Home Middle

ମେଘାଳୟ-ନାଗାଲାଣ୍ଡରେ ପ୍ରଚାର ଶେଷ: ସୋମବାର ୫୫୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା…

ଶିଲଂ/କୋହିମା,୨୫।୨ : ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ପାଇଁ ନିର୍ବାଚନର ପ୍ରଚାର ଶନିବାର ଅପରାହ୍ନ ୪ ଟାରେ ଶେଷ ହୋଇଛି। ସୋମବାର ଉଭୟ ରାଜ୍ୟର ୫୫୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଭୋଟର କରିବେ। ଉଭୟ ରାଜ୍ୟରେ ଭାଜପାର ମିଳିତ ସରକାର ରହିଛି।…

୩ ଗାଡ଼ି ଧକ୍କା: ୧୩ ମୃତ-୨୦ ଆହତ…

ଇସଲାମାବାଦ,୨୫।୨ : ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଲତାନ-ସୁକୁର ମୋଟରୱେରେ ତିନି ଗାଡି ଧକ୍କାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଖବର ମିଳିଛି। ଶନିବାର ଉଦ୍ଧାର ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି…

ଘରୋଇ ହିଂସା ନେଇ ସୁପ୍ରିମ୍‌କୋର୍ଟଙ୍କ କଠୋର ଆଭିମୁଖ୍ୟ, ମୁଖ୍ୟ ସଚିବଙ୍କ ବୈଠକ ଡକାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୫।୨ : ମହିଳାଙ୍କ ପ୍ରତି ଘରୋଇ ହିଂସା ଘଟଣାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଘରୋଇ ହିଂସା ପ୍ରସଙ୍ଗରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ବୈଠକ ଡାକିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମହିଳାଙ୍କୁ ଘରୋଇ ହିଂସାରୁ…

ବିମୁଦ୍ରୀକରଣ ଏକ ଐତିହାସିକ ମୁର୍ଖାମୀ: ଖାର୍ଗେ …

ରାୟପୁର,୨୫।୨ : ଛତିଶଗଡର ରାଜଧାନୀ ରାୟପୁରରେ କଂଗ୍ରେସ ସମ୍ମିଳନୀର ଦ୍ୱିତୀୟ ଦିନରେ ଶନିବାର କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବିମୁଦ୍ରୀକରଣ ଏକ ଐତିହାସିକ ମୂର୍ଖାମୀ। ଯେଉଁଥିପାଇଁ ଦେଶର କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ନଷ୍ଟ ହୋଇଯାଇଥିଲା। ଏହା ଦେଶବାସୀଙ୍କୁ ଅସୁବିଧାରେ ପକାଇଥିଲା।…

ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ୍‌ ବୁକ୍‌, ଶିକ୍ଷକ କ’ଣ ପଢାଉଛନ୍ତି ଏଥିରେ ରହିବ ଉଲ୍ଲେଖ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍‌ ବୁକ୍‌ ଦିଆଯିବ। ଯେଉଁଥିରେ କି ପିଲାଙ୍କୁ ହୋମ୍‌ ଓ୍ବାର୍କ କ’ଣ ଦିଆଯାଉଛି ଏବଂ ଶିକ୍ଷକମାନେ କ’ଣ ପଢ଼ାଉଛନ୍ତି ତାହା ଉଲ୍ଲେଖ ରହିବ। ଫଳରେ ଅଭିଭାବକମାନେ ପିଲାର ପାଠପଢ଼ା ବିଷୟରେ ଜାଣିପାରିବେ। ଏନେଇ ଶନିବାର ବିଦ୍ୟାଳୟ…

ଧନ କୁବେର ତାଲିକାରେ ୩୩ ତମ ସ୍ଥାନରେ ପହଞ୍ଚିଲେ ଆଦାନୀ…

ଓ୍ବାଶିଂଟନ,୨୫।୨ : ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡନବର୍ଗ ଆଦାନୀ ଗୋଷ୍ଠୀ ଉପରେ ଏପରି ବିପଦ ସୃଷ୍ଟି କରିଥିଲା ଯେ ତାହା ଦ୍ୱାରା ଧନ କୁବେର ତାଲିକାରେ ବହୁ ଅଦଳବଦଳ ହେବାରେ ଲାଗିଛି। ଏହା ପରେ ଭାରତୀୟ ବିଲିୟନେୟାର ଗୌତମ ଆଦାନୀ ଗୋଟିଏ…

ମହାବିନାଶ ପରେ ତୁର୍କୀରେ ଥମୁନି ଭୂକମ୍ପ: ଲୋକେ ଆତଙ୍କିତ…

ଆଙ୍କରା,୨୫।୨ : ମହାବିନାଶ ପରେ ତୁର୍କୀରେ ଶନିବାର ପୁଣି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ଥିଲା ବୋଲି ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଭୂକମ୍ପ ଭାରତୀୟ ସମୟ ଅପରାହ୍ନ ପ୍ରାୟ ୪ଟା…

ସୁପ୍ରିମ୍‌କୋର୍ଟ ବିରୋଧରେ ପଦକ୍ଷେପ ଗ୍ରହଣ କଲା ପାକିସ୍ତାନର ଶାସକ ମେଣ୍ଟ…

ଇସଲାମାବାଦ,୨୫।୨ : ଶାସକ ମିଳିତ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛି। ପଞ୍ଜାବ ଏବଂ ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ନିର୍ବାଚନ ଆୟୋଜନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯେଉଁଭଳି ଭାବରେ ଶୁଣାଣି ଆରମ୍ଭ କରିଥିଲେ, ତାହାକୁ…

ଜିଏସଆଇରେ ଯୋଗ ଦେବାକୁ ଚାଇନା କଲା ଆମନ୍ତ୍ରଣ, ନେପାଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଜ ସୁରକ୍ଷା ପ୍ରସଙ୍ଗ…

ବେଜିଂ/କାଠମାଣ୍ଡୂ,୨୫।୨ : ନେପାଳ ସରକାରଙ୍କ ସମ୍ମୁଖରେ ଏକ ନୂତନ ବୈଦେଶିକ ନୀତି ଆହ୍ବାନ ସୃଷ୍ଟି ହୋଇଛି। ଚାଇନାର ନୂତନ ଗ୍ଲୋବାଲ ସିକ୍ୟୁରିଟି ଇନିସିଏଟିଭ (ଜିଏସଆଇ) ର ନେପାଳ ଅଂଶ ହେବ କି ନାହିଁ ତାହା ଶୀଘ୍ର ନିଷ୍ପତ୍ତି ନେବାକୁ ପଡିବ। ଚାଇନା…

‘ବ୍ରିଟେନର ଆର୍ଥିକ ଭବିଷ୍ୟତ ପାଇଁ ହିନ୍ଦୀ, ଗୁଜରାଟୀ, ଊର୍ଦ୍ଦୁ ଶିକ୍ଷା ଜରୁରୀ’

ଲଣ୍ଡନ,୨୫ା୨: ୟୁକେ ସରକାରଙ୍କୁ ଦକ୍ଷିଣ ଏସୀୟ ଭାଷା ଶିକ୍ଷା କ୍ଷେତ୍ରରେ ନିବେଶ କରିବା ଆବଶ୍ୟକ। କାରଣ ଏହି ଭାଷା ଦକ୍ଷତା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଗଭୀର କରିବା ପାଇଁ ଜରୁରୀ ଅଟେ ବୋଲି ଶ୍ରମ ଏବଂ ସମବାୟ ସଂସଦର ସଦସ୍ୟ…

ୟୁଏଇରେ ବହୁପକ୍ଷୀୟ ମିଳିତ ସମରାଭ୍ୟାସ ଏକ୍ସ ଡେଜାର୍ଟ ଫ୍ଲାଗ ଫେବୃୟାରୀ ୨୭ରୁ: ୧୧ ଦେଶ ଦେବେ ଯୋଗ…

ଆବୁଧାବି,୨୫।୨ : ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରେ ଆୟୋଜିତ ହେବାକୁ ଥିବା ବହୁପକ୍ଷୀୟ ସମରାଭ୍ୟାସରେ ଭାରତୀୟ ବାୟୁସେନା ଅଂଶଗ୍ରହଣ କରିବ। ଏହି ସମରାଭ୍ୟାସ ୨୭ ଫେବୃଆରୀରୁ ସଂଯୁକ୍ତ ଆରବ ଏମିରେଟ୍ସରେ ଆରମ୍ଭ ହେବ ଏବଂ ୧୭ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏହାକୁ ଏକ୍ସ ଡେଜାର୍ଟ…

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା, ଏପ୍ରିଲରେ କରିବେ ଚାଇନା ଗସ୍ତ…

ପ୍ୟାରିସ,୨୫।୨ : ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏକ ବଡ଼ ଘୋଷଣା କରିଛନ୍ତି। ସେ ଏପ୍ରିଲ ଆରମ୍ଭରେ ଚାଇନା ଗସ୍ତ କରିବେ ବୋଲି କହିଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧର ଗୋଟିଏ ବର୍ଷ ଶେଷ ହେବାର ପରଦିନ ଫ୍ରାନ୍ସ ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?