Home Middle

ସମୁଦ୍ର କୂଳରେ ଭାସୁଛି ୩୦ ମୃତଦେହ

ରୋମ,୨୬ା୨: ଇଟାଲୀର କାଲାବ୍ରିୟାର ଦକ୍ଷିଣ ଉପକୂଳରେ ଏକ ବଡ଼ଧରଣର ଅଘଟଣ ଘଟିଛି। ରବିବାର ଦକ୍ଷିଣ ଇଟାଲୀର ସମୁଦ୍ର କୂଳରେ ୩୦ ଜଣଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ସମସ୍ତେ ବୁଡ଼ିଯାଇ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଅଧିକାରୀମାନେ ମୃତଦେହ କୂଳ ନିକଟରେ…

ଆଇଏମଏଫ ଋଣ ପାଇଁ ୧୯ ପ୍ରତିଶତ ସୁଧହାର ବୃଦ୍ଧି ଲାଗି ପ୍ରସ୍ତୁତ ପାକିସ୍ତାନ…

ଇସଲାମାବାଦ,୨୬।୨ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦ୍ୱାରା ସ୍ଥିର ହୋଇଥିବା ଅନ୍ୟ ଏକ ସର୍ତ୍ତ ପୂରଣ ପାଇଁ ପାକିସ୍ତାନ ସରକାର ଧାର୍ଯ୍ୟ ସୁଧ ହାରକୁ ଦୁଇ ପ୍ରତିଶତ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ ଏହି ସୂଚନା…

ପାକିସ୍ତାନରେ ଔଷଧ ସଙ୍କଟ, ୪-୫ ସପ୍ତାହରେ ଉତ୍କଟ ହେବ ସ୍ଥିତି…

ଇସଲାମାବାଦ,୨୬।୨ : ପାକିସ୍ତାନରେ ଚାଲିଥିବା ଆର୍ଥିକ ସଙ୍କଟ ସ୍ବାସ୍ଥ୍ୟସେବା ଉପରେ ଖରାପ ପ୍ରଭାବ ପକାଇଛି। ଏଠାରେ ଲୋକେ ଅତ୍ୟାବଶ୍ୟକ ଔଷଧ ପାଇଁ ସଂଘର୍ଷ କରୁଛନ୍ତି। ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ପାକିସ୍ତାନର ଘରୋଇ ଉତ୍ପାଦନରେ ବ୍ୟବହୃତ ଅତ୍ୟାବଶ୍ୟକ ଔଷଧ କିମ୍ବା…

ଉତ୍ତରପ୍ରଦେଶ ଆଇନ ବ୍ୟବସ୍ଥା ବିକାଶ ମୁହାଁ: ପ୍ରଧାନମନ୍ତ୍ରୀ…

ଲକ୍ଷ୍ନୌ,୨୬।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରଶଂସା କରି କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ଉତ୍ତରପ୍ରଦେଶରେ ମାଫିଆ ରାଜ ଥିଲା ତଥା ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଖରାପ ଥିଲା।…

ପ୍ରିୟଙ୍କାଙ୍କ ହାତ ଧରିଲେ ଦିବ୍ୟଶଙ୍କର

ଭବାନୀପାଟଣା,୨୬ା୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ରବିବାର ଦ୍ବିତୀୟ ବିବାହ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀସ୍ଥିତ ଦେକୋଟ ଗ୍ରାମର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କାଙ୍କ ହାତ ଧରିଛନ୍ତି ଦିବ୍ୟଶଙ୍କର। ପୁରୀ…

ରାଜନୀତିରୁ ଅବସର ନେଇ ମୁହଁ ଖୋଲିଲେ ସୋନିଆ

ନୂଆଦିଲ୍ଲୀ,୨୬।୨: କଂଗ୍ରେସର ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସ ଅଧିବେଶନରେ ଦେଇଥିବା ଭାଷଣ ପରେ ସେ ଖୁବ୍‌ଶୀଘ୍ର ରାଜନୀତିରୁ ଅବସର ନେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି କଳ୍ପନାଜଳ୍ପନାକୁ ସୋନିଆ ଗାନ୍ଧୀ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସ ମୁଖପାତ୍ର…

ରୁଷିଆ ବିରୋଧରେ ୟୁରୋପୀୟ ସଂଘର ନୂଆ କଟକଣା…

ମସ୍କୋ,୨୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ବର୍ଷେ ବିତିଛି। କିନ୍ତୁ ଉଭୟ ପକ୍ଷ ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି। ୟୁରୋପୀୟ ୟୁନିଅନ ମଧ୍ୟ ଏହାର ପ୍ରତିବନ୍ଧକ ହଟାଇବାକୁ ପ୍ରସ୍ତୁତ ନୁହେଁ। ୟୁରୋପୀୟ ୟୁନିଅନରୁ ପ୍ରତିବନ୍ଧକ ପ୍ରକ୍ରିୟା ଜାରି…

ଆମରେଲି ଜିଲା ଅତ୍ୟଧିକ ଭୂକମ୍ପ ପ୍ରବଣ: ୨ ବର୍ଷରେ ୪୦୦ ଥର ଭୂକମ୍ପ, ଭୟରେ ଲୋକେ ଘର ବାହାରେ ଶୋଉଛନ୍ତି…

ଗାନ୍ଧିନଗର,୨୬।୨ : ନିକଟରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭୂକମ୍ପରେ ସାମାନ୍ୟ କମ୍ପନ ମଧ୍ୟ ସେମାନଙ୍କୁ ଭୟଭୀତ କରୁଛି। ଏପରିସ୍ଥଳେ ଭାରତୀୟ ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ବୈାନିକମାନେ କହିଛନ୍ତି ଯେ…

ରୁଷିଆ ବିରୋଧରେ ଦକ୍ଷିଣ କୋରିଆ: ଖୁସି ବ୍ୟକ୍ତ କଲେ ଜେଲେନସ୍କି

କିଭ୍‌,୨୬ା୨: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ବର୍ଷେ ପୂରଣ ହେବା ପରେ ଦକ୍ଷିଣ କୋରିଆ ରୁଷିଆ ବିରୋଧରେ ଠିଆ ହୋଇଛି। ଦକ୍ଷିଣ କୋରିଆ ଏନେଇ ୟୁକ୍ରେନକୁ ୧୩୦ ମିଲିୟନ ଡଲାର ମାନବିକ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛି। ଫଳରେ…

ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ଇରାନର କମାଣ୍ଡର…

ଓ୍ବାଶିଂଟନ,୨୬।୨ : ଇରାନର ରିଭୋଲ୍ୟୁସାରୀ ଗାର୍ଡ ଏରୋସ୍ପେସ ଫୋର୍ସର ମୁଖ୍ୟ କମାଣ୍ଡର ଅମିରାଲି ହାଜିଜାଦେହ କହିଛନ୍ତି ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବେ। ଇରାନ ନିଜର ନୂତନ କ୍ରୁଜ କ୍ଷେପଣାସ୍ତ୍ର ବିକଶିତ କରିଛି ଯାହାର ଲକ୍ଷ୍ୟ ଭେଦ…

ଦକ୍ଷିଣ କୋରିଆର ସୈନ୍ୟ ସହାୟତା ୟୁକ୍ରେନ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ: ଜେଲେନସ୍କି…

କିଭ୍‌,୨୬।୨ : ରୁଷିଆ ଆକ୍ରମଣର ବର୍ଷେ ବିତିବା ପରେ ଦକ୍ଷିଣ କୋରିଆ ୟୁକ୍ରେନକୁ ୧୩୦ ମିଲିୟନ ଡଲାର ମାନବିକ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛି। ଏହାକୁ ଦୃଷ୍ଟିରେ ରଖି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଶା ପ୍ରକଟ କରିଛନ୍ତି ଯେ…

ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ୪ ବର୍ଷ…

ନୂଆଦିଲ୍ଲୀ,୨୬।୨ : ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ୪ ବର୍ଷ ପୂରିଛି। ଏହା ଭାରତୀୟ ସେନାର ସାହସିକତାକୁ ସ୍ମରଣ କରାଇ ଦେଇଛି। ୨୦୧୯ ଫେବୃଆରୀ ୨୬ ରେ ପାକିସ୍ତାନର ପାସ୍ତୁନ ଖ୍ବା ସ୍ଥିତ ବାଲାକୋଟରେ ଭାରତୀୟ ବାୟୁସେନା ରାତି ଅଧରେ ଆତଙ୍କବାଦୀଙ୍କ ବେସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?