Home Middle

ଏଏପିକୁ ଜାତୀୟ ମାନ୍ୟତା: ଦିଲ୍ଲୀ-ପଞ୍ଜାବରେ ସରକାର…

ନୂଆଦିଲ୍ଲୀ,୨୧।୩ : ବର୍ତ୍ତମାନ ଅନୁମାନ କରାଯାଉଛି ଗୁଜରାଟର ଫଳାଫଳ ପରେ ଆମ ଆଦମୀ ପାର୍ଟି ଜାତୀୟ ଦଳର ମାନ୍ୟତା ପାଇଁ ଥିବା ସର୍ତ୍ତ ପୂରଣ କରିଛି। ଯେଉଁ ଦଳ ଧାର୍ଯ୍ୟ ସର୍ତ୍ତଗୁଡିକ ମଧ୍ୟରୁ ଗୋଟିଏ ମଧ୍ୟ ପୂରଣ କରେ, ସେ ଏକ…

ପ୍ରଥମେ ଲୁଟ କର-ପରେ ନିର୍ଦ୍ଦୋଷରେ ଖଲାସ, ଏହା କେନ୍ଦ୍ର ସରକାରଙ୍କ ମଡେଲ: କଂଗ୍ରେସ…

ନୂଆଦିଲ୍ଲୀ,୨୧।୩ : ବିରୋଧୀଦଳର ନେତାଙ୍କ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ସେଣ୍ଟ୍ରାଲ ଇନଭେଷ୍ଟିଗେଶନ ବ୍ୟୁରୋ (ସିବିଆଇ) ବ୍ୟବହାର କରାଯାଉଥିବା ବେଳେ ମେହୁଲ ଚୋକସିଙ୍କ ନାମ ଇଣ୍ଟରପୋଲର ରେଡ କର୍ଣ୍ଣର ନୋଟିସରୁ ହଟାଯିବା ଅତ୍ୟନ୍ତ ଦୁର୍ଭଗା ଜନକ ବୋଲି କଂଗ୍ରେସ ମଙ୍ଗଳବାର…

ଏନସିପିର ଜାତୀୟ ମାନ୍ୟତା ସଙ୍କଟରେ: ନିର୍ବାଚନ ଆୟୋଗଙ୍କ ସମୀକ୍ଷା…

ନୂଆଦିଲ୍ଲୀ,୨୧।୩ : ଶରଦ ପାୱାରଙ୍କ ଏନସିପିର ଜାତୀୟ ଦଳର ସ୍ଥିତି ସଙ୍କଟରେ ଅଛି। ନିର୍ବାଚନ ଆୟୋଗ ଖୁବ ଶୀଘ୍ର ଏନସିପିର ଏହି ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ। ନିର୍ବାଚନ ଆୟୋଗ ଦଳର ପ୍ରତିନିଧୀଙ୍କ କଥା ମଙ୍ଗଳବାର ଶୁଣି ଏନେଇ ନିଷ୍ପତ୍ତି ଗ୍ରହଣ…

ଅଚଳନ୍ତି ନୋଟକୁ ସ୍ବୀକୃତି ଦେବା ଦାବିର ଶୁଣାଣି ପାଇଁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୧।୩ : ବିମୁଦ୍ରୀକରଣରେ ଅଚଳ ହୋଇଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ଗ୍ରହଣ କରିବାକୁ ଚାହୁଁଥିବା ପୃଥକ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଜଷ୍ଟିସ ବି.ଆର ଗାଭାଇ ଏବଂ ଜଷ୍ଟିସ ବିକ୍ରମ ନାଥଙ୍କ ଏକ ବେଞ୍ଚ…

ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲକୁ ରଦ୍ଦ କରିବା ନିଷ୍ପତ୍ତି ବୈଧ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୧।୩ : ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲକୁ ରଦ୍ଦ କରିବାସାମ୍ବିଧାନିକଭାବେ ବୈଧ ଅଟେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ଟ୍ରିବ୍ୟୁନାଲ ବାର ଆସୋସିଏଶନର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ…

ଭବିଷ୍ୟତର ଯୁଦ୍ଧ ମହାକାଶରେ ଲଢ଼ାଯିବ, ଭାରତକୁ ପ୍ରସ୍ତୁତ ରହିବାକୁ ହେବ: ବାୟୁସେନା ମୁଖ୍ୟ…

ନୂଆଦିଲ୍ଲୀ,୨୧।୩ : ଏୟାର ଚିଫ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି ଯେ ମହାକାଶରେ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଆରମ୍ଭ ହୋଇଛି। ଭବିଷ୍ୟତରେ ସ୍ଥଳ, ସମୁଦ୍ର, ବାୟୁ ତଥା ସାଇବର ଏବଂ ମହାକାଶରେ ଯୁଦ୍ଧ ହେବ। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା…

୫୩ ଦେଶରେ ୧୦୨ ଚାଇନା ପୋଲିସ ଷ୍ଟେଶନ: କରାଯାଉଛି ଗୁପ୍ତଚରୀ…

ବେଜିଂ,୨୧।୩ : ବିଶ୍ୱବ୍ୟାପୀ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚାଇନା ଏକ ନୂତନ ରଣନୀତି ଆପଣେଇଛି। ସେପ୍ଟେମ୍ବର ୨୦୨୨ ରେ, ସ୍ପେନର ନାଗରିକ ଅଧିକାର ଗୋଷ୍ଠୀର ଏକ ରିପୋର୍ଟରୁ ଜଣାପଡିଛି ଯେ ଚାଇନ ବିଭିନ୍ନ ଦେଶରେ ଚାଇନିଜ ଓଭରସିଜ ପୋଲିସ…

ବିହାର ଦ୍ୱାଦଶ ପରୀକ୍ଷା ଫଳ: ବିଜ୍ଞାନ-ବାଣିଜ୍ୟ-କଳାରେ ଛାତ୍ରୀ ଟପ୍ପର…

ପାଟନା,୨୧।୩ : ବିହାର ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ ୨୦୨୩ ଘୋଷଣା କରାଯାଇଛି। ପାଟନାରେ ଥିବା ବିଏସବି କାର୍ଯ୍ୟାଳୟରେ ଶିକ୍ଷା ମନ୍ତ୍ରୀ ଏହି ଫଳାଫଳ ଘୋଷଣା କରିଛନ୍ତି। ଫଳାଫଳ ବିହାର ସ୍କୁଲ ପରୀକ୍ଷା ବୋର୍ଡ (ବିଏସଇବି) ର ଅଫିସିଆଲ ୱେବସାଇଟରେ ଅପରାହ୍ନ…

ଦିଲ୍ଲୀ ବଜେଟ ୨୦୨୩: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ…

ନୂଆଦିଲ୍ଲୀ,୨୧।୩ : ମାର୍ଚ୍ଚ ୧୭ରୁ ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନ ଚାଲିଛି। ଦିଲ୍ଲୀ କ୍ୟାବିନେଟ କିଛି ଦିନ ପୂର୍ବରୁ ବଜେଟ ତାରିଖ ବିଷୟରେ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ବଜେଟ ଉପସ୍ଥାପନ କରିବାର ଗୋଟିଏ…

ଉହାନ ଲ୍ୟାବର କରୋନା ଲିଙ୍କ୍‌ ଯାଞ୍ଚ: ବିଲ୍‌ରେ ଦସ୍ତଖତ କଲେ ବାଇଡେନ…

ଓ୍ବାଶିଂଟନ,୨୧।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଉହାନ ଲ୍ୟାବର କରୋନା ଲିଙ୍କ୍‌ ଯାଞ୍ଚ ବିଲରେ ଦସ୍ତଖତ କରିଛନ୍ତି। ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ ଆମକୁ କରୋନାର ଉତ୍ପତ୍ତିର ମୂଳରେ ପହଞ୍ଚିବାକୁ ପଡିବ । ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି…

ଆମେରିକାରେ ବି ତୋସାଖାନା ଦୁର୍ନୀତି: ଟ୍ରମ୍ପ କୋଟି କୋଟି ଟଙ୍କାର ଉପହାର ନେଇଥିବା ଅଭିଯୋଗ…

ଓ୍ବାଶିଂଟନ,୨୧।୩ : ଆମେରିକାରେ ମଧ୍ୟ ପାକିସ୍ତାନ ପରି ତୋସାଖାନା ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଥିବାବେଳେ କୋଟି କୋଟି ଟଙ୍କାର ଉପହାର ହଡ଼ପ କରି ନେଇଛନ୍ତି। ଏକ ରିପୋର୍ଟରେ କୁହାଯାଇଛି…

‘ଭାଜପା ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ରାଜନୈତିକ ଦଳ’

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୧।୩: ଭାଜପା ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ରାଜନୈତିକ ଦଳ। ଆମେରିକାର ଖବରକାଗଜ ‘ଦ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ର ଏକ ଓପିନିୟନ୍‌ ଆର୍ଟିକିଲ୍‌ରେ ଏହି ଦାବି କରାଯାଇଛି। ୱାଲ୍ଟର ରସେଲ ମିଡଙ୍କ ଦ୍ୱାରା ଲିଖିତ ଏହି ଆର୍ଟିକିଲରେ ଦର୍ଶାଯାଇଛି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?