Home Middle

ବିବିସି ଡକ୍ୟୁମେଣ୍ଟାରୀ ମାମଲା: ଭାରତର କିଛି ଲୋକ ବିବିସିକୁ ସୁପ୍ରିମ୍‌କୋର୍ଟଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି କହିଲେ କିରେନ୍‌ ରିଜିଜୁ…

ନୂଆଦିଲ୍ଲୀ,୨୨।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବ୍ରିଟିଶ ବ୍ରୋଡକାଷ୍ଟ କର୍ପୋରେଣନ (ବିବିସି) ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଥମିବାର ଏହାର ନା ନେଉନାହିଁ। ବିରୋଧୀ ଦଳର ନେତାମାନେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାଁନ୍ତି। ଏନେଇ ଶାସକ ଦଳ…

ଶେଷ ଗ୍ରାଣ୍ଡସ୍ଲାମ୍‌ରେ ହାରିଲେ ସାନିଆ ମିର୍ଜା, ଟାଇଟଲ ଜିତିବାର ଆଶା ମଉଳିଲା…

ମେଲବୋର୍ନ,୨୨।୧ : ମହିଳା ଡବଲ୍ସ ଇଭେଣ୍ଟରେ ଦ୍ୱିତୀୟ ରାଉଣ୍ଡରେ ରବିବାର ହାରିଯିବା ପରେ ସାନିଆ ର୍ମିଜା ଏବଂ ତାଙ୍କ ସହଯୋଗୀ ଆନା ଡାନିଲିନା ଅଷ୍ଟ୍ରେଲିଆ ଓପନରୁ ବାହାର ହୋଇଛନ୍ତି। ଇଣ୍ଡୋ-କାଜାକ ଯୋଡି ବେଲଜିୟମର ଆଲିସନ ୱାନ ୟୁଟଭ୍ୟାଙ୍କ ଏବଂ ୟୁକ୍ରେନର ଆନହେଲିନା…

ନିର୍ବାଚନ ପୂର୍ବରୁ ବିରୋଧୀ ଏକତାରେ ଫାଟ, ଟିଏମ୍‌ସି କହିଲା କଂଗ୍ରେସ କରୁଛି ‘ଏକଲା ଚଲୋ ରେ’ ଯୋଜନା…

ନୂଆଦିଲ୍ଲୀ,୨୨।୧ : ଲୋକସଭା ନିର୍ବାଚନ ୨୦୨୪ରେ ଅନୁଷ୍ଠିତ ହେବ। ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ପୁଣି ଥରେ ବିରୋଧୀ ଏକତାର ସ୍ଲୋଗାନ ଉଠିବା ଆରମ୍ଭ ହୋଇଛି। ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ…

ମୋଦିଙ୍କୁ ଅସନ୍ତୁଷ୍ଟ କଲାଭଳି କିଛି କରିବେନି ମମତା ଦିଦି: ଅଧିର ରଞ୍ଜନ…

କୋଲକାତା,୨୨।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଟାର୍ଗେଟ କରିଛନ୍ତି। ସେ ଉଭୟ ନେତାଙ୍କୁ ଏକ ବିଚାର ଧାରାର ବ୍ୟକ୍ତିତ୍ୱ ବୋଲି ବର୍ଣ୍ଣନା କରିଛନ୍ତି। ମମତା ବାନାର୍ଜୀ ଏବଂ…

ଆମେରିକା ମିଡ଼ିଆରେ ସଙ୍କଟ: ବେରୋଜଗାର ହେଉଛନ୍ତି ଗଣମାଧ୍ୟମ ପ୍ରତିନିଧି…

ଓ୍ବାଶିଂଟନ,୨୨।୧ : ସିଏନଏନ ଠାରୁ ୱାଶିଂଟନ ପୋଷ୍ଟ ପର୍ଯ୍ୟନ୍ତ ଆମେରିକାର ଗଣମାଧ୍ୟମ କଠିନ ସମୟର ସମ୍ମୁଖୀନ ହେଇଛନ୍ତି। କାରଣ ଆର୍ଥିକ ଅବନତିର ଭୟ ମଧ୍ୟରେ ଅନେକ ଆଉଟଲେଟ ଚଳିତ ଶୀତଦିନରେ ଛଟେଇ ଘୋଷଣା କରିଛନ୍ତି। ଦ ଭର୍ଜ ୱେବସାଇଟ ତଥା ନ୍ୟୁୟର୍କ…

ଆସାମ ମୁଖ୍ୟମନ୍ତ୍ରୀ କହିଲେ ଶାହାରୁଖ କିଏ ମୁଁ ତାଙ୍କୁ ଜାଣିନାହିଁ: କିଛି ଘଣ୍ଟା ପରେ କିଙ୍ଗ୍‌ ଖାନ୍‌ କଲେ ଫୋନ…

ଗୁଆହାଟୀ,୨୨।୧ : ପଠାନ ଫିଲ୍ମକୁ ନେଇ ଉପୁଜି ଥିବା ବିବାଦକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଶନିବାର କହିଥିଲେ ଯେ, ଶାହାରୁଖ ଖାନ୍‌ କିଏ ମୁଁ ତାଙ୍କୁ ଚିହ୍ନି ନାହିଁ। ଜାନୁୟାରୀ ୨୫ରେ ଏହି ଫିଲ୍ମ ରିଲିଜ ହେବାକୁ…

ଜାନୁୟାରୀ ୨୬ରୁ ନାଜାଲ ଟିକା ଇନକୋଭାକ…

ନୂଆଦିଲ୍ଲୀ,୨୨।୧ : ସମଗ୍ର ବିଶ୍ୱରେ କରୋନା ଦ୍ୱାରା ଘଟିଥିବା ବିନାଶ ବିଷୟରେ ସମସ୍ତେ ଅବଗତ ହୋଇଛନ୍ତି। ଏଭଳି ପରିସ୍ଥିତିରେ କରୋନା ବିରୋଧରେ ଟିକାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବରେ ବିବେଚନା କରାଯାଉଛି। ବର୍ତ୍ତମାନ ଭାରତ ବାୟୋଟେକ ଦ୍ୱାରା ବିକଶିତ ହୋଇଥିବା ପ୍ରଥମ…

ରାହୁଲ ପ୍ରଧାନମନ୍ତ୍ରୀ ହେବାକୁ ସକ୍ଷମ: ସଞ୍ଜୟ ରାଉତ…

ମୁମ୍ବାଇ,୨୨।୧ : ଶିବସେନା ନେତା ସଞ୍ଜୟ ରାଉତ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ସକ୍ଷମ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଗଣତନ୍ତ୍ର ବିଷୟରେ ଏହା ହେଉଛି ଏକ ବିଶେଷ କଥା ଯଦି ଜନସାଧାରଣ ଚାହାଁନ୍ତି, ତେବେ…

ଦୈନିକ ସଂକ୍ରମଣ ହାର ୦.୧୧ ପ୍ରତିଶତ,ସାପ୍ତାହିକ ସଂକ୍ରମଣ ୦.୧୦ ପ୍ରତିଶତ…

ନୂଆଦିଲ୍ଲୀ, ୨୨।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଗତ ୨୪…

ସୋମବାର ୧୧ ଜଣ ପିଲାଙ୍କୁ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୨।୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁଆରୀ ୨୩ ସୋମବାର ବିଜ୍ଞାନ ଭବନରେ ଏକ ପୁରସ୍କାର ବିତରଣ ଉତ୍ସବରେ ୧୧ ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିବେ। ଜାନୁଆରୀ ୨୪ ରେ ପୁରସ୍କାର ଗ୍ରହଣ କରିଥିବା ପିଲାମାନଙ୍କ…

ତିବ୍ବତରେ କରୋନା ଦ୍ୱାରା ନରସଂହାର ପାଇଁ ଚାଇନାର ଷଡ଼ଯନ୍ତ୍ର…

ବେଜିଂ/ଲାସା,୨୨।୧ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାର କଠୋର ଜିରୋ କୋଭିଡ ନୀତି ବିରୋଧରେ ସାଧାରଣ ଲୋକଙ୍କ ଆନ୍ଦୋଳନର ଚାପରେ କଟକଣାକୁ ଉଠାଇ ନେଇଛନ୍ତି। କିନ୍ତୁ ଏହାର ବାସ୍ତବତା ଅନ୍ୟ କିଛି ରହିଛି ବୋଲି ଅନ୍ତର୍ଜାତୀୟସ୍ତରରେ ଚvର୍ଚ୍ଚା ହେଉଛି। ଭଏସ…

ଆଫଗାନିସ୍ତାନରେ ଭୂକମ୍ପ

କାବୁଲ,୨୨ା୧: ଆଫଗାନିସ୍ତାନ ଫୈଜାବାଦର ୭୯ କିଲୋମିଟର ଦକ୍ଷିଣ-ପୂର୍ବରେ ରବିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ଥିଲା। ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି(ଏନ୍‌ସିଏସ୍‌) ଦ୍ୱାରା ଏହି ସୂଚନା ଦିଆଯାଇଛି। ଏନସିଏସ୍‌ ଟୁଇଟ୍‌ କରି କହିଛି, ଜାନୁୟାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri