ମୁକେଶ ଏସିଆର ୧ ନମ୍ବର ଧନୀ
ନୂଆଦିଲ୍ଲୀ,୨୩।୩ : ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ (ଆର୍ଆଇଏଲ୍)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଥରେ ଭାରତ ଓ ଏସିଆର ୧ ନମ୍ବର ଧନୀ ବ୍ୟକ୍ତିର ସ୍ଥାନ ହାସଲ କରିଛନ୍ତି। ଏପରିକି ସେ ବିଶ୍ୱର ଟପ୍-୧୦ ଧନୀ ବ୍ୟକ୍ତିଙ୍କ ସୂଚୀରେ ମଧ୍ୟ ଏକମାତ୍ର…
ଆର୍ବିଆଇର ନ୍ୟୁ ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର
ଭୁବନେଶ୍ୱର,୨୩।୩: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ ବୁଧବାର ଭୁବନେଶ୍ୱରଠାରେ ନ୍ୟୁ ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଏବଂ ଏଣ୍ଟରପ୍ରାଇଜ୍ କମ୍ପ୍ୟୁଟିଂ ଆଣ୍ଡ ସାଇବର ସିକ୍ୟୁରିଟି ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟ…
ସୁପ୍ରିମକୋର୍ଟ ଯିବ ଜନସନ ଆଣ୍ଡ ଜନସନ
ୱାଶିଂଟନ,୨୩ ।୩: ବେବି ପାଉଡରରୁ କ୍ୟାନସର ହେବା ଘଟଣାକୁ ନେଇ ୩୮ ହଜାର ମାମଲା ଓ ହଜାର କୋଟି ଡଲାରର ଜରିମାନା ରାଶିକୁ ନେଇ ଅଡୁଆରେ ପଡିଯାଇଥିବା ଆମେରିକାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ଏଥିରୁ ଆଶ୍ୱସ୍ତି ପାଇବାକୁ ଏବେ…
ନିର୍ଭିକ, ନିରପେକ୍ଷ ହୁଅନ୍ତୁ ଖବରଦାତା: ସିଜେଆଇ
ନୂଆଦିଲ୍ଲୀ,୨୩ା୩: ସାମ୍ବାଦିକତାରେ ଉତ୍କର୍ଷ ପାଇଁ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ବୁଧବାର ୪୩ ଜଣଙ୍କୁ ଷୋଡ଼ଶ ରାମନାଥ ଗୋଏଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ୨୦୧୯ ଓ ୨୦୨୦ରେ ଏହି ଖବରଦାତାମାନେ କରୋନା ମହାମାରୀ ଯୋଗୁ ପୁରସ୍କାର ଗ୍ରହଣ କରିପାରି ନ ଥିଲେ। ପ୍ରିଣ୍ଟରେ…
ସୁପାରିସ ସତ୍ତ୍ୱେ ବିଚାରପତି ନିଯୁକ୍ତ କରୁନି କେନ୍ଦ୍ର
ନୂଆଦିଲ୍ଲୀ,୨୩ା୩: ବିଚାରପତି ନିଯୁକ୍ତି ପାଇଁ ସୁପାରିସ ସତ୍ତ୍ୱେ ପ୍ରାର୍ଥୀମାନଙ୍କ ବରିଷ୍ଠତାକୁ କେନ୍ଦ୍ର ସରକାର ବିଚାରକୁ ନେଉନାହାନ୍ତି। ଏଥିଯୋଗୁ ସେମାନଙ୍କ କ୍ୟାରିୟର ପ୍ରଭାବିତ ହେଉଛି। ସୁପ୍ରିମକୋର୍ଟ କଲେଜିୟମ୍ ଏନେଇ ଚିନ୍ତା ବ୍ୟକ୍ତ କରିବା ସହ ପ୍ରାର୍ଥୀମାନଙ୍କ ବରିଷ୍ଠତାକୁ ଅଣଦେଖା ନ କରି ପଦୋନ୍ନତି…
ବିରୋଧୀ ନେତାଙ୍କ ବୈଠକ ଡାକିଲେ ପାଓ୍ବାର
ନୂଆଦିଲ୍ଲୀ,୨୩ା୩: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ଉପରେ ଜୋର୍ ଦିଆଯାଉଥିବାବେଳେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ମୁଖ୍ୟ ଶରଦ ପାଓ୍ବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଦିଲ୍ଲୀରେ ଗୁରୁବାର ଅପରାହ୍ନ ୬ଟାରେ ବିରୋଧୀ ଦଳଗୁଡ଼ିକର ନେତାମାନେ ଏଥିରେ ଯୋଗଦେବେ।…
ବ୍ରେକ୍ଅପ୍ ଅବସାଦ ଦୂର କରିବ ‘ଲଭ୍ ବେଟର’
ନ୍ୟୁଜିଲାଣ୍ଡ, ୨୩। ୩: ବର୍ତ୍ତମାନର ଯୁବପିଢ଼ିଙ୍କ କ୍ଷେତ୍ରରେ ବ୍ରେକ୍ଅପ୍ଜନିତ ଅବସାଦ ଅଧିକମାତ୍ରାରେ ବଢ଼ିଯାଇଛି। ପ୍ରେମରେ ପ୍ରତାରଣା ତଥା ପ୍ରେମୀ ଯୁଗଳଙ୍କ ମଧ୍ୟରେ ମତାନ୍ତର ହେବା ପରେ ଉଭୟେ ସମ୍ପର୍କ ଶେଷ କରିବାର ଯେଉଁ ନିଷ୍ପତ୍ତି ନିଅନ୍ତି, ତାହା ହେଉଛି ବ୍ରେକ୍ଅପ୍। ବ୍ରେକ୍ଅପ…
ଜାକିର ନାଏକଙ୍କୁ ପ୍ରତ୍ୟର୍ପଣ କରିବ ଓମାନ
ନୂଆଦିଲ୍ଲୀ ୨୩। ୩: କଠୋରପନ୍ଥୀ ଇସ୍ଲାମିୟ ବିଦ୍ୱାନ ଜାକିର ନାଏକଙ୍କୁ ଓମାନ ପ୍ରତ୍ୟର୍ପଣ କରିବ ବୋଲି ଭାରତୀୟ ଗୋଇନ୍ଦା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଏଜେନ୍ସି ଏ ନେଇ ଓମାନ ଅଥରିଟିଙ୍କ ସହ ଯୋଗାଯୋଗରେ ରହିଛି। ଆସନ୍ତା ୨୩ରେ ଭାରତୀୟ ଗୋଇନ୍ଦା…
ଅମ୍ରିତ୍ପାଲଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା
ଚଣ୍ଡିଗଡ, ୨୩।୩: ପଳାତକ ଖଲିସ୍ତାନୀ ସମର୍ଥକ ତଥା ଓ୍ବାରିସ୍ ପଞ୍ଜାବ ଡେ’ ମୁଖ୍ୟ ଅମ୍ରିତ୍ପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସ ବୁଧବାର ଲକୁ୍ଆଉଟ୍ ସର୍କୁଲାର (ଏଲ୍ଓସି) ଏବଂ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଛି। ଅଦ୍ୟାବଧି ଅମ୍ରିତପାଲ୍ଙ୍କୁ ଗିରଫ କରାଯାଇ ନ…
କାଲିଫର୍ନିଆରେ ବନ୍ୟା: ଲକ୍ଷାଧିକ ପ୍ରଭାବିତ
ଲସ୍ଏଞ୍ଜେଲ୍ସ, ୨୩।୩: ଆମେରିକାର କାଲିଫର୍ନିଆରେ ଝଡ଼, ବର୍ଷା ଯୋଗୁ ବହୁ ଲୋକ ପ୍ରଭାବିତ ହୋଇଛନ୍ତି। ଲଗାଣ ବର୍ଷା ଫଳରେ ଟୁଲେ ନଦୀରେ ବନ୍ୟା ଆସିବାରୁ ୧୪,୦୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଉ ୪୭,୦୦୦ ଲୋକଙ୍କୁ ସ୍ଥାନ ଛାଡ଼ିବା ପାଇଁ…
ଆଉ ଜଣେ ପୁଟିନ୍ ସମାଲୋଚକଙ୍କ ମୃତ୍ୟୁ
ମସ୍କୋ,୨୩ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ଆଉ ଜଣେ ସମାଲୋଚକଙ୍କ ମୃତ୍ୟୁ ଘଟିଛି। ୩୫ ବର୍ଷୀୟ କଣ୍ଠଶିଳ୍ପୀ ଡିମା ନୋଭା (ପ୍ରକୃତ ନାମ ଡିମିଟ୍ରି ସିର୍ଗୁନୋଭ୍) ଲୋକପ୍ରିୟ ଇଲେକ୍ଟ୍ରୋନିକ୍ ଗ୍ରୁପ୍ କ୍ରିମ୍ ସୋଡାର ପ୍ରତିଷ୍ଠାତା ଥିଲେ। ମାର୍ଚ୍ଚ ୧୯ରେ ସେ ନିଜ…
ଟ୍ରମ୍ପ୍ଙ୍କ ଜୀବନରେ ଷ୍ଟର୍ମି ଝଡ଼
ଓ୍ବାଶିଂଟନ,୨୩ା୩: ୨୦୨୪ରେ ହ୍ବାଇଟ୍ ହାଉସ୍କୁ ପୁଣି ପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଜୀବନରେ ଉଠିଛି ଷ୍ଟର୍ମି ଝଡ଼। ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କ ସହ ରିପବ୍ଲିକାନ୍ ନେତା ଟ୍ରମ୍ପ୍ଙ୍କ ଯୌନ ସମ୍ପର୍କ ରହିଥିଲା।…
Archives


