କାହିଁକି ଖସୁଛି ନେପାଳୀ ବିମାନ
କାଠମାଣ୍ଡୁ,୧୬ା୧: ପଡ଼ୋଶୀ ନେପାଳରେ ଏୟାରକ୍ରାଫ୍ଟର ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇ ନ ଥାଏ। ବିମାନଗୁଡ଼ିକର ଦୁର୍ବଳ ରକ୍ଷଣାବେକ୍ଷଣ ଓ ପାଇଲଟ୍ଙ୍କୁ ପ୍ରଶିକ୍ଷଣର ଅଭାବ ଯୋଗୁ ବିମାନ ପରିବହନ ସେକ୍ଟର ବହୁଳ କ୍ଷତିଗ୍ରସ୍ତ ହୋଇଛି। କମ୍ ଦୃଶ୍ୟମାନତା ଓ କୋହଲା ପାଗ ବିମାନ…
ପୁରୁଷ ହକି ବିଶ୍ବକପ: ଭାରତ-ଇଂଲଣ୍ଡ ମ୍ୟାଚ୍ ଡ୍ର
ରାଉରକେଲା,୧୫।୧: ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍ ଡ୍ର ହୋଇଛି। ଏହି ମ୍ୟାଚ୍ରେ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ପ୍ରଥମ କ୍ୱାର୍ଟରରେ ଇଂଲଣ୍ଡ ଅଧିକ ସୁଯୋଗ ପାଇଥିଲା।…
ଇତିହାସ ରଚିଲା ଟିମ୍ ଇଣ୍ଡିଆ
ଥିରୁଭାନନ୍ତପୁରମ୍,୧୫।୧: ଥିରୁଭାନନ୍ତପୁରମ୍ରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଏହି ମ୍ୟାଚ୍ରେ ଟିମ ଇଣ୍ଡିଆ ୩୧୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହ ଭାରତର ଦିନିକିଆ କ୍ରିକେଟ ଇତିହାସରେ ସବୁଠାରୁ ବଡ ବିଜୟ ହାସଲ କରିବାର…
ଶ୍ରୀଲଙ୍କାକୁ ବିଶାଳ ଟାର୍ଗେଟ୍ ଦେଲା ଭାରତ
ଥିରୁଭାନନ୍ତପୁରମ୍,୧୫।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଶେଷ ଦିନିକିଆ ଥିରୁଭାନନ୍ତପୁରମ୍ରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଶ୍ରୀଲଙ୍କାକୁ ୩୯୧ ରନ୍ର ବିଶାଳ ଟାର୍ଗେଟ୍ ଦେଇଛି ଭାରତ। ଟସ ଜିତି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ…
ସରକାରଙ୍କ ବିରୋଧରେ ଏକଜୁଟ ହେଲେ ୮୦ ହଜାର ଲୋକ, ପୁଟିନଙ୍କ ସହ ତୁଳନା କଲେ ନେତନ୍ୟାହୁଙ୍କୁ
ତେଲ ଆଭିବ,୧୫ ।୧: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ଓ ତାଙ୍କ ସରକାରଙ୍କ ବିରୋଧରେ ବିରୋଧି ବେଶ କିଛି ସମୟ ହେବ ବିରୋଧ ଜାରି ରଖିଛନ୍ତି । ଏହାରି ଭିତରେ ଶନିବାର ରାତିରେ ତେଲ ଆଭିବରେ ହଜାର ହଜାର ସଂଖ୍ୟାରେ ଲୋକେ…
ଫେବୃୟାରୀରେ ଭାରତ ଆସିପାରନ୍ତି ପ୍ରଚଣ୍ଡ
କାଠମାଣ୍ଡୁ,୧୫ା୧: ନେପାଳର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ପ୍ରଥମ ଥର ପାଇଁ ବିଦେଶ ଯାତ୍ରା କରିବାକୁ ଯାଉଛନ୍ତି। କୁହାଯାଉଛି, ତାଙ୍କର ପ୍ରଥମ ବିଦେଶ ଯାତ୍ରା ଭାରତ ହେବ। ଯାହା ଫେବୃୟାରୀ ଶେଷରେ କିମ୍ବା…
ତେଲେଙ୍ଗାନା-ଆନ୍ଧ୍ର ପ୍ରଦେଶରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୫ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍ ୧୫ ଜାନୁୟାରୀରେ ଦେଶକୁ ୮ମ ବନ୍ଦେ ଭାରତ ଏକ୍ସପ୍ରେସ ଉପହାର ଦେଇଛନ୍ତି । ଭିଡିଓ କନଫରନସିଂ ଜରିଆରେ ପ୍ରଧାନମନ୍ତ୍ରୀ ସିକନ୍ଦରାବାଦ ଓ ବିଶାଖାପଟ୍ଟନମ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା…
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଶିଶୁଙ୍କ ସମେତ ୬ ମୃତ
ଇସଲାମାବାଦ,୧୫ା୧: ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନରେ ରବିବାର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଶିଶୁଙ୍କ ସମେତ ପରିବାରର ଅତି କମ୍ରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ପ୍ରାନ୍ତୀୟ ରାଜଧାନୀ କ୍ୱେଟାରେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ…
ଜରୁରିକାଳୀନ ବୈଠକ ଡକାଇଲେ ନେପାଳ ସରକାର
କାଠମାଣ୍ଡୁ,୧୫ା୧: ରବିବାର ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିମାନରେ ୪ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ୍ ୭୨ ଜଣ ଯାତ୍ରୀ ଥିଲେ। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା…
ମାୟାବତୀଙ୍କ ବଡ଼ ଘୋଷଣା: ଲୋକ ସଭା ସମେତ ସମସ୍ତ ବିଧାନସଭା ନିର୍ବାଚନରେ ଏକା ଲଢ଼ିବ ବିଏସ୍ପି
ଲକ୍ଷ୍ନୌ,୧୫।୧: ୨୦୨୩ରେ ହେବାକୁ ଥିବା ସମସ୍ତ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ ବହୁଜନ ସମାଜବାଦୀ ପାର୍ଟି(ବିଏସ୍ପି)। ଏଥିସହ ୨୦୨୪ ଲୋକ ସଭା ନିର୍ବାଚନରେ ମଧ୍ୟ ବିଏସ୍ପି କୌଣସି ଦଳ ସହ ମେଣ୍ଟ କରିବ ନାହିଁ ବୋଲି କହିଛନ୍ତି ସୁପ୍ରିମୋ ମାୟାବତୀ। ରବିବାର…
ବିମାନ ଦୁର୍ଘଟଣାରେ ୪୦ ମୃତ
କାଠମାଣ୍ଡୁ,୧୫ା୧: ରବିବାର ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିମାନରେ ୪ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ୍ ୭୨ ଜଣ ଯାତ୍ରୀ ଥିଲେ। ସେନାର ମୁଖପାତ୍ର କହିଛନ୍ତି, ୩୦ ବର୍ଷରୁ ଅଧିକ…
ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ
କାଠମାଣ୍ଡୁ,୧୫ା୧: ରବିବାର ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୭୨ ଜଣ ଯାତ୍ରୀ ଥିବା କୁହାଯାଉଛି। ୟେଟି ଏୟାରଲାଇନ୍ସ ଏଟିଆର-୭୨ ବିମାନଟି ରବିବାର ସକାଳେ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାତ୍ରା କରିଥିଲା, କିନ୍ତୁ ବିମାନଟି କାସ୍କି…
Archives


