Home Middle

ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି: ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ କଲା ଭିଏତଜେଟ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ…

ମାନିଲା,୨୮।୬ : ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଧବାର ସକାଳେ ଭିଏତଜେଟ ବିମାନ ଉତ୍ତର ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ କରିଛିା। ବିମାନରେ ଥିବା ୨୧୪ ଯାତ୍ରୀ ଏବଂ କର୍ମଚାରୀ ସମସ୍ତେ ସୁରକ୍ଷିତ ଅଛନ୍ତି। ଏୟାରବସ ଏ-୩୨୧ ଦକ୍ଷିଣ କୋରିଆର ଇଞ୍ଚେନ ସହରରୁ ଭିଏତନାମ…

ସୁରକ୍ଷା ମନ୍ତ୍ରଣାଳୟର ୧୪ କର୍ମଚାରୀଙ୍କୁ ଅପହରଣ…

ମେକ୍ସିକୋ ସିଟି,୨୮।୬ : ମେକ୍ସିକୋରେ ସଶସ୍ତ୍ର ଗୋଷ୍ଠୀ ରାଜ୍ୟ ସୁରକ୍ଷା ମନ୍ତ୍ରଣାଳୟର ୧୪ ଜଣ କର୍ମଚାରୀଙ୍କୁ ଅପହରଣ କରିଛନ୍ତି। ଦକ୍ଷିଣ ମେକ୍ସିକୋର ଚିଆପାସର ସୁରକ୍ଷା ବାହିନୀ ସୁରକ୍ଷା ମନ୍ତ୍ରଣାଳୟର ଅପହୃତ ହୋଇଥିବା କର୍ମଚାରୀଙ୍କୁ ଖୋଜୁଛି। ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି…

ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା

କଟକ,୨୮।୬(ସୁପ୍ରିୟା ପ୍ରିୟଦର୍ଶିନୀ): ଆସନ୍ତା ଜୁଲାଇ ୩ରୁ ୮ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ମୋଟ ୮୦ଟି କେନ୍ଦ୍ରରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବେ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତବର୍ଷ…

ବଳଭଦ୍ର ରଥାରୁଢ ହେବା ପରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ

ପୁରୀ,୨୮।୬(ଅଜିତ ମହାନ୍ତି): ଜନ୍ମବେଦିରେ ଲୀଳାଖେଳା ସାରି ଆଜି ପୁଣି ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ଧାଡ଼ି ପହଣ୍ଡିରେ ଦର୍ପଦଳନରେ ଶ୍ରୀସୁଦର୍ଶନ ବିରାଜମାନ କରିସାରିବା ପରେ ଶ୍ରୀ ବଳଭଦ୍ରଙ୍କ…

ଆଜି ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ

ପୁରୀ,୨୮।୬(ଅଜିତ ମହାନ୍ତି): ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଭାଇଙ୍କୁ ସାଥିରେ ଧରି ନବଦିନାମତ୍କ ଯାତ୍ରାରେ ଆଡ଼ପମଣ୍ଡପ ଅଭିମୁଖେ ଯାତ୍ରା କରି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଥିଲେ। ଦାରୁ ବିଗ୍ରହମାନେ ନବଦିନାମତ୍କ ଯାତ୍ରା ସାରି ଜନ୍ମବେଦି…

ଚାଇନା ପରେ ବର୍ତ୍ତମାନ ଇଟାଲୀ ମୁସଲମାନମାନଙ୍କ ଉପରେ କଡା ଆଭିମୁଖ୍ୟ: ଧର୍ମ ପରିବର୍ତ୍ତନ, ମସଜିଦ ବାହାରେ ନମାଜ ପଢିବା ଉପରେ ଲଗାଯିବ ବ୍ୟାନ

ରୋମ,୨୮।୬: ଇଟାଲୀରେ ସରକାର ମସଜିଦ ବାହାରେ ମୁସଲମାନ ପ୍ରାର୍ଥନା ସ୍ଥଳ ଉପରେ ବ୍ୟାନ ଲଗାଇବା ପାଇଁ ଆଇନର ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ଯାହା ଏକ ବିବାଦ ଆରମ୍ଭ କରିଛି। ଏହା ସହିତ ଦେଶରେ ଧାର୍ମିକ ପରିବର୍ତ୍ତନକୁ ରୋକିବା ପାଇଁ ସରକାର…

ଦେଶଦ୍ରୋହ ଆଇନ ଭାରତର ଅଖଣ୍ଡତା ପାଇ ଜରୁରୀ: ଆଇନ ଆୟୋଗ…

ନୂଆଦିଲ୍ଲୀ,୨୭।୬ : ଦେଶଦ୍ରୋହ ଆଇନକୁ ରଦ୍ଦ କରିବାକୁ ଦାବି ମଧ୍ୟରେ ଆଇନ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଋତୁରାଜ ଆୱସ୍ତି ମଙ୍ଗଳବାର କହିଛନ୍ତି କଶ୍ମୀରରୁ କେରଳ ଏବଂ ପଞ୍ଜାବରୁ ଉତ୍ତର-ପୂର୍ବ ପର୍ଯ୍ୟନ୍ତ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ଏକତା ତଥା ଅଖଣ୍ଡତା…

ଜୟଶଙ୍କରଙ୍କ ସମେତ ୧୦ ରାଜ୍ୟସଭା ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ, ୨୪ ଜୁଲାଇରେ ନିର୍ବାଚନ…

ନୂଆଦିଲ୍ଲୀ,୨୭।୬ : ଗୋଆ, ଗୁଜରାଟ ଏବଂ ପଶ୍ଚିମବଙ୍ଗର ମୋଟ ୧୦ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ମଙ୍ଗଳବାର ନିର୍ବାଚନ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଗୋଆରେ ଗୋଟିଏ ରାଜ୍ୟସଭା ଆସନ, ଗୁଜରାଟରେ ୩ ଟି ଏବଂ ପଶ୍ଚିମବଙ୍ଗରେ ୬ ଟି…

ମଣିପୁର ପ୍ରସଙ୍ଗରେ ନୀରବ, ମାତ୍ର ୟୁସିସି ନେଇ କାହିଁକି ହୋ ହଲ୍ଲା କରୁଛନ୍ତି ମୋଦି: ଭେନୁଗୋପାଲଙ୍କ ପ୍ରଶ୍ନ…

ଭୋପାଳ,୨୭।୬ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ନେଇ କଂଗ୍ରେସ କଡ଼ା ସମାଲୋଚନା କରିଛି। ଭୋପାଳରେ କଂଗ୍ରେସର ସାଧାରଣ ସଚିବ କେ.ସି ଭେନୁଗୋପାଲ କହିଛନ୍ତି ଦେଶରେ ଦାରିଦ୍ର୍ୟ, ମୂଲ୍ୟ ବୃଦ୍ଧି ଏବଂ ବେକାରୀ ବିଷୟରେ…

ମିଶନ ୨୦୨୪: କଂଗ୍ରେସ-ଭାଜପା ଅନଲାଇନ ଲଢ଼େଇ…

ନୂଆଦିଲ୍ଲୀ,୨୭।୬ : ମିଶନ ୨୦୨୪ ଅନ୍ତର୍ଗତ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ କଂଗ୍ରେସ ମଧ୍ୟରେ ଅନଲାଇନ ଲଢ଼େଇ ଜୋରଦାର ହେବାରେ ଲାଗିଛି। ଭାଜପାକୁ ସମାଲୋଚନା କରି କଂଗ୍ରେସ ମଙ୍ଗଳବାର ଏକ ଆନିମେଟେଡ ଭିଡିଓ ଜାରି କରି ରାହୁଲ ଗାନ୍ଧୀ “ଶାସକ…

ଏଭଳି ନାଟକ କଲେ ତେଲେଙ୍ଗାନା ବି ହାତରୁ ଯିବ: କେସିଆରଙ୍କୁ ସଞ୍ଜୟ ରାଉତଙ୍କ ପରାମର୍ଶ…

ମୁମ୍ବାଇ,୨୭।୬ : ମହାରାଷ୍ଟ୍ରର ପନ୍ଦରପୁରର ଭିଥାଲ ରୁକ୍ମିଣୀ ମନ୍ଦିରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ମଙ୍ଗଳବାର ପୂଜାର୍ଚ୍ଚନା କରିଛନ୍ତି। ରାଓଙ୍କର ଏହି ତୀର୍ଥଯାତ୍ରା ଆଷାଢ଼ୀ ଏକାଦଶୀର ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଛି। ଭାରତ ରାଷ୍ଟ୍ର ସମିତି ନେତା…

ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ସ୍ବତନ୍ତ୍ର ଅପରେଶନ: ୧୫ ଦିନରେ ୧୧ ବିଦେଶୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଶ୍ରୀନଗର,୨୭।୬ : ଗୁପ୍ତଚର ଏଜେନ୍ସି ଦ୍ୱାରା ପ୍ରଦାନ କରାଯାଇଥିବା ଇନପୁଟ ଆଧାରରେ ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅପରେଶନରେ ଜମ୍ମୁ-କଶ୍ମୀରର କୁପୱାରା ସେକ୍ଟରରେ ନିଶା, ଅସ୍ତ୍ରଶସ୍ତ୍ର ଏବଂ ଗୁଳିର ବିପୁଳ ପରିମାଣର ଗୋଳା ବାରୁଦ ଜବତ ହୋଇପାରିଛି। ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?