Home Middle

ଏଏପି ବିବାହରେ ଆମନ୍ତ୍ରିତ ହୋଇ ନ ଥିବା ଡ୍ୟାନ୍ସର: ଫଡ଼ନାଭିସ…

ଭାବନଗର,୧୯।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ତ୍ରିକୋଣୀୟ ଆଡ଼କୁ ମୁହାଁଇଛି। ଭାଜପା କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ପୂର୍ବରୁ କୁହାଯାଉଥିବା ବେଳେ ଏବେ ଏଏପି ମଧ୍ୟ ନିର୍ବାଚନୀ ମଇଦାନରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛି। ଏଏପି ସଂଯୋଜକ ତଥା ଦିଲ୍ଲୀ…

ଆଜି ବିବାହ କରିବେ ବାଇଡେନଙ୍କ ନାତୁଣୀ

ଓ୍ବାଶିଂଟନ,୧୯ା୧୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମୀ ବାଇଡେନ ଏବଂ ତାଙ୍କ ପ୍ରେମିକ ପିଟର ନୀଲ୍‌ ଶନିବାର ବିବାହ ବନ୍ଧନରେ ବାନ୍ଧି ହେବେ।। ଯାହା ହ୍ବାଇଟ୍‌ ହାଉସ ଇତିହାସରେ ୧୯ ତମ ବିବାହ ହେବ ବୋଲି କୁହାଯାଉଛି। ହ୍ବାଇଟ୍‌ହାଉସର ସାଉଥ…

ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଉଛି ଚାଇନା…

ବେଜିଂ,୧୯।୧୧ : ନିଜର ସାମରିକ କ୍ଷମତା ବୃଦ୍ଧି କରିବା ଲାଗି ଚାଇନା ଅନ୍ୟ ଦେଶର ପ୍ରତିରକ୍ଷା ଜ୍ଞାନକୌଶଳ ଚୋରାଇବା ଜାରି ରଖିଛି। ଏହା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଜାଣତରେ କରାଯାଇଥିବା ପଲିସି ରିସର୍ଚ୍ଚ ଗ୍ରୁପ୍‌ର ରିପୋର୍ଟରେ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ…

ଜେଲେନେକ୍ସିଙ୍କୁ ଭେଟିଲେ ଋଷି ସୁନକ…

କ୍ୱିଭ୍‌,୧୯।୧୧ : ରୁଷିଆ ଆକ୍ରମଣକୁ ବିଶ୍ୱ ବ୍ୟାପି ବିରୋଧ କରାଯାଉଛି। ଏହି ମର୍ମରେ ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିବାର ୨୪ ଦିନ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନର କ୍ୱିଭ୍‌ ଗସ୍ତ କରିଛନ୍ତି। ଏହି ଅବସରରେ ସେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡମିୟର…

ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଅରୁଣ ଗୋଏଲ ନିର୍ବାଚନ କମିଶନର ନିଯୁକ୍ତି…

ନୂଆଦିଲ୍ଲୀ,୧୯।୧୧ : ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଅରୁଣ କେବେଠାରୁ କାର୍ଯ୍ୟ କରିବେ ସେ ନେଇ ତାରିଖ ଘୋଷଣା ହୋଇନାହିଁ। ଅରୁଣ…

କରୋନା କଟକଣା ଉଠାଇଲେ ସରକାର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟରୁ ସମସ୍ତ କରୋନା କଟକଣାକୁ ହଟାଇ ଦେଇଛନ୍ତି ସରକାର। କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର ଏହି କଟକଣାକୁ ଉଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଆବଶ୍ୟକ ଥିଲେ ଲୋକେ ସ୍ବଇଚ୍ଛାରେ ନିୟମ ମାନିପାରିବେ ବୋଲି ସରକାର କହିଛନ୍ତି। ଯେଉଁଠି…

ଚାଇନାରେ କରୋନା ଆତଙ୍କ, ବେଜିଂରେ ମିନି ଲକ୍‌ଡାଉନ…

ବେଜିଂ,୧୯।୧୧ : ଚାଇନାରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ଦେଖାଦେଇଛି। ରାଜଧାନୀ ବେଜିଂରେ ୫୦୦ କରୋନା ଆକାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଦେଶରେ ୨୫ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। ବେଜିଂରେ ସରକାରଙ୍କ ପକ୍ଷରୁ ମିନି ଲକଡାଉନ୍‌ ଜାରି…

ହିତାଧିକାରୀଙ୍କୁ ଶୀତକାଳୀନ ସହାୟତା ଦେବେ ସରକାର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଭତ୍ତା ହିତାଧିକାରୀଙ୍କୁ ରାଜ୍ୟ ସରକାର ଶୀତକାଳୀନ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଅଧିକ ୩୦୦ ଟଙ୍କା ପ୍ରଦାନ କରାଯିବ। ଡିସେମ୍ବରରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ। ସାମାଜିକ ସୁରକ୍ଷା…

କମଲା ହାରିସ-ଜିନପିଙ୍ଗ୍‌ ଭେଟ…

ବ୍ୟାଙ୍କକ,୧୯।୧୧ : ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଶନିବାର ବ୍ୟାଙ୍କକରେ ଭେଟିଛନ୍ତି। ଏକ ସଂକ୍ଷିପ୍ତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉଭୟ ଯୋଗ ଦେଇଛନ୍ତି। ବ୍ୟାଙ୍କକ ଠାରେ ହେବାକୁ ଥିବା ଏସିଆ-ପାସିଫିକ ଅର୍ଥନୈତିକ ସହଯୋଗ (ଏପିଇସି) ଶିଖର…

ନିର୍ବାଚନ ଚିହ୍ନକୁ ନିଜର ସମ୍ପତ୍ତି ବୋଲି କହି ପାରିବେନି ରାଜନୈତିକ ଦଳ: ହାଇକୋର୍ଟ…

ନୂଆଦିଲ୍ଲୀ,୧୯।୧୧ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ରାଜନୈତିକ ଦଳମାନେ ନିର୍ବାଚନ ଚିହ୍ନକୁ ସେମାନଙ୍କର ସମ୍ପତ୍ତି ବୋଲି ଘୋଷଣା କରିପାରିବେ ନାହିଁ ଏବଂ ଖରାପ ପ୍ରଦର୍ଶନ ପାଇଁ ଏହାକୁ ମଧ୍ୟ ଛଡ଼ାଇ ନିଆଯାଇପାରିବ। ଶିବସେନା (ଉଦ୍ଧବ ଦଳ)ଙ୍କ ନିର୍ବାଚନର ପ୍ରତୀକ ଭାବରେ…

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ଆସାମ ହାଇକୋର୍ଟ କଠୋର, ପ୍ରଶ୍ନ କଲେ କେଉଁ ଆଇନ ଏଭଳି କରିବାକୁ ଅନୁମତି ଦେଉଛି…

ଗୁଆହାଟୀ,୧୯।୧୧ : ଆସାମର ଗୁଆହାଟୀ ହାଇକୋର୍ଟ ଅଭିଯୁକ୍ତଙ୍କ ଘରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ମାମଲାରେ ରାଜ୍ୟ ସରକାର ଙ୍କ ଠାରୁ ପ୍ରତିକ୍ରିୟା ଲୋଡିଛନ୍ତି। କେଉଁ ଆଇନ ଅନୁଯାୟୀ ଏଭଳି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କୋର୍ଟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି? ଗୁଆହାଟୀ…

ୟୁକ୍ରେନ୍‌ ପରି ତାଇଓ୍ବାନ ଉପରେ ଆକ୍ରମଣ ହେବା ଆଶଙ୍କା, ୧୭ ଚାଇନା ଯୁଦ୍ଧ ବିମାନ-୩ ଯୁଦ୍ଧ ପୋତ ସୀମାରେ…

ତାଇପେଇ,୧୯।୧୧ : ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ପରେ ଅନ୍ୟ ଏକ ଯୁଦ୍ଧର ବିପଦ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ତାଇୱାନ ଆଡ଼କୁ ନିଜର ଯୁଦ୍ଧ ବିମାନ ଏବଂ ଯୁଦ୍ଧ ଜାହାଜ ପଠାଇ ଚାଇନା କ୍ରମାଗତ ଭାବେ ଯୁଦ୍ଧ ଆଶଙ୍କା ସୃଷ୍ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri