ହରିୟାଣାରେ ଉତ୍ତର ଭାରତର ପ୍ରଥମ ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର: ଜିତେନ୍ଦ୍ର ସିଂ…
ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀଠାରୁ ୧୫୦ କିଲୋମିଟର ଦୂରରେ ହରିୟାଣାରେ ଉତ୍ତର ଭାରତର ପ୍ରଥମ ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ। କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ହରିୟାଣାର ଫତେହାବାଦ ଜିଲାର ଗୋରଖପୁର ଗ୍ରାମରେ…
ଏପିଜେ ଅବଦୁଲ କଲାମ ସାଟେଲାଇଟ ଲଞ୍ଚ ଭେହିକିଲ ମିଶନ-୨୦୨୩ ଶୁଭାରମ୍ଭ…
ଚେନ୍ନାଇ,୧୯।୨ : ମାର୍ଟିନ ଫାଉଣ୍ଡେଶନ ଡ.ଏପିଜେ ଅବଦୁଲ କଲାମ ସାଟେଲାଇଟ ଲଞ୍ଚ ଭେହିକିଲ ମିଶନ-୨୦୨୩ ଡ. ଏପିଜେ ଅବଦୁଲ କଲାମ ଇଣ୍ଟରନ୍ୟାଶନାଲ ଫାଉଣ୍ଡେଶନ ଏବଂ ସ୍ପେସ ଜୋନ ଇଣ୍ଡିଆର ସହଯୋଗରେ ତାମିଲନାଡୁର ପଟିପୋଲାମ ଗ୍ରାମରୁ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ତେଲେଙ୍ଗାନା…
ସିବିଆଇକୁ ସମୟ ମାଗିଲେ ସିସୋଡିଆ: ବଜେଟରେ ବ୍ୟସ୍ତ ଥିବା କହିଲେ…
ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସିବିଆଇକୁ ଚିଠି ଲେଖି ହାଜର ହେବା ନେଇ ସମୟ ମାଗିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରବିବାର ତାଙ୍କୁ ଦିଲ୍ଲୀ ମଦ ନୀତି ସହ ଜଡିତ ମାମଲାରେ ପଚରାଉଚରା ପାଇଁ ଡାକିଥିଲେ। ଏହା…
ଭାରତ-ଆମେରିକା ସମ୍ପର୍କ ଅଧିକ ସୁଦୃଢ଼ ହେବ: କେଭିନ ମ୍ୟାକ୍ୱାର୍ଥି …
ଓ୍ବାଶିଂଟନ,୧୯।୨ : ଆମେରିକାର ପ୍ରତିନିଧିସଭାର ବାଚସ୍ପତି କେଭିନ ମ୍ୟାକ୍ୱାର୍ଥି କାଲିଫର୍ଣ୍ଣିଆ ସିଟିରେ ଭାରତୀୟ-ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ଆୟୋଜିତ ଏକ ସ୍ବାଗତ ଉତ୍ସବରେ ଭାରତର ରାଷ୍ଟ୍ରଦୂତ ତରନଜିତ ସିଂ ସାନ୍ଧୁଙ୍କୁ ସାକ୍ଷାତ କରିଛନ୍ତି। ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୧୯।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍…
ୟୁକ୍ରେନ ଯୁଦ୍ଧର ଏକ ବର୍ଷ ପୂରଣ ହେବାପରେ ରୁଷିଆ ମହାକାଶଯାନ ଉତକ୍ଷେପଣ କରିବ…
ମସ୍କୋ,୧୯।୨ : ୟୁକ୍ରେନ ଯୁଦ୍ଧର ଏକ ବର୍ଷ ପୂରଣ ହେବାପରେ ରୁଷିଆ ମହାକାଶଯାନ ଉତକ୍ଷେପଣ କରିବ। ଏନେଇ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଯୋଜନା କରିଛନ୍ତି। ରୁଷିଆର ସ୍ପେସ ଏଜେନ୍ସି କହିଛି ଯେ ୟୁକ୍ରେନ ଯୁଦ୍ଧର ବାର୍ଷିକୀ ଫେବୃଆରୀ ୨୪ ରେ ଏକ…
ଜିମି କାର୍ଟର ପରିବାର ସହିତ ଶେଷ ସମୟ ବିତାଇବେ, ଘରେ ହେବେ ଚିକିତ୍ସିତ…
ଓ୍ବାଶିଂଟନ,୧୯।୨ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର ତାଙ୍କ ପରିବାର ସହିତ ଶେଷ ସମୟ ବିତାଇବେ। ସେ ଘରେ ଚିକିତ୍ସିତ ହେବେ। ଜର୍ଜିଆରେ ଥିବା ତାଙ୍କ ଘରେ ଚିକିତ୍ସା ବ୍ୟବସ୍ଥା କରାଯିବ। ହସ୍ପିଟାଲରେ କିଛି ସମୟ ରହିବା ପରେ ଆମେରିକାର…
ଏକଛତ୍ରବାଦୀ ଶାସକଙ୍କଠାରୁ ଅଧିକ ବିପଜ୍ଜନକ ତାଙ୍କ ଭଉଣୀ, ହ୍ବାସୋଙ୍ଗ -୧୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା ପରେ ଆମେରିକାକୁ ଚେତାବନୀ…
ପ୍ୟୋଙ୍ଗୟାଙ୍ଗ,୧୯।୨ : ଉତ୍ତର କୋରିଆ ରବିବାର ହ୍ବାସୋଙ୍ଗ -୧୫ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ର ପରୀକ୍ଷଣକୁ ନିଶ୍ଚିତ କରିଛି। ଉତ୍ତର କୋରିଆ ଅନୁଯାୟୀ ହଠାତ ଲଞ୍ଚ ଡ୍ରିଲରେ ଏହି ପରୀକ୍ଷା କରାଯାଇଥିଲା। ଶତ୍ରୁ ସୈନ୍ୟବାହିନୀ ସମ୍ମୁଖରେ ଦେଶର ଦକ୍ଷତା ପ୍ରଦର୍ଶନ…
‘ପୁଣିଥରେ ନ ହେଉ ବେଲୁନ ଉଡାଇବା ଭୁଲ’, ଚାଇନାକୁ ଚେତାବନୀ ଦେଲା ଆମେରିକା
ୱାଶିଂଟନ,୧୯ ।୨: ଆମେରିକା ଓ ଚାଇନା ମଧ୍ୟରେ ସ୍ପାଇ ବେଲୁନକୁ ନେଇ ବିବାଦ ଥମିବାର ନାଁ ନେଉନି । ଆମେରିକା ସ୍ପାଇ ବେଲୁନକୁ ନେଇ ଚାଇନାକୁ ଚେତାବନୀ ଦେଇଛି । ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଶନିବାର ଅର୍ଥାତ୍ ୧୮…
ଆଜି ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ
ପଦ୍ମପୁର,୧୯।୨(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବରଗଡ଼ ଜିଲା ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ଉକ୍ତ ନିର୍ବାଚନମଣ୍ଡଳୀ ଅଧୀନ ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁର ବ୍ଲକରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ…
ତୁର୍କୀରେ ପୁଣି ଏକ ଭୂକମ୍ପ
ଅଙ୍କାରା,୧୯ ।୨: ପୁଣିଥରେ ଥରିଉଠିଛି ତୁର୍କୀ । ଏଥର ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଥିଲା ୫.୨ । ୟୁରୋପୀୟ ଭୂମଧ୍ୟସାଗରୀୟ ସିସ୍ମୋଲୋଜିକାଲ ସେଣ୍ଟର(ଇଏମଏସସି) ଅନୁଯାୟୀ, ଭୂକମ୍ପ ୧୦ କିଲୋମିଟର ଗଭିରତାରେ ରହିଥିଲା । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର…
ଜଣେ ମୃତ, ୨୭ ଅସୁସ୍ଥ
ସୋର, ୧୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଗାନ୍ଧୀ ସେବା ସଂଘ ପୁରୁବାଈ କନ୍ୟାଶ୍ରମରେ ଅଜଣା ରୋଗ ବ୍ୟାପିଛି। ବାନ୍ତି, ପେଟ ବ୍ୟଥା ସାଙ୍ଗକୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି ଅନ୍ତେବାସିନୀ। ସେମାନଙ୍କ ମଧ୍ୟରୁ ଜଣଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ଘଟିଥିବାବେଳେ…
Archives


