ଭାରତ ସହିତ ମୁକ୍ତ ବାଣିଜ୍ୟ କରିବାକୁ ରୁଷିଆ ଆଗ୍ରହୀ: ଜୟଶଙ୍କରଙ୍କୁ ଭେଟିଲେ ମଣ୍ଟୁରୋଭ…
ନୂଆଦିଲ୍ଲୀ,୧୮।୪ : ମଙ୍ଗଳବାର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦିଲ୍ଲୀରେ ରୁଷିଆର ଉପପ୍ରଧାନମନ୍ତ୍ରୀ ଡେନିସ ମଣ୍ଟୁରୋଭଙ୍କୁ ଭେଟିଛନ୍ତି। ଭାରତ ସହିତ ମୁକ୍ତ ବାଣିଜ୍ୟ କରିବାକୁ ରୁଷିଆ ଆଗ୍ରହୀ ବୋଲି ସେ କହିଛନ୍ତି। ମଣ୍ଟୁରୋଭ ରୁଷିଆର ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ଭାବେ…
ଚାଇନାକୁ ଭାରତର କଡ଼ା ଜବାବ, ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ବୌଦ୍ଧ ନେତାଙ୍କ ବୈଠକ…
ତଓ୍ବାଙ୍ଗ,୧୮।୪ : କିଛି ଦିନ ତଳେ ଚାଇନା ଅରୁଣାଚଳ ପ୍ରଦେଶର ୧୧ଟି ଅଞ୍ଚଳର ନାମକରଣ କରିବାର ପ୍ରୟାସ କରିଥିଲା। ଏବେ ଭାରତ ଏହାର କଡ଼ା ଜବାବ ଦେଇଛି। ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଭାରତ ସରକାରଙ୍କ ପକ୍ଷରୁ ବୌଦ୍ଧ ନେତାଙ୍କର ଏକ ରାଷ୍ଟ୍ରୀୟ…
ଝାରସୁଗୁଡ଼ା ଉପନିର୍ବାଚନ: ନାମାଙ୍କନ ଦାଖଲ କଲେ ଦୀପାଳି
ଝାରସୁଗୁଡ଼ା,୧୮।୪ : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଦୀପାଳି ସମର୍ଥକମାନଙ୍କ ସହିତ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି। ଏହି ଅବସରରେ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ…
ଅତିକଙ୍କ ମୃତ୍ୟୁ ପୂର୍ବରୁ ଲେଖିଥିବା ଚିଠି: ବନ୍ଦ ଲଫାପାରେ ପଠାଯାଉଛି ସିଜେଆଇ-ଯୋଗୀଙ୍କ ପାଖକୁ…
ଲକ୍ଷ୍ନୌ,୧୮।୪ : ମାଫିଆ ଅତିକ ଅହମ୍ମଦଙ୍କ ମୃତ୍ୟୁ ପୂର୍ବର ଚିଠିକୁ ଏକ ବନ୍ଦ ଲଫାପାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଔ୍ବାଇ. ଚନ୍ଦ୍ରଚୂଡ଼ ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନିକଟକୁ ପଠାଯାଉଛି। ଅତିକ ଅହମ୍ମଦଙ୍କ ଓକିଲ ବିଜୟ ମିଶ୍ର ଏହା…
ଏନସିପିରେ ଅଛି ଆଉ ରହିବି ମଧ୍ୟ: ଅଜିତ ପାଓ୍ବାର…
ମୁମ୍ବାଇ,୧୮।୪ : ଏନସିପି ନେତା ଅଜିତ ପାୱାର ଭାଜପାରେ ଯୋଗଦେବା ନେଇ ଗୁଜବ ଉପରେ ନିଜର ନୀରବତା ଭାଙ୍ଗିଛନ୍ତି। ଅଜିତ ପାୱାର କହିଛନ୍ତି ମୁଁ ଏନସିପି ସହିତ ଅଛି ଏବଂ ଏନସିପି ସହିତ ରହିବି। ମୋର ଏନସିପି ଛାଡିବା ଏକ ମିଥ୍ୟା…
ସକ୍ରିୟ ମାମଲା ୬୧ ହଜାର ଟପିଲା…
ନୂଆଦିଲ୍ଲୀ, ୧୮।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…
ସମଲିଙ୍ଗୀ ବିବାହ ମାମଲା ଶୁଣାଣି ଆରମ୍ଭ: ସମାଜରେ ସ୍ବୀକୃତି ମିଳିଛି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୮।୪: ସମଲିଙ୍ଗୀ ବିବାହର ଆଇନଗତ ସ୍ବୀକୃତି ଦାବିର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏହି ବେଞ୍ଚ ଆବେଦନଗୁଡ଼ିକର ଶୁଣାଣି କରୁଛି। ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି…
କୋର୍ଟଙ୍କ ରାୟ ପୂର୍ବରୁ ପ୍ରତିକ୍ରିୟା
ନୂଆଦିଲ୍ଲୀ, ୧୮।୪: ମଙ୍ଗଳବାର ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ ଉପରେ ଶୁଣାଣି ଆରମ୍ଭ ହେବ। ସର୍ବୋଚ୍ଚ ଅଦାଲତର ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବେ। ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି ଏବଂ…
ସୁଦାନରେ ସେନା-ଅର୍ଦ୍ଧସାମରିକ ବଳଙ୍କ ମଧ୍ୟରେ ସଂଘର୍ଷରେ ଏବେ ପର୍ଯ୍ୟନ୍ତ ୧୦୮ ଜଣଙ୍କ ମୃତ୍ୟୁ, ଭାରତ ପୁଣି ଜାରିକଲା ଚେତାବନୀ
ନୂଆଦିଲ୍ଲୀ,୧୮।୪: ସୁଦାନ ଉପରେ ନିୟନ୍ତ୍ରଣକୁ ନେଇ ଦେଶର ସେନା ତଥା ଏକ ଶନ୍ତିଶାଳୀ ଅର୍ଦ୍ଧସାମରିକ ବଳଙ୍କ ମଧ୍ୟରେ ସୋମବାର ଲଗାତାର ତୃତୀୟ ଦିନରେ ବି ସଂଘର୍ଷ ଜାରି ରହିଥିଲା। ଏହି ସଂଘର୍ଷରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୦୮ ଜଣଙ୍କ ମତ୍ୟୁ ହେଲାଣି।…
ଅତିକ୍- ଅଶ୍ରଫ୍ ହତ୍ୟା ମାମଲା: ଏପ୍ରିଲ ୨୪ରେ ଶୁଣାଣି
ନୂଆଦିଲ୍ଲୀ,୧୮।୪: ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ- ଅଶ୍ରଫ୍ ଅହମ୍ମଦଙ୍କ ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନର ଶୁଣାଣି ଏପ୍ରିଲ ୨୪ରେ ହେବ ବୋଲି ଜଣାପଡିଛି। ଆବେଦନକାରୀ ବିଶାଲ ତିୱାରୀ ସୁପ୍ରିମକୋର୍ଟଙ୍କୁ…
ଭାଜପାରେ ଯୋଗ ଦେବେ ଅଜିତ ପାଓ୍ବାର!
ମୁମ୍ବାଇ,୧୮।୪: ମହାରାଷ୍ଟ୍ର ରାଜନୀତିରେ ପୁଣି ଉଷ୍ମତା ଦେଖାଦେଇଛି। ଶୁଣିବାକୁ ମିଳୁଛି କି ଅଜିତ ପାଓ୍ବାର ଭାରତୀୟ ଜନତା ପାର୍ଟି(ଭାଜପା) ସହ ଯାଇ ପାରନ୍ତି। ଅଜିତଙ୍କ ସହ ୧୧-୧୨ ବିଧାୟକ ରହିଛନ୍ତି। ଅଜିତଙ୍କୁ ନେଇ ଅନୁମାନ କରାଯାଉଛି କି ମହାରାଷ୍ଟ୍ର ରାଜନୀତିରେ ବଡ…
ସମଲିଙ୍ଗୀ ବିବାହ ମାମଲା: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି
ନୂଆଦିଲ୍ଲୀ,୧୮।୪: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପ୍ରଦାନ ଉପରେ ମଙ୍ଗଳବାର ୫ ଜଣିଆ ଖଣ୍ଡପୀଠରେ ଶୁଣାଣି ହେବ। ତେବେ ସୁପ୍ରିମକୋର୍ଟର ଶୁଣାଣିକୁ ନେଇ କେନ୍ଦ୍ର ବିରୋଧ କରି କହିଛି ଯେ, କୋର୍ଟଙ୍କୁ ଏହା ଉପରେ ଶୁଣାଣି କରିବା ଉଚିତ୍ ନୁହେଁ। ଏଥିସହ…
Archives


