ମୋଦି-ଯୋଗୀଙ୍କୁ ଜୀବନରେ ମାରିବାକୁ ଧମକ…
ନୋଏଡା ,୫।୪ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରେ ମାରିବାକୁ ଧମକ ଦେବା ପ୍ରସଙ୍ଗ ସାମ୍ନାକୁ ଆସିଛି। ନୋଏଡା ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।…
ମମତା ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ: ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ବ୍ୟବସ୍ଥା ରହିଛି କିଭଳି…
କୋଲକାତା,୫।୪ : ରିସଡା ଏବଂ ଶିବପୁରରେ ଘଟିଥିବା ହିଂସା ସମ୍ପର୍କରେ ପଶ୍ଚିମବଙ୍ଗ ସରକାର କଲିକତା ହାଇକୋର୍ଟରେ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆଗାମୀ ହନୁମାନ ଜୟନ୍ତୀଙ୍କୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ କେଉଁ ପଦକ୍ଷେପ ନିଆଯାଉଛି ତାହା…
ଓ୍ବାନ ମିଡ଼ିଆ ପ୍ରସାରଣ ଉପରୁ ହଟିଲା ପ୍ରତିବନ୍ଧକ: ସମାଜ ପାଇଁ ଏକ ସ୍ବତନ୍ତ୍ର ପ୍ରେସ୍ ଜରୁରୀ, କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୫।୪ : ମାଲାୟାଲମ ନ୍ୟୁଜ ଚ୍ୟାନେଲ ଓ୍ବାନମିଡିଆ ଉପରେ କେନ୍ଦ୍ର ସରକାର ଲଗାଇଥିବା ପ୍ରସାରଣ ନିଷେଧ ବିରୋଧରେ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି। ସୁରକ୍ଷା ମଞ୍ଜୁର ଅଭାବରୁ ମିଡିଆ ଓ ଚ୍ୟାନେଲର ପ୍ରସାରଣ ଲାଇସେନ୍ସ ନବୀକରଣ କରିବାକୁ ମନା କରି ଦେଇଥିବା…
ଶାହା-ମଦାନି ଭେଟ: ୧୪ ପ୍ରସଙ୍ଗ ଉପରେ ଆଲୋଚନା…
ନୂଆଦିଲ୍ଲୀ,୫।୪ : ମୁସଲମାନ ସମାଜ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ଏକ ବଡ ପଦକ୍ଷେପ ନିଆଯାଇଛି। ଏହି ଅନ୍ତର୍ଗତ ମୁସଲିମ ସମ୍ପ୍ରଦାୟର ୧୬ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ…
ଟ୍ରମ୍ପଙ୍କୁ ଲକ୍ଷେ ୨୦ ହଜାର ଡଲାର ଦେବେ ପର୍ନ ଷ୍ଟାର…
ଓ୍ବାଶିଂଟନ,୫।୪ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଓକିଲମାନଙ୍କୁ ଆଇନଗତ ଫି ବାବଦରେ ଲକ୍ଷେ ୨୦ ହଜାର ଡଲାରରୁ ଅଧିକ (ପ୍ରାୟ ୧ କୋଟି ଟଙ୍କା) ଦେବାକୁ କାଲିଫର୍ନିଆର ଏକ ଫେଡେରାଲ ଅପିଲ କୋର୍ଟଙ୍କ ଦ୍ୱାରା ବୟସ୍କ ଚଳଚ୍ଚିତ୍ର ତାରକା ଷ୍ଟର୍ମୀ…
ଆଜି ରାଜସ୍ଥାନ ରୟାଲ୍ସ ବନାମ ପଞ୍ଜାବ କିଙ୍ଗ୍ସ: ଉଭୟ ଟିମ୍ର ଦ୍ୱିତୀୟ ବିଜୟ ଲକ୍ଷ୍ୟ…
ଗୁଆହାଟୀ,୫।୪ : ଆଇପିଏଲ ସିରିଜ ୧୬ର ଅଷ୍ଟମ ମ୍ୟାଚ ବୁଧବାର ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ)ମଧ୍ୟରେ ଗୁଆହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ସନରାଇଜର୍ସ ହାଇଦ୍ରାବାଦ ବିରୋଧରେ ଏକ ବଡ଼ ବିଜୟ ପରେ ପଞ୍ଜାବ କିଙ୍ଗ୍ସର ଆତ୍ମବିଶ୍ୱାସୀ ଦଳ…
ବିଜେଡି ହାତରେ ପୁଣି ଅତାବିରା ଏନ୍ଏସି : ଭାଜପା ମୂଳପୋଛ, କଂଗ୍ରେସକୁ ଗୋଟିଏ ଆସନ
ବରଗଡ଼ ଅଫିସ/ସରଣ୍ଡା,୫।୪(ଡିଏନଏ): ବରଗଡ଼ ଜିଲା ଅତାବିରା ଏନ୍ଏସି ନିର୍ବାଚନ ଫଳାଫଳ ବୁଧବାର ଘୋଷିତ ହୋଇଛି। ବିଜେ ବନମାଳୀ ବରିହା ସର୍ବାଧିକ ୪୮୧୯ ଭୋଟ ପାଇ ନଗରପାଳଭାବେ ବିଜୟୀ ହୋଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥିନୀ ସବିତା ଭୁଏଙ୍କୁ ୧୭୩୭ ଏବଂ ଭାଜପା ପ୍ରାର୍ଥିନୀ…
ଅଣାୟତ୍ତ ମୁହାଁ କରୋନା ସ୍ଥିତି: ଦୈନିକ ସଂକ୍ରମଣ ୪ ହଜାର ଟପିଲା, ୨୩ ହଜାର ଉପରେ ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…
ମାମଲା ରଫାଦଫା କରିବାକୁ ଜନସନ ଆଣ୍ଡ ଜନସନ ପକ୍ଷରୁ ୮୯୦ କୋଟି ଡଲାରର ଅଫର…
ଓ୍ବାଶିଂଟନ,୫।୪ : ଆମେରିକାର ଅନ୍ୟତମ ବୃହତ୍ତମ ଫାର୍ମାସ୍ୟୁଟିକାଲ କମ୍ପାନୀ ଜନସନ ଆଣ୍ଡ ଜନସନ ନିଜ ବିରୋଧରେ ଥିବା ୯ ବର୍ଷ ପୁରୁଣା ମାମଲା ରଫାଦଫା କରିବା ଲାଗି ୮୯୦ କୋଟି ଆମେରିକୀୟ ଡଲାର (ପ୍ରାୟ ୭୩,୦୮୬ କୋଟି ଟଙ୍କା) ଅଫର ଦେଇଛି।…
ପ୍ରଥମ ଶ୍ରେଣୀ ନାଗରିକ ବନାମ ତୃତୀୟ ଶ୍ରେଣୀ ନାଗରିକ: କଂଗ୍ରେସରେ ଆଉ ଆଦର୍ଶ ନାହିଁ, ରାହୁଲଙ୍କ ଉଦ୍ଦେଶ୍ୟରେ କହିଲେ ସିନ୍ଧିଆ…
ନୂଆଦିଲ୍ଲୀ,୫।୪ : କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାହୁଲ ଏବଂ କଂଗ୍ରେସ ଦଳ ସେମାନଙ୍କର ବ୍ୟକ୍ତିଗତ ସଂଗ୍ରାମକୁ ଗଣତନ୍ତ୍ର ପାଇଁ ଲଢ଼େଇରେ ପରିଣତ କରିଛନ୍ତି। ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ…
ବିପଦ ଆସୁଛି ମାଡ଼ି: ଦୁର୍ବଳ ହେବାରେ ଲାଗିଛି ହିମାଳୟର ଗ୍ଲେସିୟର…
ଲଣ୍ଡନ,୫।୪ : ଭାରତ ଉପମହାଦେଶ ଊପରେ ବିପଦ ମାଡ଼ି ଆସୁଛି। ହିମାଳୟର ଗ୍ଲେସିୟର ଭିତରେ ଭିତରେ ତରଳୁଛି। ଫଳରେ ହ୍ରଦ ସୃଷ୍ଟି ହେବାରେ ଲାଗିଛି। ଗ୍ଲେସିୟରର ଏଭଳି କ୍ଷତି ଦୁଇ ଦଶନ୍ଧି ଧରି ଜାରି ରହିଛି। ଭିତରର ବରଫ ତରଳିବା ଯୋଗୁ…
କଂଗ୍ରେସ ସହିତ ମିଶି ଲଢ଼ିବୁନି ନିର୍ବାଚନ: ଦେବ ଗୌଡା…
ବେଙ୍ଗାଲୁରୁ,୫।୪ : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ (ଧର୍ମନିରପେକ୍ଷ) ସୁପ୍ରିମୋ ଏଚଡି ଦେବ ଗୌଡା କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ ହେବାର ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି…
Archives


