ସମୁଦ୍ର କୂଳରେ ବିଶାଳକାୟ ଲୁହା ବଲ୍‌, ସାଧାରଣରେ ଆତଙ୍କ

ଟୋକିଓ,୨୨ା୨: ଜାପାନର ହମାମାଟ୍‌ସୁ ସହରର ସମୁଦ୍ର ଉପକୂଳରେ ଏକ ବଡ଼ ଲୁହା ବଲ୍‌ ମିଳିବା ପରେ ଆତଙ୍କ ଖେଳିଯାଇଛି। ଜାପାନ ସେନା, ପୋଲିସ ଏବଂ କୋଷ୍ଟଗାର୍ଡ ସମସ୍ତେ ଏ ବିଷୟରେ ସତର୍କ ଅଛନ୍ତି। ଏହି ବିଶାଳ ବଲ୍‌ର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାଧାରଣ ନାଗରିକଙ୍କ ସହ ଜାପାନର ଅଧିକାରୀମାନେ ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି କ୍ଷେତ୍ରକୁ ପରୀକ୍ଷା କରୁଥିବା ଅଧିକାରୀଙ୍କ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ଜଣା ପଡିନାହିଁ ଯେ, ଲୁହାର ଏହି ବିଶାଳ ହୋଲ ବଲ୍‌ କ’ଣ ଏବଂ ଏହା ଜାପାନରେ କିପରି ପହଞ୍ଚିଲା?

ଏକ ରିପୋର୍ଟରୁ ପ୍ରକାଶ ଯେ, ଟୋକିଓଠାରୁ ପ୍ରାୟ ୧୫୫ କିଲୋମିଟର ଦୂରରେ ଥିବା ଦକ୍ଷିଣ ଉପକୂଳବର୍ତ୍ତୀ ସହର ହମାମାଟ୍‌ସୁର ଜଣେ ନାଗରିକ ପ୍ରଥମେ ଏହି ବିଶାଳ ବଲକୁ ଦେଖି ପୋଲିସକୁ ସୂଚନା ଦେଇଥିଲେ। ସେ କହିଛନ୍ତି, ସମୁଦ୍ର କୂଳରେ ଏକ ବଡ଼ ଗୋଲାକାର ବସ୍ତୁ ଅଛି। ଏହି ଖବର ପରେ ଜାପାନ ଗଣମାଧ୍ୟମରେ ବ୍ୟାପିଗଲା। ବିଶେଷଜ୍ଞମାନେ ଏକ୍ସ-ରେ ଟେକ୍ନୋଲୋଜି ବ୍ୟବହାର କରି ବସ୍ତୁର ଭିତର ଅଂଶକୁ ଯାଞ୍ଚ କରିବା ପରେ ଏହା ଖୋଲା ଥିବା ଜାଣିବା ପରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଇଟ ହାଉସ ପାର୍ଟିରେ ଗୁପଚୁପର ଏଣ୍ଟ୍ରି, ବିଦେଶୀଙ୍କୁ ଖୁବ ପସନ୍ଦ

ଓ୍ବାଶିଂଟନ,୧୪।୫: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଏକ ରୋଜ ଗାର୍ଡେନ ରିସେପ୍ସନ ଆୟୋଜନ କରିଥିଲେ। ଏହି ସମୟରେ ସମଗ୍ର ହ୍ବାଇଟ ହାଉସ ମହମ୍ମଦ ଇକବାଲଙ୍କ...

ବ୍ରିଟେନ ଦେଲା ବଡ ଝଟ୍‌କା, ୯୧ ହଜାର ଭାରତୀୟ ଛାତ୍ରଙ୍କ ଉପରେ ପଡିବ ପ୍ରଭାବ

ଲଣ୍ଡନ,୧୪।୫: ବ୍ରିଟେନର ଋଷି ସୁନକ ସରକାର ଭାରତୀୟ ଛାତ୍ରମାନଙ୍କୁ ଏକ ବଡ ଝଟ୍‌କା ଦେବାକୁ ଯାଉଛନ୍ତି। ସ୍ନାତକୋତ୍ତର ଭିସା ରୁଟ ବନ୍ଦ କରିବାକୁ ସରକାରଙ୍କ ମାଇଗ୍ରେସନ...

ଭାରତ ଇରାନ ମଧ୍ୟରେ ଚାବାହାର ଚୁକ୍ତିକୁ ନେଇ ରାଗିଲା ଆମେରିକା, ଦେଲା ଏମିତି ଧମକ

ଓ୍ବାଶିଂଟନ,୧୪।୫: ଇରାନର ଚାବାହାର ବନ୍ଦର ଚଳାଇବା ପାଇଁ ଭାରତ ୧୦ବର୍ଷର ଚୁକ୍ତିନାମା ସ୍ବାକ୍ଷର କରିବା ପରେ ଆମେରିକା ରାଗି ଯାଇଛି। ଆମେରିକା କହିଛି ଯେ ଇରାନ...

ମାଳଦ୍ୱୀପ ପ୍ରତି ବଡ଼ ହୃଦୟ ଦେଖାଇଲା ଭାରତ

ମାଲେ/ନୂଆଦିଲ୍ଲୀ,୧୪।୫: ମାଳଦ୍ୱୀପ ସହିତ ସମ୍ପର୍କ ଖରାପ ମଧ୍ୟରେ ଭାରତ ପୁଣି ଏକ ବଡ଼ ହୃଦୟ ଦେଖାଇଛି। ପର୍ଯ୍ୟଟନ କ୍ଷେତ୍ରରେ ଏକ ଝଟ୍‌କାର ସମ୍ମୁଖୀନ ହୋଇଥିବା ମାଳଦ୍ୱୀପ...

ଜୟଶଙ୍କରଙ୍କ ଏହି କଥା ଶୁଣି ଖୁସିରେ ଗଦ୍‌ଗଦ୍‌ ଚାଇନା: ପ୍ରଶଂସାରେ ହେଲା ଶତମୁଖ

ନୂଆଦିଲ୍ଲୀ,୧୪।୫: ଆମେରିକାର ପ୍ରାଧାନ୍ୟ ବିରୋଧରେ ଏସ ଜୟଶଙ୍କରଙ୍କ ଏକ ବିବୃତ୍ତିକୁ ଚାଇନା ବହୁତ ପସନ୍ଦ କରିଛି। ନେପାଳରେ ପୋଷ୍ଟ ହୋଇଥିବା ଚାଇନା ରାଷ୍ଟ୍ରଦୂତ ଚେନ ଶୋଙ୍ଗ...

ଛାଡପତ୍ର ପରେ ପଦରୁ ବି ଇସ୍ତଫା ଦେଲେ ମେଲିଣ୍ଡା: ମିଳିବ ଏତିକି ଟଙ୍କା

ନୂଆଦିଲ୍ଲୀ,୧୩।୫: ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଚେୟାରମ୍ୟାନ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆଗକୁ ବଢିବା...

‘ପ୍ରଚଣ୍ଡ’ଙ୍କ ନେତୃତ୍ୱ ବାଲା ସରକାରଙ୍କୁ ଲାଗିଲା ବଡ ଝଟ୍‌କା

କାଠମାଣ୍ଡୁ,୧୩।୫: ନେପାଳର ଉପପ୍ରଧାନମନ୍ତ୍ରୀ ତଥା ଜନତା ସମାଜବାଦି ପାର୍ଟି-ନେପାଳ (ଜେଏସପି-ଏନ)ର ଅଧ୍ୟକ୍ଷ ଉପେନ୍ଦ୍ର ଯାଦବ ସୋମବାର ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଯାଦବଙ୍କ ଇସ୍ତଫା...

ଭାରତର ଟେନ୍‌ସନ୍‌ ବଢାଇପାରେ ଚାଇନା: ଏହି ଦେଶ ସହ ମିଶି ରଚୁଛି ଷଡଯନ୍ତ୍ର

ନୂଆଦିଲ୍ଲୀ/ବେଜିଂ,୧୩।୫: ଆଗାମୀ ସମୟରେ ଚାଇନା ଭାରତର ଟେନ୍‌ସନ୍‌କୁ ବଢାଇପାରେ। ବର୍ତ୍ତମାନ ଚାଇନା ୟୁରୋପରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଫ୍ରାନ୍ସ ଉପରେ ଦୃଷ୍ଟି ରଖିଛି। ଡ୍ରାଗନ କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri