Home Middle

ଫିଲ୍ମ ‘ଆଦିପୁରୁଷ’ ବ୍ୟାନ୍‌କୁ ନେଇ ବର୍ଷିଲେ ଆହ୍ଲାବାଦ ହାଇକୋର୍ଟ, କୋରାନ ଉପରେ ଡକ୍ୟୁମେଣ୍ଟାରୀ କରନ୍ତୁ

ଲକ୍ଷ୍ନୌ,୨୯।୬:ରିଲିଜ ପରେ ମଧ୍ୟ ଫିଲ୍ମ ଆଦିପୁରୁଷ ବିବାଦ ଥମିବାର ନାଁ ନେଉନାହିଁ। ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତାଙ୍କ ଉପରେ ହାଇକୋର୍ଟ ବର୍ଷିିଛନ୍ତି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏହି ଫିଲ୍ମ ଉପରେ ନିଷେଧାଦେଶ ଦାବି କରିଥିବା ଆବେଦନ ଉପରେ…

ସୀମାନ୍ତରେ ମାଓବାଦୀଙ୍କ ବର୍ବରତା: ପ୍ରଜା କୋର୍ଟରେ ଉପ ସରପଞ୍ଚଙ୍କ ସମେତ ୨ଜଣଙ୍କୁ ହତ୍ୟା

କୋରିକୋଣ୍ଡା,୨୯।୬(ଅବିନାଶ ବେହେରା): କିଛି ଦିନର ନିରବତା ପରେ ପୁଣି ମାଓବାଦୀମାନେ ମାଲକାନଗିରି-ଛତିଶଗଡ଼ ସମାନ୍ତ ତାଡମେଟଲା ଅଞ୍ଚଳରେ ବର୍ବରତା ଦେଖାଇଛନ୍ତି। ୧୦ ଦିନ ହେଲା ମାଓବାଦୀମାନେ ତାଡମେଟଲା ପଞ୍ଚାୟତ ଉପ ସରପଞ୍ଚ ମାଣ୍ଡଭି ଗଙ୍ଗାଙ୍କ ସମେତ ୧୫ଜଣ ଗ୍ରାମବାସୀଙ୍କୁ ଅପହରଣ କରି ରଖିଥିଲେ।…

ଆଜି ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶ

ପୁରୀ,୨୯।୬(ଅଜିତ୍‌ ମହାନ୍ତି)ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ଗୁରୁବାର ତିନି ରଥରେ ମହାପ୍ରଭୁଙ୍କ ଅନନ୍ୟ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହେବେ। ରଥ ଉପରେ ମଇଲମ ଓ ଏକାଦଶୀ ସର୍ବାଙ୍ଗ ନୀତି…

୨୦ ବର୍ଷ ପରେ ଆମେରିକାରେ ୫ ମ୍ୟାଲେରିଆ ରୋଗୀ ଚିହ୍ନଟ

ଓ୍ବାଶିଂଟନ,୨୮ା୬: ଫ୍ଲୋରିଡା ଏବଂ ଟେକ୍ସାସରେ ଗତ ଦୁଇ ମାସ ମଧ୍ୟରେ ୫ଟି ମ୍ୟାଲେରିଆ ମାମଲା ଚିହ୍ନଟ ହୋଇଛି। ଏହି ସମସ୍ତ ରୋଗୀ କୌଣସି ବିଦେଶ ଭ୍ରମଣରେ ଯାଇ ନ ଥିବା ଜଣାପଡ଼ିଛି। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି,…

ଜଳିଗଲା ରଥ: ୬ ଶ୍ରଦ୍ଧାଳୁ ମୃତ, ୧୫ ଆହତ

ଅଗରତାଲା,୨୮ା୬: ବୁଧବାର ସନ୍ଧ୍ୟାରେ ତ୍ରିପୁରାର ଉନାକୋଟି ଜିଲାରେ ଏକ ବଡ଼ ଅଘଟଣ ଘଟିଛି। ରଥଟଣା ଚାଲିଥିବା ବେଳେ ରଥଟି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଯିବାରୁ ରଥ ଜଳି ଯାଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୧୫ରୁ ଊର୍ଦ୍ଧ୍ୱ…

ବାହୁଡ଼ିଲେ ମହାପ୍ରଭୁ, ଶ୍ରୀମନ୍ଦିର ସମ୍ମୁଖରେ ୩ ରଥ

ପୁରୀ,୨୮ା୬(ଅଜିତ୍‌ ମହାନ୍ତି): ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା କାଳିଆ ଠାକୁରଙ୍କ ବାହୁଡ଼ା ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଜନ୍ମବେଦୀ ଆଡ଼ପ ମଣ୍ଡପ ଛାଡ଼ି…

ଦିଲ୍ଲୀରେ ଏକାକି ନିର୍ବାଚନ ଲଢିବ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ,୨୮।୬: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକଜୁଟ ହେବାରେ ଲାଗିଥିବା ବିରୋଧୀ ଦଳ ଜୁନ ୨୩ରେ ବିହାରର ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଥିଲେ। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷ…

ମନ୍ଦିରରେ ଲାଗୁ ହେଲା ଡ୍ରେସ୍‌ କୋଡ୍‌; ଛୋଟ ଡ୍ରେସ୍‌ ପିନ୍ଧି ମନ୍ଦିର ପ୍ରବେଶ ମନା

ନୂଆଦିଲ୍ଲୀ,୨୮।୬:ଭାରତର ଅନେକ ମନ୍ଦିରରେ ଡ୍ରେସ କୋଡ୍‌ ନିୟମ ଲାଗୁ ହୋଇଛି। ଏଥିରେ ମନ୍ଦିରକୁ ଛୋଟ ଡ୍ରେସ୍‌ ପିନ୍ଧି ଯିବାକୁ ନିଷେଧାଦେଶ ଜାରି କରାଯାଇଛି। ଋଷିକେଶ ମନ୍ଦିରରେ ଏହି ନିୟମ ଲାଗୁ ହେବା ପରେ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ଏହି…

ୟୁନିଫର୍ମ ସିଭିଲ କୋଡକୁ ନେଇ ପ୍ରଶ୍ନ ଉଠାଇଲେ ସଲମାନ ଖୁର୍ସିଦ

ନୂଆଦିଲ୍ଲୀ,୨୮।୬: ଗତ କିଛିଦିନ ହେବ ଦେଶରେ ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି)କୁ ନେଇ ଲଗାତାର ଚର୍ଚ୍ଚା ହେଉଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଥିଲେ କି ଗୋଟିଏ ଘରେ ଦୁଇଟି ନିୟମ ଚାଲି ପାରିବ ନାହିଁ। ଏହାପରେ ଲାଗାତାର ରାଜନୈତିକ…

ସାଉଥ କୋରିଆରେ ରାତାରାତି ୨-୩ ବର୍ଷ କମିଗଲା ଲୋକଙ୍କ ବୟସ

ସିଓଲ,୨୮।୬: ଦକ୍ଷିଣ କୋରିଆରେ ୫.୧ କୋଟି ଲୋକଙ୍କର ବୟସ ୧ ଅବା ୨ ବର୍ଷ କମ ହୋଇଯାଇଛି। ଦକ୍ଷିଣ କୋରିଆର ଲୋକଙ୍କ ବୟସ ହଠାତ କମ ହେବାର କାରଣ ହେଉଛି ଏଠାରେ ବୟସର ଗଣନାକୁ ନେଇ ଜାରି କରାଯାଇଥିବା ନୂଆ ନିୟମ।…

ଗୃହଯୁଦ୍ଧ ଟଳିବା ପରେ ପୁଣି ୟୁକ୍ରେନର ୨ଟି ସହରକୁ ମିସାଇଲ ମାଡ କଲା ଋଷ, ୪ମୃତ

ମସ୍କୋ,୨୮।୬:ଓ୍ବାଗନ ଗୋଷ୍ଠୀ ସହ ଋଷ ସେନାର ଗୃହଯୁଦ୍ଧ ଥମିବା ପରେ ପୁଣି ୟୁକ୍ରେନକୁ ଟାର୍ଗେଟ କରିଛି ମସ୍କୋ । ମଙ୍ଗଳବାର ସଂଧ୍ୟାରେ ଋଷ ସୈନ୍ୟ ୟୁକ୍ରେନର ଦୁଇଟି ସହର ଉପରେ ଜୋରଦାର ମିସାଇଲ ମାଡ କରିଛନ୍ତି। ଲଗାତାର ମିସାଇଲ ମାଡ଼ରେ ଥରି…

ଅଫିସିଆଲ ଫାଇଲ୍‌ ଲୁଚାଇବା ମାମଲାରେ ଟ୍ରମ୍ପଙ୍କ ଅଡିଓ ଭାଇରାଲ; ଇରାନ ଉପରେ ଆକ୍ରମଣ କରିବା ନେଇ କରୁଥିଲେ ଯୋଜନା

ଓ୍ବାଶିଂଟନ୍‌,୨୮।୬:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨ ମିନିଟର ଅଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଅଫିସିଆଲ ଫାଇଲରେ ଥିବା ତଥ୍ୟକୁ କିଛି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବାର ଜାଣିବାକୁ ମିଳିଛି। ଅଡିଓରେ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ଯୋଜନା ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?