Home Middle

ଆମେରିକା ଗସ୍ତ କଲେ ମୋଦି, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା, ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା

ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିଲ୍ଲୀ ଛାଡି ଆମେରିକା ଗସ୍ତରେ ବାହାରି ଯାଇଛନ୍ତି। ସେ ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ଉତ୍ସବରେ ଅଂଶଗ୍ରହଣ କରିବେ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିବେ। ୱାଶିଂଟନ…

ଆମେରିକା ଗସ୍ତ ପୂର୍ବରୁ କଂଗ୍ରେସକୁ କାହିଁକି ଥ୍ୟାଙ୍କ ୟୁ କହିଲେ ମୋଦି

ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଆମେରିକା ଗସ୍ତ ପାଇଁ ମଙ୍ଗଳବାର ଯାତ୍ରା ଆରମ୍ଭ କରିଛନ୍ତି। ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଆମେରିକା ଯାଉଛନ୍ତି। ତାଙ୍କର ଆମେରିକୀୟ ଯାତ୍ରା…

ଆଜି ଆମେରିକା ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୦।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆମେରିକା ଗସ୍ତ କରୁଛନ୍ତି। ଏହା ଏକ ମହତ୍ୱପୂର୍ଣ୍ଣ ଯାତ୍ରା ବୋଲି କୁହାଯାଉଛି।ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମ୍ପର୍କରେ ବୈଦେଶିକ ସଚିବ ବିନୟ କ୍ୱାତ୍ରା ସୋମବାର କହିଛନ୍ତି ଯେ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ…

ଆଜି ପଥେ ଭକ୍ତ-ଭଗବାନ ଭେଟ

ପୁରୀ, ୨୦।୬(ଅଜିତ୍‌ ମହାନ୍ତି): ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ମଙ୍ଗଳବାର ପବିତ୍ର ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ। କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ଶ୍ରୀମନ୍ଦିର ରତ୍ନସିଂହାସନ ଛାଡ଼ି ଭକ୍ତଙ୍କୁ ଦର୍ଶନ ଦେବା ନିମନ୍ତେ ପୁରୀ ବଡ଼ଦାଣ୍ଡକୁ…

କଶ୍ମୀରରେ କେନ୍ଦ୍ରୀୟ ଶାସନକୁ ୫ ବର୍ଷ

ଶ୍ରୀନଗର, ୨୦ା୬(ପି.ଟି.): ଜମ୍ମୁ-କଶ୍ମୀରରେ ବିନା ନିର୍ବାଚିତ ସରକାରରେ କେନ୍ଦ୍ରୀୟ ଶାସନକୁ ସୋମବାର ୫ ବର୍ଷ ପୂରିଛି। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ଗଣତନ୍ତ୍ରର ପୁନଃସ୍ଥାପନା ବିଳମ୍ବ ହେଉଥିବାରୁ ମୁଖ୍ୟ ରାଜନୈତିକ ଦଳ ନ୍ୟାଶନାଲ କନ୍‌ଫରେନ୍ସ ଏବଂ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) କେନ୍ଦ୍ରକୁ…

ଏୟାରବସଠାରୁ ୫୦୦ ନୂଆ ଏ୩୨୦ ବିମାନ କିଣିବ ଇଣ୍ଡିଗୋ

ନୂଆଦିଲ୍ଲୀ,୧୯।୬: ଭାରତୀୟ ବିମାନ ସେବା କମ୍ପାନି ଇଣ୍ଡିଗୋ ଫ୍ରାନ୍ସ କମ୍ପାନି ଏୟାରବସଠାରୁ ୫୦୦ ନୂଆ ଏୟାରବସ ଏ୩୨୦ ବିମାନ କିଣିବାକୁ କିଣିବାକୁ ଯାଉଛି। ଏହା କୌଣସି ଭାରତୀୟ ଏୟାରଲାଇନ୍ସ ଦ୍ୱାରା ଅର୍ଡର କରାଯାଇଥିବା ସର୍ବାଧିକ ବିମାନ ବୋଲି କୁହାଯାଉଛି । ଏହି…

ସି ଜିନପିଙ୍ଗଙ୍କୁ ଭେଟିଲେ ଆମେରିକା ବୈଦେଶିକ ମନ୍ତ୍ରୀ ବ୍ଲିଙ୍କେନ, ଉଭୟ ଦେଶର ସମ୍ପର୍କରେ ସୁଧାର ପାଇଁ ହେଲା ଚର୍ଚ୍ଚା

ବେଜିଂ,୧୯।୬: ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନି ବ୍ଳିଙ୍କେନ ଏବେ ଚାଇନା ଗସ୍ତରେ ଅଛନ୍ତି। ଆମେରିକା ଓ ଚାଇନାର ସମ୍ପର୍କ ଓ ଏହା ମଧ୍ୟରେ ସୁଧାରକୁ ନେଇ ବ୍ଳିଙ୍କେନଙ୍କ ଏହି ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ…

ଗାନ୍ଧୀ ଶାନ୍ତି ପୁରସ୍କାର ସହ ଏକ କୋଟି ଟଙ୍କାର ପୁରସ୍କାର ରାଶି ନେବ ନାହିଁ ଗୀତା ପ୍ରେସ, କହିଲା ସମ୍ମାନ ନେବି ଧନରାଶି ନୁହେଁ

ଗୋରଖପୁର,୧୯।୬: ଗୀତା ପ୍ରେସ ଟ୍ରଷ୍ଟ ଗାନ୍ଧୀ ଶାନ୍ତି ପୁରସ୍କାରରେ ମିଳିବାକୁ ଥିବା ଏକ କୋଟି ଟଙ୍କାର ଧନରାଶି ନେବାକୁ ମନା କରି ଦେଇଛି। ଟ୍ରଷ୍ଟିମାନେ କହିଛନ୍ତି ଯେ ଗୀତା ପ୍ରେସ କୌଣସି ପ୍ରକାର ଦାନ ନେଇ ନ ଥାଏ।ସେଥିପାଇଁ ଗୀତା ପ୍ରେସ…

ପଞ୍ଜାବରେ ବବ୍ବର ଖାଲସାର ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା, ଟାର୍ଗେଟରେ ବଡ ଅଧିକାରୀ

ଚଣ୍ଡିଗଡ଼,୧୯।୬: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ସଙ୍ଗଠନ ବବ୍ବର ଖାଲସା ଇଣ୍ଟରନାଶନାଲ (ବିକେଆଇ)ଭାରତର ପଞ୍ଜାବରେ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି। ସୁରକ୍ଷା ଏଜେନ୍ସି ପକ୍ଷରୁ ଏହାକୁ ନେଇ ଆଲର୍ଟ ଜାରି କରାଯାଇଛି।ସୁରକ୍ଷା ଏଜେନ୍ସି ପକ୍ଷରୁ ଏହାକୁ ନେଇ ଆଲର୍ଟ ଜାରି କରାଯାଇଛି।…

ଦୈନିକ ସଂକ୍ରମଣ ୬୩…

ନୂଆଦିଲ୍ଲୀ, ୧୯।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

ଏସପି ପାଇଁ ପିଡିଏର ଅର୍ଥ ହେଉଛି, ପରିବାର ଦଳ ଆଲାଏନ୍ସ: ମାୟାବତୀଙ୍କ ଟୁଇଟ…

ଲକ୍ଷ୍ନୌ,୧୯।୬ : ବିଏସପି ସୁପ୍ରିମୋ ମାୟାବତୀ ପିଡିଏ (ପଛୁଆ, ଦଳିତ ଏବଂ ସଂଖ୍ୟାଲଘୁ)କୁ ନିଜ ଶୈଳୀରେ ବ୍ୟାଖ୍ୟା କରିଛନ୍ତି। ସେ ଏସପିକୂ ଟାର୍ଗେଟ କରିଛନ୍ତି। ଏକ ଟୁଇଟରେ ସେ କହିଛନ୍ତି ଏସପି ଏନଡିଏର ଜବାବରେ ପିଡିଏ ଗଠନର ଖେଳ ଖେଳୁଛି। ଏସପି…

ଡ୍ରଗ୍ସ ଚୋରା କାରବାର: ମ୍ୟାନମାରରୁ ଭାରତ ଲମ୍ବିଛି ଚେର, ୬ ମାସରେ ୨୭୧ କୋଟି ଟଙ୍କାର ଡ୍ରଗ୍ସ ଜବତ…

ଆଇଜଲ,୧୯।୬ : ଭାରତରେ ହେଉଥିବା ଡ୍ରଗ୍ସ ଚୋରା କାରବାରର ଚେର ମ୍ୟାନମାରରୁ ଲମ୍ବିଛି। ଅନୁସନ୍ଧାନକାରୀ ସଂସ୍ଥା ଚଳିତ ବର୍ଷ ଜାନୁଆରୀରୁ ଥିମଧଧ୍ୟରେ ମିଜୋରାମରେ ୨୭୧ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି। ମିଜୋରାମ ଏକ୍ସାଇଜ ଏବଂ ନାର୍କୋଟିକ୍ସ ବିଭାଗ ଜାନୁଆରୀରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?