Home Middle

ଶପଥ ନେଲେ ୫ ନୂଆ ବିଚାରପତି…

ନୂଆଦିଲ୍ଲୀ,୬।୨ : ସୋମବାର ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତି ନିଯୁକ୍ତି ପାଇଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ନବ ନିଯୁକ୍ତ ବିଚାରପତିଙ୍କୁ ପଦ ଓ ଗୋନୀୟତାର ଶପଥ ପାଠ କରାଇଛନ୍ତି। ଫଳରେ ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟର ମୋଟ ବିଚାରପତିଙ୍କ ସଂଖ୍ୟା…

ଦୈନିକ ସଂକ୍ରମଣ ଶହେ ତଳେ…

ନୂଆଦିଲ୍ଲୀ, ୬।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌…

ଆଦାନୀ ପ୍ରସଙ୍ଗରେ ସଂସଦ ଭବନରେ ପ୍ରଦର୍ଶନ କଲେ ବିରୋଧୀ ଦଳ…

ନୂଆଦିଲ୍ଲୀ,୬।୨ : ଆଦାନୀ ପ୍ରସଙ୍ଗରେ ସଂସଦ ଭବନରେ ବିରୋଧୀ ଦଳ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ, ଡିଏମକେ, ଏନସିପି, ବିଆରଏସ, ଜେଡିୟୁ, ଏସପି, ସିପିଏମ, ସିପିଆଇ, କେରଳ କଂଗ୍ରେସ (ଜୋସେ ମଣି), ଜେଏମଏମ, ଆରଜେଡି, ଆରଏସପି, ଏଏପି, ଆଇଏମଏଲ, ଆରଜେଡି ଏବଂ ଶିବସେନା…

ମଣିଷ ବାସ ଉପଯୋଗୀ ଗ୍ରହ ‘ଓ୍ବଲ୍ଫ-୧୦୬୯-ବି’ର ସନ୍ଧାନ…

ମାଦ୍ରିଦ,୬।୨ : ନୂତନ ଗ୍ରହ ଆବିଷ୍କାର ଦିଗରେ, ମଣିଷ ବାସ ଉପଯୋଗୀ ପାଇଁ ଉପଯୁକ୍ତ ଗ୍ରହର ସନ୍ଧାନ ମିଳିଛି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏଠାରେ ମାନବ ବସତି ପ୍ରତିଷ୍ଠା କରାଯାଇପାରିବ। ଏହା ଏକ ପଥର ଦୁନିଆ, କିନ୍ତୁ ଜଳର ଏଠାରେ…

୪୮ କୋଟି ପ୍ୟାନ୍‌ ଅଧାରରେ ଲିଙ୍କ୍‌, ୩୧ ମାର୍ଚ୍ଚ ସୁଦ୍ଧା ଅନିବାର୍ଯ୍ୟ, ନ ହେଲେ ୧୦ ହଜାର ଜରିମାନା…

ନୂଆଦିଲ୍ଲୀ,୬।୨ : ସ୍ଥାୟୀ ଆକାଉଣ୍ଟ ନମ୍ବର (ପ୍ୟାନ) କୁ ଆଧାର ସହିତ ବାଧ୍ୟତାମୂଳକ ସଂଯୋଗ ଉପରେ ସରକାର ପୁଣିଥରେ ଚେତାବନୀ ଦେଇଛନ୍ତି ଯେ ଯଦି ପ୍ୟାନ ଆଧାର ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ସଂଯୁକ୍ତ ନ ହୁଏ, ତେବେ କୌଣସି ଟିକସ…

ବରିଷ୍ଠ ନାଗରିକଙ୍କ ଆୟ ହେବ ୨ ଗୁଣା, ମାସକୁ ମିଳିବ ୨୦ ହଜାର…

ନୂଆଦିଲ୍ଲୀ,୬।୨ : କେନ୍ଦ୍ର ସରକାର ୨୦୨୩-୨୪ ସାଧାରଣ ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ନୂତନ ଘୋଷଣା କରିବା ସହିତ ନୂତନ ଟିକସ ବ୍ୟବସ୍ଥାରେ ଆୟକରଦାତାଙ୍କୁ ଥଇଥାନ କରିଥିଲେ। ଏହା ଅଧୀନରେ ସିନିୟର ସିଟିଜେନ ସେଭିଂ ସ୍କିମ (ଏସସିଏସଏସ) ରେ ସର୍ବାଧିକ…

ଚାଇନାରେ ବିବାହ ସଙ୍କଟ: ୧୦ ବର୍ଷରେ ଅଧାରେ ପହଞ୍ଚିଲା, ବିବାହ-ଦାମ୍ପତ୍ୟ ଜୀବନକୁ ଜୁଆ କହୁଛନ୍ତି ଲୋକେ…

ବେଜିଂ,୬।୨ : ପୃଥିବୀର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନାରେ ବର୍ତ୍ତମାନ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବା ପରେ ପ୍ରତିବର୍ଷ ବିବାହ ସଂଖ୍ୟାରେ ହ୍ରାସ ଯୋଗୁ କମ୍ୟୁନିଷ୍ଟ ଶାସକ ଅସୁବିଧାରେ ପଡିଛନ୍ତି। ପରିସଂଖ୍ୟାନ ବର୍ଷ ପୁସ୍ତକ ଅନୁଯାୟୀ, ୨୦୨୨ ମସିହାରେ…

ଏବେ କଲମ୍ବିଆରେ ଚାଇନା ଗୁପ୍ତଚରୀ ବେଲୁନ…

ବୋଗୋଟା,୬।୨ : ଚାଇନା ଏହାର ବେଆଇନ କାର୍ଯ୍ୟରୁ ନିବୃତ୍ତ ହେବାର ନାମ ନେଉନାହିଁ। ଆମେରିକାର ବାୟୁମଣ୍ଡଳରେ ଚାଇନାର ଗୁପ୍ତଚରୀ ବେଲୁନ ଦେଖାଦେବା ପରେ ବର୍ତ୍ତମାନ କଲମ୍ବିଆର ବାୟୁମଣ୍ଡଳରେ ମଧ୍ୟ ଏକ ବେଲୁନ ଦେଖିବାକୁ ମିଳିଛି। ଆମେରିକାରରେ ଦେଖାଦେଇଥିବା ବେଲୁନ ସହିତ ଏହା…

ରିସ୍କ୍‌ ନେବାକୁ ଚାହୁଁ ନାହାନ୍ତି ଶାହାବାଜ: ୯୦୦ ଶହ କୋଟି ରାଜକୋଷ କ୍ଷତି ଯୋଗୁ ଆଇଏମଏଫ ସହାୟତାରେ ବାଧା…

ଇସଲାମାବାଦ,୬।୨ : ଦେଶର ଆର୍ଥିକ ନିଅଣ୍ଟ ୯୦୦ ଶହ କୋଟି ଟଙ୍କା ଯୋଗୁ ପାକିସ୍ତାନ ସଙ୍କଟରେ ରହିଛି। ସେ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ ଋଶ ଆଲୋଚନା ମଧ୍ୟ ସମ୍ଭବ ହେଉ ନାହିଁ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ…

ପୁଣି ମଧ୍ୟସ୍ଥତା ଉଦ୍ୟମ…

ଜେରୁଜେଲମ୍‌,୬।୨ : ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ ପୁଣି ଥରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରିବାର ଉଦ୍ୟମ କରିଛନ୍ତି। ଏହି ମର୍ମରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ସେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ…

ଗଣତନ୍ତ୍ର ସମର୍ଥକ ୪୭ ନେତାଙ୍କ ବିରୋଧରେ ମାମଲା…

ହଂକଂ,୬।୨ : ହଂକଂରେ ଗଣତନ୍ତ୍ର ସମର୍ଥକ ୪୭ ଜଣ ନେତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ବିଚାର ଆରାମ୍ଭଜ ହେବ। ଏହି ସମସ୍ତ ନେତା ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ସବୁଠାରୁ ବଡ ପ୍ରବର୍ତ୍ତନ ମାମଲାରେ ଅଛନ୍ତି ଏବଂ ସହରରେ ସରକାରଙ୍କ…

ବିଜୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୬ା୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌ରେ ସୋମବାର ପରସ୍ପର ସହିତ ମ୍ୟାଚ୍‌ ଖେଳିବେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଓ ଏଫ୍‌ସି ଗୋଆ। କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ ଖେଳାଯିବ। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଓଏଫ୍‌ସି ଏହି ମ୍ୟାଚ ଖେଳିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri