Home Middle

ଦଳିତ ମୁସଲମାନ-ଖ୍ରୀଷ୍ଟିଆନମାନଙ୍କୁ ଅନୁସୂଚିତ ଜାତି ମାନ୍ୟତା ନାହିଁ…

ନୂଆଦିଲ୍ଲୀ,୧୦।୧୧ : ଦଳିତ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନଙ୍କୁ ଦେଶରେ ଅନୁସୂଚିତ ଜାତି (ଏସସି) ମାନ୍ୟତା ଦିଆଯାଇ ନାହିଁ। ସେମାନଙ୍କୁ ଏସସି ସଂରକ୍ଷଣ ଅଧୀନରେ ଚାକିରି ଏବଂ ଶିକ୍ଷା ଅନୁଷ୍ଠାନରେ କୌଣସି ସଂରକ୍ଷଣ ଦିଆଯାଇ ନଥାଏ। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏହା କହିଛନ୍ତି।…

ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ, ବାହାରିବେ ପୋଲିଂ ପାର୍ଟି, ସିଲ ହେବ ସୀମା

ଶିମଲା,୧୦ ।୧୧: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଚାର ଆଜି ଅର୍ଥାତ୍ ଗୁରୁବାର ଶେଷ ହେବ । ଏହାସହ ପୋଲିଂ ପାର୍ଟି ମତଦାନ କେନ୍ଦ୍ରକୁ ବାହାରିଯିବେ । ପାହାଡିଆ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ର ଗୁଡିକରେ ତୁଷାରପାତର ସ୍ଥିତିକୁ ଦେଖି ପୋଲିଂ…

ଜିନପିଙ୍ଗ୍‌ଙ୍କ ଭଳି ରାଜନାଥ ମଧ୍ୟ ଦେଲେ ଜବାବ…

ନୂଆଦିଲ୍ଲୀ/ବେଜିଂ,୧୦।୧୧ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବରିଷ୍ଠ ସେନା କମାଣ୍ଡୋମାନଙ୍କୁ କହିଛନ୍ତି ଯେ କୌଣସି ପରିସ୍ଥିତି ଲାଗି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ। ଏହି ପ୍ରସ୍ତୁତି ଉଚ୍ଚ ସ୍ତରୀୟରେ ହେବା ଜରୁରୀ। ସାମରିକ କମାଣ୍ଡର ସମ୍ମିଳନୀରେ ସୁରକ୍ଷା ତଥା ଜାତୀୟ…

ଭାରତ ଆଜି ଇଂଲଣ୍ଡକୁ ଭେଟିବ

ଆଡିଲେଡ୍‌,୧୦ା୧୧(ପି.ଟି): ଚଳିତ ଟି୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ଗୁରୁବାର ଆଡିଲେଡରେ ଖେଳାଯିବ। ଭାରତ ଓ ଇଂଲଣ୍ଡ ଏହି ମ୍ୟାଚରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି। ଏହି ମ୍ୟାଚ ସହିତ ଭାରତ ନିଜର ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିବ। ଚଳିତ ଟୁର୍ନାମେଣ୍ଟର ସୁପର-୧୨…

ପ୍ରେମ ପାଇଁ ରାଜକାର୍ଯ୍ୟ ଛାଡ଼ିଲେ ପ୍ରିନ୍ସେସ୍‌

ଓସ୍‌ଲୋ ୧୦ା୧୧: ନରଓ୍ବେ ପ୍ରିନ୍ସେସ୍‌ ମାର୍ଥା ଲୁଇସ୍‌ ତାଙ୍କ ପ୍ରେମିକଙ୍କ ପାଇଁ ରାଜକାର୍ଯ୍ୟ ପରିତ୍ୟାଗ କରିଛନ୍ତି। ହଲିଉଡ୍‌ର ଆଧ୍ୟାତ୍ମିକ ଗୁରୁ ଡୁରେକ୍‌ ଭେରେଟ୍‌ଙ୍କ ସହ ୨୧ବର୍ଷୀୟା ରାଜକୁମାରୀଙ୍କ ସମ୍ବନ୍ଧକୁ ନେଇ ଦେଶସାରା ଚର୍ଚ୍ଚା। ଆତ୍ମଘୋଷିତ ଗଡ୍‌ମ୍ୟାନ୍‌ ଡୁରେକ୍‌ଙ୍କ ସାଙ୍ଗରେ ସେ ନିଜ…

‘ଦୁର୍ନୀତିଗ୍ରସ୍ତ ଲୋକେ ଦେଶକୁ ଧ୍ୱଂସ କରୁଛନ୍ତି’

ନୂଆଦିଲ୍ଲୀ,୧୦ା୧୧: ଦୁର୍ନୀତିଗ୍ରସ୍ତ ଲୋକେ ଦେଶକୁ ଧ୍ୱଂସ କରୁଛନ୍ତି। ସେମାନେ ଦୁର୍ନୀତି ଟଙ୍କା ବଳରେ ମାମଲାରୁ ଖସିଯାଉଛନ୍ତି ବୋଲି ବୁଧବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଲ୍‌ଗାର ପରିଷଦ ମାମଲାର ଅଭିଯୁକ୍ତ ଆକ୍ଟିଭିଷ୍ଟ ଗୌତମ ନଭଲଖାଙ୍କୁ ବିଚାରବିଭାଗୀୟ ହାଜତରେ ରଖାଯାଇଛି। ସେ ଏହା…

ଭାରତରେ ୨.୪୯ ଲକ୍ଷ ଶତାୟୁ ଭୋଟର

ପୁଣେ,୧୦।୧୧: ସହରାଞ୍ଚଳରେ ମୋଟ ୨.୪୯ ଲକ୍ଷ ଶତାୟୁ ଭୋଟର ରହିଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାର କହିଛନ୍ତି। ଭୋଟର ତାଲିକା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ନେଇ ବୁଧବାର ମହାରାଷ୍ଟ୍ର ପୁଣେରେ ଆୟୋଜିତ ବାଇସାଇକେଲ ରାଲିରେ ଯୋଗଦେବା ଅବସରରେ…

ସଂସଦୀୟ କମିଟିକୁ ଓଡ଼ିଶାର ୬ ଏମ୍‌ପି ମନୋନୀତ

ନୂଆଦିଲ୍ଲୀ,୧୦ା୧୧: ଓଡ଼ିଶାରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଥିବା ୬ ସଦସ୍ୟ ୫ ସଂସଦୀୟ କମିଟିକୁ ମନୋନୀତ ହୋଇଛନ୍ତି। ବାଚସ୍ପତି ଓମ୍‌ ବିର୍ଲା ବୁଧବାର ଭାଜପା ଏମ୍‌ପି ସୁରେଶ ପୂଜାରୀ ଏବଂ ବିଜେଡି ସଦସ୍ୟ ପିନାକୀ ମିଶ୍ରଙ୍କୁ ସବ୍‌ଅର୍ଡିନେଟ୍‌ ଲେଜିସ୍‌ଲେଶନ୍‌ କମିଟି ସଦସ୍ୟ…

ସିନେଟ୍‌ ପାଇଁ କଡ଼ା ମୁକାବିଲା

ଓ୍ବାଶିଂଟନ୍‌,୧୦।୧୧ : ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଦୁଇବର୍ଷ କାର୍ଯ୍ୟକାଳର ମୂଲ୍ୟାଙ୍କନ ବିବେଚନା କରାଯାଉଥିବା ମିଡ୍‌ଟମର୍‌ସ ବା ମଧ୍ୟବର୍ତ୍ତିକାଳୀନ ନିର୍ବାଚନର ଫଳାଫଳ ଏଥର ପରମ୍ପରା ଭାଙ୍ଗିଛି। ପୂର୍ବରୁ ଅଧିକାଂଶ ମିଡ୍‌ଟମର୍‌ସରେ ସରକାର ବିରୋଧୀ ଜନାଦେଶ ଆସିଥିବାବେଳେ ଚଳିତ ନିର୍ବାଚନରେ ଆମେରିକୀୟ ଭୋଟର ଅସ୍ପଷ୍ଟ…

ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୦।୧୧: ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ ମାନ୍ଦାବସ୍ଥା ଜାରି ରହିଛି। ଦେଶରେ ଉଭୟ ଅନ୍ତଃରାଷ୍ଟ୍ରୀୟ ଓ ସ୍ଥାନୀୟ ସମସ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ବୁଧବାର ଭାରତୀୟ ମୁଦ୍ରା ବା ଟଙ୍କା (ଆଇଏନ୍‌ଆର୍‌) ରେ…

ଜି୨୦ ଲୋଗୋରେ ଭାଜପାର ‘ପଦ୍ମ’

ନୂଆଦିଲ୍ଲୀ,୧୦ା୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚିତ ଜି୨୦ ପ୍ରେସିଡେନ୍ସି ଲୋଗୋରେ ଥିବା ପଦ୍ମଫୁଲକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭାଜପାର ନିର୍ବାଚନୀ ଚିହ୍ନ ପଦ୍ମ ହୋଇଥିବାରୁ କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିଛି। ଶାସକ ଦଳ ଏଥିରେ ନିଜକୁ…

ପୁଣି ଆମେରିକା-ଚାଇନା ମୁହାଁମୁହିଁ

ତାଇପେଇ,୯ା୧୧: ତାଇଓ୍ବାନକୁ ନେଇ ପୁଣି ଥରେ ଆମେରିକା ଏବଂ ଚାଇନା ମୁହାଁମୁହିଁ ହୋଇଛନ୍ତି। ଅଗଷ୍ଟରେ ଆମେରିକା ଲୋକ ସଭାର ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇଓ୍ବାନ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ି ଏବେ ଚରମସୀମାରେ ପହଞ୍ଚିଛି। ଏହା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri