ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୩…
ମୁମ୍ବାଇ,୩।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହୋଇଛି। ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଥିବା ଏହାର ପ୍ରଥମ ମ୍ୟାଚ ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବିଜୟ ସହ ସିରିଜ ଆରମ୍ଭ…
ମୂଳ ଭାରତୀୟ ଜୁଲି ଲଗାତାର ଦ୍ୱିତୀୟ ଥର ଆମେରିକାରେ ହେଲେ ବିଚାରପତି…
ଥିରୁଭାନନ୍ତପୁରମ୍/ଓ୍ବାଶିଂଟନ,୩।୧ : ମୂଳ ଭାରତୀୟ ଜୁଲି ଏ. ମାଥ୍ୟୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆମେରିକାର ଫୋର୍ଟ ବେଣ୍ଡ କାଉଣ୍ଟି କୋର୍ଟରେ ବିଚାରପତି ଭାବରେ ଚୟନ ହୋଇଛନ୍ତି। ସେ ମୂଳତଃ କେରଳର ଥିରୁଭାଲା ସହରର ବାସିନ୍ଦା। କେରଳର ଏକ ଗ୍ରାମ ବିଦ୍ୟାଳୟ…
ଭାଜପା ଛାଡିଲେ ଗାୟତ୍ରୀ ରଘୁରାମ, କହିଲେ ତାମିଲନାଡୁ ଭାଜପାରେ ମହିଳା ନୁହନ୍ତି ସୁରକ୍ଷିତ…
ଚେନ୍ନାଇ,୩।୧ : ତାମିଲନାଡୁର ନିଲମ୍ବିତ ଭାଜପା ନେତ୍ରୀ ତଥା ଅଭିନେତ୍ରୀ ଗାୟତ୍ରୀ ରଘୁରାମ ମଙ୍ଗଳବାର ଦଳ ଛାଡିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ସେ ତାମିଲନାଡୁ ଭାଜପା ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ମଧ୍ୟ କରିଥିଲେ। ଦଳରୁ ଇସ୍ତଫା ଘୋଷଣା କରି…
ବାଜଓ୍ବା-ଫୈଜ ଫିଲ୍ମ ଅଭିନେତ୍ରୀଙ୍କ ଦ୍ୱାରା କରୁଥିଲେ ହନିଟ୍ରାପ: ପୂର୍ବତନ ସେନା ଅଧିକାରୀ…
ଇସଲାମାବାଦ,୩।୧ : ପାକିସ୍ତାନୀ ସେନାର ପୂର୍ବତନ ମେଜର ଜେନେରାଲ ଆଦିଲ ରାଜାଙ୍କ ଦାବି ଏବଂ ପର୍ଦ୍ଦାଫାଶ ପାକିସ୍ତାନରେ ରାଜନୈତିକ ଦୁନିଆଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଏକ ଭୂକମ୍ପ ସୃଷ୍ଟି କରିଛି। ପୂର୍ବତନ ସାମରିକ ଅଧିକାରୀ ତଥା ପ୍ରସିଦ୍ଧ ୟୁଟ୍ୟୁବର୍…
ପକ୍ଷୀ ସହ ଧକ୍କା ହେଲା ବିମାନ, ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧୭୦ ଯାତ୍ରୀ ସୁରକ୍ଷିତ…
ପାଟନା,୩।୧ : ବିହାରର ପାଟନା ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ଏଠାରେ ଗୋଏୟାରର ବିମାନ ସହିତ ଏକ ପକ୍ଷୀ ଧକ୍କା ହୋଇଥିଲା। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧୭୦ ଯାତ୍ରୀ ସୁରକ୍ଷିତ ରହି ପାରିଛନ୍ତି। ସୂଚନାନୁସାରେ, ଗୋଏୟାରର…
ସିନେମା ହଲରେ ମାଲିକଙ୍କ ଆଇନ ଚାଲିବ, ଜିମ ଭଳି ମିଳିବନି ପୁଷ୍ଟିକର ଖାଦ୍ୟ : ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୩।୧ : ସିନେମା ହଲ ହେଉଛି ଏକ ବ୍ୟକ୍ତିଗତ ପରିଚାଳନା ସମ୍ପତ୍ତି, ତେଣୁ ସେଠାରେ ହଲ ମାଲିକଙ୍କ ଇଛାକୁ ପ୍ରାଧାନ୍ୟ ଦିଆଯିବ। ମାଲିକଙ୍କର ଆଇନ ସିନେମା ହଲରେ ଚାଲିବ। ସିନେମା ହଲ ଏକ ଜିମ ନୁହେଁ ଯେଉଁଠାରେ ଆପଣ ପୁଷ୍ଟିକର ଖାଦ୍ୟ…
ସକ୍ରିୟ ମାମଲା ୦.୦୧ ପ୍ରତିଶତ, ବିଏଫ୍.୭ ଭାରିଆଣ୍ଟ ନେଇ ସରକାର ସତର୍କ…
ନୂଆଦିଲ୍ଲୀ, ୩।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ…
ଶିନ୍ଦେଙ୍କ ମୁଣ୍ଡରେ ଚଡ଼କ: ଘରୋଇକରଣ ବିରୋଧରେ ବିଦ୍ୟୁତ କମ୍ପାନୀ କର୍ମଚାରୀ,ବୁଧବାରଠାରୁ ୭୨ ଘଣ୍ଟିଆ ଧର୍ମଘଟ…
ମୁମ୍ବାଇ,୩।୧ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଘରୋଇକରଣ ବିରୋଧରେ ବୁଧବାର ଠାରୁ ୭୨ଘଣ୍ଟିଆ ଧର୍ମଘଟ ସମ୍ପର୍କରେ ରାଜ୍ୟର ତିନୋଟି ବିଦ୍ୟୁତ ଶକ୍ତି କମ୍ପାନୀର ୟୁନିଅନ ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।…
ଗ୍ବାଦର ଅଧିକାର ଅଭିଯାନ ଧମକ ପରେ ପ୍ରକଳ୍ପରେ କାମ କରିବାକୁ ଚାଇନା ଇଞ୍ଜିନିୟରଙ୍କ ମଧ୍ୟରେ ଭୟ, କାମ ବନ୍ଦ…
ଇସଲାମାବାଦ,୩।୧ : ଚାଇନା ଏହାର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ଅଧୀନରେ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ଗ୍ବାଦରରେ ଅନେକ ପ୍ରମୁଖ ପ୍ରକଳ୍ପ ୍ନିର୍ମାଣରେ ନିୟୋଜିତ ଅଛି। ଯାହାକୁ ବ୍ୟାପକ ବିରୋଧ କରାଯାଉଛି। ଯେଉଁ କାରଣରୁ ଏହି ପ୍ରକଳ୍ପରେ ନିୟୋଜିତ ଚାଇନାର…
ଧର୍ମ-ସମାଜ ଉପରେ ନିର୍ମିତ ଫିଲ୍ମର ସେନସର କରିବ ସନ୍ଥଙ୍କ ଧର୍ମ ସେନସର ବୋର୍ଡ !…
ନୂଆଦିଲ୍ଲୀ,୩।୧ : ବର୍ତ୍ତମାନ ଦେଶର ଧର୍ମ ଏବଂ ହିନ୍ଦୁ ଧର୍ମ ବିଶେଷଜ୍ଞମାନେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସିରିଏଲରେ ହିନ୍ଦୁ ଧର୍ମର ଅପମାନ ସହ ଜଡିତ ବିଷୟବସ୍ତୁ ସମୀକ୍ଷା କରିବେ। ଏଥିପାଇଁ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଏକ ଧର୍ମ ସେନ୍ସର ବୋର୍ଡ ଗଠନ…
ଧର୍ମାନ୍ତରୀକରଣର ସମସ୍ତ ମାମଲା ନୁହେଁ ବେଆଇନ: ମଧ୍ୟପ୍ରଦେଶ ସରକାରଙ୍କ ଆବେଦନର ବିଚାର କରିବେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୩।୧ : ମଧ୍ୟପ୍ରଦେଶ ହାଇକୋର୍ଟ ଧର୍ମାନ୍ତରୀକରଣର ଆଇନ ଉପରେ ଦେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାରଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର କହିଛନ୍ତି ଯେ ସମସ୍ତ ଧର୍ମାନ୍ତରୀକରଣର ମାମଲାକୁ ବେଆଇନ…
ଜାନୁୟାରୀରେ ୟୁରୋପରେ ରେକର୍ଡ ଭଙ୍ଗା ତାତି: ଜଳବାୟୁ ପରିବର୍ତ୍ତନ ଅବା ୟୁକ୍ରେନ୍ ଯୁଦ୍ଧର ପ୍ରଭାବ ନେଇ ଚର୍ଚ୍ଚା…
ବର୍ଲିନ,୩।୧ : ୟୁରୋପରେ ଜାନୁୟାରୀର ପ୍ରବଳ ଥଣ୍ଡା ଶୀତ ଦିନେ ତାତି ରେକର୍ଡ ଭାଙ୍ଗିବାରେ ଲାଗିଛି। ଏହାକୁ ଜଳବାୟୁ ପରିବର୍ତ୍ତନ କିମ୍ବା ୟୁକ୍ରେନ ଯୁଦ୍ଧର ଉତ୍ତାପର ପ୍ରଭାବ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାନୁଆରୀ ପ୍ରଥମ ଦୁଇ ଦିନ ୟୁରୋପରେ ଅତ୍ୟଧିକ…
Archives


