Home Middle

ଅଢ଼େଇ ଲକ୍ଷରୁ ଅଧିକ ଲୋକ କରିଛନ୍ତି ସ୍ବେଛାକୃତ ରକ୍ତଦାନ, ମାନବିକତାକୁ ମଜବୁତ କରିଛି ରକ୍ତଦାନ…

ନୂଆଦିଲ୍ଲୀ, ୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇଥିବା ୧୫ ଦିନିଆ ରକ୍ତଦାନ ଅଭିଯାନରେ ଅଢ଼େଇ ଲକ୍ଷରୁ ଅଧିକ ଲୋକ ସ୍ବେଛାକୃତ ରକ୍ତ ଦାନ କରିଥିଲେ। ଏହି ଅଭିଯାନର ନାମ ରକ୍ତ ଦାନ…

ଶ୍ରୀଲଙ୍କା ୪୧ ରନ୍‌ରେ ପରାଜିତ…

ସିଲହଟ, ୧।୧୦ : ମହିଳା ଏସିଆ କପର ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶର ସିଲହଟରେ ଶନିବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୪୧ ରନ୍‌ରେ ପରାଜିତ ହୋଇଛି। ଭାରତର ୧୫୦ ରନ୍‌ର ଜବାବରେ ଶ୍ରୀଲଙ୍କା ଦଳ ୧୮.୨ ଓଭରରେ…

ଶାନ୍ତିର କୌଣସି ବାଟ ଛାଡି ନାହାନ୍ତି ପୁଟିନ: ଆମେରିକା ସମୀକ୍ଷକଙ୍କ ମତ…

ଓ୍ବାଶିଂଟନ,୧।୧୦ : ଆମେରିକାର ସମୀକ୍ଷକମାନଙ୍କ ମଧ୍ୟରେ ଏକ ସାଧାରଣ ମତ ପ୍ରକାଶ ପାଇଛି ଯେ ୟୁକ୍ରେନର ଚାରିଟି ଅଞ୍ଚଳକୁ ରୁଷିଆରେ ଯୋଡିବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିଷ୍ପତ୍ତି ପରେ ଚାଲିଥିବା ଯୁଦ୍ଧରେ ଶାନ୍ତିପୂର୍ଣ୍ଣ ସମାଧାନ ହେବାର ସମ୍ଭାବନା ସମାପ୍ତ ହୋଇଛି।…

ମଲ୍ଲିକାର୍ଜୁନଙ୍କ ପରେ କିଏ ରାଜ୍ୟ ସଭା ବିରୋଧୀ ଦଳ ନେତା? ଦୌଡ଼ରେ ଚିଦାମ୍ବରମ-ଦିଗବିଜୟ…

ନୂଆଦିଲ୍ଲୀ,୧।୧୦ : କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ଶନିବାର ରାଜ୍ୟ ସଭାର ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ…

ବୁର୍କିନା ଫାସୋରେ ୯ ମାସରେ ଦ୍ୱିତୀୟ କ୍ଷମତା ଦଖଲ…

ଓଗାଡୋଗୁ, ୧।୧୦ : ଗତ ୯ ମାସ ମଧ୍ୟରେ ବୁର୍କିନା ଫାସୋରେ ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ ହୋଇଛି। ସୈନ୍ୟବାହିନୀ ଶୁକ୍ରବାର ବିଳମ୍ବିତ ରାତିରେ ଦେଶର ସରକାରୀ ପ୍ରସାରଣ ସେବାକୁ ନିଜ ନିୟନ୍ତ୍ରଣରେ ନେଇଛି। ସୈନ୍ୟବାହିନୀ ରାଷ୍ଟ୍ରପତି ଲ୍ୟୁଟନାଟ କର୍ନେଲ…

ବଲଟିକ ସାଗରରେ ମିଥେନ ଲିକ୍‌ ନେଇ ଜାତିସଂଘର ଚିନ୍ତା ପ୍ରକଟ, ପ୍ରତିଘଣ୍ଟାରେ ୨୩ ହଜାର କିଲୋଗ୍ରାମ୍‌ ହେଉଛି ଲିକ୍‌…

ଜେନେଭା, ୧।୧୦ : ପାଇପଲାଇନ ଭାଙ୍ଗିବା ପରେ ବଲଟିକ ସାଗରରେ ମି;ଥନ ଗ୍ୟାସର ଲିକ ରେକର୍ଡ ସ୍ତରରେ ପହଞ୍ଚିଛି। ପରିବେଶବିତମାନଙ୍କ ସହିତ ମିଳିତ ଜାତିସଂଘ ମଧ୍ୟ ଏନେଇ ଚିନ୍ତା ପ୍ରକଟ କରିଛି। ପ୍ରତି ଘଣ୍ଟାରେ ପ୍ରାୟ ୨୩ ହଜାର କିଲୋଗ୍ରାମ ମିଥେନ…

ଭାରତ ଯୋଡ ଯାତ୍ରାରେ ରାହୁଲଙ୍କ ନୂଆ ଭାବମୂର୍ତ୍ତି, ବ୍ୟାକ୍‌ ଫୁଟରେ ଭାଜପା-ଆରଏସଏସ କହିଲେ ଜୟରାମ ରମେଶ…

ନୂଆଦିଲ୍ଲୀ,୧।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ଏବେ କର୍ନାଟକରେ ଜାରି ରହିଛି। ବର୍ଷା ଯୋଗୁ ଶନିବାର ପଦଯାତ୍ରାରେ ବିଳମ୍ବ ହୋଇଛି। କଂଗ୍ରେସର ମହାସଚିବ ଜୟରାମ ରମେଶ ଟୁଇଟ କରି କହିଛନ୍ତି, ଏହି…

ମୁଖ୍ୟମନ୍ତ୍ରୀ ହେବାକୁ ନୁହେଁ ତତ୍ପର: ତେଜସ୍ବୀ…

ପାଟନା, ୧।୧୦ : ବିହାରରେ ୨୦୨୩ରେ କିଏ ମୁଖ୍ୟମନ୍ତ୍ରୀ ହେବ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ଶୀଘ୍ର ମୁଖ୍ୟମନ୍ତ୍ରୀ ହେବାକୁ ସେ ତତ୍ପର ନୁହଁନ୍ତି। ଆମର ଏକମାତ୍ର ଲକ୍ଷ୍ୟ…

ଶ୍ରୀଲଙ୍କା ଆଗରେ ୧୫୧ ରନ୍‌ର ବିଜୟ ଲକ୍ଷ୍ୟ…

ସିଲହଟ, ୧।୧୦ : ମହିଳା ଏସିଆ କପର ଦ୍ୱିତୀୟ ମ୍ୟାଚ୍‌ ଶନିବାର ବାଂଲାଦେଶର ସିଲହଟରେ ଆରମ୍ଭ ହୋଇଛି। ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଧାର୍ଯ୍ୟ…

ଗାନ୍ଧୀ ପରିବାରର କାଠକଣ୍ଢେଇ ସାଜିବେ ନୂଆ କଂଗ୍ରେସ ଅଧ୍ୟକ୍ଷ…

ନୂଆଦିଲ୍ଲୀ,୧।୧୦ : ମଲ୍ଲିକାର୍ଜୁନ ଖାର୍ଗ କଂଗ୍ରେସ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ପରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟ ଜନତା ଦଳର ଅନେକ ନେତା ଏହି ର୍ନିବାଚନକୁ ସ୍କ୍ରିପ୍ଟେଡ ବୋଲି କହୁଥିବାବେଳେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ…

୪ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୩୯ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ…

୫ଜି ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୧୦: ଦେଶରେ ଆରମ୍ଭ ହେଲା ୫ଜି ସେବା। ଶନିବାର ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି। ଭାରତ ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ। ଟେକ୍ନୋଲୋଜିର ଏକ ନୂତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri