି ଘୋଷଣା: ପୁଣି ଥରେ ଚେତନ ଶର୍ମା ହେଲେ ଟିମ୍‌ ଇଣ୍ଡିଆ ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ,୭।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଶନିବାର ଟିମ୍‌ ଇଣ୍ଡିଆର ନୂତନ ଚୟନ କମିଟି ଘୋଷଣା କରାଯାଇଛି। ପୁଣିଥରେ ଭାରତର ପୂର୍ବତନ ପେସ ବୋଲର ଚେତନ ଶର୍ମା କମିଟିର ଅଧ୍ୟକ୍ଷ ହୋଇଛନ୍ତି। ୨୦୨୨ ଟି-୨୦ ବିଶ୍ୱକପରେ ଭାରତର ବିପର୍ଯ୍ୟୟ ପରେ…

ଟିକା ନେଇଥିବା ଲୋକ ମଧ୍ୟ ଏକ୍ସବିବି.୧.୫ ଭାରିଆଣ୍ଟରେ ଆକ୍ରାନ୍ତ ହେବା ଆଶଙ୍କା: ଆମେରିକା ରିପୋର୍ଟ…

ଓ୍ବାଶିଂଟନ,୭।୧ : ଆମେରିକାର ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ସଂକ୍ରାମକ। ଏହା ଏତେ ସଂକ୍ରାମକ ଯେ କରୋନାଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ପୂର୍ବରୁ ସଂକ୍ରମିତ ହୋଇଥିବା ୮୦ ଆମେରିକୀୟ ପୁନର୍ବାର ସଂକ୍ରମିତ…

ପାକିସ୍ତାନରେ ଦରଦାମ ଆକାଶ ଛୁଆଁ,ତେଲ-୫୮୦,ପିଆଜ-୨୮୦,ଟମାଟୋ-୯୦…

ଇସଲାମାବାଦ,୭।୧ : ପାକିସ୍ତାନରେ ନଗଦ ସଙ୍କଟ ମଧ୍ୟରେ ମୁଦ୍ରାସ୍ଫୀତି ବେଲଗାମ ହୋଇଛି। ଖାଦ୍ୟ ସାମଗ୍ରୀ ଇନ୍ଧନ ସାମଗ୍ରୀର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିବା ସହିତ ମୁଦ୍ରାସ୍ଫୀତି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୩୧ ପ୍ରତିଶତ ବୃଦ୍ଧି ପାଇଛି। ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋ…

ମହାତ୍ମା ଗାନ୍ଧୀ-ନେଲସନ ମଣ୍ଡେଲାଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା, ନିନ୍ଦା କଲେ ଭାରତୀୟ ହାଇ କମିଶନ…

ଭିକ୍ଟୋରିଆ,୭।୧ : ଭିକ୍ଟୋରିଆର ଶାନ୍ତି ପାର୍କରେ ମହାତ୍ମା ଗାନ୍ଧୀ ଏବଂ ନେଲସନ ମଣ୍ଡେଲାଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିବା କାର୍ଯ୍ୟକୁ ନିନ୍ଦା କରିଥିବା ଭାରତୀୟ ହାଇ କମିଶନ ଶନିବାର କହିଛନ୍ତି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇ କମିଶନ ସିସେଲ୍ଚ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ…

ଆହୁରି ଦୁଇଦିନ ପ୍ରବଳ ଶୀତରେ ଥରିବ ରାଜ୍ୟ, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟର ଅଧିକାଂଶ ଜିଲା ଆହୁରି ଦୁଇଦିନ ପ୍ରବଳ ଶୀତରେ ଥରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ କମିବ। ତେଣୁ ଶନିବାର ଏବଂ ରବିବାର କିଛି ଜିଲା…

ଭାରତ ଯୋଡୋ ଯାତ୍ରାର ଉଦ୍ଦେଶ୍ୟ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନୁହେଁ: ଜୟରାମ ରମେଶ…

ନୂଆଦିଲ୍ଲୀ,୭।୧ : ହରିୟାଣାର ପାନିପତରୁ କଂଗ୍ରେସର ଭାରତ ଯୋଡା ଯାତ୍ରା ଶନିବାର ସକାଳେ କର୍ନଲ ଜିଲ୍ଲାରେ ପହଞ୍ଚିଛି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଜୟରାମ…

‘ପାକିସ୍ତାନରୁ ବନ୍ୟା କମିନାହିଁ ବରଂ ବିଶ୍ୱର ଧ୍ୟାନ କମିଛି’

ଇସଲାମାବାଦ,୭ା୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି, ଗତ ଗ୍ରୀଷ୍ମଋତୁରେ ଦେଶରେ ହୋଇଥିବା ଭୟଙ୍କର ବର୍ଷା ଓ ବନ୍ୟାରେ ୧୭୦୦ ଲୋକ ପ୍ରାଣ ହରାଇଛନ୍ତି। ସ୍ବିଜରଲାଣ୍ଡର ଆକାର ଏକ ବୃହତ ଅଞ୍ଚଳ ଜଳମଗ୍ନ ହୋଇ ୩୩ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ।…

ଟିଟିପି ଶିବିରରେ ଆକ୍ରମଣ ହେଲେ ତାଲିବାନ-ପାକିସ୍ତାନ ଯୁଦ୍ଧ ହେବା ଆଶଙ୍କା…

ଇସଲାମାବାଦ,୭।୧ : ଶେହବାଜ ସରିଫ ସରକାର ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଶିବିର ଉପରେ ଆକ୍ରମଣ କରିବାକୁ ଧମକ ଦେବା ପରେ ଆଫଗାନିସ୍ତାନରେ ପାକିସ୍ତାନ ବିରୋଧରେ କ୍ରୋଧ ବୃଦ୍ଧି ପାଇଛି। ପାକିସ୍ତାନର ଜାତୀୟ ସୁରକ୍ଷା କମିଟି ବୈଠକ ପରଠାରୁ ଇସଲାମାବାଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?