Home Middle

ଦୁଇ ଟିକସ ବ୍ୟବସ୍ଥା ମାଧ୍ୟମରେ ସରକାର ଲୋକଙ୍କୁ ଅଧିକ ବିକଳ୍ପ ପ୍ରଦାନ କରୁଛନ୍ତି: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୪।୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ପରେ ଉଠୁଥିବା ପ୍ରଶ୍ନର ଉତ୍ତର ଦେବାକୁ ଶନିବାର ଚେଷ୍ଟା କରିଛନ୍ତି। ଏକ ଗଶମାଧ୍ୟମ ସମ୍ମିଳନୀରେ ଅର୍ଥମନ୍ତ୍ରୀ ବଜେଟ ପରେ ସନ୍ଦେହ ଓ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ ଆଦାନୀ ଏଣ୍ଟରପ୍ରାଇଜେସ ର ଏପପିଓ…

ଗୋପାଳଙ୍କ ରିମାଣ୍ଡ ଅବଧି ବଢ଼ିଲା

ଝାରସୁଗୁଡ଼ା ଅଫିସ,୪ା୨: ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାରୀ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କ ରିମାଣ୍ଡ ଅବଧି ବଢ଼ିଛି। ପୂର୍ବରୁ ୪ ଦିନିଆ ରିମାଣ୍ଡରେ ଯାଇଥିଲେ ଗୋପାଳ। ଶନିବାର ଏହି ଅବଧି ସରୁଥିବା ବେଳେ କ୍ରାଇମବ୍ରାଞ୍ଚ ପୋଲିସ ତରଫରୁ ଝାରସୁଗୁଡ଼ା…

ଆଇ ଡ୍ରପ୍‌ ଉତ୍ପାଦନ ଉପରେ ପ୍ରତିବନ୍ଧକ: ଦୃଷ୍ଟି ଶକ୍ତି ଯିବା  ପରେ ପଦକ୍ଷେପ…

ଓ୍ବାଶିଂଟନ,୪।୨ : ଆମେରିକାରେ ଚକ୍ଷୁ ସଂକ୍ରମଣ ମାମଲା ରିପୋର୍ଟ ହେବା ପରେ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସକୋ) ଆଇ ଡ୍ରପ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ମଧ୍ୟ ଏନେଇ ତଦନ୍ତ ଆରମ୍ଭ…

ଆଫଗାନିସ୍ତାନର ସହାୟତା ଲୋଡ଼ିଲା ପାକିସ୍ତାନ

ଇସଲାମାବାଦ,୪ା୨: ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଆତଙ୍କବାଦୀ ଗୋଷ୍ଠୀକୁ ନିୟନ୍ତ୍ରଣ କରିବା ପାଇଁ ତାଲିବାନ ସର୍ବୋଚ୍ଚ ନେତା ହୈବୁତଲ୍ଲା ଅଖୁନ୍ଦଜାଦାଙ୍କ ସହାୟତା ଲୋଡ଼ିଛି। ଏହାପୂର୍ବରୁ ଏକ ସର୍ବୋଚ୍ଚ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପାକିସ୍ତାନ ମସ୍‌ଜିଦ ଆକ୍ରମଣ ପାଇଁ ଟିଟିପିକୁ ଦାୟୀ…

ବିଲ୍‌ ଗେଟ୍ସ ତିଆରି କଲେ ରୁଟି, ଭିଡିଓ ଦେଖି ମୋଦି କହିଲେ ଏମିତି…

ନୂଆଦିଲ୍ଲୀ,୪ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ରୁଟି ତିଆରି କରିବାର ଏକ ଭିଡିଓ ଦେଖି ପ୍ରଶଂସା କରିଛନ୍ତି। ମାଣ୍ଡିଆରେ ଡିସ୍‌ ତିଆରି ପାଇଁ ଗେଟ୍ସ ଚେଷ୍ଟା କରିଥିବାରୁ ମୋଦି ତାଙ୍କୁ ଉତ୍ସାହିତ କରିଛନ୍ତି। ଗେଟ୍ସ ଇନ୍‌ଷ୍ଟାଗ୍ରାମରେ ଏକ…

ତୃତୀୟ ଥର ଜିତିଥିବା ୭୧ ଏମ୍‌ପିଙ୍କ ସମ୍ପତ୍ତିରେ ୨୮୬ ପ୍ରତିଶତ ବୃଦ୍ଧି, ବରୁଣ ଗାନ୍ଧୀଙ୍କ ସମ୍ପତ୍ତିି ୧୨ ଗୁଣା ବଢ଼ିଛି…

ନୂଆଦିଲ୍ଲୀ,୪।୨ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଉ ଏକ ବର୍ଷରୁ ଅଧିକ ସମୟ ବାକି ଅଛି। ଏହାପୂର୍ବରୁ ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏକ ରିପୋର୍ଟରେ କହିଛି ଯେ୨୦୦୯ ରୁ ୨୦୨୯ ଲୋକସଭା ନିର୍ବାଚନ ମଧ୍ୟରେ କ୍ରମାଗତ ତିନି…

ନିଜ ସଂଖ୍ୟାଲଘୁ ବିରୋଧୀ ନୀତିର ଖୋଲା ଖୋଲି ପ୍ରଦର୍ଶନ କରୁଛନ୍ତି ସରକାର: ଚିଦାମ୍ବରମ…

ନୂଆଦିଲ୍ଲୀ,୪।୨ : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଅଭିଯୋଗ କରିଛନ୍ତି ଯେ ସରକାର ନିଜର ସଂଖ୍ୟାଲଘୁ ବିରୋଧୀ ନୀତିର ଖୋଲାଖୋଲି ଭାବେ ପ୍ରଦର୍ଶନ କରୁଛନ୍ତି। ମୌଲାନା ଆଜାଦ ନ୍ୟାଶନାଲ ଫେଲୋଶୀପ ବାତିଲ କରିବାକୁ ନେଇ ସରକାରଙ୍କ…

କୋର୍ଟ ସମ୍ମୁଖରେ କୌଣସି ମାମଲା ଛୋଟ ଅବା ବଡ଼ ନୁହେଁ: ସିଜେଆଇ…

ନୂଆଦିଲ୍ଲୀ,୪।୨ : ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ନିମ୍ନ ଅଦାଲତରେ ସୁପ୍ରିମକୋର୍ଟଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଏହି ଅବସରରେ ସେ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ କୋର୍ଟଙ୍କ ପାଇଁ କୌଣସି ମାମଲା ଛୋଟ…

ଚାଇନାର ଇଣ୍ଟରନେଟ ଅଫ୍‌ ଥିଙ୍ଗସ୍‌: ପୃଥିବୀ ପାଇଁ ସୃଷ୍ଟି କରିଛି ବିପଦ…

ବେଜିଂ,୪।୨ : ଆଗାମୀ ଦିନରେ ଚାଇନାର ଇଣ୍ଟରନେଟ ଅଫ ଥିଙ୍ଗସ (ଆଇଓଟି) ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବାରେ। ଏକ ରିପୋର୍ଟ ଅନୁଯାୟୀ, ଜାତୀୟ ସୁରକ୍ଷା ତଥା ଗୁରୁତ୍ୱପୂର୍ଣ୍ଣ ଶିଳ୍ପରେ ଚାଇନାର ଏହି କୌଶଳ ସ୍ମାର୍ଟ ସହରରେ…

୭ ମାସ ଧରି ଅଟକି ରହିଛି ନୀଲମ-ଝେଲମ ପରିଯୋଜନା: ଚାଇନାର ଆଗ୍ରହ କମୁଛି…

ବେଜିଂ/ଇସଲାମାବାଦ,୪।୨ : ନୀଲମ-ଜେଲମ ଜଳ ବିଦ୍ୟୁତ ପ୍ରକଳ୍ପ ସମ୍ବନ୍ଧରେ ଦେୟ ବିଳମ୍ବ ଯୋଗୁ ପାକିସ୍ତାନର ବିଶ୍ୱସ୍ତ ବନ୍ଧୁ ଚାଇନା ଏକ ବଡ଼ ଝଟକା ଦେଇଛି। ଏସୀୟ ଲାଇଟ ରିପୋର୍ଟ ଅନୁଯାୟୀ ଚାଇନା ପାକିସ୍ତାନରେ ବିଦ୍ୟୁତ ଉତ୍ପାଦନ ପ୍ରତି ଆଗ୍ରହ କମାଇଛି। ୯୬୯…

ନିର୍ବାଚନ ସ୍ଥଗିତ ରଖି ଜରୁରୀକାଳୀନ ସ୍ଥିତି ୬ ମାସ ବଢ଼ାଇବାକୁ ମ୍ୟାନମାର ସାମରିକ ଶାସକଙ୍କ ଯୋଜନା…

ନାପିଦ୍ୱ,୪।୨ : କ୍ଷମତା ଦଖଲର ଦୁଇ ବର୍ଷ ହୋଇଛି। ମ୍ୟାନମାରର ସାମରିକ ଏକଛତ୍ରବାଦୀ ଶାସକମାନେ ଲୋକମାନଙ୍କୁ କୌଣସି ଆଶ୍ୱସ୍ତି ଦେବା ପରିବର୍ତ୍ତେ ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ଆହୁରି ୬ ମାସ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହା ଦେଶ ଭିତରେ ଲୋକଙ୍କ…

୧୭ ଲକ୍ଷ ଦିଅ, ଆମେରିକାରେ ଅନୁପ୍ରବେଶ କର…

ଓ୍ବାଶିଂଟନ,୪।୨ : ଆମେରିକୀୟ ସୀମାରେ ଅନୁପ୍ରବେଶ ଖବର ସାମ୍ନାକୁ ଆସୁଛି। କିନ୍ତୁ ଏଥର ଅନୁପ୍ରବେଶକୁ ନେଇ ଏକ ବଡ଼ ପର୍ଦ୍ଦାଫାଶ ହୋଇଛି। ବାସ୍ତବରେ ଆମେରିକାର ସାଂସଦମାନେ ଦାବି କରିଛନ୍ତି ଯେ ଆମେରିକାର ସୀମା ପାର ହେବାରେ ସାହାଯ୍ୟ କରିବା ପାଇଁ ଅପରାଧୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri