Home Middle

ଆମେରିକାରେ ଚାକିରି କରିବାର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର

ଓ୍ବାଶିଂଟନ,୨୨।୪: ଆମେରିକା ଯାଇ ସେଠାରେ ଚାକିରି କରିବାର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଚଳିତ ବର୍ଷ ଭାରତୀୟଙ୍କୁ ୧୦ ଲକ୍ଷ ଭିଜା ଜାରି କରାଯାଇପାରେ। ଏମିତି କୁହାଯାଉଛି କି ଓ୍ବାର୍କ ଭିଜାକୁ ବି ପ୍ରାଥମିକତା ଦିଆଯିବ। ଦକ୍ଷିଣ…

ଭାରତ ଆସିବାକୁ ଉତ୍ସାହିତ ଅଛନ୍ତି ବାଇଡେନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସେପ୍ଟେମ୍ବରରେ ଭାରତ ଆସିବାକୁ ନେଇ ଉତ୍ସାହିତ ଅଛନ୍ତି। ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ତାଙ୍କ ପ୍ର୍ରଶାସନର ଜଣେ ବ୍ୟକ୍ତି କହିଛନ୍ତି କି ୨୦୨୪ ଭାରତ-ଆମେରିକା ସମ୍ପର୍କରେ ଏକ ବଡ ବର୍ଷ ହେବାକୁ ଯାଉଛି।…

‘ମନ କି ବାତ’ର ୧୦୦ ତମ ଏପିସୋଡରେ ଜାରି ହେବ ୧୦୦ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ,୨୨।୪: ‘ମନ କି ବାତ’ର ୧୦୦ତମ ଏପିସୋଡ ସମ୍ପୂର୍ଣ୍ଣ ହେବା ଅବସରରେ ୧୦୦ ଟଙ୍କିଆ ମୁଦ୍ରା ଜାରି କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ତମ ଏପିସୋଡ ଚଳିତ ମାସର ଶେଷ ରବିବାର ପ୍ରଚାରିତ…

ଦେଶରେ କରୋନା ଆତଙ୍କ, ୨୪ଘଣ୍ଟା ମଧ୍ୟରେ ୧୨ ,୧୯୩ଟି ନୂଆ ମାମଲା

ନୂଆଦିଲ୍ଲୀ, ୨୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ଭାରତରେ କରୋନାର ନୂଆ ମାମଲାଗୁଡ଼ିକର ଗ୍ରାଫ ଦିନକୁ ଦିନ ବଦଳୁଛି। ସଂକ୍ରମଣ ଦିନେ କମିଲେ ଦିନେ ବଢିବାରେ ଲାଗିଛି। ତେବେ ଶୁକ୍ରବାର ଦିନ କରୋନା ମାମଲା…

ଛଟେଇ ପରେ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ମୋଟା ଅଙ୍କର ଆୟ

କାଲିଫର୍ନିଆ,୨୨।୪: ଗୁଗଲ ଗୋଟିଏ ପଟେ କର୍ମଚାରୀଙ୍କୁ ଛଟେଇ କରୁଛି। ଅନ୍ୟପଟେ ଏହାର ସିଇଓ ଗତବର୍ଷ ପ୍ରାୟ ୧୯ ଅରବ ଟଙ୍କା ରୋଜଗାର କରିଥିଲେ। ଗୁଗଲର ସିଇଓ ମୂଳ ଭାରତୀୟ ୪୪ ବର୍ଷୀୟ ସୁନ୍ଦର ପିଚାଇଙ୍କୁ ୨୦୨୨ରେ ପ୍ରାୟ ୨୨୬ ମିଲିୟନ ଡଲାର…

ଅତ୍ୟନ୍ତ ଖରାପ, ମାରାତ୍ମକ, ମହଙ୍ଗା ଏବଂ ଗରମ ବର୍ଷ: ୨୦୨୨ର ପାଣିପାଗକୁ ନେଇ ଜାତିସଂଘ ଏଜେନ୍ସିର ଆକଳନ

ଜେନେଭା,୨୨।୪: ମିଳିତ ଜାତିସଂଘର ପାଣିପାଗ ବିଭାଗ-ବିଶ୍ୱ ପାଣିପାଗ ବିଭାଗ(ଡବ୍ଲୁଏମଓ) ୨୦୨୨ର ପାଣିପାଗକୁ ନେଇ ତା’ର ଆକଳନ ଜାରି କରିଛି। ଏଜେନ୍ସି କହିଛି ୨୦୨୨ ପାଣିପାଗ ଦୃଷ୍ଟିରୁ ଏତେ ଖରାପ ବର୍ଷ ଥିଲା ଯେ ଲାଗୁଥିଲା ଯେମିତି ଏହି କାରଣ ପାଇଁ ଲୋକେ…

ଅହମଦାବାଦରେ ଖେଳାଯିବ ଆଇପିଏଲ୍‌ ଫାଇନାଲ

ନୂଆଦିଲ୍ଲୀ, ୨୧ା୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କ୍ୱାଲିଫାୟର-୨ ଏବଂ ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯଥାକ୍ରମେ ମେ’ ୨୬ ଓ ୨୮ରେ ଖେଳାଯିବ। ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସୂଚନା ଦିଆଯାଇଛି।…

ଚେନ୍ନାଇର ଚତୁର୍ଥ ବିଜୟ

ଚେନ୍ନାଇ,୨୧।୪: ଡିଭନ୍‌ କନ୍‌ୱେଙ୍କ ଅପରାଜିତ ଦମ୍‌ଦାର ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୨୯ତମ ମ୍ୟାଚରେ ୭ ଉଇକେଟରେ ବିଜୟୀ ହୋଇଛି। ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୩୪ ରନ୍‌ କରିଥିବା…

ଚେନ୍ନାଇ ଆଗରେ ୧୩୫ ରନ୍‌ର ବିଜୟ ଟାର୍ଗେଟ୍‌

ଚେନ୍ନାଇ,୨୧।୪: ଚେନ୍ନାଇସ୍ଥିତ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୨୯ତମ ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଏଡେନ ମାରକ୍ରମଙ୍କ ନେତୃତ୍ୱାଧୀନ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦…

ଟସ୍‌ ଜିତିଲା ଚେନ୍ନାଇ

ଚେନ୍ନାଇ,୨୧।୪: ଚେନ୍ନାଇ ସ୍ଥିତ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଆଇପିଏଲ୍‌ର ୨୯ତମ ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଏଦେନ ମାରକ୍ରମଙ୍କ ନେତୃତ୍ୱଧୀନ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ…

ପୁଞ୍ଛ ଆତଙ୍କବାଦୀ ଆକ୍ରମଣରେ ରହିଛି ପାକିସ୍ତାନର କନେକ୍ସନ, ୬ ଅଟକ

ଜମ୍ମୁ,୨୧।୪: ଜମ୍ମୁ-କଶ୍ମୀରର ପୁଞ୍ଛରେ ଗୁରୁବାର ସେନା ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତଥିବା ଜଣାପଡିଛି। ଏହି ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣଙ୍କର ପାକିସ୍ତାନ ସହ ସମ୍ପର୍କ ଥିବା ଅନୁମାନ କରାଯାଇଛି। ଏହି ଆକ୍ରମଣ ପାଇଁ…

ଇସ୍ତଫା ଦେଲେ ବ୍ରିଟେନର ଉପ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୧।୪: ବ୍ରିଟେନର ଉପ ପ୍ରଧାନମନ୍ତ୍ରୀ ଡୋମିନିକ ରାବ ଶୁକ୍ରବାର ଦିନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ସମସ୍ତଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗରେ ତାଙ୍କ ଉପରେ ତଦନ୍ତ ଚାଲିଛି। ଏହିି ପରିସ୍ଥିତିରେ ଡୋମିନିକ ଏକ ଚିଠି ଲେଖି ପ୍ରଧାନମନ୍ତ୍ରୀ ଋଷି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri