Home Middle

ଭାରତ ଶାନ୍ତି ପାଇଁ ସମର୍ପିତ: ଏସ ଜୟଶଙ୍କର

ନୂଆଦିଲ୍ଲୀ,୬।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦୁଇ ଦିନିଆ ଜାଞ୍ଜିବର ଗସ୍ତରେ ଯାଇଛନ୍ତି। ଜାଞ୍ଜିବରରେ ଏସ ଜୟଙ୍କର ଆଇଏନଏସ ତ୍ରିଶୁଳ ଉପରେ ଆୟୋଜିତ ଡେକ ରିସେପଶନରେ ସାମିଲ ହୋଇଥିଲେ। ଏହି ସମୟରେ ଜାଞ୍ଜିବରର ରାଷ୍ଟ୍ରପତି ଡା. ହୁସେନ ଅଲି ବିନି ବି…

ପୁଣି ଅଡୁଆରେ ଇମ୍ରାନ

ଇସଲାମାବାଦ,୬ା୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ମୁଖ୍ୟ ଇମ୍ରାନ ଖାନ୍‌ ପୁଣି ଅସୁବିଧାରେ ପଡ଼ିଛନ୍ତି। ରାଓ୍ବଲପିଣ୍ଡିରେ ଆର୍ମି ଜେନେରାଲ ମୁଖ୍ୟାଳୟ (ଜିଏଚ୍‌କ୍ୟୁ) ଉପରେ ଅଦ୍ୟାବଧି ହୋଇଥିବା ଆକ୍ରମଣ ପାଇଁ କଡ଼ା ଆତଙ୍କବାଦ ବିରୋଧୀ ଅଧିନିୟମ ଅଧୀନରେ ତିନିଟି ସମେତ…

ମାନହାନି ମାମଲା: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମନ

ନୂଆଦିଲ୍ଲୀ,୬।୭: ମାନହାନି ମାମଲାରେ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମନ ପଠାଇଛନ୍ତି। ଅଗଷ୍ଟ ୭ରେ କୋର୍ଟରେ ରହିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାନହାନି ମାମଲା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ…

ଜୁଲାଇ ୧୮ରେ ଭାଜପା ମେଣ୍ଟର ବୈଠକ

ନୂଆଦିଲ୍ଲୀ,୬।୭: ଦେଶରେ ହେବାକୁ ଯାଉଥିବା ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ବାକି ଅଛି। ଏହାରି ଭିତରେ ସମସ୍ତ ବଡ ବଡ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗି ପଡିଲେଣି। ବିରୋଧୀ ଦଳମାନେ ମଧ୍ୟ ଭାଜପା ବିରୋଧରେ ଏକାଠି…

ରାଜସ୍ଥାନରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ, ପାଇଲଟ-ଗେହଲଟ ବିବାଦର ସମାଧାନ ପାଇଁ କରାଯାଉଛି ଚେଷ୍ଟା

ଜୟପୁର୬।୭: ଛତିଶଗଡରେ ଚାଲିଥିବା ଅସନ୍ତୋଷକୁ ଶାନ୍ତ କରିବା ପରେ କଂଗ୍ରେସ ହାଇକମାଣ୍ଡ ବର୍ତ୍ତମାନ ରାଜସ୍ଥାନ ଉପରେ ନଜର ରଖିଛନ୍ତି। ଯେଉଁଠାରେ ବହୁ ଦିନ ଧରି କଂଗ୍ରେସ ନେତା ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ବିବାଦ ଦେଖାଯାଇଛି। ବର୍ତ୍ତମାନ…

ବିଶ୍ୱକପର ୩ ମାସ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ତମିମ ଇକବାଲ

ନୂଆଦିଲ୍ଲୀ,୬।୭: ଭେଟେରାନ ବାଂଲାଦେଶ ବ୍ୟାଟ୍ସମ୍ୟାନ ତମିମ ଇକବାଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତମିମଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ଦିନିକିଆ ବିଶ୍ୱକପ ତିନି ମାସ ପରେ ଆରମ୍ଭ ହେବାକୁ ଯାଉଛି। ଦିନିକିଆ କ୍ରିକେଟରେ ବାଂଲାଦେଶ ପାଇଁ…

ମୁମ୍ବାଇରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୁମ୍ବାଇ, ୬।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ୩ ଦିନ ମୁମ୍ବାଇରେ ରହିବେ ବୋଲି ସୂଚନା ମିଳିଛି। ମୁମ୍ବାଇ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ବିସ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି।…

ଭାରତ ଦ୍ୱାରା ନିଯୁକ୍ତ ପ୍ରଧାନମନ୍ତ୍ରୀ ଆମର ଆବଶ୍ୟକ ନାହିଁ: ନେପାଳ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ବିବାଦ…

କାଠମାଣ୍ଡୁ,୬।୭ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଭାରତ ବିରୋଧରେ ଏକ ମନ୍ତବ୍ୟ ଦେଇଛନ୍ତି। ଯାହା ପରେ ବିରୋଧୀମାନେ ତାଙ୍କୁ ଘେରିବା ଆରମ୍ଭ କରିଛନ୍ତି। ବିରୋଧୀ ତାଙ୍କ ଇସ୍ତଫା ଦାବି କରୁଛନ୍ତି। ନେପାଳର ପ୍ରଧାନମନ୍ତ୍ରୀ ନିକଟରେ କହିଥିଲେ ନେପାଳରେ…

ଉତ୍ତାପ ଲହର: ବେଜିଂରେ ଓ୍ବାର୍କ ଆଟ୍‌ ହୋମ୍‌ ନିର୍ଦ୍ଦେଶ…

ବେଜିଂ,୬।୭ : ଚାଇନାର ରାଜଧାନୀ ବେଜିଂରେ ପ୍ରବଳ ଉତ୍ତାପ ଯୋଗୁଁ ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ଲୋକଙ୍କୁ ମଧ୍ୟ ଉତ୍ତାପ ଲହରର ସାମ୍ନା କରିବାକୁ ପଡୁଛି। ଏଥି ସହିତ ବେଜିଂରେ ତାପମାତ୍ରା ୪୦ ଡିଗ୍ରୀ ସେଣ୍ଟିଗ୍ରେଡରେ ପହଞ୍ଚିଛି। ସରକାର ଲୋକଙ୍କୁ ବାହ୍ୟ କାର୍ଯ୍ୟ…

ୟୁସିସି ଲାଗୁ ନେଇ ଜିଓଏମ ଗଠନ କଲେ କେନ୍ଦ୍ର ସରକାର, ପ୍ରଥମ ବୈଠକ ଶେଷ…

ନୂଆଦିଲ୍ଲୀ,୬।୭ : ଗୋଟିଏ ଦେଶ-ଏକ ଆଇନ କାର୍ଯ୍ୟକାରୀ କରିବା ଦିଗରେ କେନ୍ଦ୍ର ସରକାର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ ହେବା ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି। ଏହି ପ୍ରସଙ୍ଗରେ ସରକାର ମନ୍ତ୍ରୀଙ୍କର ଏକ ଦଳ (ଜିଓଏମ) ଗଠନ କରିଛନ୍ତି।…

ଶରଦ ପାଓ୍ବାରଙ୍କୁ ଅଧ୍ୟକ୍ଷ ପଦରୁ ହଟାଯିବା ନେଇ ଜାଣି ନାହଁାନ୍ତି ଅଜିତ ଗୋଷ୍ଠୀର ନେତା

ମୁମ୍ବାଇ,୬।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ରାଜନୈତିକ ଛକାପଞ୍ଚା ମଧ୍ୟରେ ଘଡିକରେ ଘୋଡା ଛୁଟୁଛି। ଦାଦା ବନାମ ପୁତୁରା କଳି ନୂଆ ମୋଡ ନେଇଛି। ଏକ ଟିଭି ସାକ୍ଷାତକାରରେ ଅଜିତ ପାୱାରଙ୍କ ଏନସିପି ସାଂସଦ ଉମେଶ ପାଟିଲ ପ୍ରକାଶ କରିଛନ୍ତି ଯେ,…

ଆୟୁର୍ବେଦ ଶିକ୍ଷାର୍ଥୀଙ୍କ ପାଇଁ ବିଦେଶରେ ସୁଯୋଗ: ଜାପାନ-ଜର୍ମାନୀରେ ମିଳିବ ନିଯୁକ୍ତି…

ଡେରାଡୁନ,୬।୭ : ଜାପାନ ଏବଂ ଜର୍ମାନୀର ଭାରତୀୟ ଆୟୁର୍ବେଦ ଶିକ୍ଷାର୍ଥୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଉତ୍ତରାଖଣ୍ଡର ମେଡିକାଲ କାଉନସିଲ ଅଫ ଇଣ୍ଡିଆ, ପକ୍ଷରୁ କୁହାଯାଇଛି ଆୟୁର୍ବେଦ କଲେଜରୁ ନର୍ସିଂ, ଯୋଗ, ପଞ୍ଚକର୍ମ, ନାଚୁରୋପାଥି ପାଠ୍ୟକ୍ରମରେ ପାସ ହୋଇଥିବା ଛାତ୍ରଛାତ୍ରୀଙ୍କ ବିବରଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?