ଇରାନରେ ପ୍ରତି ୬ ଘଣ୍ଟାରେ ଜଣଙ୍କୁ ଫାଶୀ, ୨୦୨୩ରେ ଇତିମଧ୍ୟରେ ୧୯୪ ଜଣଙ୍କୁ ମୃତ୍ୟୁଦଣ୍ଡ…
ତେହେରାନ,୮।୫ : ଏକ ମାନବାଧିକାର ଗୋଷ୍ଠୀ ଦାବି କରିଛନ୍ତି, ଗତ ୧୦ ଦିନ ମଧ୍ୟରେ ଇରାନ ଶାସନ ପ୍ରତି ୬ ଘଣ୍ଟାରେ ହାରାହାରି ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଇରାନ ମାନବିକ ଅଧିକାରର ଏକ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ବର୍ତ୍ତମାନ…
ଗୋଟିଏ ରାତିରେ ଗୁଳିକରି ଖସାଇଛୁ ୩୫ ରୁଷିଆ ଡ୍ରୋନ: ୟୁକ୍ରେନ ସୈନ୍ୟ…
କିଭ୍,୮।୫ : ରୁଷିଆ ଯୂଦ୍ଧଖୋର ମନୋବୃତ୍ତି ୟୁକ୍ରେନକୁ ଧ୍ୱଂସସ୍ତୁପରେ ପରିଣତ କରିଛି। ରୁଷଆ ଅପେକ୍ଷା ସାମରିକ ଶକ୍ତି ଦୃଷ୍ଟିରୁ ବହୁତ ଦୁର୍ବଳ ଦେଶ ହୋଇଥିଲେ ମଧ୍ୟ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ହାର ମାନି ନାହାନ୍ତି। ସେ ରାଷ୍ଟ୍ରପତି ଭ୍ଳାଡିମୀର ପୁଟିନଙ୍କ…
ପଶ୍ଚିମ ଏସିଆରେ ପହଞ୍ଚିବ ଭାରତୀୟ ରେଳ ଲାଇନ, ୪ ଦେଶର ଯୋଜନା, ଡୋଭାଲଙ୍କ ଉପରେ ଦାୟିତ୍ୱ…
ନୂଆଦିଲ୍ଲୀ/ରିୟାଦ,୮।୫ : ସୌଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ଅନେକ ଗଲ୍ଫ ଦେଶରେ ଶୀଘ୍ର ଭାରତୀୟ ଟ୍ରେନ ଚଳାଚଳ କରିବ। ଏହି ପ୍ରକଳ୍ପ ସମ୍ପର୍କରେ ଆମେରିକା, ଭାରତ, ସୌଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଜାତୀୟ ସୁରକ୍ଷା…
ଦୈନିକ ସଂକ୍ରମଣ ୨ ହଜାର ତଳେ…
ନୂଆଦିଲ୍ଲୀ, ୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୨ ମୃତ
ଜୟପୁର,୮ା୫: ରାଜସ୍ଥାନରେ ବାୟୁସେନାର ଏକ ବିମାନ ଖସିପଡ଼ିବାରୁ ୨ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ପାଇଲଟ ସୁରକ୍ଷିତ ଥିବା ଜଣାପଡ଼ିଛି। ବାୟୁସେନାର ଏମ୍ଆଇଜି -୨୧ ଫାଇଟର ଜେଟ୍ଟି ସୋମବାର ସକାଳେ ହନୁମାନଗଡ଼ରେ ଖସିପଡ଼ିବାରୁ ୨ ଗ୍ରାମୀଣ ମହିଳାଙ୍କ ମୃତ୍ୟୁ ଘଟିଛି।
ବିନା ମଞ୍ଜୁରୀ ବିଜ୍ଞାପନ ପ୍ରକାଶିତ କରିପାରିବେନି ରାଜନୈତିକ ଦଳ: ଇସିଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୮।୫ : ଆସନ୍ତା ମେ ୧୦ ତାରିଖରେ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କ୍ଷମତା ହାସଲ ପାଇଁ କଂଗ୍ରେସ ସଂଗ୍ରାମ କରୁଥିବାବେଳେ ଭାଜପା ବିଜୟକୁ ପୁନରାବୃତ୍ତି କରିବାକୁ ଚେଷ୍ଟା କରୁଛି। ପରସ୍ପର ଉପରେ ଦୋଷ ଲଦିବା ଖେଳ ଚାଲିଛି ।…
ଇଡେନରେ କେକେଆର-ପିବିକେଏସ ଲଢ଼େଇ…
କୋଲକାତା,୮।୫ : ଆଇପିଏଲ ୨୦୨୩ର ୫୩ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଲଢ଼େଇ ସୋମବାର ସନ୍ଧ୍ୟା ସାଢ଼େ ୭ଟାରେ କୋଲକାତାର ଇଡେନ ଗାର୍ଡେନରେ ହେବ। ଏହି ମ୍ୟାଚ ଜିତିବା ଉଭୟ ଦଳ ପାଇଁ ଆବଶ୍ୟକ। ଯଦିଓ…
ମାନହାନୀ ମାମଲାରେ ସାକ୍ଷ୍ୟ ଦେଲେନି ଟ୍ରମ୍ପ…
ଓ୍ବାଶିଂଟନ,୮।୫ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜଣେ ଲେଖିକାଙ୍କ ବଳାତ୍କାର ମାମଲାରେ ମାନହାନୀ ମକଦ୍ଦମା ଦାଏର କରିଛନ୍ତି। ଏହି ମାମଲାରେ ରବିବାର ଦିନ ଟ୍ରମ୍ପ ତାଙ୍କ ସାକ୍ଷ୍ୟ ଦାଖଲ କରିବାର ଶେଷ ସୁଯୋଗ ପାଇଥିଲେ କିନ୍ତୁ ଟ୍ରମ୍ପ ତାଙ୍କ ସାକ୍ଷ୍ୟ ଦାଖଲ…
ଆତଙ୍କବାଦ ବିରୋଧରେ ଲଢ଼ିବେ ପାକିସ୍ତାନ-ଚାଇନା-ଆଫଗାନିସ୍ତାନ…
ଇସଲାମାବାଦ,୮।୫ : ଆତଙ୍କବାଦ ମୁକାବିଲା ପାଇଁ ପାକିସ୍ତାନ, ଚାଇନା ଏବଂ ଆଫଗାନିସ୍ତାନ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି। ବିଭିନ୍ନ ଆର୍ଥିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସେମାନଙ୍କ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ହୋଇଛି। ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ…
ଇରାନ ଏକୁଟିଆ ୫୦ ଉତ୍ତର କୋରିଆ ସହିତ ସମାନ: ଆମେରିକାକୁ ନେତାନ୍ୟାହୁଙ୍କ ଚେତାବନୀ…
ଜେରୁଜେଲମ,୮।୫ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାର ସଂସଦୀୟ ପ୍ରତିନିଧୀଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି କେବଳ ଏକୁଟିଆ ଇରାନ ୫୦ ଉତ୍ତର କୋରିଆ ସହିତ ସମାନ। ଏକ ପ୍ରଶ୍ନର ଉତ୍ତରରେ ନେତାନ୍ୟାହୁ କହିଛନ୍ତି, ଇରାନ କେବଳ ପଡ଼ୋଶୀ ନୁହେଁ…
ଶତ୍ରୁ ଏବେ ମିତ୍ର: ସମ୍ପର୍କ ବୃଦ୍ଧି ପାଇଁ ଦକ୍ଷିଣ କୋରିଆ-ଜାପାନର ନୂତନ ପଦକ୍ଷେପ …
ସିଓଲ,୮।୫ : ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ ଼ କରିବା ପାଇଁ ଦକ୍ଷିଣ କୋରିଆ ଏବଂ ଜାପାନର ନେତାମାନେ ରବିବାର ପୁଣି ପରସ୍ପରକୁ ଭେଟିଛନ୍ତି। ଦୁଇ ମାସ ମଧ୍ୟରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବୈଠକ। ଦକ୍ଷିଣ କୋରିଆ…
ଝାରସୁଗୁଡ଼ା ଉପନିର୍ବାଚନ: ଆଜି ସରୁଛି ପ୍ରଚାର
ଭୁବନେଶ୍ୱର,୮ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସୋମବାର ପ୍ରଚାର ସରୁଥିବା ବେଳେ ହାଇଭୋଲଟେଜ୍ ପ୍ରଚାରରେ କମ୍ପୁଛି ଅଞ୍ଚଳ। ହାତରେ ଆଉ ଗୋଟିଏ ଦିନ ଥିବାରୁ ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ପୂରା ଦମ୍ରେ ଲାଗିପଡ଼ିଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ଭାଜପା ପ୍ରାର୍ଥୀ…

