ତୁର୍କୀ ଭୂକମ୍ପକୁ ନେଇ ଭାବପ୍ରବଣ ହେଲେ ମୋଦି: କହିଲେ, ଯଥା ସମ୍ଭବ ସହାୟତା କରିବି
ନୂଆଦିଲ୍ଲୀ,୭।୨: ଭାରତୀୟ ଜନତା ପାର୍ଟି (ଭାଜପା)ର ସଂସଦୀୟ ଦଳର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ। ଭାଜପା ସଂସଦୀୟ ଦଳ ବୈଠକରେ ତୁର୍କୀ ଏବଂ ସିରିଆରେ ହୋଇଥିବା ବିପର୍ଯ୍ୟୟ ଭୂକମ୍ପରେ ସମବେଦନା ଜଣାଇଛି। ଅନ୍ୟପଟେ ବୈଠକରେ…
ତୁର୍କୀରେ ପୁଣି ଭୂକମ୍ପ ଅନୁଭୂତ
ଇସ୍ତାନବୁଲ,୭।୨: ବିନାଶ ମଧ୍ୟରେ ତୁର୍କୀରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଥିଲା। ମଙ୍ଗଳବାର ସକାଳେ କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣର ୱେବସାଇଟ ଅନୁଯାୟୀ. ମଙ୍ଗଳବାର ମଧ୍ୟ ତୁର୍କୀରେ ଏକ ବଡ଼ ଭୂକମ୍ପ ଅନୁଭୂତ ହୋଇଛି।…
ସଂଖ୍ୟାଲଘୁଙ୍କ ପାଇଁ ସବୁଠାରୁ ଭଲ ଦେଶ ଭାରତ, ମୁସଲିମ କଣ୍ଟ୍ରି ୟୁଏଇ ବି ପଛରେ
ନୂଆଦିଲ୍ଲୀ,୭ ।୨: ଭାରତରେ ସଂଖ୍ୟାଲଘୁଙ୍କ ଅଧିକାର ପାଇଁ ଅନେକ ସାମ୍ବିଧାନି ପ୍ରୟାସ କରାଯାଉଛି । ସଂଖ୍ୟାଲଘୁଙ୍କ ଜୀବନରେ ସୁଧାର ଆଣିବାକୁ ଭାରତ ପକ୍ଷରୁ ପ୍ରଣିତ ନୀତିଯୋଗୁ ଏମାନଙ୍କ ସ୍ଥିତିରେ ସୁଧାର ଆସୁଛି । ଅଷ୍ଟେଲିଆ ଟୁଡେର ଏକ ରିପୋର୍ଟରେ ଏହା ପ୍ରକାଶ…
ସନ୍ଧ୍ୟା ସୁଦ୍ଧା ସାରା ବିଶ୍ୱରେ ୭୮ ଭୂକମ୍ପ, ସିରିଆରେ ୪୬
ଅଲେପ୍ପୋ,୭ ।୨: ସୋମବାର ସକାଳେ ଥରି ଉଠିଛି ମଧ୍ୟ-ପୂର୍ବର ୪ଟି ଦେଶ ତୁର୍କୀ, ସିରିଆ, ଲେବାନନ ଓ ଇସ୍ରାଏଲ । ସବୁଠାରୁ ଅଧିକ କ୍ଷୟକ୍ଷତି ତୁର୍କୀ ଓ ଏହାକୁ ଲାଗି ରହିଥିବା ସିରିଆରେ ହୋଇଛି । ତୁର୍କୀରେ ୧୨ ଘଣ୍ଟା ମଧ୍ୟରେ…
ତୁର୍କୀ-ସିରିଆ ଭୂକମ୍ପ: ମୃତ୍ୟୁସଂଖ୍ୟା ୩୮୦୦ ଛୁଇଁଲା, ଭାରତ ପଠାଇଲା ଏନ୍ଡିଆର୍ଏଫ୍ ଟିମ୍
ନୂଆଦିଲ୍ଲୀ,୭।୨: ତୁର୍କୀ ଏବଂ ସିରିଆ ସମେତ ଚାରିଟି ଦେଶରେ ଭୂକମ୍ପ ବ୍ୟାପକ ଧ୍ୱଂସ ଘଟାଇଛି। ତୁର୍କୀର ନୁର୍ଦାଗି ଠାରୁ ୨୩ କିଲୋମିଟର ପୂର୍ବରେ ଏହି କମ୍ପନ ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ସିରିଆ ପର୍ଯ୍ୟନ୍ତ ଥିଲା। ଭୂକମ୍ପ ଯୋଗୁ ଅନେକ ଅଟ୍ଟାଳିକା…
ତୁର୍କୀ, ସିରିଆ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୩୦୦କୁ ବୃଦ୍ଧି
ଇସ୍ତାନବୁଲ୍,୬।୨: ତୁର୍କୀ ଓ ସିରିଆରେ ରବିବାର ବିଳମ୍ବିତ ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଲୋକମାନେ ଶୋଇଥିବା ସମୟରେ ଭୂକମ୍ପ ହେବାରୁ ୨,୩୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇବା ସହ ୧୦ହଜାରରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା…
ପୁଣିଥରେ ୭.୮ ତୀବ୍ରତାର ଭୂକମ୍ପରେ ଥରିଲା ତୁର୍କି
ଅଙ୍କାରା,୬ ।୨: ପଶ୍ଚିମ ଏସିଆର କିଛି ଦେଶ ବିନାଶକାରୀ ଭୂକମ୍ପରେ ସୋମବାର ସକାଳେ ଥରି ଉଠିଛି । ତୁର୍କି ସମେତ ଚାରି ଦେଶ ଲେବାନନ, ସିରିଆ ଓ ଇସ୍ରାଏଲରେ ସୋମବାର ଆସିଥିବା ଭୂକମ୍ପ ସମଗ୍ର ଦେଶକୁ ଏକ ପ୍ରକାର ଥରାଇ ଦେଇଛି…
ଭୂକମ୍ପ ପ୍ରଭାବିତ ତୁର୍କୀକୁ ସହାୟତାର ହାତ ବଢ଼ାଇଲା ଭାରତ: ଖୁବ୍ଶୀଘ୍ର ପଠାଯିବ ରିଲିଫ୍ ସାମଗ୍ରୀ, ପିଏମ୍ଓ ବୈଠକରେ ନିଷ୍ପତ୍ତି
ନୂଆଦିଲ୍ଲୀ,୬।୨: ତୁର୍କୀରେ ସୋମବାର ଭୋରରୁ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ସହରର ବହୁ ବଡ଼ ବଡ଼ କୋଠା, ଅଟ୍ଟାଳିକାମାନ ଭୁଷୁଡିପଡ଼ିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୯୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି…
ତୁର୍କୀରେ ଭୂକମ୍ପ ମୃତ୍ୟୁସଂଖ୍ୟା ୧୩୦୦ ଟପିଲାଣି
ଆଙ୍କରା,୬ା୨: ସୋମବାର ତୁର୍କୀ ଏବଂ ସିରିଆରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ତୁର୍କୀର ନୁରଦାଗି ଠାରୁ ୨୩ କିଲୋମିଟର ପୂର୍ବରେ ହୋଇଛି। ଏହାର ତୀବ୍ରତା ୭.୮ ଥିଲା। ପ୍ରାୟ ଏକ ମିନିଟ୍ ଧରି ଚାଲିଥିବା ଏହି ଭୂକମ୍ପ ଯୋଗୁ ଅନେକ…
‘ଏଥର ବିରୋଧ ପ୍ରଦର୍ଶନ କଲେ ଗିରଫ ହେବ’
ଇସଲାମାବାଦ,୬ା୨: ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ସୋମବାର ଇମ୍ରାନ ଖାନ୍ଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଇମ୍ରାନ ପୁଣିଥରେ ସରକାର ବିରୋଧୀ ପ୍ରଦର୍ଶନ ଆରମ୍ଭ କରିବାକୁ ସାହସ କରନ୍ତି, ତେବେ ତାଙ୍କୁ ଗିରଫ କରାଯିବ। ପଞ୍ଜାବ ପ୍ରଦେଶର ମୁଲତାନରେ ଏକ…
ଆକ୍ରମଣର ୬ ମାସ ପରେ ସଲମାନଙ୍କ ପୁସ୍ତକ ଉନ୍ମୋଚିତ
ଲଣ୍ଡନ,୬ା୨: ଭାରତୀୟ ବଂଶୋଭବ ଲେଖକ ସଲମାନ ରୁଶଦୀଙ୍କୁ ନ୍ୟୁୟର୍କରେ ଗତବର୍ଷ ଛୁରାମାଡ଼ ହୋଇଥିଲା। ଏହି ଆକ୍ରମଣରେ ସେ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିତତ୍ଲେ। ଏପରିକି ଗୋଟିଏ ଆଖି ମଧ୍ୟ ହରାଇଥିଲେ। ଏହି ସମୟରେ ସଲମାନ ତାଙ୍କର ନୂତନ ପୁସ୍ତକ ‘ଭିକ୍ଟ୍ରି ସିଟି’ ପ୍ରକାଶ…
ସହମତି ବିନା ଅନଲାଇନ କ୍ଲାସ ପାଇଁ ଶିକ୍ଷାର୍ଥୀଙ୍କୁ ବାଧ୍ୟ କରିପାରିବେ ନାହିଁ କୋଚିଂ ପ୍ରତିଷ୍ଠାନ…
ନୂଆଦିଲ୍ଲୀ,୬।୨ : ଦିଲ୍ଲୀର ଏକ ଉପଭୋକ୍ତା ନିବାରଣ ଆୟୋଗ ଏକ ମେଡିକାଲ କୋଚିଂ ପ୍ରତିଷ୍ଠାନକୁ ଜଣେ ଛାତ୍ର ଦେଇଥିବା ସମସ୍ତ ଅଗ୍ରୀମ କୋର୍ସ ଫି ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ସମୟରେ କୌଣସି ଶିକ୍ଷାର୍ଥୀଙ୍କୁ ଅନଲାଇନ କ୍ଲାସରେ ଯୋଗଦେବାକୁ…
Archives


