ପୋକ୍ସୋ ମାମଲାରେ ନିର୍ଦ୍ଧାରିତ ଦଣ୍ଡାଦେଶରୁ କମ ଦଣ୍ଡ ଶୁଣାଇ ପାରିବେନି କୋର୍ଟ: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୯।୭ : ସୁପ୍ରିମକୋର୍ଟ କହିଛନ୍ତି ଯେ ବିଭିନ୍ନ ପ୍ରକାରର ଶିଶୁ ର୍ନିଯାତନା ପାଇଁ ସର୍ବନିମ୍ନ ଦଣ୍ଡଠାରୁ କମ ଦଣ୍ଡବିଧାନ କରିବାର କ୍ଷମତା କୋର୍ଟଙ୍କ ପାଖରେ ନାହିଁ। ଜଷ୍ଟିସ ଅଭୟ ଏସ ଓକା ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ଏକ ବେଞ୍ଚ ଆହ୍ଲାବାଦ…
୨୦୫୦ ସୁଦ୍ଧା ପୃଥିବୀର ୯୦ କୋଟି ଲୋକ ଭୋକିଲା ରହିବେ…
ଓ୍ବାଶିଂଟନ,୯।୭ : ଏକ ଅଧ୍ୟୟନ ଅନୁଯାୟୀ, ପୃଥିବୀର ଅନେକ ଅଞ୍ଚଳରେ ଫସଲ ଅମଳ ହ୍ରାସ ହେବାର ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ଆମ ଖାଦ୍ୟ ପ୍ରଣାଳୀ ଉପରେ ବହୁତ ପ୍ରଭାବ ପକାଉଛି । ଅଧ୍ୟୟନ ଅନୁଯାୟୀ ଖାଦ୍ୟ ଉତ୍ପାଦନ ବିଶ୍ୱକୁ ଗରମ…
ବନ୍ୟାରେ ଭାସିଗଲେ ଦୁଇ ଯବାନ
ନୂଆଦିଲ୍ଲୀ,୯।୭: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାର ଏକ ଉଫନାତିି ନଦୀରେ ଭାରତୀୟ ସେନାର ଦୁଇ ଯବାନ ଭାସି ଯାଇଛନ୍ତି। ସେମାନେ ମଧ୍ୟରୁ ଜଣେ ହେଲେ ନାଏବ ସୁବେଦାର କୁଲଦୀପ ସିଂ ବୋଲି ଜଣାପଡିଛି। ଅନ୍ୟଜଣଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି…
ସମ୍ବେଦନଶୀଳ ବୁଥ ସମ୍ପର୍କରେ ସୂଚନା ଦେଇ ନ ଥିଲେ ରାଜ୍ୟ ନିର୍ବାଚନ ଆୟୋଗ: ବିଏସଏଫ…
କୋଲକାତା,୯।୭ : ପଶ୍ଚିମବଙ୍ଗରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ହିଂସା ନେଇ ସୀମା ସୁରକ୍ଷା ବଳ (ବିଏସଏଫ) ର ଜଣେ ବରିଷ୍ଠ ଅଧିକାରୀ ଏକ ବଡ଼ ସୂଚନା ପ୍ରଦାନ କରିଛନ୍ତି। ସମ୍ବେଦନଶୀଳ ବୁଥ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇ ନ…
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ବୁଥ୍ କ୍ୟାପଚରିଂ ଅଭିଯୋଗରେ ଭାଜପା-ଟିଏମସି ମୁହାଁମୁହିଁ
କୋଲକତା,୯।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସାକୁ ନେଇ ଭାଜପା ଏବଂ ଟିଏମସି ମୁହାଁମୁହିଁ ହୋଇଛନ୍ତି। ହିସଂସାକୁ ନେଇ ପରସ୍ପର ମଧ୍ୟରେ ବୟାନ ବାଜିରେ କାଦୁଅ ଫୋପଡିବା ଘଟଣା ଜାରି ରହିଛି। ଭାଜପା ନିର୍ବାଚନରେ ବୁଥ୍ କ୍ୟାପଚର ହୋଇଛି ବୋଲି ମିଥ୍ୟା ଖବର…
ସିଏପିଏଫ ଯବାନଙ୍କ ଓପିଏସ ସ୍ବପ୍ନ ଭାଙ୍ଗିଲା…
ନୂଆଦିଲ୍ଲୀ,୯।୭ : ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ(ସିଏପିଏଫ)ର ଲକ୍ଷ ଲକ୍ଷ ଯବାନଙ୍କ ପୁରୁଣା ପେନସନ ପାଇବା ସ୍ବପ୍ନ ଭାଙ୍ଗି ଯାଇଛି। ଚଳିତ ବର୍ଷ ଜାନୁୟାରୀ ୧୧ରେ, ଦିଲ୍ଲୀ ହାଇକୋର୍ଟ ଦେଇଥିବା ସିଏପିଏଫରେ ପୁରୁଣା ପେନସନ ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ପର୍କରେ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟଙ୍କ…
୧୫ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା…
ରାମେଶ୍ୱରମ,୯।୭ : ଶ୍ରୀଲଙ୍କା ନୌସେନା ପାକ ଷ୍ଟ୍ରେଟର ଡେଲଫ୍ଟ ଦ୍ୱୀପରୁ ଦୁଇଟି ଡଙ୍ଗା ସହିତ ୧୫ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଧୀବରମାନେ ରାମେଶ୍ୱରମର ବାସିନ୍ଦା ବୋଲି ଜଣାପଡ଼ିଛି। ପାକ ଷ୍ଟ୍ରେଟ ହେଉଛି ଭାରତୀୟ ତାମିଲନାଡୁ ଏବଂ…
ଆମେରିକୀୟ ସେନାର ଖବରୀଙ୍କୁ ଆମେରିକାରେ ଗୁଳି କରି ହତ୍ୟା
ଓ୍ବାଶିଂଟନ୍,୯।୭: ଆମେରିକାର ୱାଶିଂଟନରେ ଆଫଗାନିସ୍ତାନର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଯୁବକ ଜଣକ ଆଫଗାନିସ୍ତାନରେ ରହୁଥିବାବେଳେ ଆମେରିକୀୟ ସେନାକୁ ସାହାଯ୍ୟ କରୁଥିଲେ। ତେବେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଆଫଗାନିସ୍ତାନ ଯୁବକ ଆମେରିକାରେ ପଳାଇ ଆସିଥିଲେ। ଯୁବକ…
ଭାରତର ମୋଷ୍ଟ ଓ୍ବାଣ୍ଟେଡ ଅଲ କାଏଦା ଆତଙ୍କବାଦୀ ଇକରାମୁଲ ଢାକାରେ ଗିରଫ…
ଢାକା,୯।୭ : ଭାରତର ‘ମୋଷ୍ଟ ୱାଣ୍ଟେଡ’ ଅଲ କାଏଦା ଆତଙ୍କବାଦୀ ଇକରାମୁଲ ହକ ଛଦ୍ମନାମ ଆବୁ ତାଲହାଙ୍କୁ ତାଙ୍କ ସ୍ତ୍ରୀ ଫରିଆ ଆଫ୍ରିନଙ୍କ ସହ ବାଂଲାଦେଶରେ ଗିରଫ କରାଯାଇଛି। ବାଂଲାଦେଶ ଦୈନିକ ପ୍ରୋଥୋମାଲୋ ରିପୋର୍ଟ କରିଛି ଢାକାର ସବୁଜ ବାଗ ଅଞ୍ଚଳରୁ…
ସୁଦାନରେ ଗୃହଯୁଦ୍ଧ ସଙ୍କଟ ଘନେଇଲା: ସେନା-ଆରଏସଏଫ ମୁହାଁମୁହିଁ…
ଖାର୍ତୁମ,୯।୭ : ସୁଦାନରେ ଗୃହଯୁଦ୍ଧ ସଙ୍କଟ ଘନେଇବାରେ ଲାଗିଛି। ସୁଦାନ ସେନା ଏବଂ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ସୁଦାନର ଓମଡୁରମାନ ସହରରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମର…
କୁରାନ ଜଳେଇବା ଘଟଣା: ସ୍ବିଡେନ ବିରୋଧରେ ଯୁଦ୍ଧ ଘୋଷଣା କଲା ପାକିସ୍ତାନ!
ଇସଲାମବାଦ,୯।୭: ସ୍ବିଡେନ୍ରେ ଇଦ୍ ଅବସରରରେ ଜଣେ ବ୍ୟକ୍ତି କୁରାନ ଜଳାଇବା ଘଟଣାକୁ ନେଇ ପାକିସ୍ତାନରେ ବିରୋଧ ଜାରି ରହିଛି। ଏହି ଘଟଣାରେ ପାକିସ୍ତାନୁ ଶୁକ୍ରବାର କଳା ଦିବସ ଭାବେ ପାଳନ କରିଥିଲା। ସେହି ଦିନ ତେହେରିକ-ଇ-ଲାବବାଇକ ପାକିସ୍ଥାନ (ଟିଏଲପି) ନେତା ସାଦ…
ମେଟା ସିଇଓଙ୍କ ସୁରକ୍ଷାରେ ୩ ବର୍ଷରେ ବିପୁଳ ଖର୍ଚ୍ଚ, ଚଳିତ ବର୍ଷ ଖର୍ଚ୍ଚ ହେଲାଣି ୧୧୫ କୋଟି…
ଓ୍ବାଶିଂଟନ,୯।୭ : ଫେସବୁକ ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଆଜିକାଲି ତାଙ୍କର ନୂତନ ସୋସିଆଲ ମିଡିଆ ପ୍ଲାଟଫର୍ମ ଥ୍ରେଡ୍ସ ଏବଂ ନିଜସୁରକ୍ଷା ପାଇଁ ଖର୍ଚ୍ଚ ପାଇଁ ଚର୍ଚ୍ଚାରେ ଅଛନ୍ତି। ଜୁକରବର୍ଗଙ୍କ କମ୍ପାନୀ ଗତ ତିନିବର୍ଷ ମଧ୍ୟରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ୪୦…

