Home Middle

ମୂଳ ଭାରତୀୟ ରବି ଚୌଧୁରୀ ଆମେରିକା ବାୟୁସେନାରେ ସହାୟକ ସଚିବ…

ଓ୍ବାଶିଂଟନ,୧୬।୩ : ଆମେରିକାର ସିନେଟ ମୂଳ ଭାରତୀୟ ରବି ଚୌଧୁରୀଙ୍କୁ ବାୟୁସେନାର ସହକାରୀ ସଚିବ ନିଯୁକ୍ତ କରିଛନ୍ତି। ରବି ବାୟୁସେନାରେ ଶକ୍ତି, ସ୍ଥାପନ ଏବଂ ପରିବେଶ ସମ୍ବନ୍ଧୀୟ ବିଷୟ ପାଇଁ କାର୍ଯ୍ୟ କରିବେ। ସିନେଟରେ ଭୋଟ ଦେବା ସମୟରେ ତାଙ୍କ ସପକ୍ଷରେ…

ଆମେରିକା ବିରୋଧରେ ଗୁପ୍ତଚରୀ ଅଭିଯୋଗ ଆଣିଲା ରୁଷିଆ…

ମସ୍କୋ,୧୬।୩ : ଆମେରିକାର ଡ୍ରୋନକୁ ରୁଷିଆର ଯୁଦ୍ଧ ବିମାନ ଦ୍ୱାରା ଗୁଳି କରି ଖସାଇ ଦିଆଯିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏନେଇ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ ଫୋନ…

ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ଲଣ୍ଡନ୍‌,୧୬ା୩: ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି ଭାରତର ପି ଭି ସିନ୍ଧୁ। ଦୁଇ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ପ୍ରଥମ ରାଉଣ୍ଡରେ ଚୀନ୍‌ର ଝାଙ୍ଗ ୟି ମାନଙ୍କ ନିକଟରୁ ପରାଜିତ ହୋଇଛନ୍ତି। ବୁଧବାର…

କୁଲ୍‌ଦୀପ୍‌-ଚହଲଙ୍କ ଉପରେ ନଜର

ମୁମ୍ବାଇ,୧୬ା୩(ପି.ଟି.): ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପରେ ଭାରତର ପ୍ରଥମ ପସନ୍ଦର ବୋଲର ରହିଥିବା କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ(କୁଲ୍‌-ଚା) ପରବର୍ତ୍ତୀ ସମୟରେ ଅନେକ ପରିବର୍ତ୍ତନର ସାମ୍ନା କରିଛନ୍ତି। ୨୦୨୧ରେ କୁଲଦୀପଙ୍କ ଆଣ୍ଠୁରେ ସର୍ଜରୀ ହୋଇଥିବା ବେଳେ ଖରାପ ପ୍ରଦର୍ଶନ କାରଣରୁ…

ନିଖତ, ଲଭଲିନା ପଦକ ଫେବରିଟ୍‌

ନୂଆଦିଲ୍ଲୀ,୧୬ା୩ (ପି.ଟି.): ନୂଆଦିଲ୍ଲୀରେ ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଥିବା ବେଳେ ନିଖତ ଜରିନ୍‌ ଓ ଲଭଲିନା ବୋର୍ଗୋହେନ୍‌ ଭାରତର ପଦକ ଫେବରିଟ୍‌ ରହିଛନ୍ତି। ମହିଳା ବିଶ୍ୱ ଚାମ୍ପିୟନଶିପ୍‌ର ୧୩ ତମ ସଂସ୍କରଣରେ ୬୫ ଦେଶର ୩୦୦ରୁ ଅଧିକ ବକ୍ସର…

ଶୁଟ୍‌ଆଉଟରେ ଭାରତ ବିଜୟୀ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୬।୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଭାରତ ଶୁଟ୍‌ଆଉଟ/ସଡନ୍‌ଡେଥ୍‌ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୨-୨ ସ୍ଥିତିରେ ବରାବର ରହିବାରୁ ଶୁଟ୍‌ଆଉଟ ପଦ୍ଧତିର ସହାୟତା…

ଓଡ଼ିଶାର ୧୭ ସହରରେ ଜିଓ ଟ୍ରୁ-୫ଜି ସେବା

ନୂଆଦିଲ୍ଲୀ,୧୬।୩: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ବୁଧବାର ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଏବଂ ଖୋର୍ଦ୍ଧା ଭଳି ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜିଓ ଟ୍ରୁ-୫ଜି ସେବା ଓଡ଼ିଶାର ୧୭ଟି ସହରରେ…

ଫେବୃୟାରୀରେ ରପ୍ତାନି ୮.୮% ହ୍ରାସ

ନୂଆଦିଲ୍ଲୀ,୧୬।୩ : କ୍ରମାଗତ ୩ୟ ମାସ ଲାଗି ଭାରତୀୟ ରପ୍ତାନି କ୍ଷେତ୍ରରେ ହ୍ରାସ ଦେଖିବାକୁ ମିଳିଛି। ବିଶେଷକରି ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ବୈଶ୍ବିକ ମାନ୍ଦାବସ୍ଥା ଯୋଗୁ ଦେଶର ରପ୍ତାନି ହାରରେ ହ୍ରାସ ଘଟିଛି। ଏପରିକି ଚଳିତ ବର୍ଷ ଫେବୃୟାରୀରେ ଦେଶର ରପ୍ତାନି…

ବାହାହେବା ପୂର୍ବରୁ କେଟ୍‌ଙ୍କର ଗର୍ଭଧାରଣ କ୍ଷମତା ପରୀକ୍ଷା କରାଯାଇଥିଲା

ଲଣ୍ଡନ, ୧୬। ୩: ନିକଟରେ ଉନ୍ମୋଚିତ ହୋଇଥିବା ‘ଗିଲ୍‌ଡେଡ୍‌ ୟୁଥ୍‌: ଆନ୍‌ ଇଣ୍ଟିମେଟ୍‌ ହିଷ୍ଟ୍ରି ଅଫ୍‌ ଗ୍ରୋଇଂ ଅପ୍‌ ଇନ୍‌ ଦ ରୟାଲ ଫ୍ୟାମିଲି’ପୁସ୍ତକରେ ପ୍ରିନ୍ସେସ୍‌ ଅଫ୍‌ ଓ୍ବେଲ୍ସ କେଟ୍‌ ମିଡଲ୍‌ଟନ୍‌ଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି। କିଙ୍ଗ୍‌ ଚାଲର୍‌ସ ତୃତୀୟଙ୍କ ବଡ଼…

ପୁରୁଷ କମିଶନ ଗଠନ ପାଇଁ ପିଟିଶନ

ନୂଆଦିଲ୍ଲୀ, ୧୬। ୩: ବିବାହିତ ପୁରୁଷ କରୁଥିବା ଆତ୍ମହତ୍ୟା ଘରୋଇ ହିଂସା। ଏ ନେଇ ଜାଇଡ୍‌ଲାଇନ୍‌ ଓ ଜାତୀୟ ପୁରୁଷ କମିଶନ୍‌ ଗଠନ କରାଯିବା ନେଇ ବୁଧବାର ସୁପ୍ରିମକୋର୍ଟରେ ପିଟିଶନ୍‌ ଦାଖଲ କରାଯାଇଛି। ପିଟିଶନ୍‌ରେ ଆଇନଜୀବୀ ମହେଶ କୁମାର ତିଓ୍ବାରି ନ୍ୟାଶନାଲ…

ଭାରତରେ ଓକିଲାତି କରିବେ ବିଦେଶୀ ଆଇନଜୀବୀ

ନୂଆଦିଲ୍ଲୀ,୧୬ା୩: ଭାରତରେ ବିଦେଶୀ ଆଇନଜୀବୀ ଏବଂ ଲ’ ଫାର୍ମଗୁଡ଼ିକ ଏଣିକି ଓକିଲାତି କରିପାରିବେ। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ଏନେଇ ଅନୁମତି ପ୍ରଦାନ କରିଛି। ପୂର୍ବରୁ ଏହି ପଦକ୍ଷେପକୁ ବିରୋଧ କରିଆସୁଥିବା ବିସିଆଇ ବୁଧବାର ରୁଲ୍ସ…

ପୁଣିଥରେ ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ,୧୬ ।୩: ଉତ୍ତର କୋରିଆ ଗୁରୁବାର ସକାଳେ ପୁଣିଥରେ ଅନ୍ତରମହାଦ୍ୱିପୀୟ ବାଲେଷ୍ଟିକ ମିଶାଇଲ(ଆଇସିବିଏମ)ର ପରୀକ୍ଷା କରିଛି । ଦକ୍ଷିଣ କୋରିଆର ସେନା ଏହି ସୂଚନା ଦେଇଛି । ଦକ୍ଷିଣ କୋରିଆ ସେନା କହିଛି ପ୍ୟୋଙ୍ଗୟାଙ୍ଗରୁ ସ୍ଥାନୀୟ ସମୟ ସକାଳ ୭ଟା ୧୦ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri