Home Middle

ଇମ୍ରାନଙ୍କ ଘରୁ ଏକେ-୪୭, ଗୁଳି ଜବତ…

ଇସଲାମାବାଦ,୧୮।୩ : ପାକିସ୍ତାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜମାନ ସ୍ଥିତ ବାସଭବନରୁ ଏେsକ-୪୭ ସହିତ ବହୁ ଗୁଳ,ି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପୋଲିସ ପକ୍ଷରୁ କରାଯାଇଥିବା ତଲାସୀ ଅଭିଯାନରେ ଆଶଲ୍ଟ ରାଇଫଲ ସହିତ…

ମାର୍ଚ୍ଚ ୨୧ରେ ମତେ କରାଯିବ ଗିରଫ: ଟ୍ରମ୍ପ…

ଓ୍ବାଶିଂଟନ,୧୮।୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ ଶୀଘ୍ର ଜେଲ ଯିବେ। ଏନେଇ ସେ ନିଜେ ଦାବି କରିଛନ୍ତି। ମାର୍ଚ୍ଚ ୨୧ ମଙ୍ଗଳବାର ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି। ତେଣୁ ସମର୍ଥକମାନେ ଏକଜୁଟ ହେବାକୁ ସେ ଆହ୍ବାନ…

ନାରୀଶକ୍ତିଙ୍କୁ ସମ୍ମାନ ଭାରତୀୟ ପରମ୍ପରା: ଓମ ବିର୍ଲା…

ନୂଆଦିଲ୍ଲୀ,୧୮।୩ : ଭାରତର ସ୍ବାଧୀନତା ଆନ୍ଦୋଳନରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବାସ୍ତବରେ, ରାଣୀ ଲକ୍ଷ୍ମୀ ବାଈ ହିଁ ସ୍ବାଧୀନତା ଆନ୍ଦୋଳନର ମୂଳଦୁଆ ପକାଇଥିଲେ। ବହୁ ସଂଖ୍ୟାରେ ମହିଳାଙ୍କ ଅଂଶଗ୍ରହଣ ଯୋଗୁ ଆମର ସ୍ବାଧୀନତା ସଂଗ୍ରାମ ସଫଳ ହୋଇଥିଲା। ଶନିବାର…

ବାଲାଘାଟରେ ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ: ୨ ପାଇଲଟ ମୃତ…

ଭୋପାଳ,୧୮।୩ : ମଧ୍ୟପ୍ରଦେଶରେ ବାଲାଘାଟରେ ଏକ ଟ୍ରେନର ଚାର୍ଟର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଶିକ୍ଷାର୍ଥୀ ପାଇଲଟ ଥିବାବେଳେ ଅନ୍ୟ ଜଣେ ଟ୍ରେନର ପାଇଲଟ ଅଛନ୍ତି। ବାଲାଘାଟର…

ଜାତିସଂଘରେ ଭାରତୀୟ ବିକାଶ ମଡେଲକୁ ପ୍ରଶଂସା…

ଜେନେଭା,୧୮।୩ : ଜେନେଭାରେ ଅନୁଷ୍ଠିତ ୫୨ ତମ ଜାତିସଂଘ ମାନବ ଅଧିକାର ପରିଷଦ ବୈଠକରେ ଭାରତୀୟ ବିକାଶ ମଡେଲକୁ ପ୍ରଶଂସା କରାଯାଇଛି। ଏହି ଅବସରରେ ଅଣ-ସରକାରୀ ସଂଗଠନଗୁଡ଼ିକ ଭାରତୀୟ ଶିକ୍ଷା ମଡେଲ ଉପରେ ଆଲୋକ ପାତ କରିଥିଲେ ଏବଂ ଏହାର ଗୁଣ…

୧୦ ଦିନ ଧରି ଧର୍ମଘଟ କରିବେ ବିମାନବନ୍ଦର ସୁରକ୍ଷାକର୍ମୀ

ଲଣ୍ଡନ,୧୮ା୩: ଲଣ୍ଡନର ହେଥ୍ରୋ ବିମାନବନ୍ଦରରେ ସୁରକ୍ଷାକର୍ମୀମାନେ ୧୦ ଦିନ ପର୍ଯ୍ୟନ୍ତ ଧର୍ମଘଟ କରିବେ। ଦରମା ବୃଦ୍ଧି ଦାବିରେ ସମସ୍ତ କର୍ମଚାରୀ ଏହି ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁନିଅନ ୟୁନିଟ୍‌ କହିଛି, ୟୁରୋପର ଅନ୍ୟତମ ବ୍ୟସ୍ତବହୁଳ ବିମାନବନ୍ଦର ହେଥ୍ରୋ ବିମାନବନ୍ଦରରେ କାର୍ଯ୍ୟ…

ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ବୀକାର କଲେ ବୋର୍ଡ କର୍ତ୍ତୃପକ୍ଷ

କଟକ ଅଫିସ,୧୮ା୩: ମାଟ୍ରିକ ପରୀକ୍ଷାରେ ଶନିବାର ଇତିହାସ ଓ ଭୂଗୋଳ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଜଣାପଡ଼ିଥିଲା। ସେଟ୍‌ ‘ବି’ ଭିତରେ ‘ଏ’ ସେଟ୍‌ର ପ୍ରଶ୍ନ ପଡ଼ିଥିଲା। ଆଜି ବରଗଡ଼, ଢେଙ୍କାନାଳରୁ ଏପରି ଖବର ଆସିଥିଲା। ତେବେ ଏହି ଭୁଲ୍‌କୁ ସ୍ବୀକାର କରିଛନ୍ତି…

ଆସାମରେ ୨ ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ…

ଗୁଆହାଟୀ,୧୮।୩ : ଦେଶର ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଶନିବାର ଦୁଇ ଥର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ଏବଂ ୨.୮ ଥିଲା। ଉଭୟ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତିର ଖବର ନାହିଁ। ରିକ୍ଟର ସ୍କେଲରେ ୩.୬…

ଫ୍ରେଣ୍ଡଶିପ୍‌ ପାଇପ ଲାଇନ ଲୋକାର୍ପଣ କଲେ ମୋଦି-ହସିନା…

ନୂଆଦିଲ୍ଲୀ,୧୮।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ-ବାଂଲାଦେଶ ଫ୍ରେଣ୍ଡଶିପ୍‌ ପାଇପ ଲାଇନର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ଭାରତ-ବାଂଲାଦେଶ ସମ୍ପର୍କରେ ଏକ ନୂଆ…

ଭାରତ-ଚାଇନା ସ୍ଥିତି ବିପଜ୍ଜନକ: ଜୟଶଙ୍କର…

ନୂଆଦିଲ୍ଲୀ,୧୮।୩ : ଭାରତ ଏବଂ ଚାଇନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କର ବଡ ବିବୃତ୍ତି ଆସିଛି। ପଶ୍ଚିମ ହିମାଳୟ ଅଞ୍ଚଳରେ ଲଦାଖର ଭାରତ ଏବଂ ଚାଇନ ମଧ୍ୟରେ ପରିସ୍ଥିତିକୁ ସେ ଗୁରୁତର ଏବଂ ବିପଜ୍ଜନକ…

ବିରୋଧୀଙ୍କ ଜେପିସି ଦାବି ଯଥାର୍ଥ, ରାହୁଲ ମାଗିବେନି କ୍ଷମା: କଂଗ୍ରେସ…

ନୂଆଦିଲ୍ଲୀ,୧୮।୩ : ଆଦାନୀ ମାମଲାରେ ଜେପିସି ଗଠନ ଲାଗି ବିରୋଧୀ ଦଳର ଦାବି ଏବଂ ବ୍ରିଟେନରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପାଇଁ ସେ କ୍ଷମା ମାଗିବା ଦାବି ନେଇ ସଂସଦ ଅଚଳ ହୋଇଯାଇଛି। ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଜୟରାମ…

କେଜରିଓ୍ବାଲ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛି ଭାଜପା: ଏଏପି…

ନୂଆଦିଲ୍ଲୀ,୧୮।୩ : ମଦ ଦୁର୍ନୀତିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରାଯିବା ପରେ ଏଏପି କ୍ରମାଗତ ଭାବେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା ଜାରି ରଖିଛି। ଶନିବାର ଏଏପି ନେତା ତଥା ରାଜ୍ୟସଭା ଏମ୍‌ପି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri