ମୋଦି ଡାକିଲେ ଉଚ୍ଚ ସ୍ତରୀୟ ବୈଠକ, ସୁଦାନରେ ଫସିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ହେଲା ସମିକ୍ଷା
ନୂଆଦିଲ୍ଲୀ,୨୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ଯୁଦ୍ଧ ପ୍ରଭାବିତ ସୁଦାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ସମିକ୍ଷା କରିବାକୁ ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସୁଦାନରେ…
ଗୋଧ୍ରା ଟ୍ରେନରେ ନିଆଁ ଲଗାଇବା ମାମଲା: ୮ ଦୋଷୀଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୧।୪: ଗୁଜରାଟ ଗୋଧ୍ରାରେ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇବା ମାମଲାରେ ସୁପ୍ରିମକୋର୍ଟ ୮ଜଣ ଦୋଷୀଙ୍କୁ ଜାମିନ ଦେଇଛନ୍ତି। ସବୁ ଦୋଷୀ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଏହାପୂର୍ବରୁ ସୁପ୍ରିମକୋର୍ଟ ଏହି ମାମଲାର ଦୋଷୀ ସାବ୍ୟସ୍ତ ହୋଇଥିବା କେତେକଙ୍କ ଜାମିନ ଆବେଦନକୁ ଖାରଜ କରି…
‘ଶହୀଦ ଯବାନଙ୍କ ପ୍ରତିଶୋଧ ନିଅ ମୋଦି ସରକାର’, ପୁଞ୍ଛ ଆକ୍ରମଣକୁ ନେଇ ରାଗିଲା ଶିବସେନା-ବିଲାଓ୍ବଲଙ୍କ ଭାରତ ଗସ୍ତକୁ ବିରୋଧ
ମୁମ୍ବାଇ,୨୧।୪: ଜମ୍ମୁ-କଶ୍ମୀରକୁ ଲାଗି ରହିଥିବା ପୁଞ୍ଛ ଜିଲାର ଭିମ୍ବର ଗଳି ଅଞ୍ଚଳରେ ଗୁରୁବାର ୨୦ ଏପ୍ରିଲରେ ଏକ ସେନା ଗାଡି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଫଳରେ ଏଥିରେ ୫ ଭାରତୀୟ ଶହୀଦ ହୋଇଯାଇଥିଲେ। ଏବେ ଏହାକୁ ନେଇ ଶିବସେନା(ଉଦ୍ଧବ ବାଲା…
‘ଏକ ଫଳପ୍ରଦ ଯାତ୍ରାକୁ ନେଇ ଆଗକୁ ବଢ଼ିବି’
ଗୁୟାନା,୨୧ା୪: ତିନି ଦିନିଆ ଗସ୍ତରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଶୁକ୍ରବାର ଗୁୟାନାରେ ପହଞ୍ଚିଛନ୍ତି। ଗୁୟାନାର ରାଜଧାନୀ ଜର୍ଜଟାଉନରେ ପହଞ୍ଚିବା ପରେ ଜୟଶଙ୍କରଙ୍କୁ ଗୁୟାନାର ବୈଦେଶିକ ମନ୍ତ୍ରୀ ହଗ୍ ଟଡ୍ ସ୍ବାଗତ କରିଥିଲେ। ଆଜିଠାରୁ ଏସ୍ ଜୟଶଙ୍କର ୪…
ପୁଣି ଥରେ ତାଇଓ୍ବାନକୁ ଚେତାବନୀ ଦେଲା ଚାଇନା
ବେଜିଂ,୨୧ା୪: ଚାଇନାର ବୈଦେଶିକ ମନ୍ତ୍ରୀ ଶୁକ୍ରବାର ପୁଣି ଥରେ ତାଇଓ୍ବାନକୁ ଧମକ ଦେଇଛନ୍ତି। ସେ କହିଛନ୍ତି, ବେଜିଂର ଦାବିକୁ ବିରୋଧ କରୁଥିବା ବ୍ୟକ୍ତି ନିଜ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି। ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ ବିଶ୍ୱ ଅର୍ଥନୀତିରେ ଚାଇନାର ଅବଦାନ…
ଆସନ୍ତା ସପ୍ତାହରେ ନିର୍ବାଚନ ଅଭିଯାନ ଘୋଷଣା କରିପାରନ୍ତି ଜୋ ବାଇଡେନ
ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ଟିମ ଆସନ୍ତା ସପ୍ତାହରେ ପୁଣିଥରେ ତାଙ୍କ ନିର୍ବାଚନ ଅଭିଯାନ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି। ‘ଦ ଓ୍ବାଶିଂଟନ ପୋଷ୍ଟ’ର ଖବର ଅନୁଯାୟୀ ରାଷ୍ଟ୍ରପତିଙ୍କ ସହଯୋଗୀ ଅଫିସିୟାଲି ତାଙ୍କ ଅଭିଯାନର ଆରମ୍ଭ ପାଇଁ…
ସାକେତ କୋର୍ଟ ଗୁଳିକାଣ୍ଡ ଘଟଣାରେ ଏଲଜିଙ୍କୁ ଘେରିଲା ଏଏପି
ନୂଆଦିଲ୍ଲୀ,୨୧।୪: ରାଜଧାନୀ ଦିଲ୍ଲୀର ସାକେତ କୋର୍ଟରେ ଗୁଳି ଚାଳନା ପରେ ଜଣେ ମହିଳା ଆହତ ହାଇଛନ୍ତି। ଏବେ ଏହି ଘଟଣାକୁ ନେଇ ଦିଲ୍ଲୀର ଆମ ଆଦମି ପାର୍ଟି(ଏଏପି) ସରକାର ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ଟାର୍ଗେଟ କରିଛନ୍ତି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ…
ଦେଶରେ କମ ହେଉଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ୧୧,୬୯୨ ନୂଆ ସଂକ୍ରମିତ
ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ଦୁଇ ଦିନରେ ସବୁଠାରୁ ଅଧିକ ଦେଖାଯାଇଥିଲା। ହେଲେ ଶୁକ୍ରବାର ଏହି ସଂଖ୍ୟା କମ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧୧ହଜାରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହେଲେ…
ଶହୀଦ ଯବାନ ଦେବାଶିଷଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ା୪(ବ୍ୟୁରୋ): ଜମ୍ମୁ ଓ କଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ଶହୀଦ ହୋଇଛନ୍ତି। ଏହି ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦେଶର ସୁରକ୍ଷାରେ ଦେବାଶିଷଙ୍କ…
ଘରୋଇ ପଡ଼ିଆରେ ହାଇଦ୍ରାବାଦକୁ ଭେଟିବ ଚେନ୍ନାଇ
ଚେନ୍ନାଇ,୨୧।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସେ୍କେ) ଚଳିତ ଆଇପିଏଲ୍ରେ ଶୁକ୍ରବାର ଏମ୍ଏ ଚିନାମ୍ବରମ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ(ଏସ୍ଆର୍ଏଚ୍) ବିପକ୍ଷରେ ଖେଳିବ। ନିକଟରେ ରାଜସ୍ଥାନ ରୟାଲ୍ସଠୁ କଡା ସଂଘର୍ଷ କରି ହାରିବା ପରେ ସିଏସେ୍କେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ହାଇଦ୍ରାବାଦ ବିପକ୍ଷରେ…
ଦିଲ୍ଲୀର ସାକେତ କୋର୍ଟରେ ଫୁଟିଲା ଗୁଳି ,ମହିଳା ଆହତ
ନୂଆଦିଲ୍ଲୀ,୨୧।୪: ରାଜଧାନୀ ଦିଲ୍ଲୀର କୋର୍ଟ ବି ଏବେ ସୁରକ୍ଷିତ ନୁହେଁ। ଶୁକ୍ରବାର ସକାଳେ ସାକେତ କୋର୍ଟରେ ଫୁଟିଛି ଗୁଳି। ସାକେତ କୋର୍ଟ ପରିସରରେ ଶୁକ୍ରବାର ସକାଳେ ଜଣେ ମହିଳାଙ୍କୁ ଗୁଳି କରାଯାଇଛି। ସାକ୍ଷୀ ଦେବାକୁ ମହିଳା କୋର୍ଟକୁ ଆସିଥିଲେ। ଏନଏସସି ଥାନା…
ତାତିରୁ ନିସ୍ତାର, ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୧ା୪(ବ୍ୟୁରୋ): ଶୁକ୍ରବାରଠାରୁ ରାଜ୍ୟରେ ପାରଦ ଖସିଛି। କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜଧାନୀରେ ଖରାର ପ୍ରକୋପ କମ୍ ରହିଛି। ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ…
Archives


