Home Middle

ଇସ୍ରୋକୁ ସଫଳତା: ରିୟୁଜେବୁଲ ଲଞ୍ଚ ଭେହିକିଲର ସଫଳ ପରୀକ୍ଷଣ…

ବେଙ୍ଗାଲୁରୁ,୨।୪ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏକ ବଡ଼ ସଫଳତା ମିଳିଛି। ଡିଆରଡିଓ ଏବଂ ଭାରତୀୟ ବାୟୁସେନା ସହିତ ଇସ୍ରୋ ବୈଜ୍ଞାନିକମାନେ ରବିବାର କର୍ନାଟକର ଚିତ୍ରଦୁର୍ଗାସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜ (ଏଟିଆର) ରେ ରିୟୁଜେବୁଲ ଲଞ୍ଚ ଭେହିକିଲର ସଫଳ…

୨୦୨୪ ନିର୍ବାଚନ ପାଇଁ ବଡ଼ ଘୋଷଣା କରିପାରନ୍ତି ବାଇଡେନ

ଓ୍ବାଶିଂଟନ,୨ା୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ନିର୍ବାଚନରେ ଭାଗ ନେବେ ବୋଲି ଘୋଷଣା କରିଛନ୍ତି। ତଥାପି ଏନେଇ ଆଉ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। କିଏ ଏହାକୁ ପରିଚାଳନା କରିବ? ଏହା କେଉଁଠାରେ…

ଋତୁସ୍ରାବ ସ୍ବଚ୍ଛତା ରାଜ୍ୟର ଦାୟିତ୍ୱ: ସୁପ୍ରିମ୍‌କୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ…

ନୂଆଦିଲ୍ଲୀ,୨।୪ : କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଏହା କିଶୋରୀ ବାଳିକାମାନଙ୍କ ପାଇଁ ମାସିକ ଋତୁସ୍ରାବର ସ୍ବଚ୍ଛତାକୁ ସୁଦୃଢ଼଼ କରିବା ପାଇଁ ଉତ୍ସର୍ଗୀକୃତ। କିନ୍ତୁ ସ୍ବାସ୍ଥ୍ୟ ସେବା ପ୍ରଦାନ ଦାୟିତ୍ୱ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଉପରେ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ…

ଝଡ଼ ପ୍ରଭାବିତ ସହରର ନାଁ ଭୁଲିଗଲେ ରାଷ୍ଟ୍ରପତି

ଓ୍ବାଶିଂଟନ,୨ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମିସିସିପିର ‘ରୋଲିଂ ଫର୍କ ସହରକୁ ଯିବାବେଳେ ଏକ ବଡ଼ ଭୁଲ୍‌ କରିଛନ୍ତି। ଯେତେବେଳେ ସେ ଝଡ଼ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସମ୍ବୋଧିତ କରୁଥିଲେ, ସେ ବାରମ୍ବାର ‘ରୋଲିଂ ଫର୍କକୁ’ ‘ରୋଲିଂ ଷ୍ଟୋନ୍‌’ ବୋଲି କହିଥିଲେ।…

ଫେବୃୟାରୀରେ ୪୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି ହ୍ବାଟସଆପ…

ନୂଆଦିଲ୍ଲୀ,୨।୪ : ଫେବୃଆରୀରେ ହ୍ବାଟସଆପ ୪୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି। ଯାହା ଗତ ମାସରେ ନିଷିଦ୍ଧ ହୋଇଥିବା ଆକାଉଣ୍ଟ ସଂଖ୍ୟାଠାରୁ ଅଧିକ। ଜାନୁଆରୀରେ ହ୍ବାଟସଆପ ୨୯ ଲକ୍ଷ ଆକାଉଣ୍ଟକୁ ନିଷିଦ୍ଧ କରିଥିଲା। ୨୦୨୨ ଡିସେମ୍ବରରେ ୩୬ ଲକ୍ଷ ଏବଂ…

ବିହାର ହିଂସା: ଅତିରିକ୍ତ ଅର୍ଦ୍ଧସୈନିକ ସାମରିକ ବାହିନୀ ଯବାନ ପଠାଇବ କେନ୍ଦ୍ର…

ପାଟନା,୨।୪ : ବିହାରର ଅନେକ ଅଞ୍ଚଳରେ ରାମ ନବମୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଉପରେ କେନ୍ଦ୍ର ସରକାର ସଚେତନ ହୋଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ଶାହା ପରିସ୍ଥିତିକୁ…

ନିଦ ପୂର୍ବରୁ ମୋବାଇଲ ଦେଖୁଛନ୍ତି ଲୋକେ: ଅଭ୍ୟାସ ନେଇ ୯୧ ପ୍ରତିଶତ ଚିନ୍ତିତ…

ବେଙ୍ଗାଲୁରୁ,୨।୪ : କର୍ନାଟକର ବେଙ୍ଗାଲୁରୁ ଭାରତର ଆଇଟି ହବ ହେବାକୁ ବହୁ ଦିନ ବିତି ଗଲାଣି। ତେବେ ଏହି ଅଭିବୃଦ୍ଧି ଏବଂ ଦ୍ରୁତ ଗତି ସହିତ ସହରରେ ଅନେକ ସମସ୍ୟା ମଧ୍ୟ ଉପୁଜିଛି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ…

ଲୋକେ ଆତଙ୍କିତ: ଦୈନିକ ସଂକ୍ରମଣ ୪ ହଜାର ମୁହାଁ, ସକ୍ରିୟ ମାମଲା ଟପିଲା ୧୮ ହଜାର…

ନୂଆଦିଲ୍ଲୀ, ୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି ସକ୍ରିୟ…

ଶ୍ରୀଲଙ୍କା ଆଣିବ ନୂଆ ଆତଙ୍କବାଦ ବିରୋଧୀ ବିଲ୍‌…

କଲମ୍ବୋ,୨।୪ : ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କା ଏହାର ବିବାଦୀୟ ଆତଙ୍କବାଦ ବିରୋଧୀ ଆଇନ (ପିଟିଏ) ୧୯୭୯ ରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଦୀନେଶ ଗୁନାୱାର୍ଡେନା ଏ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି…

ଏସିଆନ ଦେଶରେ ବୃଦ୍ଧି ପାଉଛି ଭାରତର ପ୍ରଭାବ: ଚିନ୍ତାରେ ଚାଇନା…

ସିଙ୍ଗାପୁର,୨।୪ : ବର୍ତ୍ତମାନ ଏସିଆନ ଦେଶମାନଙ୍କ ମଧ୍ୟରେ ଭାରତର ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସିଙ୍ଗାପୁରର ୟୁସୁଫ ଇଶାକ ଇନଷ୍ଟିଚ୍ୟୁଟର ଏକ ସର୍ଭେ ଏଜେନ୍ସି ଆଇଏସଇଏସଏ ନିକଟରେ ଏସିଆନ ଦେଶଗୁଡିକରେ ଏକ ସର୍ଭେ କରିଥିଲା। ଏଥିରେ ଚାଇନା ବଦଳରେ ଭାରତ…

ନେପାଳ ରାଷ୍ଟ୍ରପତି ହସ୍ପିଟାଲରେ ଭର୍ତ୍ତି…

କାଠମାଣ୍ଡୁ,୨।୪ : ପେଟରେ ଯନ୍ତ୍ରଣା ହେଉଥିବା ଅଭିଯୋଗ ହେବା ପରେ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କୁ ଶନିବାର ରାତିରେ କାଠମାଣ୍ଡୁର ତ୍ରିଭୁବନ ୟୁନିଭରସିଟି ଟିଚିଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଦୁଇ ବର୍ଷ ପୂର୍ବେ ନେପାଳର…

ପୂର୍ବ ଶତ୍ରୁତାରୁ ପିଟି ମାରି ଦେଇଥିଲେ

ରସୁଲପୁର,୨।୪(ଡି.ଏନ.ଏ.): କୁଆଖିଆ ଥାନା ରାହାମ୍ବା ପଞ୍ଚାୟତ ଢିଅସାହିର ବିକାଶ ଲେଙ୍କା ହତ୍ୟା ମାମଲାରେ ସାମିଲ ଗୋଟିଏ ପରିବାରର ବାପା ଓ ୨ପୁଅଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ବାପା ହରେକୃଷ୍ଣ ବରାଳ, ବଡ଼ପୁଅ ଗରୁଡ଼ ଓରଫ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri