ଭାରତ-ଅଷ୍ଟ୍ରେଲିଆ ସମ୍ପର୍କ ୭୫ ବର୍ଷ ପୁରୁଣା…
ନୂଆଦିଲ୍ଲୀ,୯।୩ : ଗୁରୁବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କକୁ ୭୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସମୟ ବିତାଇଛନ୍ତି। ବନ୍ଧୁତାକୁ ପାଳନ କରିବା ପାଇଁ କ୍ରିକେଟ ମ୍ୟାଚ ଦେଖିବା…
ହୋଟେଲରେ ଲାଗିଲା ନିଆଁ, ୧୨ ଘଣ୍ଟା ପରେ ବି ଲିଭୁନି
ପୁରୀ ଅଫିସ୍,୯।୩: ପୁରୀ ବଡ଼ଦାଣ୍ଡରେ ଅଭାବନୀୟ ଘଟଣା। ବଡଦାଣ୍ଡସ୍ଥିତ ମର୍ଚିକୋଟ ଛକରେ ଥିବା ହୋଟେଲ ସମ୍ରାଟରେ ନିଆଁ ଲାଗିଯାଇଛି। ନିଆଁ ଲିଭେଇବାରେ ପ୍ରାୟ ୧୨ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି। ବୁଧବାର ରାତି ୮ରୁ ଲାଗିଥିବା ନିଆଁକୁ ଏପର୍ଯ୍ୟନ୍ତ ଆୟତ୍ତ କରାଯାଇପାରିନାହିଁ।…
ଚାଇନା-ପାକିସ୍ତାନ ସହିତ ବଢ଼ିପାରେ ଭାରତର ତିକ୍ତତା: ଆମେରିକା…
ଓ୍ବାଶିଂଟନ,୯।୩ : ଆମେରିକାର ଗୁପ୍ତଚର ଏଜେନ୍ସି ସିନେଟରେ ସାଂସଦମାନଙ୍କୁ କହିଛନ୍ତି ଯେ ଏହା ଭୟ କରୁଛି ଯେ ଭାରତ-ପାକିସ୍ଥାନ ଏବଂ ଭାରତ-ଚୀନ ମଧ୍ୟରେ ତିକ୍ତତା ବଢ଼ିପାରେ। ସେମାନଙ୍କ ମଧ୍ୟରେ ବିବାଦ ହେବାର ସମ୍ଭାବନା ରହିଛି। ଏହା ମଧ୍ୟ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ…
ଚାଇନା ଆମେରିକା ପାଇଁ ବଡ଼ ବିପଦ: ଗୁପ୍ତଚର ଏଜେନ୍ସି ସୂଚନା…
ଓ୍ବାଶିଂଟନ,୯।୩ : ଆମେରିକାର ସଂସଦରେ ନ୍ୟାଶନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ଅବ୍ରିଲ ହେନ୍ସ ଚାଇନ ବିଷୟରେ ଏକ ବଡ଼ ପର୍ଦ୍ଦାଫାଶ କରିଛନ୍ତି। ଆମେରିକାର ସାଂସଦମାନଙ୍କୁ ସମ୍ବୋଧିତ କରି ଅବ୍ରିଲ ହେନ୍ସ କହିଛନ୍ତି ଯେ ବର୍ତ୍ତମାନ ଆମେରିକାର ଜାତୀୟ ସୁରକ୍ଷା ଏବଂ ନେତୃତ୍ୱ ପାଇଁ…
ଟସ୍ ଜିତିଲା ଅଷ୍ଟ୍ରେଲିଆ: ବ୍ୟାଟିଂ ନିଷ୍ପତ୍ତି…
ଅହମଦାବାଦ,୯।୩ : ଅହମଦାବାଦରେ ଗୁରୁବାର ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ ସ୍ମିଥ୍ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
କ୍ୟାଲେଣ୍ଡରଙ୍କ କମେଡ଼ି: ଦୁନିଆଠାରୁ ଲୁଚାଇ ରଖୁଥିଲେ ହୃଦୟର ବ୍ୟଥା…
ମୁମ୍ବାଇ,୯।୩ : ମୃତ୍ୟୁ ହେଉଛି ଏହି ଜଗତର ଶେଷ ସତ୍ୟ, ଅନୁପମ ଖେରଙ୍କ କଥା ଗୁରୁବାର ସକାଳେ ସାରା ଦେଶକୁ ଭାବୁକ କରି ଦେଇଥିଲା ଯେତେବେଳେ ସେ ଖବର ଦେଇଥିଲେ ଯେ ସତୀଶ କୌଶିକ ଆଉ ଆମ ସହିତ ନାହାଁନ୍ତି। ସମସ୍ତେ…
ଘର ମାଲିକଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲା ମୁମ୍ବାଇ ପୋଲିସ…
ମୁମ୍ବାଇ,୯।୩ : ଘର ମାଲିକଙ୍କଠାରୁ ଭଡ଼ାଟିଆଙ୍କ ବିବରଣୀ ମାଗିବା ପାଇଁ ମୁମ୍ବାଇ ପୋଲିସ ଏକ ମାର୍ଗଦର୍ଶିକା ଜାରି କରିଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ନିର୍ଦ୍ଦେଶ ମୁମ୍ବାଇ ପୋଲିସ କମିଶନରଙ୍କ ଅଧୀନରେ କାର୍ଯ୍ୟକାରୀ ହୋଇଥିଲା। ଯାହାର ଉଦ୍ଦେଶ୍ୟ ହେଉଛି ଅପରାଧୀ ତଥା…
ବିନ୍ଦି ପିନ୍ଧି ନ ଥିବାରୁ ମହିଳାଙ୍କୁ ଗାଳିି କଲେ ଭାଜପା ଏମ୍ପି, ଏଭଳି ଘଟଣା ଭାଜପାର ସଂସ୍କୃତିକୁ ପ୍ରତିଫଳିତ କରୁଛି କହିଲା କଂଗ୍ରେସ …
ବେଙ୍ଗାଲୁରୁ,୯।୩ : କର୍ନାଟକର କୋଲାର ଜିଲାରେ ଅନ୍ତର୍ଜାତୀୟ ମହିଳା ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଜପା ଏମ୍ପି ଏସ ମୁନିସ୍ବାମୀ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମହିଳା ଦିବସରେ ଜଣେ ସେ କପାଳରେ ବିନ୍ଦି…
ଇସ୍ରୋକୁ ନିସାର ଉପଗ୍ରହ ହସ୍ତାନ୍ତର କଲା ନାସା, ବିଶ୍ୱର ସୁରକ୍ଷା ପାଇଁ ଗ୍ରହଣ କରିବ ପ୍ରମୁଖ ଭୂମିକା…
ବେଙ୍ଗାଲୁରୁ,୯।୩ : ଇସ୍ରୋ-ନାସା ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ନିସାର ଉପଗ୍ରହ ବୁଧବାର ସନ୍ଧ୍ୟାରେ ବେଙ୍ଗାଲୁରୁରେ ପହଞ୍ଚିଛି। ଚେନ୍ନାଇରେ ଥିବା ଆମେରିକାର କନସୁଲେଟ କହିଛି ଯେ ନାସା-ଇସ୍ରୋ ସିନ୍ଥେଟିକ ଆପର୍ଚର ରାଡାର’ (ନିସାର) ନେଇ ଆସିଥିବା ଆମେରିକାର ବାୟୁସେନା ସି-୧୭ ବିମାନ ବେଙ୍ଗାଲୁରୁରେ…
ଯୁଦ୍ଧରେ ଜିତିବା ପାଇଁ ରଣନୀତିକ ଦକ୍ଷତା ବୃଦ୍ଧି କରିବାକୁ ଜିନପିଙ୍ଗଙ୍କ ଆହ୍ବାନ…
ବେଜିଂ,୯।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏକୀଭୂତ ଜାତୀୟ ରଣନୀତି ଏବଂ ଯୁଦ୍ଧ ଜିତିବା ପାଇଁ ଚାଇନା ସୈନ୍ୟବାହିନୀର ରଣନୀତିକ ଦକ୍ଷତା ବୃଦ୍ଧି କରିବାକୁ ଆହ୍ବାନ ଦେଇଛନ୍ତି। ଶାସକ କମ୍ୟୁନିଷ୍ଟ ପାର୍ଟି ତଥା ସେନା ମୁଖ୍ୟ ଜିନପିଙ୍ଗ କହିଛନ୍ତି ଯେ…
ଗାର୍ସେଟି ଭାରତରେ ଆମେରିକାର ରାଷ୍ଟ୍ରଦୂତ, ସିନେଟ କମିଟି ନାମାଙ୍କନକୁ ଅନୁମୋଦନ କଲା…
ଓ୍ବାଶିଂଟନ,୯।୩ : ଏରିକ ଗାର୍ସେଟି ଭାରତରେ ଆମେରିକାର ରାଷ୍ଟ୍ରଦୂତ ହେବା ନିଶ୍ଚିତ ହୋଇଛି। ସିନେଟ କମିଟି ତାଙ୍କ ନାମାଙ୍କନକୁ ଅନୁମୋଦନ କରିଛି। ସିନେଟର ବୈଦେଶିକ ସମ୍ପର୍କ କମିଟି, ଆମେରିକା କଂଗ୍ରେସ (ସଂସଦ)ର ଉଚ୍ଚ ସଦନରେ ଭାରତରେ ରାଷ୍ଟ୍ରଦୂତଙ୍କ ପାଇଁ ଲସ ଏଞ୍ଜେଲ୍ସର…
ମୋଦିଙ୍କ ନେତୃତ୍ୱରେ ପାକିସ୍ତାନକୁ କଡ଼ା ଜବାବ ଦେଇପାରେ ଭାରତ: ଆମେରିକା…
ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପାକିସ୍ତାନ ଦ୍ୱାରା ସୃଷ୍ଟି କରାଯାଉଥିବା ଉତ୍ତେଜନାର ସାମରିକ ଭାବେ ଜବାବ ଦେବାର ସମ୍ଭାବନା ରହିଛି। ଆମେରିକା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଦର୍ଶାଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଙ୍କଟ…
Archives


