୩ ବର୍ଷରେ ୧୩୫ ଦେଶ ବୁଲିବ କ୍ରୁଜ୍
ଆଙ୍କାରା,୬। ୩: ଯାତ୍ରା ଯେତେ ରୋମାଞ୍ଚକର ହେବ, ତାହା ଚିରଦିନ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ। ତେବେ ଜଳଯାତ୍ରାକୁ ଅଧିକ କୌତୂହଳଯୁକ୍ତ କରିବା ପାଇଁ ମିରେ କ୍ରୁଜେସ୍ କମ୍ପାନୀ ଏକ ନିଆରା କ୍ରୁଜ୍ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଯେଉଁ ବ୍ୟକ୍ତିବିଶେଷମାନଙ୍କୁ…
ମୁଁ କ୍ଷମତାକୁ ଫେରିଲେ ତୃତୀୟ ବିଶ୍ୱଯୁଦ୍ଧ ହେବନାହିଁ, ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଗୋଟିଏ ଦିନରେ ଶେଷ କରିଦେବି: ଟ୍ରମ୍ଫ
ୱାଶିଂଟନ,୬ ।୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଛନ୍ତି, ଯଦି ସେ ଶାସନ କ୍ଷମତାରେ ଥାଆନ୍ତେ ତେବେ ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧ ହୋଇ ନ ଥାଆନ୍ତା । ଟ୍ରମ୍ଫ ଆହୁରି ମଧ୍ୟ କହିଛନ୍ତି ଯଦି ସେ ପୁଣି ଶାସନ…
ଇମ୍ରାନଙ୍କୁ ଡରାଉଛି ମୃତ୍ୟୁର ଭୟ, କୋର୍ଟରେ ହାଜର ହେବା ପୂର୍ବରୁ ସିଜେପିଙ୍କୁ ଚିଠି ଲେଖି ମାଗିଲେ ପର୍ଯ୍ୟାପ୍ତ ସୁରକ୍ଷା
ଇସଲାମାବାଦ,୬ ।୩: ତୋଶାଖାନା ମାମଲାରେ ଇସଲାମାବାଦ ପୋଲିସ ରବିବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫର ମୁଖ୍ୟ ଇମ୍ରାନ ଖାଁଙ୍କୁ ଗିରଫ କରିବାକୁ ଲାହୋର ସ୍ଥିତ ତାଙ୍କ ଜମନ ପାର୍କ ଘରେ ପହଞ୍ଚିଥିଲା । ହେଲେ ସମର୍ଥକଙ୍କ ବିରୋଧ ଯୋଗୁ…
ଆର୍ଥିକ ସଙ୍କଟ ଶେଷରେ ପହଞ୍ଚିଛି ଦେଶ
ଇସଲାମାବାଦ,୫ା୩: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଇଭା କହିଛନ୍ତି, ଏକ ଦେଶ ଭାବରେ କାର୍ଯ୍ୟ କରିବାକୁ ସମର୍ଥ ହେବା ପାଇଁ ଆଇଏମ୍ଏଫ୍ ପକ୍ଷରୁ ପାକିସ୍ତାନକୁ କୁହାଯାଇଛି। ଏଥିସହ ସେ କହିଛନ୍ତି, ଆମେ ଚାହୁଁ ପାକିସ୍ତାନର ଗରିବ ଲୋକ…
‘ଦୋଷୀ ସାବ୍ୟସ୍ତ ହେଲେ ବି ରାଷ୍ଟ୍ରପତି ପଦ ପାଇଁ ଅଭିଯାନ ଜାରି ରହିବ’
ଓ୍ବାଶିଂଟନ,୫ା୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୋଷୀ ସାବ୍ୟସ୍ତ ହେଲେ ବି ସେ ରାଷ୍ଟ୍ରପତି ପଦ ପାଇଁ ଅଭିଯାନ ଜାରି ରଖିବେ। ଟ୍ରମ୍ପ ଏକ ଅଭିଭାଷଣରେ କହିଛନ୍ତି, ମୁଁ ଏହି ଅଭିଯାନ ଛାଡ଼ିବାକୁ ମଧ୍ୟ ଚିନ୍ତା କରିପାରିବି ନାହିଁ।…
ଦେଶର ୨୩ ନଦୀର ହେବ ବିକାଶ, ଚାଲିବ କାର୍ଗୋ-ଯାତ୍ରୀବାହୀ ଜାହାଜ…
ନୂଆଦିଲ୍ଲୀ,୫।୩ : କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ କହିଛନ୍ତି ଯେ ଜଳପଥକୁ ସୁଦୃଢ଼ କରିବା ଉପରେ ସରକାରଙ୍କ ଧ୍ୟାନ ରହିଛି। ଏହା ମାଧ୍ୟମରେ କାର୍ଗୋଏବଂ ଯାତ୍ରୀବାହୀ ଜାହାଜ ଚଳାଚଳ ପାଇଁ ଅତି କମରେ ଦେଶର୨୩ ଟି ନଦୀ ପଥକୁ ବିକଶିତ କରାଯିବ।…
ଇନ୍ଦୋର ପିଚ୍ ନେଇ ବିବାଦ, ଗାଭାସ୍କରଙ୍କ ମନ୍ତବ୍ୟର ଜବାବ ଦେଲେ ମାର୍କ ଟେଲର…
କୋଲକାତା,୫।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ ତିନି ଦିନ ମଧ୍ୟରେ ଶେଷ ହୋଇଥିଲା। ତୃତୀୟ ଦିନରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ…
କ୍ରିକେଟ କୂଟନୀତି: ଅହମଦାବାଦ ଟେଷ୍ଟ ଦେଖିବେ ମୋଦି-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ…
ଆହମଦାବାଦ,୫।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୀତି ବିଶ୍ୱସ୍ତରରେ ଚର୍ଚ୍ଚିତ। ଏବେ ମୋଦି କ୍ରିକେଟ କୂଟନୀତି ଆରମ୍ଭ କରିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନେ ଭାରତ ଗସ୍ତରେ ଆସିବେ। ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆଲବାନେଙ୍କ…
ଇନ୍ଧନ-ଖାଦ୍ୟ-ବିଦ୍ୟୁତ ଅଭାବ: ପ୍ରଦର୍ଶନ କଲେ ଗିଲଗିଟ-ବଲ୍ଟିସ୍ତାନର ଲୋକେ…
ଇସଲାମାବାଦ,୫।୩ : ପାକିସ୍ତାନର ଅଧିକୃତ କଶ୍ମୀରର ଗିଲଗିଟ-ବଲ୍ଟିସ୍ତାନରେ ଲୋକମାନେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି। ଏହା ଏକ ଅବହେଳିତ ଅଞ୍ଚଳ, ଯେଉଁଠାରେ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଇନ୍ଧନ, ଖାଦ୍ୟ ଏବଂ ବିଦ୍ୟୁତ ଅଭାବରୁ ସ୍ଥାନୀୟ ଲୋକମାନେ ବିରୋଧ ଆରମ୍ଭ…
ଇମ୍ରାନ ଗିରଫ ହେବା ଆଶଙ୍କା, ବାସଭବନ ବାହାରେ ପୋଲିସ-ସମର୍ଥକ ମୁହାଁମୁହିଁ…
ଇସଲାମାବାଦ,୫।୩ : ତୋସାଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ପୋଲିସ ଇସଲାମାବାଦରେ ତାଙ୍କ ବାସଭବନରେ ପହଞ୍ଚିଛି। ପାକିସ୍ତାନ ଗଣମାଧ୍ୟମ ଅନୁସାରେ ଇମ୍ରାନଙ୍କୁ ଗିରଫ କରିବା ପାଇଁ ପୋଲିସର ପାଖରେ ୱାରେଣ୍ଟ ଥିବା କୁହାଯାଉଛି। ଇମ୍ରାନଙ୍କ…
କୋର୍ଟ ଅନେକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି, ନ୍ୟାୟିକ ଭ୍ରାତୃତ୍ୱ ଏହା ବିରୁଦ୍ଧରେ ଏକଜୁଟ ହେବା ଜରୁରୀ: ପୂର୍ବତନ ସିଜେଆଇ…
କୋଲକାତା,୫।୩ : ଭାରତର ପୂର୍ବତନ ପ୍ରଧାନ ବିଚାରପତି ୟୁୟୁ ଲଲିତ ନ୍ୟାୟପାଳିକାର ସ୍ବାଧୀନତା ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ନ୍ୟାୟପାଳିକା ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଯଦି…
ବୁଲା କୁକୁରଙ୍କୁ ଆସାମ ପଠାଇ ଦିଅ, ସେଠାରେ ଲୋକେ ଏମାନଙ୍କର ମାଂସ ଖାଆନ୍ତି: ବିଧାୟକଙ୍କ ମନ୍ତବ୍ୟ ନେଇ ବିବାଦ…
ମୁମ୍ବାଇ,୫।୩ : ମହାରାଷ୍ଟ୍ର ବିଧାନସଭାର ବିଧାୟକ ତଥା ପ୍ରହାର ଜନଶକ୍ତି ପାର୍ଟିର ମୁଖ୍ୟ ବଚ୍ଚୁ କାଦୁ କହିଛନ୍ତି ଯେ ଆସାମର ଲୋକମାନେ କୁକୁର ମାଂସ ଖାଉଛନ୍ତି। ତେଣୁ ମହାରାଷ୍ଟ୍ରରୁ ବୁଲା କୁକୁରଙ୍କୁ ଆସାମକୁ ପଠାଯିବା ଉଚିତ। ବିଧାନସଭାରେ ବୁଲା କୁକୁର ଏବଂ…
Archives


