Home Middle

ସିରିଜ ଜିତିଲା ଭାରତ…

ରାଜକୋଟ,୭।୧ : ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚରେ ବିଜୟ ଲାଭ କରି ଭାରତ ୨-୧ରେ ସିରିଜ ଜିତିଛି। ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ ଜିତି ଭାରତ…

୫ ଟିଟିପି ଆତଙ୍କବାଦୀଙ୍କୁ ଗିରଫ କଲା ପାକିସ୍ତାନ ପୋଲିସ…

ଇସଲାମାବାଦ,୭।୧ : ପାକିସ୍ତାନ ପୋଲିସ ପକ୍ଷରୁ ତେହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ଆତଙ୍କବାଦୀ ସଂଗଠନର ୫ ସଦସ୍ୟଙ୍କୁ ଗିରଫ କରିଛି। ପଞ୍ଜାବ ପ୍ରଦେଶରୁ ମିଳିଥିବା ଏକ ଗୁପ୍ତ ସୂଚନା ଆଧାରରେ ପୋଲିସ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା। ପଞ୍ଜାବ ପୋଲିସର…

କେଜ୍‌ରିଓ୍ବାଲ-ସାକ୍ସେନା ଚିଠିରେ ଚିଠିରେ ମୁହାଁମୁହିଁ

ନୂଆଦିଲ୍ଲୀ,୭ା୧: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି)ର ମେୟର ନିର୍ବାଚନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଏଲ୍‌ଜି ଭି.କେ ସାକ୍ସେନାଙ୍କ ମଧ୍ୟରେ ଏକ ଲେଟର ଓ୍ବାର ବା ଚିଠିରେ ଚିଠିରେ ମୁହାଁମୁହିଁ ହୋଇଛନ୍ତି। କେଜ୍‌ରିଓ୍ବାଲ ଶନିବାର ଲେଫ୍ଟନାଣ୍ଟ ଗଭର୍ନର ବିନୟ କୁମାର ସାକ୍ସେନାଙ୍କୁ…

ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଶିନ୍ଦେ ସରକାର: ସଞ୍ଜୟ ରାଉତଙ୍କ କଟାକ୍ଷ…

ମୁମ୍ବାଇ,୭।୧ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାରକୁ ଶିସେନା ଉଦ୍ଧବ ଠାକରେ ଦଳର ନେତା ତଥା ଏମ୍‌ପି ସଞ୍ଜୟ ରାଉତ ଟାର୍ଗେଟ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ ଶିନ୍ଦେ ସରକାର ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ସରକାର ଫେବୃୟାରୀ…

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ, ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୨୨୯ ରନ…

ରାଜକୋଟ,୭।୧ : ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଥିଲା। ରାଜକୋଟର ସୌରାଷ୍ଟ୍ର କ୍ରିକେଟ…

୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୭ା୧(ବ୍ୟୁରୋ): ସାମ୍ସ ନିୟମ ଉଲ୍ଲଂଘନ କରି ଛାତ୍ରୀଛାତ୍ରଙ୍କ ନାମ ଲେଖାଇଥିବା ରାଜ୍ୟର ୧୯ଟି ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୧୧ ଜାନୁୟାରୀ ସୁଦ୍ଧା ଜବାବ ଦାଖଲ କରିବାକୁ ସଂପୃକ୍ତ ଡିଗ୍ରୀ କଲେଜଗୁଡ଼ିକର…

ସ୍କୁଲ ଛାତ୍ରୀଛାତ୍ରମାନଙ୍କଠାରୁ ମୋବାଇଲ ତଲାସୀ କରିବା ଦ୍ୱାରା ସ୍ବାଭିମାନକୁ ଲାଗୁଛି ଆଘାତ: ଶିଶୁ ଅଧିକାର ପ୍ୟାନେଲ…

ଥିରୁଭାନନ୍ତପୁରମ,୭।୧ : ଅଧିକାଂଶ ବିଦ୍ୟାଳୟ ପ୍ରଶାସନର ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ ସ୍କୁଲ କ୍ୟାମ୍ପସରେ ମୋବାଇଲ ଆଣିବା କଡା ନିଷେଧ। କିନ୍ତୁ ଛାତ୍ରୀଛାତ୍ରମାନେ ନିର୍ଦ୍ଦେଶକୁ ନ ମାନି ବିଦ୍ୟାଳୟକୁ ମୋବାଇଲ ଆଣିଥାନ୍ତି। ଏଥିପାଇଁ ବିଦ୍ୟାଳୟ ପ୍ରଶାସନ କାହା ପାଖରେ ମୋବାଇଲ ଅଛି…

ଆସନ୍ତା ୪୦ ଦିନ ମଧ୍ୟରେ ଚାଇନାରେ ୨୦୦ କୋଟି ଲୋକ ହେବେ ସ୍ଥାନାନ୍ତର: ସ୍ଥିତି ଅଣାୟତ୍ତ ହେବା ଆଶଙ୍କା…

ବେଜିଂ,୭।୧ : ଚାଇନାରେ କରୋନା ବିସ୍ଫୋରଣ ମଧ୍ୟରେ ଚାଇନା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନିଜର ସୀମା ଖୋଲିଛି। ଏହା ଯୋଗୁ ଦେଶରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି। ଯାତ୍ରା କରିବାକୁ ଭଲପାଉଥିବା ଯୁବକମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ପ୍ରତି ଭୟ ନାହିଁ।…

ଭାରତର ସହାୟତା ଲୋଡିଲେ ବିକ୍ରମସିଙ୍ଘେ…

କଲମ୍ବୋ,୭।୧ : ଶ୍ରୀଲଙ୍କାର ଋଣ ପୁନର୍ଗଠନ ଅନୁରୋଧ ଉପରେ ଭାରତର ପ୍ରତିକ୍ରିୟା ଚଳିତ ମାସ ଶେଷ ସୁଦ୍ଧା ଆଶା କରାଯାଉଛି ବୋଲି ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ କହିଛନ୍ତି। ଶ୍ରୀଲଙ୍କା ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରୁ ୨.୯ ବିଲିୟନ ଆମେରିକୀୟ ଡଲାରର…

ଟସ ଜିତିଲା ଭାରତ ,ବ୍ୟାଟିଂ ନିଷ୍ପତ୍ତି…

ରାଜକୋଟ,୭।୧ : ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଛି। ରାଜକୋଟର ସୌରାଷ୍ଟ୍ର କ୍ରିକେଟ…

ବିଏସଏଫ ଟିମ୍‌ ଉପରେ ଚୋରା ଚାଲାଣକାରୀଙ୍କ ଆକ୍ରମଣ: ୪ ଯବାନ ଆହତ…

ମାମାଭଗିନା ,୭।୧ : ଭାରତ-ବାଂଲାଦେଶ ସୀମାରେ ଚୋରା ଚାଲାଣକାରୀଙ୍କ ଦ୍ୱାରା ବିଏସଏଫ ଯବାନଙ୍କ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଏଥିରେ ଜଣେ ମହିଳା ପ୍ରହରୀଙ୍କ ସମେତ ଚାରି ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ…

ଟ୍ରେନ୍‌ ଉପରେ ପଡ଼ିଲା କେବୁଲ ତାର: ଅଟକିଲା ପୁରୀ-ଜଳେଶ୍ୱର ମେମୁ ଟ୍ରେନ୍‌

ଭୁବନେଶ୍ୱର,୭ା୧(ବ୍ୟୁରୋ): ପୁରୀ-ଜଳେଶ୍ୱର ମେମୁ ଟ୍ରେନ ଉପରେ ଶନିବାର କେବୁଲ ତାର ପଡ଼ିଯିବାରୁ ଟ୍ରେନ୍‌ଟି ବାପୁଜୀନଗର-କଳ୍ପନା ଫ୍ଲାଇଓଭର ତଳେ ଅଟକି ରହିଛି। ଫଳରେ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ଆଉ ଟ୍ରେନ୍‌। କେବୁଲ ଛିଡ଼ି ଆଖପାଖରେ ନିଆଁ ଲାଗିଥିବା ଯାତ୍ରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?