ଚାଇନାର ମଧ୍ୟସ୍ଥି: ପାକିସ୍ତାନରେ ପହଞ୍ଚିଲା ରୁଷିଆ ଅଶୋଧିତ ତୈଳ…
ଇସଲାମାବାଦ/ମସ୍କୋ,୧୨।୬ : ରୁଷିଆରୁ ଶସ୍ତା ଅଶୋଧିତ ତୈଳର ପ୍ରଥମ ପରିବହନ କରାଚି ବନ୍ଦରରେ ପହଞ୍ଚିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏହି ସୂଚନା ଦେଇଛନ୍ତି। ପାକିସ୍ତାନରେ ଚାଲିଥିବା ମୁଦ୍ରାସ୍ଫୀତି ଏବଂ ତୈଳ ମୂଲ୍ୟରେ ଆକାଶଛୁଆଁ ହେବା ମଧ୍ୟରେ ଏହା ଏକ ବଡ଼…
ମେରିଲ୍ୟାଣ୍ଡରେ ଗୁଳିକାଣ୍ଡ: ୩ ମୃତ, ୭ ଆହତ…
ଓ୍ବାଶିଂଟନ,୧୨।୬ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡ ଘଟିଛି ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ଆମେରିକାର ମେରିଲ୍ୟାଣ୍ଡର ଆନ୍ନାପଲିସ ଅଞ୍ଚଳରେ ଘଟିଛି। ଗୋଟିଏ ଘରେ ଗୁଳିକାଣ୍ଡ ହୋଇଥିଲା। ଗୁଳିକାଣ୍ଡର…
ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ବିପଦ: ବିମାନ ଉଡ଼ାଣରେ ବିଳମ୍ବ, ସୌରାଷ୍ଟ୍ର-କଚ୍ଛର ୬ ଜିଲାରେ ହାଇ ଅଲର୍ଟ…
ଅହମଦାବାଦ,୧୨।୬ : ପୁଣି ଥରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସାଇକ୍ଲୋନିକ ଝଡ ବିପର୍ଯ୍ୟୟର ବିପଦ ଦେଖାଦେଇଛି। ପାଣିପାଗ ବିଭାଗ ଅନୁସାରେ ବିପର୍ଯ୍ୟୟ ଆହୁରି ଭୟଙ୍କର ରୂପ ନେଇଛି। ଏ ସମ୍ପର୍କରେ ସୌରାଷ୍ଟ୍ର-କଚ୍ଛର ୬ ଟି ଜିଲାରେ ହାଇ ଅଲର୍ଟ ଜାରି କରାଯାଇଛି। ପାଣିପାଗ…
ପେରୁରେ ଏଲ ନିନୋ ସଙ୍କଟ: ଡେଙ୍ଗୁରେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ, ୨୦୦ ମୃତ…
ଲିମା,୧୨।୬ : ଦକ୍ଷିଣ ଆମେରିକାର ଦେଶ ପେରୁରେ ଏଲ ନିନୋ ସଙ୍କଟ ଦେଖାଦେଇଛି। ଏଠାରେ ବହୁ ଲୋକ ଡେଙ୍ଗୁ ଆକ୍ରାନ୍ତ ହୋଇଛି। ପେରୁରେ ଡେଙ୍ଗୁ ରୋଗର ରେକର୍ଡ ରିପୋର୍ଟ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ପେରୁରେ ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷରୁ…
ଡଙ୍ଗାରେ ଅଗ୍ନିକାଣ୍ଡ: ୩ ବ୍ରିଟିଶ ପର୍ଯ୍ୟଟକ ନିଖୋଜ…
କାଏରୋ,୧୨।୬ : ଇଜିପ୍ଟର ଲୋହିତ ସାଗରରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗାରେ ନିଆଁ ଲାଗିଯାଇଛି। ଏହି ଡଙ୍ଗାରେ ଅନେକ ବ୍ରିଟିଶ ପର୍ଯ୍ୟଟକ ଯାଇଥିଲେ, ସେମାନଙ୍କ ମଧ୍ୟରୁ ତିନିଜଣ ନିଖୋଜ ଅଛନ୍ତି। ନ୍ୟୁଜ ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ ଉଦ୍ଧାରକାରୀମାନେ ନିଖୋଜ…
ନ୍ୟୁ ସାଉଥ ଓ୍ବେଲସରେ ମର୍ମନ୍ତୁଦ ବସ ଦୁର୍ଘଟଣା: ୧୦ ମୃତ, ୧୧ ଆହତ…
ସିଡ୍ନୀ,୧୨।୬ : ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ରାଜ୍ୟର ହଣ୍ଟର୍ ଅଞ୍ଚଳରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୋମବାର ଅଷ୍ଟ୍ରେଲିଆ ପୋଲିସ ଏହି ସୂଚନା…
ହିଏ-ଓ୍ବାଙ୍ଗ୍ଙ୍କୁ ମହିଳା ଡବଲ୍ସ ଟାଇଟଲ
ପ୍ୟାରିସ, ୧୨ା୬: ତାଇଓ୍ବାନର ହିଏ ସୁ ଓ୍ବେଇ ଓ ଚାଇନାର ଓ୍ବାଙ୍ଗ୍ ଜିନ୍ୟୁ ଫ୍ରେଞ୍ଚ ଓପନ ଟେନିସ ମହିଳା ଡବଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ସେମାନେ ୟୁଏସ୍-କାନାଡିଆନ ଯୋଡ଼ି ଟେଲର ଟାଉନ୍ସେଣ୍ଡ ଓ ଲେଲା ଫର୍ନାଣ୍ଡିଜଙ୍କୁ ୧-୬, ୭-୬ (୭/୫),…
ଆର୍ଜେଣ୍ଟିନାକୁ ୨-୧ରେ ହରାଇଲା ଭାରତ
ଇନ୍ଧୋଭେନ୍, ୧୨ା୬(ପି.ଟି): ଆର୍ଜେଣ୍ଟିନା ବିପକ୍ଷରେ ବିଜୟ ସହିତ ୨୦୨୨-୨୩ ପ୍ରୋ ଲିଗ୍ ହକି ସିଜନ ଶେଷ କରିଛି ଭାରତ। ନେଦରଲାଣ୍ଡ୍ସ ବିପକ୍ଷ ପରାଜୟ ପରେ ଭାରତୀୟ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବା ସହିତ ୨-୧ରେ ବିଜୟୀ ହୋଇଛି। ଭାରତ ପକ୍ଷରୁ ଆକାଶଦୀପ…
ଭାରତକୁ ପ୍ରଥମ ଟାଇଟଲ
କାକାମିଗହରା (ଜାପାନ), ୧୨ା୬(ପି.ଟି.): ଜାପାନରେ ଅନୁଷ୍ଠିତ ମହିଳା ଜୁନିୟର ଏସିଆ କପ୍ ହକିରେ ଭାରତ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ରବିବାର ଅନୁଷ୍ଠିତ ଫାଇନାଲରେ ଭାରତ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଏହାସହିତ ପ୍ରଥମଥର ପାଇଁ ଭାରତ ମହିଳା…
‘ଆର୍ଦ୍ର ପରିବେଶରୁ ଭାରତକୁ ଫାଇଦା ମିଳିବ’
ଭୁବନେଶ୍ୱର, ୧୨।୬ (କ୍ରୀଡ଼ା ପ୍ରତିନିଧି): ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍ବଲ ଟୁର୍ନାମେଣ୍ଟରେ ଭାରତର ପରବର୍ତ୍ତୀ ପ୍ରତିଦ୍ୱନ୍ଦ୍ୱୀ ଭାନୁଆଟୁ ହୋଇଥିବାରୁ ଭୁବନେଶ୍ୱରର ଆର୍ଦ୍ର ପରିବେଶରୁ ଘରୋଇ ଦଳକୁ ଫାଇଦା ମିଳିବ ବୋଲି ଅନୁଭବ କରୁଛନ୍ତି ମୁଖ୍ୟ କୋଚ୍ ଇଗର ଷ୍ଟିମାକ୍। ମଙ୍ଗୋଲିଆ ବିପକ୍ଷରେ ଭାରତ ୨-୦…
ଭାରତ ଆଜି ଭାନୁଆଟୁକୁ ଭେଟିବ
ଭୁବନେଶ୍ୱର, ୧୨।୬ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ସୋମବାର ୨ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଅପରାହ୍ନ ୪ଟା ୩୦ରେ ଲେବାନନ୍ ବିପକ୍ଷରେ ଖେଳିବ ମଙ୍ଗୋଲିଆ। ସନ୍ଧ୍ୟା ୭ଟା ୩୦ରେ ଭାରତ ଏହାର ଦ୍ୱିତୀୟ…
ଅନ୍ୟ ରାଜ୍ୟ ପାଇଁ କେନ୍ଦ୍ର ଆଣିବ ଅଧ୍ୟାଦେଶ
ନୂଆଦିଲ୍ଲୀ, ୧୨ା୬ : ଦିଲ୍ଲୀର ସେବା ପ୍ରଶାସନକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିବାରୁ ଆମ୍ ଆଦ୍ମୀ ପାର୍ଟି (ଏଏପି) ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି।…
Archives


