Home Middle

ଏସସିଓରେ ଭାରତ ଆତଙ୍କବାଦ କଥା ଉଠାଇବାରୁ ବିଲାଓ୍ବଲ କହିଲେ, କୁଟନୈତିକ ଲାଭ ପାଇଁ ଏହାକୁ ଅସ୍ତ୍ର କରା ନ ଯାଉ

ପଣଜି,୫।୫: ଗୋଆରେ ଚାଲିଥିବା ସାଂଘାଇ ସହଯୋଗ ସଙ୍ଗଠନ(ଏସସିଓ)ର ବହିର୍ବାପ୍ୟାର ମନ୍ତ୍ରୀଙ୍କ ବୈଠକରେ ଭାରତ ଆତଙ୍କବାଦ ଉପରେ କଡା ପ୍ରହାର କରିଛି। ଏହାରି ଭିତରେ ସିଧାସିଧା ଭାବେ କଥାଟି ପାକିସ୍ତାନର ବର୍ହିବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଜୁଟ୍ଟୋଙ୍କୁ ଯାଇ ଲାଗିଛି। ପାକିସ୍ତାନର ବର୍ହିବ୍ୟାପାର ମନ୍ତ୍ରୀ…

କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୫ା୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବେଲାରୀରେ ଭାଜପାର ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ବଜରଙ୍ଗ ଦଳ ଉପରେ ନିଷେଧାଦେଶ ପ୍ରସଙ୍ଗରେ ସେ ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି, ‘କଂଗ୍ରେସ…

‘ମୋର ବଜରଙ୍ଗ ବାଲି ବୟାନକୁ ନେଇ… କମ୍ପୁଛି କଂଗ୍ରେସର ପାଦ’: ମୋଦି

ନୂଆଦିଲ୍ଲୀ,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି କଂଗ୍ରେସର ପାଦ କମ୍ପୁଛି। ସେ କହିଛନ୍ତି, ମୋର ବଜରଙ୍ଗ ବାଲି ବୟାନକୁ ନେଇ କଂଗ୍ରେସକୁ ସମସ୍ୟା ହୋଇଛି। ନିଜ ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ ଆତଙ୍କବାଦ ସାମ୍ନାରେ ନଇଁ ପଡିଛି। ଭୋଟ ବ୍ୟାଙ୍କ…

ଦ୍ୱିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ପାଇବେ କେନ୍ଦୁପତ୍ର ହିତାଧିକାରୀ

ଭୁବନେଶ୍ୱର,୫ା୫(ବ୍ୟୁରୋ): କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ…

ଥରିଲା ଜାପାନ

ଟୋକିଓ,୫ା୫: ପଶ୍ଚିମ ଜାପାନର ଇଶିକାଓ୍ବାରେ ଶୁକ୍ରବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଥିଲା। ଅଧିକାରୀଙ୍କ କହିବାନୁସାରେ, ଭୂକମ୍ପ ପରେ ସୁନାମୀ ସମ୍ପର୍କରେ କୌଣସି ସୂଚନା ନାହିଁ। ଗତ ମାସରେ ମଧ୍ୟ ୬.୧ ତୀବ୍ରତାର ଏକ ଭୂକମ୍ପ…

ଶରଦ ପାଓ୍ବାରଙ୍କ ନିକଟରେ ହିଁ ରହିବ ପାଓ୍ବାର, ଏନସିପି ବୈଠକରେ ଦ୍ୱିତୀୟ ଥର ଅଧ୍ୟକ୍ଷ ହେବାର ପ୍ରସ୍ତାବ ପାସ!

ମୁମ୍ବାଇ,୫।୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ମୁଖ୍ୟ ଶରଦ ପାଓ୍ବାରଙ୍କ ପକ୍ଷରୁ ପଦରୁ ଇସ୍ତଫା ଦେବା ଘୋଷଣା ପରେ ମୁମ୍ବାଇରେ ଏନସିପି କୋର କମିଟିର ବୈଠକ ଚାଲିଛି। ଏହି ସମୟରେ ଏନସିପି ନେତା ପ୍ରଫୁଲ୍ଲ ପଟେଲ ନୂଆ ଅଧ୍ୟକ୍ଷ ନିର୍ବାଚନ ସମୟରେ ପୁଣିଥରେ…

‘ଯେ କୌଣସି ପରିସ୍ଥିତିରେ ଆତଙ୍କବାଦକୁ ରୋକିବାକୁ ପଡିବ’, ଏସସିଓ ମଞ୍ଚରେ ଚାଇନା-ପାକିସ୍ତାନ ସାମ୍ନାରେ ବାର୍ତ୍ତା ରଖିଲା ଭାରତ

ପଣଜି,୫।୫: ଗୋଆରେ ଏସସିଓ ବର୍ହିବ୍ୟାପରା ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଛି। ଏହି ଦୁଇ ଦିବସୀୟ ବୈଠକରେ ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକ ଏମିତି ସମୟରେ ଆୟୋଜନ କରାଯାଇଛି ଯେତେବେଳେ ୟୁକ୍ରେନ ଯୁଦ୍ଧକୁ ନେଇ ପଶ୍ଚିମ ଦେଶରେ…

ସେନାଙ୍କୁ ବଡ ସଫଳତା, ରାଜୌରିରେ ୨ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେଶନ ଜାରି

ରାଜୌରି,୫।୫: ଜମ୍ମୁ-କଶ୍ମୀରରେ ଲଗାତର ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅଭିଯାନ ଜାରି ରହିଛି। ଶୁବ୍ରକାର ପୁଣିଥରେ ସୁରକ୍ଷାବଳଙ୍କ ଗୁଳିରେ ଟଳି ପଡିଛନ୍ତି ୨ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର ରାଜୌରିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁ ମଧ୍ୟରେ ୨ ଆତଙ୍କବାଦୀ ନିହତ ହୋଇଥିବା…

ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ କରି ବାସଭବନ ଛାଡ଼ିଲେ ରାଷ୍ଟ୍ରପତି

ବାରିପଦା ଅଫିସ,୫ା୫: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ମୟୂରଭଞ୍ଜ ଜିଲା ଗସ୍ତର ଦ୍ବିତୀୟ ଦିନର ଯାତ୍ରା ଆରମ୍ଭ କରିଥିଲେ। ଶୁକ୍ରବାର ସକାଳୁ ଘରୁ ବାହାରି ରାଇରଙ୍ଗପୁରସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇ ଘଣ୍ଟି ବଜାଇ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କରି ପୂଜାପାଠ…

ତୁର୍କିରେ ରୁଷିଆ ପ୍ରତିନିଧିଙ୍କୁ ପିଟିଲେ ୟୁକ୍ରେନ ସାଂସଦ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ଅଙ୍କାରା,୫।୫: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ହେଲା ଜାରି ରହିଛି। ଏବେ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ଏତେ ବଢିଯାଇଛି କି ପରସ୍ପରର ନାଗରିକ ନିଜ ଭିତରେ ଆକ୍ରମଣ କରିବା…

ସିଡନୀର ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା: ପାଚେରି ଭାଙ୍ଗିଲେ ଖଲିସ୍ତାନ ସମର୍ଥକ, ଗେଟରେ ଲଗାଇଲେ ପତାକା

ମେଲବର୍ନ,୫।୫: ଅଷ୍ଟ୍ରେଲିଆରେ ପୁଣିଥରେ ମନ୍ଦିରରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି। ପଶ୍ଚିମ ସିଡନୀର ରୋଜହିଲ ଉପନଗରରେ ବାପ୍ସ ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସକାଳେ ବାପ୍ସ ସ୍ବାମୀନାରାୟଣ ମନ୍ଦିରରେ ଖଲିସ୍ତାନ ସମର୍ଥକମାନେ ଭଙ୍ଗାରୁଜା କରିଥିଲେ। ଏହାସହ…

ଆଜି ରାଜସ୍ଥାନ-ଗୁଜରାଟ ମୁହାଁମୁହିଁ

ଜୟପୁର,୫।୫: ଆଇପିଏଲର ୪୮ ତମ ମ୍ୟାଚରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହେବେ। ସନ୍ଧ୍ୟା ୭ଟା୩୦ରେ ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ଏହି ଦୁଇଟି ଟିମ୍‌ ଏପର୍ଯ୍ୟନ୍ତ ଆଇପିଏଲରେ ୪ ଥର ମୁହାଁମୁହିଁ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?