୨୦୨୪ ନିର୍ବାଚନରେ ଭାଜପା ୩୫୦ରୁ ଅଧିକ ଆସନ ଜିତିବ: ଚୌବେ…
ମୁମ୍ବାଇ,୧୭।୪ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଦାବି କରିଛନ୍ତି ଯେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ। ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ୩୫୦ରୁ ଅଧିକ ଲୋକସଭା ଆସନ ଜିତିବ। ଏହା ସହିତ ସେ ଝାଡଖଣ୍ଡ ସରକାରଙ୍କୁ…
ଆଇପିଏଲର ୨୪ ତମ ମ୍ୟାଚ: ବେଙ୍ଗାଲୁରୁରେ ସିଏସକେ-ଆରସିବି ଲଢ଼େଇ…
ବେଙ୍ଗାଲୁରୁ,୧୭।୪ : ସୋମବାର ଆଇପିଏଲ ୨୦୨୩ର ସଜିନ ୧୬ର ୨୪ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ମହେନ୍ଦ୍ର ସିଂ ଧୋନି ଗୋଟିଏ…
କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ, ୧୭।୪, କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କର ହତ୍ୟା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୋଡରେ ଦେଖାଦେଇଛନ୍ତି। ସେ ରାଜ୍ୟର ନୂଆ ୨୫କୁଖ୍ୟାତ ମାଫିଆଙ୍କ ତାଲିକା ପ୍ରକାଶ କରିଛନ୍ତି। ତାଲିକାରେ ଅଛନ୍ତି ଭଦେହିର…
ସହରୀ ଆଭିଜାତ୍ୟ ବର୍ଗଙ୍କର ଚିନ୍ତାଧାରା ସମଗ୍ର ସମାଜ ଉପରେ ଲଦିବା ଉଚିତ ନୁହେଁ: ସମଲିଙ୍ଗୀ ବିବାହ ନେଇ କହିଲେ ସରକାର…
ନୂଆଦିଲ୍ଲୀ,୧୭।୪ : ସମଲିଙ୍ଗୀ ବିବାହ ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ନୂତନ ଆବେଦନ କରିଛନ୍ତି। ଏହି ଆବେଦନରେ ସମଲିଙ୍ଗୀ ବିବାହକୁ ଆଇନଗତ କରିବା ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବିଚାର ଉପରେ କେନ୍ଦ୍ର ସରକାର ପ୍ରଶ୍ନ କରିଛନ୍ତି। କେନ୍ଦ୍ର କହିଛି…
କରୋନା ପରେ ପିଲାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବୟସ୍କଙ୍କ ତୁଳନାରେ ୨ ଗୁଣା ଅଧିକ ଆଣ୍ଟିବଡି: ରିପୋର୍ଟ…
ନୂଆଦିଲ୍ଲୀ,୧୭।୪ : ପ୍ରଥମ ଥର ପାଇଁ କରୋନା ସମ୍ବନ୍ଧରେ ଶିଶୁ ଏବଂ ବୟସ୍କଙ୍କ ମଧ୍ୟରେ ଏକ ତୁଳନାତ୍ମକ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି। ଏହା ଅନୁଯାୟୀ, କରୋନା ପରେ ପିଲାମାନଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଦୁଇଗୁଣା ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି।…
ମସଜିଦ୍ରେ କୱାଲି ଶୁଣୁଛନ୍ତି ହନୁମାନ ଚାଳିଶା ପାଠ କରୁଥିବା ଲୋକେ: ଉଦ୍ଧବ…
ମୁମ୍ବାଇ,୧୭।୪ : ଉଦ୍ଧବ ଠାକରେ ପୁଣି ଥରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଥର ମୋର ଅଭିଯୋଗ ହେଉଛି ଯେ ମୁଁ କଂଗ୍ରେସ ସହିତ ଯାଇ ହିନ୍ଦୁତ୍ୱ ଛାଡିଥିଲି, କଂଗ୍ରେସରେ ହିନ୍ଦୁ ନାହାଁନ୍ତି କି? ଭାଜପା-ଆରଏସଏସର…
ପୁଣି କରୋନା ଆତଙ୍କ: ୬୦ ହଜାର ଟପିଲା ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୧୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…
ଭାଜପାକୁ ଝଟକା: କଂଗ୍ରେସ ଶିବିରରେ ଜଗଦୀଶ ଶେଟାର..
ବେଙ୍ଗାଲୁରୁ,୧୭।୪ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ଶେଟାର ରବିବାର ଭାଜପାରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଆଲୋଚନା ହେଉଥିଲା ଯେ ଶେଟାର କଂଗ୍ରେସରେ…
ଶାହାଙ୍କ ସଭାରେ ୧୧ ମୃତ: କିଏ କରିବ ଏହାର ଯାଞ୍ଚ କହିଲେ ବିରୋଧୀ…
ମୁମ୍ବାଇ,୧୭।୪ : ରବିବାର ନଭି ମୁମ୍ବାଇର ଖାରଘର ଅଞ୍ଚଳରେ ଏକ ଖୋଲା ପଡ଼ିଆରେ ଆୟୋଜିତ ହୋଇଥିବା ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ ଉତ୍ସବରେ ସୂର୍ଯ୍ୟକିରଣ ଏବଂ ପ୍ରବଳ ଉତ୍ତାପ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ପ୍ରସଙ୍ଗରେ ଏବେ ବିରୋଧୀ…
ଦେଶରେ କରାଯାଉ ଜାତି ଭିତ୍ତିକ ଜନଗଣନା: ମୋଦିଙ୍କୁ ଚିଠି ଲେଖିଲେ ମଲ୍ଲକାର୍ଜୁନ…
ନୂଆଦିଲ୍ଲୀ,୧୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ ସ୍ବତନ୍ତ୍ର ଦାବି କରିଛନ୍ତି। ସେ ସାରା ଦେଶରେ ଜାତି ଭିତ୍ତିକ ଜନଗଣନା କରିବା ପାଇଁ ଦାବି କରିଛନ୍ତି। ଖାର୍ଗେ ପ୍ରଧାନମନ୍ତ୍ରୀ ଙ୍କୁ ଏକ ଚିଠି…
ସୂର୍ଯ୍ୟରୁ ନିର୍ଗତ ହେଲା ବିପଜ୍ଜନକ ପ୍ଲାଜମା: ସୃଷ୍ଟି ହେଲା ୬୦ ହଜାର ମାଇଲ ଲମ୍ବ ପ୍ରାଚୀର, ରହିଯିବ ୮ ପୃଥିବୀ…
ଓ୍ବାଶିଂଟନ,୧୭।୪ : କିଛି ଦିନ ତଳେ ସୂର୍ଯ୍ୟରେ ବିସ୍ଫୋରଣ ହେବା ପରେ ପୃଥିବୀଠାରୁ ୨୦ ଗୁଣା ଏକ ବଡ ଅଂଶ କୋଟି କୋଟି ମାଇଲ ବେଗରେ ବାହାରିଥିଲା । ବର୍ତ୍ତମାନ ସୂର୍ଯ୍ୟ ପୃଷ୍ଠରୁ ଏକ ବିଶାଳ ପ୍ଲାଜମା ବାହାରିଛି, ଯାହା ଜଳପ୍ରପାତ…
ବଢ଼ିଲା ଉତ୍ତେଜନା: ଉତ୍ତର କୋରିଆରକୁ ଜବାବ ଦେବାକୁ ଦକ୍ଷିଣ କୋରିଆ-ଜାପାନ-ଆମେରିକାର ସମରାଭ୍ୟାସ…
ଓ୍ବାଶିଂଟନ,୧୭।୪ : ଉତ୍ତର କୋରିଆ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିବା ସହିତ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନ ଉତ୍ତର କୋରିଆକୁ ଜବାବ ଦେବା ପାଇଁ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା…
Archives


