Home Middle

ଶିବରାଜଙ୍କ ସରକାରଙ୍କ ପ୍ରତି ବିଭାଗରେ ଭରି ରହିଛି ଦୁର୍ନୀତି: କମଲନାଥ…

ଭୋପାଳ,୨୫।୬ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ରାଜ୍ୟର ଭାଜପା ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାରଙ୍କ ପ୍ରତି ବିଭାଗରେ ଦୁର୍ନୀତି ଭରି ରହିଛି। କୋଟି କୋଟି ଟଙ୍କାର ଦୁର୍ନୀତି…

୪୮ ଘଣ୍ଟାରେ ଦୁଇ ଶିଖ୍‌ ସମ୍ପ୍ରଦାୟ ବ୍ୟକ୍ତିଙ୍କୁ ହତ୍ୟା

ଇସଲାମାବାଦ,୨୫ା୬: ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣ ବନ୍ଦ ହେବାର ନାଁ ନେଉନାହିଁ। ପାକିସ୍ତାନର ପେଶାୱାରରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ରବିବାର ପୁଣି ଜଣେ ଶିଖ୍‌ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତେବେ ୪୮ ଘଣ୍ଟା…

ଜରୁରୀକାଳୀନ ପରିସ୍ଥିତିରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି…

ନୂଆଦିଲ୍ଲୀ,୨୫।୬ : ଦେଶରେ ଜରୁରୀକାଳୀନ ପରିସ୍ଥିତିର ବାର୍ଷିକୀ ଅବସରରେ ରାଜନୈତିକ ଦଳମାନେ ବିଭିନ୍ନ ଉପାୟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗରେ ଟୁଇଟ କରିଛନ୍ତି। ଜରୁରୀକାଳୀନ ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ପ୍ରଭାବିତ ହୋଇଥିବା…

ଭାଜପାରୁ ଇସ୍ତଫା ଦେଲେ ନରେନ୍ଦ୍ର ସିଂ ତୋମର…

ଭୋପାଳ,୨୫।୬ : ମାନ୍ଧତା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ନେତା ତଥା ଚଳିତ ବର୍ଷର ବିଧାନସଭା ପ୍ରାର୍ଥୀ ତଥା ମଧ୍ୟପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମର ଉପାଧ୍ୟକ୍ଷ ନରେନ୍ଦ୍ର ସିଂ ତୋମର ଦଳର ପ୍ରାଥମିକ ସଦସ୍ୟ ତଥା ମଧ୍ୟପ୍ରଦେଶର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।…

ମୋଦିଙ୍କ ଗ୍ରାଣ୍ଡ ଓ୍ବେଲକମ ପାଇଁ ଭାଜପାର ପ୍ରସ୍ତୁତି

ନୂଆଦିଲ୍ଲୀ,୨୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଓ ମିଶ୍ର(ଇଜିପ୍ଟ)ର ରାଜକୀୟ ଗସ୍ତ ପରେ ରବିବାର ୨୫ ଜୁନକୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମୋଦିଙ୍କ ବିମାନ ରାତି ପ୍ରାୟ ୧୨ଟା ୩୦ରେ ପାଲମ ଏୟାରପୋର୍ଟରେ ପହଞ୍ଚିବ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିବାକୁ…

କେଉଁଠୁ ଆସୁଛନ୍ତି ଔରଙ୍ଗଜେବଙ୍କ ବଂଶଜ: ଫଡନାଭିସଙ୍କ ପ୍ରଶ୍ନ …

ମୁମ୍ବାଇ୨୫।୬ : ମହାରାଷ୍ଟ୍ରର ବୁଲଡାନା ଜିଲାରେ ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ ସାଧାରଣ ସଭା ଶନିବାର ହୋଇଥିଲା। ଏହି ରାଲିରେ କିଛି ଲୋକେ ଔରଙ୍ଗଜେବ ଅମର ରହେଙ୍କ ସ୍ଲୋଗାନ ଦେଇଥିଲେ। ଏହି ସ୍ଲୋଗାନର ଭିଡିଓ ସୋସିଆଲ…

ଇସଲାମରେ ବିବାହ ପୂର୍ବ ଶାରୀରିକ ସମ୍ପର୍କ ନିଷେଧ, ଏହାକୁ ପ୍ରୋତ୍ସାହିତ କରାଯାଇପାରିବ ନାହିଁ, ଲିଭ-ଇନ ପାର୍ଟନରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ …

ଲକ୍ଷ୍ନୌ,୨୫।୬ : ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ ଲିଭ-ଇନ ସମ୍ପର୍କ ଉପରେ ଦାଖଲ ହୋଇଥିବା ପିଟିଶନ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିରେ ଇସଲାମରେ ବିବାହର ନିୟମକୁ ଦର୍ଶାଯାଇଛି। କୋର୍ଟ କହିଛନ୍ତି ଇସଲାମରେ ବିବାହ ପୂର୍ବ ଶାରୀରିକ ସମ୍ପର୍କ ନିଷେଧ,…

ରୁଷିଆରେ ଓ୍ବାଗନର ବିଦ୍ରୋହ କରିବା କଥା ପୂର୍ବରୁ ଜାଣିଥିଲା ଆମେରିକା

ମସ୍କୋ,୨୫।୬: ବେସରକାରୀ ସେନା ୱାଗନରର ମୁଖ୍ୟ ତାଙ୍କ ସେନାଙ୍କୁ ମସ୍କୋ ଆଡକୁ ନ ବଢିବାକୁ ନିର୍ଦ୍ଦେଶ ଦେବା ପରେ ରୁଷିଆରେ ଦେଖାଦେଇଥିବା ସଙ୍କଟ ଶେଷ ହୋଇଛି। ଇତିମଧ୍ୟରେ ଏହି ଘଟଣା ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି। ନ୍ୟୁୟର୍କ ଟାଇମ୍ସ…

୧୬ ବର୍ଷ ବୟସ୍କ ଶାରୀରିକ ସମ୍ପର୍କ ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ: ହାଇକୋର୍ଟଙ୍କ ରାୟ…

ଶିଲଂ,୨୫।୬ : ମେଘାଳୟ ହାଇକୋର୍ଟ କହିଛନ୍ତି ୧୬ ବର୍ଷର ପୁଅ କିମ୍ବା ଝିଅ ଶାରୀରିକ ସମ୍ପର୍କ ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ ଅଟନ୍ତି। ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟ ଜଣେ ଯୁବକଙ୍କ ବିରୋଧରେ ଥିବା ପୋକ୍ସା ମାମଲାକୁ ଖାରଜ କରିଦେଇଛନ୍ତି।…

ନାବାଳିକାଙ୍କ ସହିତ ଆପତ୍ତି ଜନକ ଫଟୋ ଉଠାଇଲେ ଭାଜପା ବିଧାୟକ: କଂଗ୍ରେସ କଲା ବିରୋଧ…

ଭୋପାଳ,୨୫।୬ : ମଧ୍ୟପ୍ରଦେଶର କଂଗ୍ରେସ ପକ୍ଷରୁ ବାଲାଘାଟର ଭାଜପା ବିଧାୟକ ଗୌରୀଶଙ୍କର ବିସେନଙ୍କ ଏକ ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛି। ବିଧାୟକ ବିସେନ ନାବାଳିକାଙ୍କ ସହ ଲଜ୍ଜାଜନକ କାର୍ଯ୍ୟ କରିଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଶେୟାର କରିଥିବା…

ଗାଡ଼ି ଅଟକାଇ ବୃଦ୍ଧ ଦମ୍ପତିଙ୍କ ନିକଟରେ ଭୂମିରେ ବସିଲେ ଶିନ୍ଦେ, ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୨୫।୬ : ଏକ ସରକାରୀ ଗାଡିରେ ସତାରାର ନିଜ ଗାଁ ଦରେରୁ ମୁମ୍ବାଇ ଫେରୁଥିବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ହଠାତ ଅଟକି ରହିଥିଲେ। କେହି କିଛି ବୁଝିବା ପୂର୍ବରୁ ସେ କାରରୁ ଓହ୍ଲାଇ ରାସ୍ତାରେ ବସିଥିବା ଏକ ବୃଦ୍ଧ ଦମ୍ପତିଙ୍କ ନିକଟକୁ…

ଆମେରିକାରୁ ଦାମୀ ଏମକ୍ୟୁ-୯ବି ଡ୍ରୋନ କିଣିବା ଖବର ମିଛ, ମୂଲ୍ୟ ଏପର୍ଯ୍ୟନ୍ତ ହୋଇନାହିଁ ସ୍ଥିର…

ନୂଆଦିଲ୍ଲୀ,୨୫।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏମକ୍ୟୁ-୯ବି ଡ୍ରୋନ କ୍ରୟ ପାଇଁ ଚୁକ୍ତି ଶେଷ ହୋଇଛି। ତେବେ ସୋସିଆଲ ମିଡିଆରେ କିଛି ରିପୋର୍ଟରେ ଦାବି କରାଯାଇଛି ସରକାର ଏହି ଡ୍ରୋନ କାରବାରକୁ ମହଙ୍ଗା ମୂଲ୍ୟରେ କରିଛନ୍ତି। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri