ଅମ୍ରିତପାଲ୍ଙ୍କୁ ବଳ ଦେଇଛି ଆଇଏସ୍ଆଇ
ନୂଆଦିଲ୍ଲୀ, ୨୦ା୩(ପି.ଟି.) : ଦୁବାଇରେ ଏକଦା ଟ୍ରକ୍ ଚଳାଉଥିବା ଅମ୍ରିତପାଲ୍ ସିଂ ଏବେ ଖଲିସ୍ତାନୀ ନେତା ତଥା ଦ୍ୱିତୀୟ ଭିନ୍ଦ୍ରନ୍ଓ୍ବାଲେର ପରିଚୟ ହାସଲ କରିଛନ୍ତି। ଓ୍ବାରିସ୍ ପଞ୍ଜାବ ଡେ’ ସଂଗଠନର ନେତୃତ୍ୱ ନେଉଥିବା ଅମ୍ରିତ୍ପାଲ ଏବେ ପଞ୍ଜାବ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର…
ଦୁର୍ଦ୍ଦଶା ଆଣିଲା ଝଡ଼ବର୍ଷା
ଭୁବନେଶ୍ୱର,୨୦ା୩(ବ୍ୟୁରୋ):ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ, କୁଆପଥର ବର୍ଷା ସହ ବଜ୍ରପାତ ହୋଇଛି। ବିଶେଷକରି ଉତ୍ତର, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ଶନିବାର ସନ୍ଧ୍ୟାରେ ବର୍ଷା ପବନ ଲାଗି ରହିଥିଲା। ଦୀର୍ଘ ୪ମାସ ପରେ ବର୍ଷା ହୋଇଥିବାରୁ…
ଲଣ୍ଡନରେ ତ୍ରିରଙ୍ଗାର ଅପମାନ କଲେ ଖଲିସ୍ତାନୀ ସମର୍ଥକ
ନୂଆଦିଲ୍ଲୀ/ଲଣ୍ଡନ,୨୦ ।୩: ଭାରତରେ ‘ୱାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ବ୍ରିଟେନରେ ଭାରତୀୟ ହାଇକମିଶନଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ଆସିଛି । କୁହାଯାଉଛି କି ଲଣ୍ଡନ ସ୍ଥିତ ହାଇକମିଶନଙ୍କୁ ଖଲିସ୍ତାନ ସମର୍ଥକମାନେ ଟାର୍ଗେଟ କରିଛନ୍ତି…
ସଲମାନଙ୍କୁ ମିଳିଲା ଧମକପୂର୍ଣ୍ଣ ଇମେଲ
ମୁମ୍ବାଇ,୧୯।୩: ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ଏକ ଧମକପୂର୍ଣ୍ଣ ଇମେଲ ମିଳିଛି। ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କ ସହ କଥା ହେବାକୁ ଇମେଲରେ ଜରିଆରେ ସଲମାନଙ୍କୁ କୁହାଯାଇଛି। ଏହି ଇମେଲଟି ୧୮ ମାର୍ଚ୍ଚରେ ଆସିଥିଲା। ସଲମାନଙ୍କ ମ୍ୟାନେଜର ପ୍ରଶାନ୍ତ ଗୁଞ୍ଜଲକରଙ୍କ ଅଭିଯୋଗ…
ପୁଣି ତାଇଓ୍ବାନ ଅଞ୍ଚଳରେ ପଶିଲା ଚାଇନା
ତାଇପେ,୧୯ା୩: ଚାଇନା ପୁଣି ଥରେ ତାଇଓ୍ବାନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି। ତାଇଓ୍ବାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ମାର୍ଚ୍ଚ ୧୭ରୁ ୧୮ମଧ୍ୟରେ ଅତି କମ୍ରେ ୨୬ଟି ଚାଇନା ସାମରିକ ବିମାନ ଏବଂ ୪ଟି ନୌସେନା ଜାହାଜ ଚିହ୍ନଟ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ…
ଚାଇନା ବିମାନ କମ୍ପାନୀ ବିରୋଧରେ କଟକଣା ଜାରି କରିବାକୁ ଆମେରିକାର ଯୋଜନା…
ଓ୍ବାଶିଂଟନ,୧୯।୩ : ଆମେରିକାର ପରିବହନ ବିଭାଗ ଚାଇନାର ବିମାନ ଚଳାଚଳ କମ୍ପାନୀଙ୍କ ଦ୍ୱାରା ରୁଷିଆର ବାୟୁସେନାର ବନ୍ଦର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନର ତିନିଜଣ ଅଧିକାରୀ ନ୍ୟୁୟର୍କ ଟାଇମ୍ସକୁ ଏହି ସୂଚନା ଦେଇଛନ୍ତି।…
ଭାରତ ୧୧୭ ରନ୍ରେ ଅଲଆଉଟ୍
ବିଶାଖାପାଟଣା,୧୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତ ୧୧୭ ରନ୍ରେ ଅଲଆଉଟ୍ ହୋଇଯାଇଛି। ଫଳରେ ଅଷ୍ଟ୍ରେଲିଆକୁ ୧୧୮ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ଟସ…
ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ: ୧୧୭ରେ ଅଲଆଉଟ…
ବିଶାଖାପଟ୍ଟନମ,୧୯।୩ : ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବିଶାଖାପଟ୍ଟନମ୍ରେ ୩ ଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳା ଯାଉଛି। ଡ.ଓ୍ବାଇଏସ ରାଜଶେଖର ରେଡ୍ଡି ଏସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିି…
ବିଚାରପତିଙ୍କୁ ମିଳୁଛି ଧମକ-ସୁପ୍ରିମକୋର୍ଟଙ୍କୁ ନିଜ ପକେଟରେ ରଖିବାକୁ ଉଦ୍ୟମ: ଆଇନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କଲେ ସଞ୍ଜୟ…
ମୁମ୍ବାଇ,୧୯।୩ : ଉଦ୍ଧବ ଠାକରେ ଦଳର ଏମ୍ପି ସଞ୍ଜୟ ରାଉତ ଭାଜପା ସରକାରଙ୍କୁ ରବିବାର କଡ଼ା ସମାଲୋଚନା କରଛନ୍ତି। ସେ କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସୁରକ୍ଷା କରିଛନ୍ତି। ବିରୋଧୀ ଦଳର ନେତାଙ୍କୁ ସରକାରଙ୍କ ବିରୋଧରେ କହିବାକୁ ଅନୁମତି ଦିଆଯାଉ ନାହିଁ…
କଂଗ୍ରେସ ଭଳି ଭାଜପା ମଧ୍ୟ ହେବ ଶେଷ: ଅଖିଳେଶ …
କୋଲକାତା,୧୯।୩ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରମୁଖ ବିରୋଧୀ ଦଳ ଶାସକ ଭାରତୀୟ ଜନତା ଦଳକୁ କ୍ଷମତାରୁ ହଟାଇବା ପାଇଁ ଏକ ବଡ ରାଜନୈତିକ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପ୍ରୟାସରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା…
ସୋମବାର କିଶିଦାଙ୍କ ଭାରତ ଗସ୍ତ…
ଟୋକିଓ/ନୂଆଦିଲ୍ଲୀ,୧୯।୩ : ସୋମବାର ଠାରୁ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତକ୍ରମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି କୁହାଯାଉଛି। ମାର୍ଚ୍ଚ ୨୦୨୨ ରେ ଭାରତ ଏବଂ ଜାପାନ ମଧ୍ୟରେ ଶେଷ ହୋଇଥିବା…
କଂଗ୍ରେସ ବିନା ବିରୋଧୀ ମେଣ୍ଟ ଅସମ୍ଭବ: ଜୟରାମ ରମେଶଙ୍କ ୫ ଉତ୍ତର…
ନୂଆଦିଲ୍ଲୀ,୧୯।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତି ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ଚଳିତ ଅଧିବେଶନରେ ଟିଏମସି, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଠାରୁ ଅଲଗା ଠିଆ ହୋଇଥିବା ଜଣାପଡିଛି। କେବଳ ଏତିକି ନୁହେଁ, ଟିଏମ୍ସି ଏବଂ ସମାଜବାଦୀ…

