Home Middle

ବଢ଼ିଲା ଦୈନିକ ସଂକ୍ରମଣ, କମିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୨।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଲଗାତାର ଦୁଇ ଦିନ…

୧ରୁ ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ରାଜ୍ୟ ସରକାର ଯଥାଶୀଘ୍ର ଦାବି ପୂରଣ ନ କଲେ ଫେବୃୟାରୀ ୧ରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବେ। ଏନେଇ ଓଡ଼ିଶା ମେଡିକାଲ ସର୍ଭିସ୍‌ ଆସୋସିଏଶନ (ଓମ୍‌ସା) ଚେତାବନୀ ଦେଇଛି। ବୁଧବାର ଓମ୍‌ସା ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସଭାପତି ନାରାୟଣ…

ଗୁରୁବାରଠାରୁ ସ୍ବାଭାବିକ ହେବ ବିମାନ ଉଡ଼ାଣ, ଏଫଏଏରେ ହୋଇନାହିଁ ସାଇବର ଆକ୍ରମଣ: ସ୍ପଷ୍ଟୀକରଣ ଦେଲା ଆମେରିକା…

ଓ୍ବାଶିଂଟନ,୧୨।୧ : ଆମେରିକାରେ ବିମାନ ସେବା ଗୁରୁବାର ଠାରୁ ଆରମ୍ଭ ହୋଇପାରେ। ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ କମ୍ପ୍ୟୁଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୁଧବାର ଦିନ ସାରା ଦେଶରେ ବିମାନ ସେବା ବନ୍ଦ ହୋଇଯାଇଥିଲା। ଫ୍ଲାଇଟ ଆୱାରର ରିପୋର୍ଟ ଅନୁଯାୟୀ, ଏହି ସମୟ…

ରାସ୍ତାକଡ଼ରେ ଚା’ ତିଆରି କଲେ ମହୁଆ ମୋଇତ୍ର, ଭିଡ଼ିଓ ଭାଇରାଲ…

କୋଲକାତା,୧୨।୧ : ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ର ତାଙ୍କର ଅନନ୍ୟ ଶୈଳୀ ପାଇଁ ଜଣାଶୁଣା। ଭାଜପାକୁ କଡ଼ା ସମାଲୋଚନା ଜାରି ରଖିଥିବା ମହୁଆ ପୁଣି ଥରେ ଭିନ୍ନ ଢ଼ଙ୍ଗରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ ବର୍ତ୍ତମାନ ଚା’ ତିଆରି କରୁଥିବାର…

ଆଇନ ବୃତ୍ତି ସାମନ୍ତବାଦୀ, ଏହା ମହିଳାମାନଙ୍କୁ ସ୍ବାଗତ କରେ ନାହିଁ: ସିଜେଆଇ…

ନୂଆଦିଲ୍ଲୀ,୧୨।୧: : ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଆଇନ ବୃତ୍ତିରେ ମହିଳାଙ୍କ ଅବଦାନ ବିଷୟରେ ଅନେକ କଥା କହିଛନ୍ତି। ଆଇନ ବୃତ୍ତି ସାମନ୍ତବାଦୀରେ ପରିଣତ ହୋଇଛି ଏବଂ ମହିଳାମାନେ ଏଠାରେ ସ୍ବାଗତଯୋଗ୍ୟ ନୁହଁନ୍ତି ବୋଲି ସେ କହିଛନ୍ତି। ହାର୍ଭାର୍ଡ ଲ…

ଓ୍ବେବନର ଗ୍ରୁପର ପ୍ରଭାବ ବୃଦ୍ଧି ନେଇ ମାନସିକ ଚାପରେ ପୁଟିନ…

ମସ୍କୋ,୧୨।୧ : ରୁଷିଆ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିବାର ପ୍ରାୟ ଏକ ବର୍ଷ ବିତିଗଲାଣି, କିନ୍ତୁ ରୁଷିଆ ୟୁକ୍ରେନରେ ଆଶା କରାଯାଉଥିବା ସଫଳତା ହାସଲ କରିପାରି ନାହିଁ। ରୁଷିଆର ନେତୃତ୍ୱ ବିଷୟରେ ଏବେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ମନରେ ପ୍ରଶ୍ନ ଉଙ୍କି…

ମହିଳା ଖେଳାଳିଙ୍କୁ ଧମକ ଦେଉଛି ତାଲିବାନ…

କାବୁଲ,୧୨।୧ : ଆଫଗାନିସ୍ତାନର ମହିଳା ଆଥଲେଟମାନେ କହିଛନ୍ତି ଯେ ତାଲିବାନ ବାଳିକା ଏବଂ ମହିଳାଙ୍କୁ କୌଣସି କ୍ରୀଡାରେ ଭାଗ ନେବାକୁ ବାରଣ କରିଛି। ଏହା ସହିତ କ୍ରୀଡା କ୍ଷେତ୍ରରେ ସକ୍ରିୟ ଥିବା ମହିଳା ଓ ବାଳିକାମାନଙ୍କୁ ବାରମ୍ବାର ଧମକ ଓ ନିର୍ଯାତନା…

ଚାଇନାଠାରୁ କରୋନା ତଥ୍ୟ ଲୋଡିଲେ ଡବ୍ଲୁଏଚଓ ମୁଖ୍ୟ…

ଜେନେଭା,୧୨।୧ : ବିଶ୍ୱ ସୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଚାଇନାଠାରୁ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ମାଗିଛନ୍ତି। ଏହା ଦ୍ୱାରା ପରବର୍ତ୍ତୀ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇ ପାରିବ ବୋଲି ସେ କହିଛନ୍ତି। ଡବ୍ଲୁଏଚଓର ୱେବସାଇଟରେ ପ୍ରକାଶିତ ଟିପ୍ପଣୀ…

ବିମାନ ବନ୍ଦରରୁ ୟୁରାନିୟମ ମିଳିବା ନେଇ ଆତଙ୍କ…

ଲଣ୍ଡନ,୧୨।୧ : ପରମାଣୁ ବୋମା ତିଆରିରେ ବ୍ୟବହୃତ ୟୁରାନିୟମ ବ୍ରିଟେନର ହିଥ୍ରୋ ବିମାନବନ୍ଦରରୁ ମିଳିଥିବା ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଅନେକ ଦେଶର ଅନୁସନ୍ଧାନକାରୀ ସଂସ୍ଥାକୁ ସତର୍କ କରାଯାଇଛି। ଦାବି ହେଉଛି ଯେ ଏହି ୟୁରାନିୟମ ପ୍ୟାକେଟ…

୨୫% ବୃଦ୍ଧି ପାଇଛି ପ୍ରତ୍ୟକ୍ଷ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୧୨।୧: ଗତ ମାସ ଭଳି ଚଳିତ ମାସରେ ମଧ୍ୟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବୃଦ୍ଧି ପାଇଛି। ଏପରିକି ଚଳିତ ବର୍ଷ ଜାନୁୟାରୀ ୧୦ ତାରିଖ ମଧ୍ୟରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା ଟିକସ ଆକାରରେ ଆଦାୟ କରାଯାଇଛି। ବିଶେଷ କରି…

ପ୍ରତି ପରିବାରକୁ ୨୦୦ ୟୁନିଟ୍‌ ମାଗଣା ବିଜୁଳି

ବେଲଗାଭି,୧୨।୧: ୨୦୨୩ କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇ କ୍ଷମତାକୁ ଆସିଲେ ରାଜ୍ୟର ପ୍ରତି ପରିବାରକୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇ ଦିଆଯିବ। କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ବୁଧବାର ଏହା ଘୋଷଣା କରିଛନ୍ତି।…

ଏଫ୍‌ସିଆଇ ଦୁର୍ନୀତି: ୫୦ ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୧୨।୧: ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ସହ ସମ୍ପୃକ୍ତ ଦୁର୍ନୀତି ମାମଲାରେ ସିବିଆଇ ବୁଧବାର ଦେଶର ୫୦ଟି ସ୍ଥାନରେ ଚଢ଼ାଉ କରି ନଗଦ ୬୦ ଲକ୍ଷ ଟଙ୍କା ଜବତ କରିଛି। ଦୁର୍ନୀତିରେ ସମ୍ପୃକ୍ତ କେତେଜଣ ଧାନ ଓ ଅଟା କଳ ମାଲିକ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri