Home Middle

ସେନାଙ୍କୁ ବଡ ସଫଳତା, ରାଜୌରିରେ ୨ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେଶନ ଜାରି

ରାଜୌରି,୫।୫: ଜମ୍ମୁ-କଶ୍ମୀରରେ ଲଗାତର ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅଭିଯାନ ଜାରି ରହିଛି। ଶୁବ୍ରକାର ପୁଣିଥରେ ସୁରକ୍ଷାବଳଙ୍କ ଗୁଳିରେ ଟଳି ପଡିଛନ୍ତି ୨ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର ରାଜୌରିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁ ମଧ୍ୟରେ ୨ ଆତଙ୍କବାଦୀ ନିହତ ହୋଇଥିବା…

ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ କରି ବାସଭବନ ଛାଡ଼ିଲେ ରାଷ୍ଟ୍ରପତି

ବାରିପଦା ଅଫିସ,୫ା୫: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ମୟୂରଭଞ୍ଜ ଜିଲା ଗସ୍ତର ଦ୍ବିତୀୟ ଦିନର ଯାତ୍ରା ଆରମ୍ଭ କରିଥିଲେ। ଶୁକ୍ରବାର ସକାଳୁ ଘରୁ ବାହାରି ରାଇରଙ୍ଗପୁରସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇ ଘଣ୍ଟି ବଜାଇ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କରି ପୂଜାପାଠ…

ତୁର୍କିରେ ରୁଷିଆ ପ୍ରତିନିଧିଙ୍କୁ ପିଟିଲେ ୟୁକ୍ରେନ ସାଂସଦ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ଅଙ୍କାରା,୫।୫: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ହେଲା ଜାରି ରହିଛି। ଏବେ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ଏତେ ବଢିଯାଇଛି କି ପରସ୍ପରର ନାଗରିକ ନିଜ ଭିତରେ ଆକ୍ରମଣ କରିବା…

ସିଡନୀର ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା: ପାଚେରି ଭାଙ୍ଗିଲେ ଖଲିସ୍ତାନ ସମର୍ଥକ, ଗେଟରେ ଲଗାଇଲେ ପତାକା

ମେଲବର୍ନ,୫।୫: ଅଷ୍ଟ୍ରେଲିଆରେ ପୁଣିଥରେ ମନ୍ଦିରରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି। ପଶ୍ଚିମ ସିଡନୀର ରୋଜହିଲ ଉପନଗରରେ ବାପ୍ସ ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସକାଳେ ବାପ୍ସ ସ୍ବାମୀନାରାୟଣ ମନ୍ଦିରରେ ଖଲିସ୍ତାନ ସମର୍ଥକମାନେ ଭଙ୍ଗାରୁଜା କରିଥିଲେ। ଏହାସହ…

ଆଜି ରାଜସ୍ଥାନ-ଗୁଜରାଟ ମୁହାଁମୁହିଁ

ଜୟପୁର,୫।୫: ଆଇପିଏଲର ୪୮ ତମ ମ୍ୟାଚରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହେବେ। ସନ୍ଧ୍ୟା ୭ଟା୩୦ରେ ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ଏହି ଦୁଇଟି ଟିମ୍‌ ଏପର୍ଯ୍ୟନ୍ତ ଆଇପିଏଲରେ ୪ ଥର ମୁହାଁମୁହିଁ ହୋଇଛନ୍ତି।…

ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ରାଷ୍ଟ୍ରପତି

ବାରିପଦା ଅଫିସ,୫ା୫: ଆଜି ଅର୍ଥାତ୍‌ ଶୁକ୍ରବାର ହେଉଛି ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ। ଏଥିପାଇଁ ମୟୂରଭଞ୍ଜର ଦାଣ୍ଡବୋଷ ଗାଁ ଚଳଚଞ୍ଚଳ ହୋଇଉଠିଛି। ଏହି ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦାଣ୍ଡବୋଷ ଗାଁକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।…

ଭାବବିହ୍ବଳ ହେଲେ ରାଷ୍ଟ୍ରପତି

ବାରିପଦା ଅଫିସ,୫ା୫: ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଗୁରୁବାର ପ୍ରଥମ ଥର ପାଇଁ ଜନ୍ମ ମାଟିକୁ ଆସିଥିବା ଦ୍ରୌପଦୀ ମୁର୍ମୁ ଭାବବିହ୍ବଳ ହୋଇ ପଡ଼ିଥିଲେ। ପିଲା ଦିନର କଥା ମନେ ପକାଇ ମା’, ବାପା ବେଶୀ ପାଠ ପଢ଼ି ନ…

ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗର ଶୁଣାଣିକୁ ସୁପ୍ରିମକୋର୍ଟ ଗୁରୁବାର ବନ୍ଦ କରିଦେଇଛନ୍ତି। ବ୍ରିଜଭୂଷଣଙ୍କ ବିରୋଧରେ ଏତଲା ଦାଏର ହେବା ସହ ଆବେଦନକାରିଣୀମାନଙ୍କୁ…

ଶିମଲା ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନରେ ହାରିଲା ଭାଜପା

ଶିମଲା,୪।୫: ଶିମଲା ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନରେ ଭାଜପା ଏଥର ପରାଜୟର ସମ୍ମୁଖୀନ ହୋଇଛି। ତେବେ କଂଗ୍ରେସ ଏଥର ପୁଣି ବାଜି ମାରି ନେଇଛି। ଏହାକୁ ଭାଜପାର ଲଗାତାର ପରାଜୟର ହ୍ୟାଟ୍ରିକ କୁହାଯାଉଛି। ଏହାପୂର୍ବରୁ ୨୦୨୧ ଉପ-ନିର୍ବାଚନରେ, ୨୦୨୨ ବିଧାନସଭା ନିର୍ବାଚନରେ ଏବଂ…

ଏସ୍‌ଆର୍‌ଏଚ୍‌ ପାଇଁ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କେକେଆର୍‌

ହାଇଦ୍ରାବାଦ,୪ା୫: ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ ୨୦୨୩ର ୪୭ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ସନ୍‌ରାଇଜର୍ସ ହାଇଦ୍ରାବାଦ ଆଗରେ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଏହି ମ୍ୟାଚରେ କୋଲକାତା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…

ହନିଟ୍ରାପ୍‌ରେ ଫସିଲେ ଡିଆର୍‌ଡିଓର ବୈଜ୍ଞାନିକ

ମୁମ୍ବାଇ,୪।୫: ପାକିସ୍ତାନର ଏଜେଣ୍ଟଙ୍କୁ ଦେଶର ଗୁପ୍ତ ସୂଚନା ଦେବା ମାମଲାରେ ମହାରାଷ୍ଟ୍ରର ଆଣ୍ଟି ଟେରରଜିମ୍‌ ସ୍କ୍ବାଡ(ଏଟିଏସ) ଗୁରୁବାର ଡିଆର୍‌ଡିଓର ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ପୁଣେରୁ ଗିରଫ କରିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଂ (ପିଆଇଓ)ର ଜଣେ ବ୍ୟକ୍ତି…

ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ପାଇଁ ମିଳିଲା ଏନ୍‌ଓସି

ପୁରୀ ଅଫିସ,୪ା୫: ଶ୍ରୀମନ୍ଦିର ପ୍ରଶାସନର ଅଫିସ କୋଠା ନିର୍ମାଣ ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନ୍‌ଏମ୍‌ଏ)ପକ୍ଷରୁ ଅନୁମତି ମିଳିଛି। ଏହାର ତଦାରଖ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ଅଧୀକ୍ଷକଙ୍କୁ ପରାମର୍ଶ ଦିଆଯାଇଛି। ଏହି ତିନି ମହଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri