ପ୍ରଶାସନକୁ ଧମକାଇଲେ କମଳନାଥ, ୮ ମାସ ପରେ ନେବି ହିସାବ…
ଭୋପାଳ,୨୨।୧ : ଆଠ ମାସ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବେ ରାଜ୍ୟ ପ୍ରଶାସନକୁ ଧମକାଇବା ଭଳି ବିବୃତ୍ତି ଦେଉଥିବା ନେଇ ଚର୍ଚ୍ଚା…
ମହାରାଷ୍ଟ୍ରରେ ଲାଗୁ ହେବ ପୁରୁଣା ପେନସନ ଯୋଜନା, ଶିନ୍ଦେ ଦେଲେ ସଙ୍କେତ…
ମୁମ୍ବାଇ,୨୨।୧ : ଗୋଟିଏ ପଟେ ଯେତେବେଳେ କଂଗ୍ରେସ କିମ୍ବା ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ପୁରୁଣା ପେନସନ ଯୋଜନା ପୁନଃସ୍ଥାପିତ ହେଉଛି, ସେତେବେଳେ ଭାଜପା ଶାସିତ ରାଜ୍ୟଗୁଡ଼ିକ ଉପରେ ମଧ୍ୟ ଏହାର ଚାପ ବୃଦ୍ଧି ପାଉଛି। ଏବେ ସୂଚନା ମିଳିଛି ଯେ ଭାଜପା…
ହିନ୍ଦୀ ସହିତ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କ ଫଇସଲା: ସିଜେଆଇ…
ମୁମ୍ବାଇ,୨୨।୧ : ସୁପ୍ରିମକୋର୍ଟଙ୍କ ଫଇସଲାଗୁଡ଼ିକର ନକଲ ଖୁବ ଶୀଘ୍ର ହିନ୍ଦୀ ସହିତ ଅନ୍ୟ ଭାରତୀୟ ଭାଷାରେ ଉପଲବ୍ଧ ହେବ। ଏହା ଦ୍ୱାରା ଲୋକମାନଙ୍କୁ ନିଜ ଭାଷାରେ କୋର୍ଟର ଫଇସଲା ବିଷୟରେ ସୂଚନା ପାଇପାରିବେ। ମୁମ୍ବାଇର ଦାଦର ଯୋଗୀ ଅଡିଟୋରିୟମରେ ମହାରାଷ୍ଟ୍ର ଏବଂ…
ଉଦ୍ଧବଙ୍କ ଅଧ୍ୟକ୍ଷ ପଦବୀ ଏବେ ସଙ୍କଟରେ, ଜାନୁୟାରୀ ୨୩ରେ ଶେଷ ହେଉଛି କାର୍ଯ୍ୟକାଳ…
ମୁମ୍ବାଇ,୨୨।୧ : ଶିବସେନାରେ ବିଦ୍ରୋହ ଯୋଗୁ ମୁଖ୍ୟମନ୍ତ୍ରୀ ପଦ ହରାଇଥିବା ଶିବସେନା ଉଦ୍ଧବ ବାଲାସାହେବ ଠାକରେର ନେତା ଉଦ୍ଧବ ଠାକରେଙ୍କର ଦଳୀୟ ଅଧ୍ୟକ୍ଷ ପଦବୀ ଏବେ ସଙ୍କଟରେ ପଡ଼ିଛି। ସେ ଦଳର ମୁଖ୍ୟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତାଙ୍କର…
ନେପାଳ ସହିତ ରାସଓ୍ବା-କେରୁଙ୍ଗା ସୀମା ଦେଇ ବାଣିଜ୍ୟ ବନ୍ଦ କଲା ଚାଇନା…
ବେଜିଂ/କାଠମାଣ୍ଡୁ,୨୨।୧ : ଚାଇନା ନେପାଳ ସହିତ ରାସୁଓ୍ବା-କେରୁଙ୍ଗ ସୀମା ଦେଇ ବାଣିଜ୍ୟ ବନ୍ଦ କରିଦେଇଛି। ପୁଷ୍ପା କମଲ ଦହଲ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ହେବାର ପ୍ରାୟ ତିନି ବର୍ଷ ପରେ ଗତ ଡିସେମ୍ବର ୨୯ରେ ଏହା ଖୋଲା ଯାଇଥିଲା। ବର୍ତ୍ତମାନ ନୂତନ ବର୍ଷ…
ବିପଦ ଘନେଇଲା, ଚାଇନାରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତ…
ବେଜିଂ,୨୨।୧ : ଚାଇନାରେ କରୋନା ମହାମାରୀ ଏକ ଭୟଙ୍କର ରୂପ ନେଇଛି। ଦେଶରେ ଜନସଂଖ୍ୟାର ଏକ ବଡ଼ ଅଂଶ ସଂକ୍ରମିତ ହୋଇଛନ୍ତି। ଏସମ୍ପର୍କରେ ଚାଇନାର ଜଣେ ବିଶିଷ୍ଟ ବୈଜ୍ଞାନିକ ଏକ ବଡ ସୂଚନା ଦେଇଛନ୍ତି। ଚାଇନାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ…
ବାଇଡେନଙ୍କ ସମସ୍ୟା ବଢ଼ିଲା, ଘରେ ୧୨ ଘଣ୍ଟା ଚଢ଼ାଉ, ୬ ଗୋପନୀୟ ଫାଇଲ ମିଳିଲା…
ଓ୍ବାଶିଂଟନ,୨୨।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ଘରୁ ଗୋପନୀୟ ଡକ୍ୟୁମେଣ୍ଟ ପାଇବା ନେଇ ତାଙ୍କର ସମସ୍ୟା କମ ହେଉଥିବା ପରି ମନେ ହେଉନାହିଁ । ତାଙ୍କ ଘରେ ପୁଣି ଥରେ ଚଢ଼ାଉ କରାଯାଇଛି।…
ନରୱାଲ ବିସ୍ଫୋରଣରେ ଟାଇମର ଆଇଡିର ବ୍ୟବହାର କରିଥିଲେ ଆତଙ୍କବାଦୀ
ଜମ୍ମୁ,୨୨ ।୧: ଜମ୍ମୁ ସହରର ବାହାରେ ଥିବା ନରୱାଲରେ ଶନିବାର ଦୁଇଟି ବଡ ଧରଣର ବିସ୍ଫୋରଣ ହୋଇଛି, ଯେଉଁଥିରେ ୯ ଲୋକ ଆହତ ହୋଇଥିଲେ । ଯାଞ୍ଚ କରୁଥିବା ଏଜେନ୍ସି କହିଛି, ନରୱାଲରେ ଯେଉଁ ଦୁଇଟି ବିସ୍ଫୋରଣ ହୋଇଛି ସେଥିରେ ଆତଙ୍କବାଦୀମାନେ…
ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି
କଟକ ଅଫିସ,୨୨।୧: କଟକ ଏସ୍ସିବି ମେଡିକାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାହାଣ ହାତର ବୁଢ଼ା ଆଙ୍ଗୁଠି ହରାଇଥିବା ଜଣେ ଯୁବକଙ୍କର ପ୍ଲାଷ୍ଟିକ ସର୍ଜରି ମାଧ୍ୟମରେ ଗୋଡ଼ ଆଙ୍ଗୁଠି ରୋପଣ କରାଯାଇଛି। ଯୁବକ ଜଣକ ହେଲେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ…
ଅନୁଦାନପ୍ରାପ୍ତ କଲେଜ ଶିକ୍ଷକଙ୍କ ଦରମା ବଢ଼ିଲା: କ୍ୟାବିନେଟ୍ରେ ୧୨ ପ୍ରସ୍ତାବକୁ ମୋହର
ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ କଲେଜ, ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସଂଶୋଧିତ ସପ୍ତମ ବେତନ କମିଶନ ହାରରେ ଅନୁଦାନ ବ୍ୟବସ୍ଥା ଲାଗୁ କରିଛନ୍ତି। ଶିକ୍ଷକ ଓ କର୍ମଚାରୀମାନେ ସଂଶୋଧିତ ହାରରେ ଦରମା ପାଇବେ। ୨୦୨୨…
ସୋମାଲିଆର ଆତଙ୍କବାଦି ଶିବିର ଉପରେ ଆମେରିକାର ବିମାନ ଆକ୍ରମଣ, ଅଲ ଶବାବର ୩୦ ସଦସ୍ୟ ନିହତ
ମୋଗାଦିସୁ,୨୨ ।୧: ଆମେରିକା ସେନା ଶୁକ୍ରବାର ୨୦ ଜାନୁୟାରୀରେ ସୋମାଲି ସହର ଉପରେ ବଡଧରଣର ଆକ୍ରମଣ କରିଛନ୍ତି । ଏଥିରେ ଅଲ ଶବାବର ୩୦ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଏଠାରେ ସୋମାଲିଆ ସେନା ଓ ଅଲ ଶବାବର ଯୋଦ୍ଧାଙ୍କ ମଧ୍ୟରେ…
ସେନା ମୁଖ୍ୟଙ୍କୁ ବରଖାସ୍ତ କଲେ ବ୍ରାଜିଲ ରାଷ୍ଟ୍ରପତି ଲୁଲା, ବୋଲସନାରୋ ସମର୍ଥକଙ୍କ ହଙ୍ଗାମା ପରେ ନିଆଯାଇଛି ନିଷ୍ପତ୍ତି
ବ୍ରାସିଲିୟା,୨୨ ।୧: ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନସିୟୋ ଲୁଲା ଡା ସିଲଭା ଶନିବାର ଦେଶର ସେନା ମୁଖ୍ୟ, ଜୁଲିୟୋ ସିଜର ଡି ଅରୁଡାଙ୍କୁ ସେନା ମୁଖ୍ୟ ପଦରୁ ବରଖାସ୍ତ କରିଛନ୍ତି । ଶନିବାର ରାଜଧାନୀରେ ହୋଇଥିବା ହିଂସକ ପ୍ରଦର୍ଶନ ପରେ ଏହି…
Archives


