Home Middle

କୋହଲିଙ୍କ ଜବରଦସ୍ତ ଶତକ: ଭାରତ ୫୭୧ ରନ୍‌ରେ ଅଲଆଉଟ୍‌

ଅହମ୍ମଦାବାଦ୍‌,୧୨।୩: ଭାରତର ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ଜବରଦସ୍ତ ଶତକ ହାସଲ କରିଛନ୍ତି। ତାଙ୍କ ଶତକ ଆଧରରେ ଭାରତ ପ୍ରଥମ ଇନିଂସରେ ୫୭୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଏହା ସହ ଟିମ ଇଣ୍ଡିଆ ୯୧ ରନର…

କବକ ସଂକ୍ରମଣରୁ ସୁରକ୍ଷିତ କୁମ୍ଭୀର: ଡିଫେନସିନ୍ସ ପ୍ରୋଟିନରୁ ମଣିଷ ପାଇଁ ବିକଶିତ ହେବ ଔଷଧ…

ମେଲବୋର୍ନ,୧୨।୩ : ବିଭିନ୍ନ ପ୍ରଜାତିର କୁମ୍ଭୀର ପୃଥିବୀରେ ଲକ୍ଷ ଲକ୍ଷ ବର୍ଷ ଧରି ବାସ କରିଆସୁଛନ୍ତି ଏବଂ ଏହି ଯାତ୍ରାରେ ସେମାନେ ଏକ ବିଶେଷ ଉପାୟରେ ରୋଗ ପ୍ରତିରୋଧକ ବିକଶିତ କରିଛନ୍ତି। ଏହା ସେମାନଙ୍କୁ ଜଳାଶୟ ଏବଂ ଅନ୍ୟାନ୍ୟ ଜଳରେ ବାସ…

ସୁନାରେ ଭର୍ତ୍ତି ଏହି ପାହାଡ଼, ପ୍ରତିବନ୍ଧକ ଲଗାଇଲେ ସରକାର

ଓ୍ବାଶିଂଟନ,୧୨ା୩: ଆମେରିକାର ଆରିଜୋନାରେ ଅବସ୍ଥିତ ସୁପରଷ୍ଟେଶନ ପାହାଡ଼ରେ ପ୍ରାଣଘାତକ ସୁନା ଖଣିର ରହସ୍ୟ ଆଜିପର୍ଯ୍ୟନ୍ତ କେହି ଜାଣିପାରୁନାହାନ୍ତି। ଏହି ଖଣିକୁ ସୁନା ଖୋଜିବାକୁ ଆସି ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଅନେକ ଥର କୁହାଯାଇଛି, କିଛିଦିନ ପରେ ଏହି ପାହାଡ଼କୁ…

୨୦୫୦ ସୁଦ୍ଧା ଦେଶର ଅଧା ଜନସଂଖ୍ୟା ସେନାବାହିନୀରେ ଭର୍ତ୍ତି ପାଇଁ ହେବେ ଅଯୋଗ୍ୟ: ଏମ୍ସ ରିପୋର୍ଟ…

ନୂଆଦିଲ୍ଲୀ,୧୨।୩ : ଦିଲ୍ଲୀ ଏମ୍ସର ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଏହା ଅନୁଯାୟୀ, କରୋନା ମହାମାରୀ ପରେ ପିଲାମାନଙ୍କର ନିକଟ ଦେଖିବା ଶକ୍ତି ଦୁର୍ବଳ ହୋଇଯାଇଛି। ଅର୍ଥାତ ମାୟୋପିୟା ସମସ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି। କରୋନା ମହାମାରୀ ସମୟରେ…

ପୁଣି ଲକଡାଉନ ନେଇ ଆତଙ୍କିତ ଲୋକେ: ସିୟାନ ସହରରେ ଉତ୍ତେଜନା ପ୍ରକାଶ…

ବେଜିଂ,୧୨।୩ : ଚାଇନାର ଏକ ସହରରେ ଲକଡାଉନ ଘୋଷଣା ନେଇ ଚର୍ଚ୍ଚା ହେଉଛି। ଏନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୋସିଆଲ ମିଡିଆରେ ଏସମ୍ପର୍କରେ ବିଭିନ୍ନ ମନ୍ତବ୍ୟ ପ୍ରଦାନ କରାଯାଉଛି। ଇନଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଇବା ପରେ ଚାଇନାର ଶାନସି ପ୍ରଦେଶର ସିୟାନ…

ରାଷ୍ଟ୍ରପତି ଭାବେ ଆସନ୍ତାକାଲି ଶପଥ ନେବେ ରାମଚନ୍ଦ୍ର

କାଠମାଣ୍ଡୁ,୧୨ା୩: ନେପାଳ କଂଗ୍ରେସର ରାମଚନ୍ଦ୍ର ପୌଡେଲ ୯ ମାର୍ଚ୍ଚରେ ଦେଶର ତୃତୀୟ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ଆସନ୍ତାକାଲି ଅର୍ଥାତ୍‌ ୧୩ରେ ସେ ରାଷ୍ଟ୍ରପତିଙ୍କ ବାସଭବନରେ ଏକ ସମାରୋହରେ ଶପଥ ଗ୍ରହଣ କରିବେ। ବର୍ତ୍ତମାନର ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କ କାର୍ଯ୍ୟକାଳ ମାର୍ଚ୍ଚ…

ଗ୍ରାମାଞ୍ଚଳରେ ୬୭.୮ ପ୍ରତିଶତଙ୍କ ହାତରେ ମୋବାଇଲ: ଏନଏସଏସ ସର୍ଭେ ରିପୋର୍ଟ…

ନୂଆଦିଲ୍ଲୀ,୧୨।୩ : ଜାତୀୟ ନମୁନା ସର୍ଭେ (ଏନଏସଏସ) ର ୭୮ ତମ ରାଉଣ୍ଡର ମଲ୍ଟିପଲ ଇଣ୍ଡିକେଟ ସର୍ଭେ (ଏମଆଇଏସ) ଉପରେ ଆଧାରିତ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ କଥା ଉଲ୍ଲେଖ କରାଯାଇଛି। ଭଲ କଥା ହେଉଛି ବର୍ତ୍ତମାନ…

ସମଲିଙ୍ଗୀ ବିବାହକୁ ବିରୋଧ କଲେ କେନ୍ଦ୍ର ସରକାର: ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ…

ନୂଆଦିଲ୍ଲୀ,୧୨।୩ : କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ସମଲିଙ୍ଗୀ ବିବାହକୁ ବିରୋଧ କରିଛନ୍ତି। ସମଲିଙ୍ଗୀ ସମ୍ପର୍କ ସ୍ପଷ୍ଟ ଭିନ୍ନ ବର୍ଗ, ଯାହାକୁ ସମାନ ଭାବରେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ଏଥିରେ ଉଲ୍ଲେଖ କରିଛନ୍ତି।…

ପ୍ରତି ନିର୍ବାଚନରେ ଅଗ୍ନି ପରୀକ୍ଷା ଦେଇଥାନ୍ତି ନିର୍ବାଚନ ଆୟୋଗ…

ବେଙ୍ଗାଲୁରୁ,୧୨।୩ : ସାଧାରଣ ଲୋକେ ନିର୍ବାଚନ ଫଳାଫଳକୁ ବିଶ୍ୱାସ କରନ୍ତି, କିନ୍ତୁ ପ୍ରତ୍ୟେକ ନିର୍ବାଚନରେ ଭାରତର ନିର୍ବାଚନ ଆୟୋଗ ଅଗ୍ନିପରୀକ୍ଷା ଦେଇଥାନ୍ତି। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରିବା ପାଇଁ ଆୟୋଗଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥାଏ ବୋଲି ମୁଖ୍ୟ…

କଂଗ୍ରେସ ମୋ କବର ଖୋଳିବାରେ ବ୍ୟସ୍ତ, ମୁଁ ଏକ୍ସପ୍ରେସଓ୍ବେ ଲୋକାର୍ପଣରେ ବ୍ୟସ୍ତ: ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୧୨।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେକୁ ଲୋକାର୍ପିତ କରିଛନ୍ତି। ଏହି ଏକ୍ସପ୍ରେସୱେ ୧୧୮ କିଲୋମିଟର ଲମ୍ବ। ଏହାର ନିର୍ମାଣରେ ୮,୪୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି…

ଧୂଆଁରେ ଢାଙ୍କି ହୋଇଛି ସହର, ଚିନ୍ତାରେ ଲୋକେ

ବେଜିଂ,୧୨ା୩: ଆଜିକାଲି ଭାରତର ପଡ଼ୋଶୀ ଦେଶ ଚାଇନା ମଧ୍ୟ ପ୍ରଦୂଷଣର ସମ୍ମୁଖୀନ ହେଉଛି। ବାୟୁ ଏତେ ବିଷାକ୍ତ ଯେ, ୨୦୦ ମିଟର ଦୂରରୁ କିଛି ଦେଖାଯାଉନି। ଦିନରେ ଅନ୍ଧାର ମାଡ଼ି ଆସିବା ପରି ଦୃଶ୍ୟମାନ ହୋଇଛି। ବେଜିଂ ସହର ପ୍ରଦୂଷିତ ବାୟୁରେ…

ଭୟଙ୍କର ଅଗ୍ନିକାଣ୍ଡ, ୧୬ ମହଲା ପୋଡ଼ି ପାଉଁଶ

ଇସଲାମାବାଦ,୧୨ା୩: କରାଚିରେ ଶନିବାର ରାତିରେ ୧୬ ମହଲା ବିଶିଷ୍ଟ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଥିଲା। କରାଚିର ଶାହରାହ-ଏ-ଫୈସଲରେ ଥିବା ୧୬ ମହଲା ବିଶିଷ୍ଟ ପୋର୍ଟଓ୍ବେ ବାଣିଜ୍ୟ କେନ୍ଦ୍ର ଭବନରେ ଅଗ୍ନିକାଣ୍ଡ ଘଟିଛି। ଏହି ଭୟଙ୍କର ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ପ୍ରଥମେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri