ଭୂକମ୍ପ ମୃତ୍ୟୁସଂଖ୍ୟା ୨୧୦୦୦ ଟପିଲାଣି
ଆଙ୍କାରା,୧୦ା୨: ତୁର୍କୀ ଏବଂ ସିରିଆରେ ସୋମବାର ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୂଚନାନୁସାରେ, ଏପର୍ଯ୍ୟନ୍ତ ୨୧,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ତୁର୍କୀରେ ପ୍ରାୟ ୧୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିସହ ସିରିଆରେ ୩…
ଆଜି ଆସୁଛନ୍ତି ରାଷ୍ଟ୍ରପତି
ଭୁବନେଶ୍ୱର,୧୦ା୨(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ପୂର୍ବାହ୍ନ ୧୧ଟା ୪୫ରେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବା ପରେ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ…
ଜିଦ୍ରେ ଆନ୍ଧ୍ର, ଅନାଇଛି ଓଡ଼ିଶା
ପଟ୍ଟାଙ୍ଗି, ୧୦।୨(ଡି.ଏନ.ଏ.):କୋଟିଆ ଲୋଭ ଛାଡ଼ିପାରୁନାହିଁ ଆନ୍ଧ୍ର। କଳ, ବଳ, କୌଶଳ ଖଟାଇ ସୀମାନ୍ତ ଓଡ଼ିଶାର ଏହି ଭୂଖଣ୍ଡକୁ କରାୟତ୍ତ କରିବା ଲାଗି ଜିଦ୍ରେ ଅଟଳ ରହିଛି ପଡ଼ୋଶୀ ରାଜ୍ୟ। ସେଠାକାର ପ୍ରଶାସନିକ ଅଧିକାରୀ ଏବଂ ରାଜନେତା ନିୟମିତ ବ୍ୟବଧାନରେ କୋଟିଆ ଗ୍ରାମପୁଞ୍ଜରେ…
ତୁର୍କୀ ଭୂକମ୍ପର ଭବିଷ୍ୟବାଣୀ କରିଥିବା ବିଶେଷଜ୍ଞ କହିଲେ ଏଥର ପାଳି ଭାରତ, ପାକିସ୍ତାନର
ଆମଷ୍ଟରଡାମ,୧୦ ।୨: ତୁର୍କୀ ଓ ସିରିଆରେ ଆସିଥିବା ବିନାଶକାରୀ ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୨୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଛି । ତେବେ ଏହ ଭୂକମ୍ପର ଭବିଷ୍ୟବାଣୀ କରିଥିବା ଡଚର ବିଶେଷଜ୍ଞ ଫ୍ରେକ ହୋଗରବିଟ୍ସ ଏବେ ଘୋଷଣା କରିଛନ୍ତି…
ପୁଣିଥରେ ଆକ୍ଟିଭ ହେଲା ଡୋନାଲ୍ଡ ଟ୍ରମ୍ଫଙ୍କ ଫେସବୁକ, ଇନଷ୍ଟାଗ୍ରାମ ଆକାଉଣ୍ଟ
ୱାଶିଂଟନ,୧୦ ।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପୁଣିଥରେ ଫେସବୁକ ଓ ଇନଷ୍ଟାଗ୍ରାମରେ ତାଙ୍କର ପ୍ରତିକ୍ରିୟା ଦେବେ । ମେଟା ତାଙ୍କ ଆକାଉଣ୍ଟକୁ ପୁଣିଥରେ ଆକ୍ଟିଭ କରି ଦେଇଛି । ଫେସବୁକ ୨ ବର୍ଷ ପୂର୍ବରୁ ଟ୍ରମ୍ଫଙ୍କ ଆକାଉଣ୍ଟକୁ ବ୍ୟାନ…
ଗୁପ୍ତଚର ବେଲୁନକୁ ନେଇ ଆମେରିକା ସହ କଥା ହେବାକୁ ଚାଇନା ଅରାଜି
ବେଜିଂ,୯ା୨: ଚାଇନାର ଗୁପ୍ତଚର ବେଲୁନ ଆମେରିକା ଆକାଶରେ ଦେଖାଯିବା ପରଠାରୁ ଚାଇନା ଏବଂ ଆମେରିକା ବିବାଦ ଘେରରେ ରହିଛନ୍ତି। ଆମେରିକା କ୍ଷେପଣାସ୍ତ୍ର ଦ୍ୱାରା ବେଲୁନକୁ ଖସାଇବା ପରେ ଚାଇନା ଏହାର ଆବର୍ଜନା ଫେରାଇବାକୁ ଦାବି କରିଛି। ଏହି ସମୟରେ ଚାଇନା ଆମେରିକାର…
ଥରିଲା ଇଣ୍ଡୋନେସିଆ, ୪ ମୃତ
ଜାକର୍ତ୍ତା,୯ା୨: ତୁର୍କୀରେ ସବୁଠାରୁ ଭୟଙ୍କର ଭୂକମ୍ପ ହୋଇ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଗୁରୁବାର ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା। ଇଣ୍ଡୋନେସିଆର ପାପୁଆର ପୂର୍ବ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ…
ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ୍: ଯେତେ କାଦୁଅ ଫିଙ୍ଗିବ, ସେତେ ପଦ୍ମ ଫୁଟିବ
ନୂଆଦିଲ୍ଲୀ,୯।୨: ପାର୍ଲାମେଣ୍ଟରେ ହଙ୍ଗାମା ସୃଷ୍ଟି କରୁଥିବା ବିରୋଧୀଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାର୍ଗେଟ୍ କରିଛନ୍ତି। ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ କରି ସେ କହିଛନ୍ତି, ଯେତେ କାଦୁଅ ଫିଙ୍ଗିବ, ପଦ୍ମ ସେତେ ଫୁଟିବ। ଏହି ଗୃହ ହେଉଛି…
ଜାଡେଜାଙ୍କୁ ୫ ଉଇକେଟ୍: ଅଷ୍ଟ୍ରେଲିଆ ୧୭୭ ରନ୍ରେ ଅଲଆଉଟ୍
ନାଗପୁର,୯।୨:ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ବୋଲର ଚମତ୍କାର ବୋଲିଂ କରିଛି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୧୭୭ ରନରେ ଅଲଆଉଟ୍ ହୋଇଛି। ଏହି ଇନିଂସରେ ଅଷ୍ଟ୍ରେଲିଆ ପାଇଁ ମାର୍ନସ ଲାବୁଶେନ ସର୍ବାଧିକ ୪୯ ରନ ସଂଗ୍ରହ କରିଥିଲେ। ଷ୍ଟିଭ ସ୍ମିଥ ୩୭…
ବିଲ ଗେଟସଙ୍କ ନୂଆ ଗର୍ଲ ଫ୍ରେଣ୍ଡ୍…
ଓ୍ବାଶିଂଟନ,୯।୨ : ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲିୟନେୟାର ବିଲ ଗେଟ୍ସ ବର୍ତ୍ତମାନ ନୂଆ ଗର୍ଲ ଫ୍ରେଣ୍ଡ୍ ପାଲା ହେର୍ଡଙ୍କ ସହ ସମ୍ପର୍କ ରଖିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଭୟ ଏକ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ। ବିଲ ଗେଟସଙ୍କ ବୟସ ୬୭…
ଆଇଏସର ଧମକ: ଭାରତ-ଚାଇନା-ଇରାନ ଦୂତାବାସରେ ହେବ ଆକ୍ରମଣ…
ଜେନେଭା,୯।୨ : ଇସଲାମିକ ଷ୍ଟେଟ (ଖୋରାସାନ) ଅର୍ଥାତ ଆଇଏସଆଇଏଲ-କେ ଆଫଗାନିସ୍ତାନ ଭାରତ, ଇରାନ ଏବଂ ଚାଇନା ଦୂତାବାସ ଉପରେ ଆତଙ୍କବାଦୀ ଆକ୍ରମଣ କରିବ ବୋଲି ଧମକ ଦେଇଛି। ଏହା ମାଧ୍ୟମରେ ଏହି ଆତଙ୍କବାଦୀ ଗୋଷ୍ଠୀ ତାଲିବାନ ଏବଂ ମିଳିତ ଜାତିସଂଘର ସଦସ୍ୟ…
ସାମ୍ନାକୁ ଆସିଲା ତୁର୍କୀର ସାଟେଲାଇଟ୍ ଚିତ୍ର, ଏଥିରେ ରହିଛି ଭୟଙ୍କର ଦୃଶ୍ୟ
ଆଙ୍କାରା,୯ା୨: ଫେବୃୟାରୀ ୬ରେ ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପ ପରେ ଦେଶର ଚେହେରା ପୂରା ବଦଳି ଯାଇଛି। ଖବର ଅନୁଯାୟୀ, ଏହି ଭୟଙ୍କର ଭୂକମ୍ପରେ ୧୫୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହି…

