Home Middle

୯୦୦ କାରିଗର ୧୦ ଲକ୍ଷ ଘଣ୍ଟା ପରିଶ୍ରମ କରି ପ୍ରସ୍ତୁତ କରିଛନ୍ତି ନୂଆ ସଂସଦ ଭବନରେ ଲଗାଯାଇଥିବା କାର୍ପେଟ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀରେ ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ନୂତନ ସଂସଦ ଭବନର ‘ପ୍ରତ୍ୟେକ ବିବରଣୀ’ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଭିତରେ ଲୋକ ସଭା ଏବଂ ରାଜ୍ୟ ସଭାର ଚଟାଣରେ ଶୋଭା…

ଉଦଘାଟନ ପାଇଁ ମେ ୨୮ ତାରିଖ ନେଇ କଂଗ୍ରେସ- ଭାଜପା ମୁହାଁମୁହିଁ…

ନୂଆଦିଲ୍ଲୀ,୨୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନବ ନିର୍ମିତ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏଥି ସହିତ କଂଗ୍ରେସ, ଟିଏମସି, ଆମ ଆଦମୀ ପାର୍ଟି…

ଚାରିପଟୁ କରତାଳି ସହ ମୋଦି ମୋଦି ଗୁଞ୍ଜରଣରେ ନୂଆ ସଂସଦ ଭବନରେ ଗ୍ରାଣ୍ଡ ଏଣ୍ଟ୍ରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ନୂଆ ସଂସଦ ଭବନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଏମପିମାନେ କରତାଳି ମାଧ୍ୟମରେ ମୋଦିଙ୍କୁ ସ୍ବାଗତ କରିଛନ୍ତି। ଚାରି ପଟରୁ ‘ଭାରତ ମାତା କି ଜୟ’ ଓ ‘ମୋଦି ମୋଦି’ ଗୁଞ୍ଜରଣ ଶୁଭିବା ସହ ବହୁ…

ଉଦଘାଟନୀ ଉତ୍ସବରେ ନାହାନ୍ତି ରାଷ୍ଟ୍ରପତି ଅବା ବିରୋଧୀ, କେବଳ ସବୁଠାରେ ମୁଁ : ସଞ୍ଜୟ ରାଉତ…

ମୁମ୍ବାଇ,୨୮।୫ : ଶିବସେନା (ଉଦ୍ଧବ ବଲ ଠାକରେ) ଏହାର ମୁଖପତ୍ର ସାମନାର ସମ୍ପାଦକୀୟ ମାଧ୍ୟମରେ ନୂତନ ସଂସଦ ଭବନର ଉଦଘାଟନ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାଜପାକୁ ପୁଣି ଥରେ କଡ଼ା ସମାଲୋଚନା କରିଛି। ନୂତନ ସଂସଦ ଗୃହର…

ନୂଆ ସଂସଦ ଭବନର ଡିଜାଇନ ପାଇଁ ୨୨୯.୭୫ କୋଟି ଫି ନେବେ ବିମଲ ପଟେଲ…

ନୂଆଦିଲ୍ଲୀ,୨୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦର ଉଦଘାଟନ କରିଛନ୍ତି। ୯୭୧ କୋଟି ଟଙ୍କା ବ୍ୟୟରେ ଏହି ନୂତନ ସଂସଦ ନିର୍ମାଣ କରାଯାଇଛି। ଏହା ୬୪,୫୦୦ ବର୍ଗ ମିଟର ଅଞ୍ଚଳରେ ପରିବ୍ୟପ୍ତ। ଟାଟା ପ୍ରୋଜେକ୍ଟ ଲିମିଟେଡ କମ୍ପାନୀ ଦ୍ୱାରା ଏହି…

ରାଜଦଣ୍ଡ ନେଇ ଶାସକ-ବିରୋଧୀଙ୍କ ନିଜ ନିଜ ଚିନ୍ତାଧାରା ଯଥାର୍ଥ: ଥରୁର…

ନୂଆଦିଲ୍ଲୀ,୨୮।୫ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ରବିବାର ନୂଆ ସଂସଦ ଭବନରେ ସ୍ଥାପନ କରାଯାଇଥିବା ରାଜଦଣ୍ଡ ବିବାଦକୁ ନେଇ ଉଭୟ ସରକାର ଏବଂ ବିରୋଧୀଙ୍କ ଯୁକ୍ତିକୁ ଯଥାର୍ଥ ବୋଲି କହିଛନ୍ତି। ଅତୀତର ଏହି ପ୍ରତୀକକୁ ଗ୍ରହଣ କରି ବର୍ତ୍ତମାନର…

ସକ୍ରିୟ ମାମଲା ୫ ହଜାର ତଳେ, ଦୈନିକ ସଂକ୍ରମଣ ୪ ଶହ…

ନୂଆଦିଲ୍ଲୀ, ୨୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

‘ଯେତେବେଳେ ଭାରତ ଆଗକୁ ବଢୁଛି, ସେତେବେଳେ ବିଶ୍ୱ ଆଗକୁ ବଢୁଛି’, ନୂଆ ସଂସଦରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ନୂଆ ସଂସଦ ଭବନ ଉଦଘାଟନର ଦ୍ୱିତୀୟ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାରେ କିଛି ମୁହୂର୍ତ୍ତ ଅମର ହୋଇଯାଇଥାଏ। ମେ ୨୮ ହେଉଛି ସେମିତି ଏକ ଦିନ। ମୋଦି କହିଛନ୍ତି, ଏହା କେବଳ ଏକ ଭବନ…

ଚନ୍ଦ୍ରାବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ପାଇଁ ଅଗ୍ନିପରୀକ୍ଷା…

ଅମରାବତୀ,୨୮।୫ : ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ବାକି ଅଛି। ତେଲୁଗୁ ଦେଶମ ପାର୍ଟି (ଟିଡିପି) ସଭାପତି ଏନ. ଚନ୍ଦ୍ରାବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ ବର୍ତ୍ତମାନ ନିଜକୁ ଜଣେ ଦକ୍ଷ ନେତା ଭାବରେ ପ୍ରମାଣ…

ନୂଆ ସଂସଦ ଭବନ ସହିତ କଫିନ ଫଟୋ: ରାଜନୈତିକ ବିବାଦ ଘନେଇଲା…

ପାଟନା,୨୮।୫ : ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ଏକ ବିବାଦୀୟ ଟୁଇଟ କରିଛି। ଏଥିରେ ନୂତନ ସଂସଦ ଭବନ ସହିତ କଫିନର ଫଟୋ ମଧ୍ୟ ରହିଛି। ଏହା ପରେ ଭାଜପା ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ଏନେଇ ବିହାର ରାଜନୀତିରେ…

ମଙ୍ଗଳରୁ ପୃଥିବୀକୁ ଆସିଲା ଏଲିଅନଙ୍କ ସିଗନାଲ, ବୈଜ୍ଞାନିକ କଲେ ଡିକୋଡ…

ପ୍ୟାରିସ,୨୮।୫ : ୨୬ ମେରେ ଅନ୍ତର୍ଜାତୀୟ ସ୍ପେସ ଏଜେନ୍ସି(ଇଏସଏ) ନିଶ୍ଚିତ କରିଥିଲା ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହରୁ ପୃଥିବୀକୁ ଏକ ଏଲିଅନ ସିଗନାଲ ଆସିଥିଲା। ଏହା ମେ ୨୪ ରାତି ୯ ଟାରେ ମଙ୍ଗଳ ଗ୍ରହର କକ୍ଷପଥରେ ଗତି କରୁଥିବା…

ସର୍ବିଆ ରାଷ୍ଟ୍ରପତିଙ୍କ ଇସ୍ତଫା…

ବେଲଗ୍ରେଡ,୨୮।୫ : ସର୍ବିଆର ରାଜଧାନୀରେ ଲୋକମାନେ ନିରନ୍ତର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ବେଲଗ୍ରେଡରେ ଜନସାଧାରଣଙ୍କ ଏହି ବିରୋଧ ଚତୁର୍ଥ ସପ୍ତାହରେ ପ୍ରବେଶ କରିଛି। ଏହାପୂର୍ବରୁ ବେଲଗ୍ରେଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଦୁଇଥର ଗୁଳିକାଣ୍ଡ ଘଟିଥିଲା। ଏହା ପରେ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?