Home Middle

କେଜରିଓ୍ବାଲଙ୍କ ସମସ୍ୟା ବଢ଼ିଲା: ସରକାରୀ ବାସଭବନର ନବୀକରଣ ଅଡିଟ କରିବେ ସିଏଜି…

ନୂଆଦିଲ୍ଲୀ,୨୭।୬ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ତାଙ୍କ ସରକାରୀ ବାସଭବନର ନବୀକରଣରେ ହୋଇଥିବା ‘ଅନିୟମିତତା ଏବଂ ନିୟମ ଉଲ୍ଲଂଘନ’ ଅଭିଯୋଗର ଅଡିଟ କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) କରିବେ। ରାଜ ନିବାସର ଅଧିକାରୀମାନେ ମଙ୍ଗଳବାର…

ପୂର୍ବତନ ଭାଜପା ସରକାରଙ୍କ ଦୁର୍ନୀତିର ହେବ ଯାଞ୍ଚ୍‌: ସିଦ୍ଦରାମାୟା…

ବେଙ୍ଗାଲୁରୁ,୨୭।୬ : କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ମଙ୍ଗଳବାର କହିଛନ୍ତି ତାଙ୍କ ସରକାର ପୂର୍ବ ଭାଜପା ସରକାରଙ୍କ ଶାସନ କାଳରେ ହୋଇଥିବା ସମସ୍ତ ଦୁର୍ନୀତି ଏବଂ ଅନିୟମିତତାର ଯାଞ୍ଚ କରିବେ ଏବଂ ଦୋଷୀଙ୍କୁ ଦଣ୍ଡିତ କରିବେ। ଏହରା ସହିତ କଂଗ୍ରେସ ପକ୍ଷରୁ ନିର୍ବାଚନ…

ୱାଗନର୍‌ ମୁଖ୍ୟ, ସଶସ୍ତ୍ର ବିଦ୍ରୋହରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ପ୍ରତ୍ୟାହାର କଲେ ରୁଷିଆ କର୍ତ୍ତୃପକ୍ଷ…

ମସ୍କୋ,୨୭।୬ : ୱାଗନର୍‌ ମୁଖ୍ୟ ଏବଂ ସଶସ୍ତ୍ର ବିଦ୍ରୋହରେ ଜଡିତ ବ୍ୟକ୍ତିଙ୍କୁ ଆଶ୍ୱସ୍ତି ମିଳିଛି। ରୁଷିଆ କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରତ୍ୟାହାର କରିଛନ୍ତି। ରୁଷିଆ କର୍ତ୍ତୃପକ୍ଷ ମଙ୍ଗଳବାର କହିଛନ୍ତି କାହା ବିରୋଧରେ କୌଣସି ଅଭିଯୋଗ ନାହିଁ। ୱାଗନର୍‌ ମୁଖ୍ୟମୁଖ୍ୟ…

ଆସାମରେ ପରସିମନକୁ ବିରୋଧ: ୩୦୦ରୁ ଅଧିକ ପ୍ରଦର୍ଶନକାରୀ ଗିରଫ…

ଗୁଆହାଟୀ,୨୭।୬ : ଆସାମରେ ପରସିମନକୁ ବିରୋଧ କରି ରାଜନୈତିକ ଦଳଙ୍କ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ ମଙ୍ଗଳବାର ବାରକ ଘାଟିର ତିନୋଟି ଜିଲାରେ ୩୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି। ବାରକ ଡେମୋକ୍ରାଟିକ ଫ୍ରଣ୍ଟ (ବିଡିଏଫ)…

ମଣିପୁରରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର-ବିସ୍ଫୋରକ ଜବତ କଲା ଆସାମ ରାଇଫଲ୍ସ…

ଇମ୍ଫାଲ,୨୭।୬ : ଆସାମ ରାଇଫଲ୍ସ ଏବଂ କୋହିମା ପୋଲିସ ଏକ ବଡ଼ ସଫଳତା ମିଳିଛି। ମଣିପୁରରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଆସାମ ରାଇଫଲ୍ସ ନାଗାଲାଣ୍ଡ ପୋଲିସ ସହିତ ସମନ୍ବୟ ରକ୍ଷା କରି ଏହି ଅପରେଶନ କରିଥିଲା। ମଣିପୁରରେ…

ତାଲିବାନ କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ଆକ୍ରମଣରେ ମୃତକଙ୍କ ସଂଖ୍ୟା ବଢୁଛି: ଜାତିସଂଘ…

କାବୁଲ,୨୭।୬ : ତାଲିବାନ କ୍ଷମତା ଦଖଲ କରିବା ପରେ ଆଫଗାନିସ୍ତାନରେ ହୋଇଥିବା ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ମିଳିତ ଜାତିସଂଘ ମଙ୍ଗଳବାର ଏନେଇ ଉଦବେଗ ପ୍ରକାଶ କରିଛି। ଆଫଗାନିସ୍ତାନରେ ମିଳିତ ଜାତିସଂଘ ମିଶନ କିମ୍ବା ୟୁଏନଏମଏର ଏକ…

ଦୈନିକ ସଂକ୍ରମଣ ୩୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ…

ନୂଆଦିଲ୍ଲୀ, ୨୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

କେନ୍ଦ୍ରରେ ଭାଜପା ସରକାର ଆଉ ୬ ମାସ ରହିବେ, ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ହୋଇପାରେ ଲୋକସଭା ନିର୍ବାଚନ: ମମତା…

କୋଲକାତା,୨୭।୬ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କେନ୍ଦ୍ରରେ ଭାଜପା ସରକାର ଆଉ ୬ ମାସ ରହିବେ। ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ଲୋକସଭା ନିର୍ବାଚନ ହୋଇପାରେ। ଜଲପାଇଗୁଡିରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ମମତା ବାନାର୍ଜୀ ଏହି ଦାବି କରିଛନ୍ତି।…

ସେନ୍ଥଲି ବାଲାଜୀଙ୍କ ସ୍ତ୍ରୀ ହାଇକୋର୍ଟରେ ଦାଖଲ କଲେ ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନ, ଇଡି କଲା ବିରୋଧ…

ଚେନ୍ନାଇ,୨୭।୬ : ଚାକିରି ବଦଳରେ ନଗଦ ଅର୍ଥ ମାମଲାରେ ଗିରଫ ହୋଇଥିବା ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ସ୍ତ୍ରୀ ମାଡ୍ରାସ ହାଇକୋର୍ଟରେ ବନ୍ଦୀ ପ୍ରତ୍ୟକ୍ଷୀକରଣ (ହାବିସ କର୍ପସ) ଆବେଦନ କରିଛନ୍ତି। ମଙ୍ଗଳବାର ମାଡ୍ରାସ ହାଇକୋର୍ଟରେ ଏହି ପିଟିଶନର ଶୁଣାଣି ହୋଇଥିଲା।…

ଜରୁରୀ ଅବତରଣ କଲା ମମତା ବାନାର୍ଜୀଙ୍କ ହେଲିକପ୍ଟର

କୋଲକାତା,୨୭।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଛି। ଜଲପାଇଗୁଡିର କ୍ରିଣ୍ଟିଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାଗଡୋଗରା ଯାଉଥିଲେ। କମ ଦୃଶ୍ୟମାନତା ହେତୁ ତାଙ୍କ ହେଲିକପ୍ଟରକୁ ସେବେକୋ ଏୟାରବେସରେ…

ୟୁସିସି ସପକ୍ଷରେ ମନ୍ତବ୍ୟ ଦେଲେ ମୋଦି: ପାକିସ୍ତାନ-ବାଂଲାଦେଶରେ ବି ନାହିଁ ତିନ୍‌ ତଲାକ୍‌…

ଭୋପାଳ,୨୭।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନର ଶଙ୍ଖନାଦ କରିଛନ୍ତି। ଭୋପାଳରେ ସେ ‘ମେରା ବୁଥ, ସବସେ ମଜବୁତ’ କାର୍ଯ୍ୟକ୍ରମରେ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତୁଷ୍ଟିକରଣ ରାଜନୀତି ଦେଶ ପାଇଁ ଅନେକ କ୍ଷତି…

ଆମେରିକାରେ ମୋଦିଙ୍କୁ ପ୍ରଶ୍ନ ପଚାରିଥିବା ସାମ୍ବାଦିକାଙ୍କୁ ଚାରିଆଡୁ ଟ୍ରୋଲ:ସାମ୍ବାଦିକାଙ୍କ ସମର୍ଥନରେ ବାହାରିଲା ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ୍‌,୨୭।୬:‘ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ର ସାମ୍ବାଦିକ ସାବ୍ରିନା ସିଦ୍ଦିକିଙ୍କୁ ବର୍ତ୍ତମାନ ଅନଲାଇନରେ ବହୁତ ଟ୍ରୋଲ କରାଯାଉଛି। ଗତ ସପ୍ତାହରେ ଜୋ ବାଇଡେନଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତରେ ସଂଖ୍ୟାଲଘୁଙ୍କ ଅଧିକାର ସମ୍ପର୍କରେ ସାବ୍ରିନା ପ୍ରଶ୍ନ କରିଥିଲେ। ଏଥିଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?