କର୍ନାଟକରେ ପୁଣି ସରକାର ଗଢିବ ଭାଜପା: ଶାହା
ନୂଆଦିଲ୍ଲୀ,୧୭।୪: କର୍ନାଟକରେ ପୁଣିଥରେ ଭାଜପା ସରକାର ଗଢିବ। ଦକ୍ଷିଣ ଗୋଆରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଏଭଳି କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଶାହା କହିଛନ୍ତି, ଓଡିଶା ଏବଂ ତେଲଙ୍ଗାନାର ଲୋକେ ଭାଜପା ସପକ୍ଷରେ ଅଛନ୍ତି। ଏହା…
ମଦମୃତ୍ୟୁ ମାମଲା: ସହାୟତା ଘୋଷଣା କଲେ ନୀତୀଶ
ପାଟନା, ୧୭।୪: ବିହାରରେ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇ ଦେବାକୁ ଷୋଷଣା କରାଯାଇଛି ା ଏପରିକି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସିଏମ୍…
ସୁପ୍ରିମକୋର୍ଟରେ ପହଞ୍ଚିଲା ଅତିିକ,ଅଶ୍ରଫ୍ ହତ୍ୟା ମାମଲା
ନୂଆ ଦିଲ୍ଲୀ,୧୭।୪: ପୋଲିସ ହେପାଜତରେ ହତ୍ୟା କରାଯାଇଥିବା ମାଫିଆ ଅତିିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ୍ଙ୍କ ହତ୍ୟା ମାମଲା ସୋମବାର ସୁପ୍ରିମକୋର୍ଟରେ ପହଞ୍ଚିଛି। ହତ୍ୟା ଘଟଣାର ତଦନ୍ତ ନେଇ ସର୍ବୋଚ୍ଚ ଅଦାଲତରେ ଏକ ପିଟିସନ ଦାଖଲ ହୋଇଛି। ଦାଖଲ ହୋଇଥିବା…
ଏପ୍ରିଲ ୨୯ ଯାଏ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି
ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ପୁଣି ବୃଦ୍ଧି କରାଯାଇଛି। ସିବିଆଇ ମାମଲାରେ ସୋମବାର ରୌଜ ଏଭିନ୍ୟୁ କୋର୍ଟ ଶୁଣାଣି କରି ଏପ୍ରିଲ ୨୭ ଏବଂ…
ବିଜୁବାବୁଙ୍କୁ ମନେ ପକାଇଲେ ନବୀନ
ଭୁବନେଶ୍ୱର,୧୭ା୪(ବ୍ୟୁରୋ): ମହାନ ଜନନାୟକ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କର ଅର୍ଥାତ୍ ସୋମବାର ହେଉଛି ତିରୋଧାନ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ମହାନ ଜନନାୟକ,…
ନିଜକୁ ବଳି ଦେଲେ ସ୍ତ୍ରୀ-ସ୍ବାମୀ: କଟାମୁଣ୍ଡ ଯଜ୍ଞବେଦୀରେ ପଡ଼ିଲା…
ରାଜକୋଟ,୧୭।୪ : ଗୁଜରାଟର ରାଜକୋଟରୁ ଏକ ହୃଦୟ ବିଦାରକ ଖବର ଆସିଛି। ଭିଞ୍ଛିଆ ଗ୍ରାମରେ ଜଣେ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ନିଜ ଚାଷ ଜମିରେ ଗିଲୋଟିନ ସାହାଯ୍ୟରେ ମୁଣ୍ଡ କାଟି ନିଜକୁ ବଳି ଦେଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ବୟସ…
ଚାଇନା ସମରାଭ୍ୟାସ ଶେଷ ପରେ ଆମେରିକା ପଠାଇଲା ଯୁଦ୍ଧପୋତ…
ଓ୍ବାଶିଂଟନ,୧୭।୪ : ତାଇୱାନକୁ ନେଇ ଉତ୍ତେଜନା ବୃଦ୍ଧି ପାଉଛି। ଚାଇନାର ସମରାଭ୍ୟାସ ପରେ ବର୍ତ୍ତମାନ ଆମେରିକା ତାର ଯୁଦ୍ଧ ପୋତ ମିଲିୟସକୁ ତାଇୱାନ ଷ୍ଟ୍ରାଇଟକୁ ପଠାଇଛି। ଏଭଳି ପରିସ୍ଥିତିରେ ଚାଇନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଚାଇନା…
ସ୍ବଦେଶ ଫେରିବେ ନଓ୍ବାଜ…
ଇସଲାମାବାଦ,୧୭।୪ : ନୱାଜ ସରିଫଙ୍କ ପାକିସ୍ତାନକୁ ଫେରିବା ନେଇ ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ମାତ୍ରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ…
ଶାହା ବଡ଼ ପଦବୀ ଦେବାର ପ୍ରତିଶ୍ରୁତି ଦେଇଥିଲେ, ଶେଟାର କଂଗ୍ରେସରେ ଯୋଗଦେବା ନେଇ କହିଲେ ବୋମ୍ମାଇ…
ବେଙ୍ଗାଲୁରୁ,୧୭।୪ : କର୍ନାଟକ ବିଧାନସଭା ର୍ନିବାଚନ ପୂର୍ବରୁ ହୁବଲି-ଧରୱାଡ ସେଣ୍ଟ୍ରାଲର ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟାର ରବିବାର ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏନେଇ ତାଙ୍କ ନିଷ୍ପତ୍ତି ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ…
ଦିଲ୍ଲୀ ସରକାରଙ୍କୁ ଅସ୍ଥିର କରିବା ପାଇଁ ଭାଜପା କରିଛି ଷଡ଼ଯନ୍ତ୍ର…
ମୁମ୍ବାଇ,୧୭।୪ : ସୋମବାର ଦିଲ୍ଲୀ ବିଧାନସଭାର ଏକ ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଏକ୍ସାଇଜ ନୀତି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା କରାଯିବାର ଗୋଟିଏ ଦିନ ପରେ ଏହି ସ୍ବତନ୍ତ୍ର ଅଧିବେଶନକୁ ଡକାଯାଇଛି। ଏହି ଅଧିବେଶନ ଆରମ୍ଭରେ, ଏଏପି…
ଶାହରୁଖଙ୍କ ଉପରେ ଲାଗିଲା ୟୁଏପିଏ ଆକ୍ଟ
ନୂଆଦିଲ୍ଲୀ, ୧୭।୪, କେରଳର କୋଝିକୋଡ୍ରେ ଟ୍ରେନ୍ରେ ନିଆଁ ଲଗାଇବା ଘଟଣାରେ ଦୋଷୀ ଶାହରୁଖ ସୈଫ୍ଙ୍କ ଉପରେ ୟୁଏପିଏ ଆକ୍ଟ ଲଗାଯାଇଛି। ତାଙ୍କୁ ପୋଲିସ ମହାରାଷ୍ଟ୍ରରୁ ଗିରଫ କରିଛି । ସୂଚନାଥାଉ କି, ଏପ୍ରିଲ ୨ ରାତିରେ କୋଝିକୋଡ୍ ଜିଲାର ଏଲାଥୁର ରେଳ…
ଅଭିଷେକ ବାନାର୍ଜୀଙ୍କୁ ଇଡ଼ି-ସିବିଆଇ ପଚରାଉଚରା ଉପରେ ରୋକ ଲଗାଇଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୭।୪ : ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ କୋଲକାତା ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଛନ୍ତି। ଯେଉଁଥିରେ ଅନୁସନ୍ଧାନକାରୀ ସଂସ୍ଥା ଇଡ଼ି-ସିବିଆଇ ଦ୍ୱାରା ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ…
Archives


