Home Middle

ଟୁଇଟର ବାୟୋ ପରିବର୍ତ୍ତନ କଲେ ରାହୁଲ, ଲେଖିଲେ ‘ଅଯୋଗ୍ୟ ଏମ୍‌ପି’…

ନୂଆଦିଲ୍ଲୀ,୨୬।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସଂସଦ ସଦସ୍ୟତା ଛାଡିବା ପରେ ତାଙ୍କ ଟୁଇଟର ଆକାଉଣ୍ଟର ବାୟୋ ପରିବର୍ତ୍ତନ କରିଛନ୍ତି। ରାହୁଲ ‘ଅଯୋଗ୍ୟ ଏମ୍‌ପି’ ଲେଖି ନିଜ ଟୁଇଟର ଆକାଉଣ୍ଟର ବାୟୋ ପରିବର୍ତ୍ତନ କରିଛନ୍ତି। ବାସ୍ତବରେ ଏହା ରାହୁଲଙ୍କ…

କାନାଡା ଉଚ୍ଚାୟୁକ୍ତଙ୍କୁ ଜବାବ ତଲବ କଲା ଭାରତ…

ଟରଣ୍ଟୋ,୨୬।୩ : ଭାରତ କାନାଡାର ହାଇ କମିଶନରଙ୍କୁ ଜବାବ ତଲବ କରିଛି। କାନାଡାର କୂଟନୈତିକ ମିଶନ ଏବଂ କନସୁଲେଟ ବିରୋଧରେ ବିଚ୍ଛିନ୍ନତାବାଦୀ ତଥା ଉଗ୍ରବାଦୀ ଉପାଦାନଗୁଡ଼ିକର କାର୍ଯ୍ୟକଳାପକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ…

ମୃତ୍ୟୁ ପରେ ଶରୀର ଦାନ ଦ୍ୱାରା ଉପକୃତ ହୁଅନ୍ତି ଲୋକେ: ୯୯ ତମ ମନ କି ବାତ୍‌ରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ମନ କି ବାତ କାର୍ଯ୍ୟକ୍ରମର ୯୯ ତମ ସଂସ୍କରଣରେ ଦେଶବାସୀଙ୍କୁ କହିଛନ୍ତି ଆମର ଏବଂ ତୁମର ମନ କି ବାତର ଏହି ମିଳନ ଏହାର ୯୯ ତମ ସ୍ଥାନରେ ପହଞ୍ଚିଛି। ସାଧାରଣତଃ…

ରାହୁଲଙ୍କ ପରେ ଏବେ ତେଜସ୍ବୀଙ୍କ ବିରୋଧରେ ମାନହାନୀ ମାମଲା: ଛତିଶଗଡ଼ରେ ମାମଲା ରୁଜୁ…

ପାଟନା,୨୬।୩ : ବିବାଦୀୟ ମନ୍ତବ୍ୟ ଯୋଗୁଁ ରାହୁଲ ଗାନ୍ଧୀ ସଦସ୍ୟତା ହରାଇଛନ୍ତି। ତାଙ୍କୁ ଗୁଜୁରାଟ କୋର୍ଟ ଦ୍ୱାରା ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏବେ ବିହାରର ଉପବମୁଖ୍ୟମନ୍ତ୍ରୀ ତେଜନ୍ତସ୍ବୀ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ଗୁଜରାଟୀ ସମ୍ପ୍ରଦାୟ ବିଷୟରେ…

ବାଲୁଚିସ୍ତାନରେ ଭୂକମ୍ପ

ଇସଲାମାବାଦ,୨୬ା୩: ରବିବାର ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି। ବାଲୁଚିସ୍ତାନ ପ୍ରଦେଶର ଝାଲ ମଗାସି ଜିଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ତେବେ ସମଗ୍ର ଅଞ୍ଚଳରେ କମ୍ପନ ଅନୁଭୂତ ହେଉଥିବାରୁ ଜିଲାର ଅନେକ ଲୋକ ଘରୁ ବାହାରକୁ ଚାଲିଆସିଥିଲେ। ପାଣିପାଗ…

ପୋଲିସ ଅନୁମତି ବିନା କଂଗ୍ରେସର ସତ୍ୟାଗ୍ରହ ଆରମ୍ଭ…

ନୂଆଦିଲ୍ଲୀ,୨୬।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ଏବଂ ସୁରଟ କୋର୍ଟ ଦ୍ୱାରା ଦୁଇ ବର୍ଷ ଦଣ୍ଡାଦେଶ ବିରୋଧରେ କଂଗ୍ରେସ ରବିବାର ଦିଲ୍ଲୀର ରାଜଘାଟରେ ଏକ ସତ୍ୟାଗ୍ରହ ଆୟୋଜନ କରିଛି। ଦିଲ୍ଲୀର ରାଜଘାଟରେ କଂଗ୍ରେସର ସତ୍ୟାଗ୍ରହ ପାଇଁ…

୨ ହଜାର ମୁହାଁ ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ୧,୮୮୭ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୨୬।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…

କୋର୍ଟରେ ପରିବେଶ ସହ ଜଡିତ ୧.୩୬ ଲକ୍ଷ ବିଚାରାଧୀନ ମାମଲା,ଅପରାଧ ବୃଦ୍ଧି ହାର ୪ ପ୍ରତିଶତ…

ନୂଆଦିଲ୍ଲୀ,୨୬।୩ : ଦେଶର ସମସ୍ତ ଅଦାଲତରେ ଶୁଣାଣି ପାଇଁ ୧.୩୬ ଲକ୍ଷ ପରିବେଶ ଅପରାଧ ମାମଲା ରହିଛି। କୋର୍ଟ ଦୈନିକ ୧୩୦ ଟି ମାମଲା ଶୁଣାଣି କରୁଛନ୍ତି। କିନ୍ତୁ, ପଡ଼ିରହିଥିବା ମାମଲା ଶେଷ କରିବାକୁ ପ୍ରତିଦିନ ୨୪୫ଟି ମାମଲାର ସମାଧାନ କରିବାକୁ…

ପଞ୍ଜାବର ପରିସ୍ଥିତି ଉପରେ ଆମର ନଜର, କାନାଡାର ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତି ନେଇ ଭାରତ କହିଲା ମିଥ୍ୟା ତଥ୍ୟରେ ବିଶ୍ୱାସ କରନ୍ତୁନି…

ଅଟଓ୍ବା,୨୬।୩ : କାନାଡାର ବୈଦେଶିକ ମନ୍ତ୍ରୀ ମେଲିନି ଜଲି ସଂସଦରେ ଏକ ବିବୃତ୍ତିରେ କହିଛନ୍ତି ଯେ ପଞ୍ଜାବର ପରିସ୍ଥିତି ଉପରେ କାନାଡା ତୀକ୍ଷଣ ନଜର ରଖିଛି ଏବଂ କାନାଡାରେ ରହୁଥିବା ସମ୍ପ୍ରଦାୟକୁ ଏହା ବିଷୟରେ ଅବଗତ କରାଇବ। ଏଥି ସହିତ ପଞ୍ଜାବ…

୩୬ ଉପଗ୍ରହ ସହିତ ଭାରତର ସର୍ବବୃହତ ଏଲଭି-ଏମ୍‌-୩ ରକେଟ ଉତକ୍ଷେପଣ କଲା ଇସ୍ରୋ…

ଶ୍ରୀହରିକୋଟା,୨୬।୩ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ୩୬ଟି ଉପଗ୍ରହ ନେଇ ଭାରତର ସର୍ବବୃହତ ଏଲଭି-ଏମ୍‌-୩ ରକେଟ ଉତକ୍ଷେପଣ କରିଛି। ପୂର୍ବାହ୍ନ ସକାଳ ୯ ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ…

ନେପାଳ ଜନସଂଖ୍ୟା ୧୧ ବର୍ଷରେ ବଢ଼ିଛି ୨୫ ଲକ୍ଷ…

କାଠମାଣ୍ଡୁ,୨୬।୩ : ୧୧ ବର୍ଷରେ ନେପାଳର ଜନସଂଖ୍ୟା ୨୫ ଲକ୍ଷ ବୃଦ୍ଧି ପାଇଛି। ଏହି ଆଧାରରେ, ପ୍ରତିବର୍ଷ ଦେଶର ଜନସଂଖ୍ୟା ବୃଦ୍ଧି ଦୁଇ ଲକ୍ଷରୁ ଅଧିକ ରେକର୍ଡ କରାଯାଇଛି। ନଭେମ୍ବର ୨୦୨୧ ରେ ନେପାଳରେ ଜନଗଣନା କରାଯାଇଥିଲା । ଜନଗଣନା ଆକଳନ…

ୱାଶିଂଟନ ଡିସିରେ ଭାରତୀୟ ଖବରଦାତାଙ୍କ ଉପରେ ଆକ୍ରମଣ କଲେ ଖଲିସ୍ତାନ ସମର୍ଥକ

ୱାଶିଂଟନ,୨୬ ।୩: ଖଲିସ୍ତାନ ସମର୍ଥକଙ୍କ ଦୁଃସାହସ ଭରା କାମକୁ ନେଇ ଲଗାତାର ଖବର ସାମ୍ନାକୁ ଆସୁଛି ।ଏବେ ବିଦେଶରେ ଭାରତକୁ ବଦନାମ କରିବା କାର୍ଯ୍ୟକଳାପ ସାମ୍ନାକୁ ଆସିଛି । ଏସବୁ ପଛରେ ସବୁଠରୁ ବଡ କାରଣ ହେଉଛି ଭାରତରେ ଖଲିସ୍ତାନୀ ସମର୍ଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?