ଗରୁଡ଼ ଫୋର୍ସ ଲଦାଖରେ ମୁତୟନ…
ଲଦାଖ,୨୨।୧୨ : ଭାରତ ଏବଂ ଚାଇନ ମଧ୍ୟରେ ତିକ୍ତତା ମଧ୍ୟରେ ଭାରତୀୟ ବାୟୁସେନା ସମଗ୍ର ଏଲଏସି ଉପରେ ନଜର ରଖିବା ପାଇଁ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ଗରୁଡ଼ ସ୍ପେଶାଲ ଫୋର୍ସ ମୁତୟନ କରିଛି। ଏହି ବାୟୁସେନା ଯବାନମାନେ କେବଳ ଆକାଶରୁ ନୁହେଁ,…
ସହମତିରେ ଶାରୀରିକ ସମ୍ପର୍କ ରଖିବା ପାଇଁ ବୟସ ସୀମା ହ୍ରାସ କରିବା ନେଇ ସରକାରଙ୍କ ଜବାବ…
ନୂଆଦିଲ୍ଲୀ,୨୨।୧୨ : ସଂସଦରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ସହମତିରେ ଶାରୀରିକ ସମ୍ପର୍କ ରଖିବା ପାଇଁ ବୟସ ସୀମା ହ୍ରାସ କରିବା ନେଇ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ…
ଜନଜାତି ଭାଷାରେ ଉଚ୍ଚ ଶିକ୍ଷା ପାଇଁ ଉପଲବ୍ଧ ହେବ ପାଠ୍ୟ ପୁସ୍ତକ, ୟୁଜିସି କରିବ ଅନୁବାଦ…
ନୂଆଦିଲ୍ଲୀ,୨୨।୧୨ : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଉଚ୍ଚଶିକ୍ଷା ପାଇଁ ପୁସ୍ତକ ୧୨ଟି ଭାରତୀୟ ଭାଷାରେ ତଥା ଆଦିବାସୀ ଭାଷାରେ ଉପଲବ୍ଧ ହେବ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସ) ଏସବୁର ଅନୁବାଦ କରିବ।…
୨୦୨୪ରେ ଉତ୍କ୍ଷେପଣ ହେବ ଗଗନୟାନ…
ନୂଆଦିଲ୍ଲୀ,୨୨।୧୨ : ମହାକାଶକୁ ଭାରତର ପ୍ରଥମ ମାନବ ମିଶନ ଗଗନୟାନ ୨୦୨୪ ରେ ଉତ୍କ୍ଷେପଣ ହେବାର ସମ୍ଭାବନା ଅଛି । କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକ ସଭାରେ କହିଛନ୍ତି ଯେ ଗଗନୟାନ ମିଶନ ଯାଉଥିବା ମହାକାଶଚାରୀମାନେ ବେଙ୍ଗାଲୁରୁରେ ନିର୍ଦ୍ଦିଷ୍ଟ…
ଚାଇନାରେ ଆତଙ୍କ: ସରକାରୀ ପରିସଂଖ୍ୟାନରେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ନାହିଁ…
ବେଜିଂ,୨୨।୧୨ : ଶୂନ କୋଭିଡ ନୀତି ହଟାଇବା ପରେ ଚାଇନାର ଅବସ୍ଥା ବିଗିଡି ଯାଇଛି। କୋରୋନାର ଓମିକ୍ରନ ବିଏଫ.୭ ଭାରିଆଣ୍ଟ, ବେଜିଂରୁ ସାଂଘାଇ ପର୍ଯ୍ୟନ୍ତ ଆତଙ୍କ ସୃଷ୍ଟି କରିଛି । ପ୍ରକାଶିତ ସରକାରୀ ପରିସଂଖ୍ୟାନରେ ମଧ୍ୟ ମାମଲା ନିୟନ୍ତ୍ରଣରେ ନାହିଁ। ବହୁ ଡାକ୍ତରଖାନାରେ…
ପାକିସ୍ତାନରେ ଦାରିଦ୍ର୍ୟତା ହାର ୩୫.୭ ପ୍ରତିଶତ ବୃଦ୍ଧି…
ଇସଲାମାବାଦ,୨୨।୧୨ : ଦିନକୁ ଦିନ ପାକିସ୍ତାନର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଦେଶର ପ୍ରସିଦ୍ଧ ଉର୍ଦ୍ଦୁ ଖବରକାଗଜ ଇନ୍ତେଖାବ ଡେଲି ରିପୋର୍ଟ କରିଛି ଯେ ପାକିସ୍ତାନର ଦାରିଦ୍ର୍ୟ ହାର ୩୫.୭ ପ୍ରତିଶତ ଏବଂ ଖାଦ୍ୟ ମୂଲ୍ୟ ୨୦ ରୁ ୩୧…
ଚାଇନାରେ କରୋନା ଆତଙ୍କ ନେଇ ବିଶେଷଜ୍ଞଙ୍କ ଚେତାବନୀ: ୨୧ ଲକ୍ଷ ଲୋକଙ୍କ ଜୀବନ ବିପଦରେ…
ବେଜିଂ/ଇଂଲଣ୍ଡ,୨୨।୧୨ : ବ୍ରିଟେନରେ ଥିବା ଗ୍ଲୋବାଲ ହେଲ୍ଥ ଇଣ୍ଟେଲିଜେନ୍ସ ଏବଂ ଆନାଲିଟିକ୍ସ ଫାର୍ମ ଚାଇନାରେ କରୋନା ସଂକ୍ରମଣ ସମ୍ବନ୍ଧରେ ପରିବର୍ତ୍ତିତ ପରିସ୍ଥିତି ଉପରେ ଏକ ନୂତନ ବିଶ୍ଳେଷଣ ଉପସ୍ଥାପନ କରିଛି। ଏଥିରେ କୁହାଯାଇଛି ଯେ ଚାଇନାରେ ହାଇବ୍ରିଡ ପ୍ରତିରୋଧକ ଶକ୍ତିର ଅଭାବ…
ସ୍ୟୁ ଚୀଙ୍କ ସମେତ ଜେଲରେ ଥିବା ଅନ୍ୟ ନାଗରିକଙ୍କ ମୁକ୍ତି ଦାବି…
ଜେନେଭା/ନାପିଦ୍ୱ,୨୨।୧୨ : ମ୍ୟାନମାରରେ ଚାଲିଥିବା ମାନବିକ ଅଧିକାର ସଙ୍କଟ ସମ୍ପର୍କରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରଥମ ପ୍ରସ୍ତାବ ନିଆଯାଇଛି। ମନଇଚ୍ଛା ଗିରଫ ହୋଇଥିବା ନାଗରିକମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ମ୍ୟାନମାର ସସେନା ଶାସକ ଜୁଣ୍ଟାକୁ କୁହାଯାଇଛି। ପ୍ରସ୍ତାବରେ ପ୍ରମୁଖ ନେତା…
ମରକ୍କୋ ଦଳକୁ ଭବ୍ୟ ସ୍ବାଗତ
ରାବାଟ,୨୨ା୧୨(ପି.ଟି): କାତାର ଫିଫା ବିଶ୍ୱକପ୍-୨୦୨୨ରେ ୪ର୍ଥ ସ୍ଥାନ ହାସଲ ସହ ଇତିହାସ ସୃଷ୍ଟି କରି ଫେରିଥିବା ମରକ୍କୋ ଦଳକୁ ମିଳିଛି ଭବ୍ୟ ସ୍ବାଗତ। ବିଶ୍ୱକପ୍ର ହିରୋମାନେ ରାଜଧାନୀ ରାବାଟରେ ବିମାନରୁ ଅବତରଣ କରିବା ପରେ ଫ୍ୟାନମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଅଫୁରନ୍ତ…
ଭାରତ ଗୌରବ ଟ୍ରେନ୍ ମାଧ୍ୟମରେ ରେଳ ଟୁର୍
ନୂଆଦିଲ୍ଲୀ,୨୨।୧୨: ଭାରତୀୟ ରେଳପଥ କ୍ୟାଟରିଂ ଆଣ୍ଡ ଟୁରିଜମ୍ କର୍ପୋରେଶନ (ଆଇଆର୍ସିଟିସି) ଲିମିଟେଡ୍ ପକ୍ଷରୁ ଏକ ୮ ଦିନିଆ ରେଳ ଟୁର୍ ଓ ଅନ୍ୟାନ୍ୟ ସେବା ଓ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ରେଳ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଆଇଆର୍ସିଟିସି…
‘ଜଣେ ବୋକା ମିଳିଗଲେ ଇସ୍ତଫା ଦେବି’
ଓ୍ବାଶିଂଟନ୍, ୨୨।୧୨ : ଜଣେ ବୋକା ମିଳିଲା ପରେ ସିଇଓ ପଦରୁ ଇସ୍ତଫା ଦେବେ ବୋଲି ମାଇକ୍ରୋବ୍ଲଗିଙ୍ଗ୍ ଆପ୍ ଟୁଇଟର ମାଲିକ ଏଲନ ମସ୍କ କହିଛନ୍ତି। ମସ୍କଙ୍କ ଏପରି ପ୍ରତିକ୍ରିୟା ଆସିବାର କାରଣ ହେଉଛି, ଗତ ରବିବାର ସେ ଟୁଇଟରର ସିଇଓ…
ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଆମେରିକାରେ ଯୋରଦାର ସ୍ୱାଗତ, ଜଲେନସ୍କି କହିଲେ କେବେ କରିବି ନାହିଁ ସରେଣ୍ଡର
ୱାଶିଂଟନ,୨୨ ।୧୨: ରୁଷିଆ ସହ ୟୁକ୍ରେନର ଯୁଦ୍ଧ ହେବା ପରଠାରୁ ଆମେରିକା ଲଗାତାର ଭାବେ ୟୁକ୍ରେନ ସହ ଠିଆ ହୋଇଚାଲିଛି । ଏଥିପାଇଁ ଆମେରିକା ପକ୍ଷରୁ ୟୁକ୍ରେନକୁ ଅନେକ ଥର ସାହାଯ୍ୟ ଦିଆଗଲାଣି । ଏହାପରେ ଏବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର…
Archives


