Home Middle

ଆଇଏନଏସ ବିକ୍ରମାଦିତ୍ୟରେ ପ୍ରଥମ ବ୍ୟାଚ ମହିଳା ଅଗ୍ନିବୀର…

ବେଙ୍ଗାଲୁରୁ,୫।୪ : ମହିଳା ଅଗ୍ନିବୀରଙ୍କର ପ୍ରଥମ ବ୍ୟାଚ ଆଇଏନଏସ ବିକ୍ରମାଦିତ୍ୟରେ ପହଞ୍ଚିଛନ୍ତି। ମଙ୍ଗଳବାର କର୍ନାଟକର କରୱାଡର ଆଇଏନଏସ ବିକ୍ରମାଦିତ୍ୟରେ ମହିଳା ଅଗ୍ନିବୀରଙ୍କର ପ୍ରଥମ ବ୍ୟାଚ ପହଞ୍ଚିଥିଲେ। ଆଇଏନଏସ ବିକ୍ରମୀଦିତ୍ୟର ଟୁଇଟର ହ୍ୟାଣ୍ଡେଲରେ କରୱାଡ ରେଳ ଷ୍ଟେଶନରେ ମହିଳା ଅଗ୍ନିଶମ ବାହିନୀଙ୍କର ଏକ…

କାୟୋଜେନିକ ଇଞ୍ଜିନର ପରୀକ୍ଷା କଲା ସ୍କାଏରୁଟ …

ହାଇଦ୍ରାବାଦ,୫।୪ : ଘରୋଇ ସ୍ପେସ ଟେକ ଷ୍ଟାର୍ଟଅପ ସ୍କଇରୁଟ ଏରୋସ୍ପେସ ସଫଳତାର ସହିତ ଏହାର ସମ୍ପୂର୍ଣ୍ଣ ଥ୍ରୀଡି- ମୁଦ୍ରିତ କ୍ରାୟୋଜେନିକ ଇଞ୍ଜିନ ‘ଧୱନ-୨’ କୁ ୨୦୦ ସେକେଣ୍ଡ ପାଇଁ ପରୀକ୍ଷଣ କରିଛି। ଏନେଇ କମ୍ପାନୀ ଏହି ସୂଚନା ଦେଇଛି। ହାଇଦ୍ରାବାଦ ସ୍ଥିତ…

କରୋନାରୀ ଷ୍ଟେଣ୍ଟ ୪ ହଜାର ମହଙ୍ଗା: ୬ ବର୍ଷରେ ବଢ଼ିଛି ୧୦ ହଜାରରୁ ଅଧିକ…

ନୂଆଦିଲ୍ଲୀ,୫।୪ : ହୋଲସେଲ ମୂଲ୍ୟ ସୂଚକାଙ୍କରେ ପରିବର୍ତ୍ତନ ଯୋଗୁ ହୃଦୟ ଅବରୋଧ ଖୋଲିବା ପାଇଁ କରୋନାରୀ ଷ୍ଟେଣ୍ଟଗୁଡିକ ଲଗାଇବା ପାଇଁ ବର୍ତ୍ତମାନ ଅଧିକ ଖର୍ଚ୍ଚ ହେବ। ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) କରୋନାରୀ ଷ୍ଟେଣ୍ଟର ନୂତନ ମୂଲ୍ୟ ସମ୍ପର୍କରେ ଏକ…

ବୁଲେଟପ୍ରୁଫ ହେଲମେଟ ପିନ୍ଧି କୋର୍ଟରେ ପହଞ୍ଚିଲେ ଇମ୍ରାନ ଖାନ, ଭାଜପା ନେତା କଲେ ମଜାଳିଆ ଟୁଇଟ…

ନୂଆଦିଲ୍ଲୀ,୫।୪ : ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହା ସହିତ ରାଜନୈତିକ ଅସ୍ଥିରତା ମଧ୍ୟ ସେଠାରେ ଗୁରୁତର ହେବାରେ ଲାଗିଛି। ସମ୍ପ୍ରତି ଭାଜପା ନେତା ଖୁସବୁ ସୁନ୍ଦର ଇମ୍ରାନ ଖାନଙ୍କ ଏକ ଭିଡିଓ ଶେୟାର କରି…

ସୁରକ୍ଷା ପରିଷଦରେ କେବଳ ଅସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କଲେ ହେବନି ସମସ୍ୟାର ସମାଧାନ: ଭାରତ…

ଜେନେଭା,୫।୪ : ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଭାରତର ସ୍ଥାୟୀ ପ୍ରତିନିଧୀତ୍ୱ ସମ୍ପର୍କରେ କହିଛନ୍ତି ଯେ ଅସ୍ଥାୟୀ ସଦସ୍ୟତା ବୃଦ୍ଧି କରିବା ଦ୍ୱାରା ଦୁଇ ବର୍ଗର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦେଖାଦେବ। ୟୁଏନଏସସିକୁ ସମ୍ବୋଧିତ କରି…

ଭାରତର ଅଭିବୃଦ୍ଧି ୬.୩% ଆକଳନ

ନୂଆଦିଲ୍ଲୀ,୫।୪: ଗତ କିଛି ମାସ ହେବ ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଏବଂ ଭୌଗୋଳିକ ସ୍ଥିତ ଯୋଗୁ ଚଳିତ ଆର୍ଥକ ବର୍ଷରେ ଭାରତର ଅଭିବୃଦ୍ଧି ହାର ପୂର୍ବାପେକ୍ଷା ବୃଦ୍ଧିହେବ ବୋଲି ମଙ୍ଗଳବାର ବିଶ୍ବ ବ୍ୟାଙ୍କ…

କର୍ନାଟକରେ ଭାଜପା ବୁଡ଼ିଯାଉଥିବା ଜାହାଜ: କଂଗ୍ରେସ

ନୂଆଦିଲ୍ଲୀ, ୫ା୪ (ପି.ଟି.): କର୍ନାଟକରେ ଭାଜପା ଏକ ବୁଡ଼ିଯାଉଥିବା ଜାହାଜ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ରକ୍ଷା କରିପାରିବେ ନାହିଁ ବୋଲି କଂଗ୍ରେସ ନେତା ମଙ୍ଗଳବାର କହିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଭାରତୀୟ ରାଜ୍ୟରେ କଂଗ୍ରେସ ଏକ ମିଳିତ ଶକ୍ତି।…

ସବୁ ଦୋଷ ପ୍ରମାଣିତ ହେଲେ ୧୩୬ ବର୍ଷ ଜେଲ

ନ୍ୟୁୟର୍କ/ଓ୍ବାଶିଂଟନ୍‌,୫ା୪: ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ତାଙ୍କ ମୁହଁ ବନ୍ଦ ପାଇଁ ୧୩୦,୦୦୦ ଡଲାର ଲାଞ୍ଚ ଦେବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ନ୍ୟୁୟର୍କସ୍ଥିତ ମାନ୍‌ହାଟ୍ଟନ୍‌ କୋର୍ଟହାଉସ୍‌ରେ ଆମତ୍ସମର୍ପଣ କରିଛନ୍ତି।…

ଅମ୍ବାନୀ ପୁଣି ଏସିଆର ଶ୍ରେଷ୍ଠ ଧନୀ

ଓ୍ବାଶିଂଟନ୍‌, ୫ା୪: ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣିଥରେ ଏସିଆର ସବୁଠୁ ଧନୀ ବ୍ୟକ୍ତି ପରିଚୟ ହାସଲ କରିଛନ୍ତି। ମଙ୍ଗଳବାର ଆମେରିକୀୟ ବ୍ୟବସାୟିକ ମାଗାଜିନ୍‌ ଫୋର୍ବସ୍‌ ପକ୍ଷରୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ନାମ ତାଲିକା ପ୍ରକାଶ ପାଇଛି। ଏହି…

ତାଇଓ୍ବାନ୍‌ରେ ଚାଇନାର ୫ ଯୁଦ୍ଧବିମାନ, ୪ ଜାହାଜ

ତାଇପେଇ,୫ା୪: ତାଇଓ୍ବାନ୍‌କୁ ବଳପୂର୍ବକ ଦଖଲ ଉଦ୍ୟମ ଜାରି ରଖିଥିବା ଚାଇନା ଏହି ସ୍ବାଧୀନ ଦ୍ୱୀପରାଷ୍ଟ୍ରକୁ ୫ଟି ଯୁଦ୍ଧବିମାନ ଓ ୫ ନୌସେନା ଜାହାଜ ପଠାଇଛି। ରବିବାର ପୂର୍ବାହ୍ନ ୬ଟାରୁ ସୋମବାର ପୂର୍ବାହ୍ନ ୬ଟା ମଧ୍ୟରେ ସେଗୁଡ଼ିକୁ ଦେଖିବାକୁ ମିଳିଥିବା ତାଇଓ୍ବାନ୍‌ ପ୍ରତିରକ୍ଷା…

ମେଘାନ୍‌ଙ୍କୁ ଓମେନ୍‌ ଅଫ୍‌ ଭିଜନ୍‌ ଆଓ୍ବାର୍ଡ

ଲଣ୍ଡନ,୫ା୪: ବ୍ରିଟେନ୍‌ର ଡଚେସ୍‌ ଅଫ୍‌ ସସେକ୍ସ ମେଘାନ୍‌ ମାର୍କେଲଙ୍କୁ ଚଳିତବର୍ଷ ଗ୍ଲୋରିଆ ଷ୍ଟେନେମର ଓମେନ୍‌ ଅଫ୍‌ ଭିଜନ୍‌ ଆଓ୍ବାର୍ଡ ପ୍ରଦାନ କରାଯିବ। ଆସନ୍ତା ମେ’ ୧୬ରେ ଏମ୍‌ଏସ୍‌ ଫାଉଣ୍ଡେଶନ୍‌ର ବାର୍ଷିକ ଗାଲା କାର୍ଯ୍ୟକ୍ରମରେ ମେଘାନ୍‌ଙ୍କୁ ପୁରସ୍କୃତ କରାଯିବ। ନ୍ୟୁୟର୍କ ସିଟିସ୍ଥିତ ଜିଗଫେଲ୍ଡ…

ଅତୀତର ଭୁଲ୍‌ ଦୋହରାଅନି

ଓ୍ବାଶିଂଟନ/ବେଜିଂ,୫ା୪: ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ସ୍ପିକର କେଭିନ୍‌ ମ୍ୟାକ୍‌କାର୍ଥି ଚଳିତ ସପ୍ତାହରେ କାଲିଫର୍ନିଆରେ ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ଙ୍କୁ ଭେଟିବେ। ଏନେଇ ହାଉସ୍‌ ସ୍ପିକରଙ୍କ ଅଫିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରିପବ୍ଲିକାନ୍‌ ମ୍ୟାକ୍‌କାର୍ଥି ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri