Home Middle

ଉଦ୍ଭିଦ ମହାମାରୀ ଆଣିବ ଅନାହାର

ଲଣ୍ଡନ, ୧୩।୪: ଜଳବାୟୁ ପରିବର୍ତ୍ତନ ଯୋଗୁ ସମସ୍ତ ଜୀବଜଗତ ପ୍ରଭାବିତ। ଏହାଦ୍ୱାରା ଦେଖାଯାଉଥିବା ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ କୃଷି କ୍ଷେତ୍ରରେ ବ୍ୟାପକ କ୍ଷତି ଘଟାଇବା ଆରମ୍ଭ କରିଛି। ଏହା ଫଳରେ ଉଦ୍ଭିଦ ମହାମାରୀ ଦେଖାଯିବ। ଏଥିଯୋଗୁ ଆଗାମୀ ଦିନରେ ବିଶ୍ୱର ଅନେକ…

ଝାରସୁଗୁଡ଼ା ଉପନିର୍ବାଚନ: ଟଙ୍କଧର ଭାଜପା ପ୍ରାର୍ଥୀ

ଭୁବନେଶ୍ୱର, ୧୨।୪(ବ୍ୟୁରୋ)-ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ରାଜ୍ୟ ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ଟଙ୍କଧର ତ୍ରିପାଠୀଙ୍କୁ ଟିକେଟ ପ୍ରଦାନ କରାଯାଇଛି। ଭାଜପା ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂ ଏହି ଘୋଷଣା…

ସିଏସକେକୁ ହରାଇ ଆରଆର ବିଜୟ…

ଚେନ୍ନାଇ,୧୨।୪: ଆଇପିଏଲ ସିରିଜ ୧୬ର ୧୭ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ରାଜସ୍ଥାନ ରୟାଲର୍ସ (ଆରଆର) ବିଜୟ ହୋଇଛି।   ୨୦ ଓଭରରେ ଆରଆର ୮ ଉଇକେଟ୍ ହରାଇ ୧୭୫ ରନ କରିଥିଲା। ଫଳରେ ସିଏସକେ ପାଇଁ…

ଜିତିବାକୁ ହେଲେ ସିଏସକେକୁ କରିବାକୁ ପଡ଼ିବ ୧୭୬ ରନ୍‌, ଟାର୍ଗେଟ୍‌ ଦେଲା ଆରଆର

ଚେନ୍ନାଇ,୧୨।୪: ଆଇପିଏଲ ସିରିଜ ୧୬ର ୧୭ ତମ ମ୍ୟାଚ ବୁଧବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ରାଜସ୍ଥାନ ରୟାଲର୍ସ (ଆରଆର) ମଧ୍ୟରେ ଖେଳାଯାଉଛି। ଧୋନିଙ୍କ ନେତୃତ୍ୱରେ ସିଏସକେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…

ଉଗାଣ୍ଡାରେ ଏନ୍‌ଏଫ୍‌ଏସ୍‌ୟୁର କ୍ୟାମ୍ପସ୍‌ ଉଦ୍‌ଘାଟନ କଲେ ଜୟଶଙ୍କର

କାମ୍ପ୍‌ଲା,୧୨ା୪: ନ୍ୟାଶନାଲ ଫରେନ୍‌ସିକ୍‌ ସାଇନ୍ସ ୟୁନିଭର୍ସିଟି (ଏନ୍‌ଏଫ୍‌ଏସ୍‌ୟୁ) ହେଉଛି ବିଶ୍ୱର ପ୍ରଥମ ତଥା ଏକମାତ୍ର ଫରେନ୍‌ସିକ୍‌ ସାଇନ୍ସ ୟୁନିଭର୍ସିଟି ଉଗାଣ୍ଡାରେ ଏହାର ପ୍ରଥମ କ୍ୟାମ୍ପସ ସ୍ଥାପନ କରି ଭାରତ ଇତିହାସ ସୃଷ୍ଟି କରିଛି। ଯାହା ଅଧୀନରେ ଏନ୍‌ଏଫ୍‌ଏସ୍‌ୟୁ ଭାରତର ପ୍ରଥମ ଏବଂ…

୧୮ରେ ନାମାଙ୍କନପତ୍ର ଦାଖଲ କରିବେ ଦୀପାଳି

ଝାରସୁଗୁଡ଼ା ଅଫିସ,୧୨ା୪: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ। ଏନେଇ ବିଜେଡି ଉପନିର୍ବାଚନ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୧୫ରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ…

ଟସ୍‌ ଜିତି ବୋଲିଂ ନେଲା ସିଏସକେ

ଚେନ୍ନାଇ,୧୨।୪: ଆଇପିଏଲ ସିରିଜ ୧୬ର ୧୭ତମ ମ୍ୟାଚ ବୁଧବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ରାଜସ୍ଥାନ ରୟାଲର୍ସ (ଆରଆର) ମଧ୍ୟରେ ଖେଳାଯାଉଛି। ତେବେ ମ୍ୟାଚରେ ସିଏସକେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା…

ଧନୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୩ୟ ସ୍ଥାନରେ ନବୀନ, ସମ୍ପତ୍ତିର ମୂଲ୍ୟ ଏତିକି କୋଟି

ଭୁବନେଶ୍ୱର,୧୨ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଡିଆର୍‌ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ଏବଂ କିଏ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଆଉ କେଉଁ ମୁଖ୍ୟମନ୍ତ୍ରୀଙ୍କ…

ଧନୀ ମୁଖ୍ୟମନ୍ତ୍ରୀଙ୍କ ଶୀର୍ଷ ତାଲିକାରେ ରହିଛି ଜଗମୋହନ ରେଡ୍ଡୀଙ୍କ ନାଁ, ସମ୍ପତ୍ତିର ମୂଲ୍ୟ…

ହାଇଦ୍ରାବାଦ,୧୨ା୪: : ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଡିଆର୍‌ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ଏବଂ କିଏ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଆଉ…

ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ମମତା

କୋଲକାତା,୧୨ା୪: ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଡିଆର୍‌ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ଏବଂ କିଏ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଆଉ କେଉଁ…

ଲାଲୁଙ୍କ ଆଉ ଜଣେ ଝିଅଙ୍କୁ ଇଡିର ପଚରାଉଚରା

ନୂଆଦିଲ୍ଲୀ,୧୨ା୪: ଚାକିରି ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ପିଛା ଛାଡୁନି ସମସ୍ୟା। ସୂଚନାନୁଯାୟୀ, ଲାଲୁଙ୍କ ଆଉ ଜଣେ ଝିଅ ମଧ୍ୟ ଇଡି ନଜରକୁ ଆସିଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ପଚରାଉଚରା କରିବା…

ଆଗାମୀ ୧୦-୧୨ ଦିନ ମଧ୍ୟରେ ବଢିପାରେ କରୋନା ସଂକ୍ରମଣ, ହେଲେ…

ନୂଆଦିଲ୍ଲୀ,୧୨।୪: ଦେଶରେ କରୋନା ସଂକ୍ରମଣ ଏଣ୍ଡେମିକ ଷ୍ଟେଜ ଆଡକୁ ଗତି କରୁଛି। ଆସନ୍ତା ୧୦-୧୨ ଦିନ ମଧ୍ୟରେ ଏହି ମାମଲା ବଢିପାରେ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ଏଣ୍ଡେମିକର ଅର୍ଥ ହେଉଛି ସଂକ୍ରମଣ ଏବେ ଆମରି ଭିତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri